ଜାତୀୟ

ପୂର୍ବତନ ଆଇନ ମନ୍ତ୍ରୀ, ପ୍ରଶାନ୍ତ ଭୂଷଣଙ୍କ ପିତା ଶାନ୍ତି ଭୂଷଣଙ୍କ ୯୭ ବର୍ଷରେ ପରଲୋକ

ନୂଆଦିଲ୍ଲୀ,୩୧।୧: ପରଲୋକରେ ପ୍ରଶାନ୍ତ ଭୂଷଣଙ୍କ ପିତା ତଥା ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣ। ଦିଲ୍ଲୀସ୍ଥିତ ବାସଭବନରେ ମଙ୍ଗଳବାର ସନ୍ଧ୍ୟା ୭ ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା। ୧୯୭୭ରୁ ୧୯୭୯…

ନାଗରିକତ୍ୱ ଆଇନ ନେଇ ଲୋକଙ୍କୁ ଭ୍ରମିତ କରୁଛନ୍ତି କେନ୍ଦ୍ର ସରକାର: ମମତା…

କୋଲକାତା,୩୧।୧ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଦ୍ୱାରା ପରିଚାଳିତ କେନ୍ଦ୍ର ସରକାର ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ କରିବା ନାମରେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ମମତା ଏହା ମଧ୍ୟ…

ଏପ୍ରିଲରୁ ହଟିବ ୯ ଲକ୍ଷ ସରକାରୀ ଗାଡ଼ି

ନୂଆଦିଲ୍ଲୀ,୩୧।୧: କେନ୍ଦ୍ର ଓ ରାଜ୍ୟ ସରକାର, ପରିବହନ ନିଗମ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ ରହିଥିବା ୧୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ୯ ଲକ୍ଷରୁ ଅଧିକ ଗାଡ଼ି ଆସନ୍ତା ଏପ୍ରିଲ ୧ରୁ ରାସ୍ତାରୁ ହଟାଇ ଦିଆଯିବ। ସେଗୁଡ଼ିକ ସ୍ଥାନରେ ନୂଆ ଗାଡ଼ି ବ୍ୟବହାର…

କେତେ ଶ୍ରମିକଙ୍କୁ ମିଳୁଛି ଖାଦ୍ୟ ଶସ୍ୟ: କେନ୍ଦ୍ର-ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୩୧।୧ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ପଞ୍ଜୀକୃତ ୨୮ କୋଟି ୫୫ ଲକ୍ଷ ଶ୍ରମିକଙ୍କ ମଧ୍ୟରୁ କେତେଜଣଙ୍କର ରାଶନ କାର୍ଡ ଅଛି ଏବଂ କେତେଜଣ ଲୋକ…

ପିଏମ୍‌ କେୟାର୍ସ ଭାରତ ସରକାରଙ୍କ ପାଣ୍ଠି ନୁହେଁ: ହାଇକୋର୍ଟଙ୍କୁ କହିଲେ ପିଏମଓ…

ନୂଆଦିଲ୍ଲୀ,୩୧।୧ : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ପିଏମ୍‌ କେୟାର୍ସ ଭାରତ ସରକାରଙ୍କ ପାଣ୍ଠି ନୁହେଁ ଏବଂ ଏହାକୁ ସରକାରୀ କର୍ତ୍ତୃପକ୍ଷ ଭାବରେ ବିବେଚନା କରାଯାଇପାରିବ ନାହିଁ। ପିଏମଓର ଅଣ୍ଡର ସେକ୍ରେଟେରୀଙ୍କ ଦ୍ୱାରା ଦାଖଲ ହୋଇଥିବା…

ମନ୍ଦିର ନାମରେ ନକଲି ଓ୍ବେବସାଇଟ କରାଯିବ ବ୍ଲକ…

ଚେନ୍ନାଇ,୩୧।୧ : ତାମିଲନାଡୁରେ ମନ୍ଦିର ନାମରେ ଅନଧିକୃତ, ବେଆଇନ ତଥା ନକଲି ୱେବସାଇଟକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଏସବୁ ଓ୍ବେବସାଇଟକୁ ବ୍ଲକ୍‌ କରାଯିବା ଜରୁରୀ। ଏସବୁ ଓ୍ବେବସାଇଟ…

