ଗଛରେ ପିଟି ହେଲା କାର୍: ୩ ଜୀବନ୍ତ ଦଗ୍ଧ
ବିଳାସପୁର,୨୨।୧: ଛତିଶଗଡ଼ର ବିଳାସପୁର ଜିଲାରେ ଏକ କାର୍ ଗଛରେ ପିଟି ହୋଇ ଜଳିଯିବାରୁ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖଇରା-ପୋଦି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିିଛି। ଶରୀର ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ମୃତକମାନଙ୍କୁ ଚିହ୍ନଟ କରାଯାଇ ନାହିଁ। କାର୍ଟି ବିଳାସପୁର…
ନେଇଗଲେ ମୋବାଇଲ ଟାଓ୍ବାର
ବେଙ୍ଗାଲୁରୁ,୨୨।୧: ବେଙ୍ଗାଲୁରୁରୁ ଚଳିତ ମାସରେ ୨ଟି ମୋବାଇଲ ଟାଓ୍ବାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ହ୍ବାଇଟ୍ ଫିଲ୍ଡ ଡିଭିଜନ ଅଧୀନ ମହାଦେବପୁରରୁ ଏକ ଟାଓ୍ବାର ଚୋରି ହୋଇଥିବା ବେଳେ ଉତ୍ତର ବେଙ୍ଗାଲୁରୁର ରାଜାଜୀ ନଗରରୁ ଆଉ ଏକ ମୋବାଇଲ୍ ଟାଓ୍ବାର ଚୋରି…
ଚୋରିକରି ପଳାଉଥିବା ବେଳେ କୂଅରେ ପଡ଼ିଲେ
ହାଇଦ୍ରାବାଦ,୨୨।୧: ତେଲଙ୍ଗାନାର ହନମ୍କୋଣ୍ଡା ଜିଲାର ଏସ୍ଆର୍ ଇଞ୍ଜିନିୟରିଂ କଲେଜ ଛାତ୍ରୀନିବାସରୁ ଶନିବାର ରାତିରେ ମୋବାଇଲ ଫୋନ୍ ଏବଂ ଲାପ୍ଟପ ଚୋରିକରି ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଯୁବକ କୂଅରେ ଖସିପଡ଼ିଥିଲେ। ରାତିସାରା କୂଅରେ ରହିବା ପରେ ସକାଳେ ପୋଲିସ…
ପ୍ରଧାନ ବିଚାରପତିଙ୍କୁ ମୋଦିଙ୍କ ପ୍ରଶଂସା
ନୂଆଦିଲ୍ଲୀ,୨୨।୧:ସୁପ୍ରିମକୋର୍ଟ ରାୟଗୁଡ଼ିକୁ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବା ଉପରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଗୁରୁତ୍ୱ ଦେଉଥିବାରୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଚ୍ଚ ପ୍ରଶଂସା କରିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ରାୟ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବା…
ମୋଦିଙ୍କୁ ହିଟଲରଙ୍କ ସହ ତୁଳନା କଲେ ସିଦ୍ଦରମୈୟା
ବେଙ୍ଗାଲୁରୁ,୨୨।୧: ଚଳିତବର୍ଷ କର୍ନାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ତୀବ୍ର ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ସିଦ୍ଦରମୈୟା ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ମୋଦିଙ୍କୁ…
ଭାଜପା ବିଧାୟକଙ୍କ ଯୁକ୍ତି: ଭଲ ରାସ୍ତା ଯୋଗୁ ଘଟୁଛି ସଡ଼କ ଦୁର୍ଘଟଣା
ଭୋପାଳ,୨୨।୧: ମଧ୍ୟପ୍ରଦେଶ ଖଣ୍ଡଓ୍ବା ମାନ୍ଧାତା ବିଧାନସଭା ଆସନର ଭାଜପା ବିଧାୟକ ନାରାୟଣ ସିଂ ପଟେଲ ସଡ଼କ ଦୁର୍ଘଟଣାକୁ ନେଇ ଏକ ଅଜବ ଯୁକ୍ତି ବାଢିଛନ୍ତି। ଭଲ ରାସ୍ତା ଯୋଗୁ ସଡ଼କ ଦୁର୍ଘଟଣା ଘଟୁଛି। ଭଲ ରାସ୍ତା ଯୋଗୁ ଯାନବାହାନ ଅଧିକ ବେଗରେ…
ଦେଶରେ ଘୃଣା ଅଛି କହି ରାହୁଲ ଜୀ ଭାରତକୁ ବଦନାମ କରିବା ଉଚିତ୍ ନୁହେଁ: ରାଜନାଥ
