ଜାତୀୟ

ଭାରତ ସୀମାରେ ମ୍ୟାନମାରରେ ସେନାର ଏୟାର ଷ୍ଟ୍ରାଇକ…

ନୂଆଦିଲ୍ଲୀ,୧।୨ : କ୍ଷମତା ହାସଲ କରିବାର ଦୁଇ ବର୍ଷ ପରେ ସଶସ୍ତ୍ର ପ୍ରତିରୋଧକୁ ଦୂର କରିବା ପାଇଁ ମ୍ୟାନମାରର ସାମରିକ ଶାସକଙ୍କ ନିର୍ଦ୍ଦେଶରେ ଭାରତ ସୀମାରେ ମ୍ୟାନମାରର ସୈନ୍ୟବାହିନୀ ଏୟାର ଷ୍ଟ୍ରାଇକକୁ ବୃଦ୍ଧି କରୁଛନ୍ତି। ମାନବାଧିକାର ମନିଟରିଂ ଗୋଷ୍ଠୀ କହିଛନ୍ତି ଯେ…

ହିଣ୍ଡନବର୍ଗ ରିପୋର୍ଟର ଯାଞ୍ଚ କରିବେ ଅଷ୍ଟ୍ରେଲିଆ ସରକାର…

ମେଲବୋର୍ନ,୧।୨ : ହିଣ୍ଡନବଗର୍ର୍ ରିପୋର୍ଟ ଆଦାନୀ ଗ୍ରୁପକୁ ଏକ ବଡ ଝଟକା ଦେଇଛି ଏବଂ ଏହା ଯୋଗୁ କମ୍ପାନୀର ଶେୟାର ହ୍ରାସ ପାଇଛି। ବର୍ତ୍ତମାନ ଖବର ଆସିଛି ଯେ ଅଷ୍ଟ୍ରେଲିଆର କର୍ପୋରେଟ ନିୟାମକ ମଧ୍ୟ ଏହି ରିପୋର୍ଟର ସମୀକ୍ଷା କରୁଛନ୍ତି। ଆମେରିକାର…

ଓବିସି, ଏସ୍‌ଇବିସି ଜନଗଣନା ରାଜ୍ୟ ସରକାର କରୁନାହାନ୍ତି: ଭାଜପା

ଭୁବନେଶ୍ବର,୧।୨(ବ୍ୟୁରୋ): ଓଡ଼ିଶାରେ ଶାସକ ବିଜେଡି ଓବିସି ଓ ଏସ୍‌ଇବିସି ବର୍ଗର ସାମାଜିକ, ଆର୍ଥତ୍କ, ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉତ୍‌ଥାନ ଚାହୁଁନାହିଁ। ରାଜ୍ୟ ଜନସଂଖ୍ୟାର ସର୍ବାଧିକ ୫୪ ପ୍ରତିଶତ ଯାହାକି ପାଖାପାଖି ୨.୫୦ କୋଟି ଓବିସି ଓ ଏସ୍‌ଇବିସି ବର୍ଗର ଲୋକଙ୍କୁ…

ଶାନ୍ତି ଭୂଷଣଙ୍କ ପରଲୋକ

ନୂଆଦିଲ୍ଲୀ,୧।୨: ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଇନମନ୍ତ୍ରୀ ଶାନ୍ତି ଭୂଷଣଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ତାଙ୍କୁ ୯୭ ବର୍ଷ ହୋଇଥିଲା। ମୋରାରଜୀ ଦେଶାଇ ସରକାରରେ ୧୯୭୭ରୁ ୧୯୭୯ ସେ କେନ୍ଦ୍ରରେ ଆଇନମନ୍ତ୍ରୀ ଥିଲେ। ତାଙ୍କ ପୁଅ ପ୍ରଶାନ୍ତ ଭୂଷଣ ଜଣେ ଆଇନଜୀବୀ…

ଅଭିଭାଷଣ ବର୍ଜନକଲେ ବିଆର୍‌ଏସ୍‌, ଏଏପି

ନୂଆଦିଲ୍ଲୀ,୧।୨: ପାର୍ଲାମେଣ୍ଟ ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣକୁ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବର୍ଜନ କରିଛନ୍ତି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର କେନ୍ଦ୍ରରେ ବିଫଳ ହୋଇଥିବାରୁ ଅଭିଭାଷଣ ବର୍ଜନ…

ଭିସ୍ତାରା କ୍ରିଉ ମେମ୍ବରଙ୍କୁ ମୁଥମାରି ମହିଳା ଯାତ୍ରୀ ଗିରଫ

ମୁମ୍ବାଇ, ୧।୨: ଭିସ୍ତାରା ଏୟାର ଲାଇନ୍ସରେ ଯାତ୍ରା କରୁଥିବା ଜଣେ ମହିଳା କ୍ରିଉ ମେମ୍ବରଙ୍କୁ ମୁଥମାରି ଗିରଫ ହୋଇଛନ୍ତି। ବିମାନଟି ଆବୁଧାବିରୁ ମୁମ୍ବାଇ ଆସୁଥିଲା। ଇଟାଲିର ପାଓଲା ପେରୁସିଓ (୪୫) ନାମ୍ନୀ ମହିଳା ଇକୋନୋମିକ୍‌ ଶ୍ରେଣୀ ଟିକଟ କରି ବିଜ୍‌ନେଶ କ୍ଲାସରେ…

ଭାରତ ପ୍ରତି ବିଶ୍ୱ ଦୃଷ୍ଟିଭଙ୍ଗୀ ବଦଳିଛି

ନୂଆଦିଲ୍ଲୀ,୧।୨: ଭାରତ ପ୍ରତି ବିଶ୍ୱ ଦୃଷ୍ଟିଭଙ୍ଗୀରେ ବଦଳିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି। ଫଳରେ ପ୍ରତ୍ୟେକ ଭାରତୀୟଙ୍କ ଆତ୍ମବିଶ୍ୱାସ ଆଜି ଶୀର୍ଷରେ ପହଞ୍ଚତ୍ଛି। ଭାରତର ଅତୀତ…

ବିମାନରେ ପରିସ୍ରା କରିଥିବା ଶଙ୍କର ମିଶ୍ରାଙ୍କୁ ଜାମିନ

ନୂଆଦିଲ୍ଲୀ,୧।୨: ଗତବର୍ଷ ନଭେମ୍ବର ୨୬ରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ମଙ୍ଗଳବାର ଜାମିନ ମଞ୍ଜୁର କରିଛନ୍ତି। ପୂର୍ବରୁ ମାଜିଷ୍ଟ୍ରେଟ୍‌ କୋର୍ଟ…

ଝିଅ-ପୁଅଙ୍କ ବିବାହ ବୟସ ହେଉ ସମାନ, ଆବେଦନକୁ ସୁପ୍ରିମ୍‌କୋର୍ଟକୁ ସ୍ଥାନାନ୍ତର କଲେ ଦିଲ୍ଲୀ ହାଇକୋର୍ଟ…

ନୂଆଦିଲ୍ଲୀ,୩୧।୧ : ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଝିଅ-ପୁଅଙ୍କ ବିବାହ ବୟସ ସମାନ ହେବା ନେଇ କରାଯାଇଥିବା ଏକ ପିଟିଶନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ଏହା ସହିତ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି ଯେ ୧୩ ଜାନୁୟାରୀ ୨୦୨୩ ରେ ବିଭିନ୍ନ ଆଇନରେ ଝିଅ-ପୁଅଙ୍କ…

୮ ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳରେ ଲିଙ୍ଗ ଅନୁପାତ ୯୦୦ ତଳେ…

ନୂଆଦିଲ୍ଲୀ,୩୧।୧ : ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସ୍ବାସ୍ଥ୍ୟ ପରିଚାଳନା ସୂଚନା ସିଷ୍ଟମ (ଏଚଏମଆଇଏସ) ରିପୋର୍ଟରେ ଦେଶରେ ଜନ୍ମ ସମୟରେ ଲିଙ୍ଗ ଅନୁପାତର ଆଶ୍ଚର୍ଯ୍ୟଜନକ ଆକଳନ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ଭାରତରେ ପୁଅ ତୁଳନାରେ ଝିଅମାନଙ୍କର…

ଆଶୀର୍ବାଦ ଟାଓ୍ବାରରେ ଭୟଙ୍କର ଅଗ୍ନିକାଣ୍ଡ: ଏଯାବତ ୩ ମୃତ, ଫସି ରହିଛନ୍ତି ଅନେକ

ଧନବାଦ,୩୧।୧: ଝାଡଖଣ୍ଡର ଧନବାଦର ଆଶୀର୍ବାଦ ଟାଓ୍ବାରରେ ମଙ୍ଗଳବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଧୀରେ ଧୀରେ ଭୟଙ୍କର ରୂପ ନେଉଛି। ଅଗ୍ନିଶମ ବିଭାଗର ସମସ୍ତ ଉଦ୍ୟମ ସତ୍ତ୍ୱେ ନିଆଁକୁ ଆୟତ୍ତ କରାଯାଇପାରିନାହିଁ। ତେବେ ଏହି ଘଟଣାରେ ଏଯାବତ ୩…

ରାଜନୀତିରୁ ସନ୍ନ୍ୟାସ ନେଇ ଘୋଷଣା କଲେ ବି.ଏସ୍‌. ୟେଦୁରୁପ୍ପା

ବେଙ୍ଗାଲୁରୁ, ୩୧।୧: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରୁପ୍ପା ରାଜନୀତିରୁ ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି। ଭାଜପାର କେନ୍ଦ୍ରୀୟ ସଂସଦୀୟ କମିଟିର ସେ ସଦସ୍ୟ ଥିବା ବେଳେ ରାଜନୀତିରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି। ବେଲାଗାଭିରେ ଗଣମାଧ୍ୟମକୁ ସୂଚନା ଦେଇ ୟେଦୁରୁପ୍ପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?