‘ଜୟ ଜୟ ମହାରାଷ୍ଟ୍ର ମାଝା’ ହେଲା ରାଜ୍ୟ ସଙ୍ଗୀତ: ଶିନ୍ଦେଙ୍କ କ୍ୟାବିନେଟ ନିଷ୍ପତ୍ତି…

ମୁମ୍ବାଇ,୩୧।୧ : ମହାରାଷ୍ଟ୍ର ସରକାର ମଙ୍ଗଳବାର ‘ଜୟ ଜୟ ମହାରାଷ୍ଟ୍ର ମାଝା’କୁ ରାଜ୍ୟ ସଙ୍ଗୀତ ଭାବରେ ସ୍ବୀକୃତି ଦେଇଛନ୍ତି। ଏହି ଗୀତଟି ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ବାର୍ଷିକୀ ଫେବୃଆରୀ ୧୯ ରେ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀ…

ବ୍ୟଭିଚାର କ୍ଷେତ୍ରରେ ନିଜ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ସଶସ୍ତ୍ର ବାହିନୀ…

ନୂଆଦିଲ୍ଲୀ,୩୧।୧ : ବ୍ୟଭିଚାର ଉପରେ ସୁପ୍ରିମକୋର୍ଟ ନିଜର ୨୦୧୮ର ରାୟ ସ୍ପଷ୍ଟ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବ୍ୟଭିଚାର ପାଇଁ ସଶସ୍ତ୍ର ବାହିନୀ ସେମାନଙ୍କ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ବିଚାରପତି କେଏମ ଜୋଶେଫ, ଅଜୟ ରସ୍ତୋଗୀ, ଅନିରୁଦ୍ଧ…

ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ

ଗାନ୍ଧୀନଗର,୩୦।୧: ଏକ ଦଶନ୍ଧି ପୁରୁଣା ବଳାତ୍କାର ମାମଲାରେ ଗୁଜରାଟର ଏକ କୋର୍ଟ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି। ମଙ୍ଗଳବାର ଗୁଜରାଟ ଗାନ୍ଧୀନଗରର ଆଡିଶନ୍‌ ଜିଲା ଏବଂ ସେସନ୍‌ କୋର୍ଟ ଆଶାରାମ ବାପୁଙ୍କ ବିରୋଧରେ ରାୟ…

ମୋରବି ଝୁଲାପୋଲ ଦୁର୍ଘଟଣା: ଓରେଭା ଗ୍ରୁପ୍‌ ଏମଡି କୋର୍ଟରେ କଲେ ଆତ୍ମ ସମର୍ପଣ…

ଅହମଦାବାଦ,୩୧।୧ : ଗୁଜରାଟର ମୋରବି ଝୁଲା ପୋଲ ଭୁଶୁଡ଼ିବା ମାମଲାରେ ଅଭିଯୁକ୍ତ ଓରେଭା ଗ୍ରୁପର ପରିଚାଳନା ନିର୍ଦ୍ଦେଶକ (ଏମଡି) ଜୟସୁଖ ପଟେଲ ମଙ୍ଗଳବାର ମୋରବିସ୍ଥିତ ସିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଏହାପୂର୍ବରୁ ସିଜେଏମ କୋର୍ଟ ଜୟସୁଖ ପଟେଲଙ୍କ ବିରୋଧରେ ୱାରେଣ୍ଟ ଜାରି…

ମାରିନା ବିଚରେ କରୁଣାନିଧିଙ୍କ ସ୍ମାରକୀ ନିର୍ମାଣକୁ ବିରୋଧ…

ଚେନ୍ନାଇ,୩୧।୧ : ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡିଏମକେ ସୁପ୍ରିମୋ ଏମ କରୁଣାନିଧିଙ୍କ ସ୍ମୃତିରେ ମାରିନା ବିଚରେ ଏକ କଲମ ସ୍ମାରକୀ ନିର୍ମାଣ ପ୍ରସ୍ତାବ ଉପରେ ଏକ ଜନ ଶୁଣାଣି ସମୟରେ ଉତ୍ତେଜନା ପ୍ରକାଶ ପାଇଛି। ସେହି ସମୟରେ ହୋଇଥିବା…

୩ ଦିନରେ ୩୪ ଶହ କୋଟି ଡଲାର କ୍ଷତି, ଶୀର୍ଷ ୧୦ ଧନ କୁବେର ତାଲିକାରୁ ବାହାରିଲେ ଗୌତମ ଆଦାନୀ…

ନୂଆଦିଲ୍ଲୀ,୩୧।୧ : ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଏସିଆର ଅନ୍ୟତମ ଧନୀ ବ୍ୟକ୍ତି ଗୌତମ ଆଦାନୀ ବହୁ କ୍ଷତି ସହିଛନ୍ତି। ତାଙ୍କ ଗ୍ରୁପ କମ୍ପାନୀଗୁଡିକ ତିନି ଦିନ ମଧ୍ୟରେ ୩୪ ଶହ କୋଟି ଡଲାରର କ୍ଷତି କରିଛନ୍ତି। କେବଳ ଏତିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?