ଭୋପାଳ,୨୨।୧: ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ମଧ୍ୟପ୍ରଦେଶର ସିଙ୍ଗ୍ରାଉଲିରେ ପହଞ୍ଚି ୨୫ ହଜାରରୁ ଅଧିକ ହିତାଧିକାରୀଙ୍କୁ ପ୍ଲଟ ବଣ୍ଟନ କରିଛନ୍ତି। ଏଠାରେ ରାଜନାଥ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ଦେଶରେ ଘୃଣା ଅଛି ବୋଲି…
ରାହୁଲଙ୍କ ପ୍ରଶ୍ନ: ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ‘ପ୍ରିୟ ବନ୍ଧୁ’ଙ୍କ ସମ୍ପତ୍ତି କେମିତି ବଢିଲା ୮ ଗୁଣା
ନୂଆଦିଲ୍ଲୀ,୨୨।୧: କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍ ଯୋଗେ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ‘ପ୍ରିୟ ବନ୍ଧୁ’ର ସମ୍ପତ୍ତି କିପରି ୮ ଗୁଣ ବୃଦ୍ଧି ପାଇଲା? ଗୋଟିଏ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ‘ପ୍ରିୟ…
କେବେ ବିବାହ କରିବେ ରାହୁଲ ଗାନ୍ଧୀ, ନିଜେ କଲେ ଖୁଲାସା
ନୂଆଦିଲ୍ଲୀ,୨୨।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଭାରତ ଯୋଡୋ ଯାତ୍ରା ଅଧୀନରେ ଜମ୍ମୁ କଶ୍ମୀରରେ ଅଛନ୍ତି। ଏହି ସମୟରେ ସେ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇଥିଲେ। କଂଗ୍ରେସ ଏହି ସାକ୍ଷାତକାରକୁ ସୋସିଆଲ ମିଡିଆରେ ଶେୟାର କରିଛି। ଏଥିରେ ରାହୁଲ ଗାନ୍ଧୀ…
ସୀତାଙ୍କ ସହ ବସି ମଦ୍ୟପାନ କରୁଥିଲେ ରାମ: ଲେଖକଙ୍କ ମନ୍ତବ୍ୟ ନେଇ ବିବାଦ…
ବେଙ୍ଗାଲୁରୁ,୨୨।୧ : ରାମଚରିତମାନସ ବିବାଦ ପରେ କର୍ନାଟକର ଲେଖକ କେ.ଏସ ଭଗବାନ ପୁଣି ପ୍ରଭୁ ଶ୍ରୀରାମଙ୍କ ବିଷୟରେ ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି। ସେ ଭଗବାନ ରାମ ଏବଂ ସୀତାଙ୍କ ବିଷୟରେ ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ସେ ଦାବି…
ବିବିସି ଡକ୍ୟୁମେଣ୍ଟାରୀ ମାମଲା: ଭାରତର କିଛି ଲୋକ ବିବିସିକୁ ସୁପ୍ରିମ୍କୋର୍ଟଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି କହିଲେ କିରେନ୍ ରିଜିଜୁ…
ନୂଆଦିଲ୍ଲୀ,୨୨।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବ୍ରିଟିଶ ବ୍ରୋଡକାଷ୍ଟ କର୍ପୋରେଣନ (ବିବିସି) ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ଥମିବାର ଏହାର ନା ନେଉନାହିଁ। ବିରୋଧୀ ଦଳର ନେତାମାନେ ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହାଁନ୍ତି। ଏନେଇ ଶାସକ ଦଳ…
ନିର୍ବାଚନ ପୂର୍ବରୁ ବିରୋଧୀ ଏକତାରେ ଫାଟ, ଟିଏମ୍ସି କହିଲା କଂଗ୍ରେସ କରୁଛି ‘ଏକଲା ଚଲୋ ରେ’ ଯୋଜନା…
ନୂଆଦିଲ୍ଲୀ,୨୨।୧ : ଲୋକସଭା ନିର୍ବାଚନ ୨୦୨୪ରେ ଅନୁଷ୍ଠିତ ହେବ। ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଛନ୍ତି। ଏଭଳି ପରିସ୍ଥିତିରେ ପୁଣି ଥରେ ବିରୋଧୀ ଏକତାର ସ୍ଲୋଗାନ ଉଠିବା ଆରମ୍ଭ ହୋଇଛି। ନିକଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ…

