ଆଦାନୀ ପ୍ରସଙ୍ଗ ଉଠାଇଲେ ବିରୋଧୀ
ନୂଆଦିଲ୍ଲୀ,୩୧।୧(ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ ପୂର୍ବରୁ ସୋମବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିରୋଧୀ ଦଳଗୁଡ଼ିକ ଆଦାନୀ ଏବଂ ମହିଳା ସ୍ଥାନ ସଂରକ୍ଷଣ ବିଲ୍ ପ୍ରସଙ୍ଗ ଉଠାଇଥିଲେ। ନିୟମ ଅନୁଯାୟୀ ସମସ୍ତ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ସରକାର ପ୍ରତିଶ୍ରୁତି…
ଆଜିଠୁ ବଜେଟ ଅଧିବେଶନ
ନୂଆଦିଲ୍ଲୀ,୩୧।୧(ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ ମଙ୍ଗଳବାର ଆରମ୍ଭ ହେଉଛି। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଏବଂ ଅର୍ଥ ବିଲ୍ ଅନୁମୋଦନକୁ ସରକାର ସର୍ବାଧିକ ପ୍ରାଥମିକତା…
ଜାତୀୟତାବାଦ ଦ୍ୱାରା ଜାଲିଆତିକୁ ଢଙ୍କାଯାଇପାରିବ ନାହିଁ
ନୂଆଦିଲ୍ଲୀ,୩୧।୧(ପି.ଟି.): ଆମେରିକାର ଶର୍ଟ ସେଲର ହିଣ୍ଡେନବର୍ଗ ରିସର୍ଚ୍ଚ ଭାରତର ସବୁଠୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍ର ଜାଲିଆତି ପଦାରେ ପକାଇବା ପରେ ଏହାର ତାଲିକାଭୁକ୍ତ କମ୍ପାନୀଗୁଡ଼ିକ ଜାନୁୟାରୀ ୨୪ରୁ ଇତିମଧ୍ୟରେ ୭୦ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ କ୍ଷତି ସହିଲେଣି।…
ମା’ କ୍ଷୀରରେ କୀଟନାଶକ
ଲକ୍ଷ୍ନୌ,୩୧।୧:ନବଜାତ ଶିଶୁଙ୍କ ପାଇଁ ମା’ କ୍ଷୀର ପ୍ରଥମ ଆହାର। ଗୁରୁତ୍ୱ ଦୃଷ୍ଟିରୁ ଏହାକୁ ଅମୃତ ଆଖ୍ୟା ଦିଆଯାଇଛି। ଡାକ୍ତରଙ୍କ ମତରେ ମା’ କ୍ଷୀରରୁ ହିଁ ଶିଶୁକୁ ପୋଷକତତ୍ତ୍ୱ ମିଳିଥାଏ, ଯାହା ଶାରୀରିକ ଓ ମସ୍ତିଷ୍କ ବିକାଶରେ ସାହାଯ୍ୟ କରେ। ତେବେ ଏହି…
ବସ୍ ଦୁର୍ଘଟଣା: ଚାଲିଗଲା ୨ ଜୀବନ, ୩୯ ଆହତ
କୋଲକାତା,୩୧।୧: ପଶ୍ଚିମବଙ୍ଗର ମାଲଦା ଜିଏାର ପାଣ୍ଡୁଆ ଅଞ୍ଚଳରେ ଏନ୍ଏଚ୍ ୩୪ରେ ଏକ ବସ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୯ ଜଣ ଆହତ ହୋଇଥିବା କୁହାଯାଉଛି। ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ତଥା କୋଲକାତା ମେୟର ଫିରହାଦ…
ମୋଦି ସରକାରଙ୍କୁ ରାହୁଲ ଧନ୍ୟବାଦ୍ ଦେବା ଉଚିତ୍:ଭାଜପା
ନୂଆଦିଲ୍ଲୀ,୩୧।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ସୋମବାର ଜମ୍ମୁ କଶ୍ମୀରରେ ଶେଷ ହୋଇଛି। ଏହି ଯାତ୍ରା ଗତ ବର୍ଷ ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରାର ଶେଷ ସମାବେଶରେ ରାହୁଲ ଗାନ୍ଧୀ ଭାଜପାକୁ ଟାର୍ଗେଟ୍ କରିବା ସହ ତାଙ୍କୁ…
ସ୍ବାମୀଙ୍କୁ ଏସିଡ୍ ମାଡ଼ କଲେ ସ୍ତ୍ରୀ
କାନପୁର, ୩୦।୧: ଉତ୍ତର ପ୍ରଦେଶ କାନପୁରରେ ପୁନମ ନାମକ ଜଣେ ମହିଳା ତାଙ୍କ ସ୍ବାମୀ ଡବ୍ବୁଙ୍କ ଉପରକୁ ଏସିଡ୍ ମାଡ଼ କରି ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ପୁନମ ଘରକୁ ବିଳମ୍ବରେ ଆସିବାରୁ ଦୁହିଁଙ୍କ ମଧ୍ୟରେ ଶନିବାର ଝଗଡ଼ା ହୋଇଥିଲା।…
ବଦଳିଲା ଦିଲ୍ଲୀ ମୋଗଲ ଗାର୍ଡେନର ନାମ
ନୂଆଦିଲ୍ଲୀ,୩୦।୧: ରାଷ୍ଟ୍ରପତି ଭବନ ପରେ ବର୍ତ୍ତମାନ ଦିଲ୍ଲୀ ୟୁନିଭର୍ସିଟିର ଉତ୍ତର କ୍ୟାମ୍ପସ ସ୍ଥିତ ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରାଯାଇଛି। ଦିଲ୍ଲୀ ୟୁନିଭର୍ସିଟି (ଡିୟୁ)ର ମୋଗଲ ଗାର୍ଡେନର ନାମକୁ ପରିବର୍ତ୍ତନ କରାଯାଇ ‘ଗୌତମ ବୁଦ୍ଧ ସେଣ୍ଟେନାରୀ’ ଗାର୍ଡେନ କରାଯାଇଛି। ନାମ ବଦଳାଇବା…
ବିଏସ୍ପିକୁ ବଡ଼ ଝଟ୍କା: ଜମ୍ମୁ-କଶ୍ମୀରର ମହାସଚିବ ଏନ୍ସିରେ ସାମିଲ
ଶ୍ରୀନଗର,୩୦।୧: ଜମ୍ମୁ-କଶ୍ମୀରରେ ବହୁଜନ ସମାଜ ପାର୍ଟି(ବିଏସ୍ପି)କୁ ଏକ ବଡ଼ ଝଟ୍କା ଲାଗିଛି। ବିଏସ୍ପିର ଜମ୍ମୁ-କଶ୍ମୀରର ସାଧାରଣ ସମ୍ପାଦକ ରବିନ୍ଦର ସିଂ ଦଳ ଛାଡି ନ୍ୟାସନାଲ କନ୍ଫରେନ୍ସ (ଏନ୍ସି)ରେ ସାମିଲ ହୋଇଛନ୍ତି। ସୋମବାର ରବିନ୍ଦର ସିଂ ଦଳର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ…
ରାମଚରିତମାନସର ପୃଷ୍ଠା ଜଳାଇବା ମାମଲାରେ ୫ଅଭିଯୁକ୍ତ ଗିରଫ
ଲକ୍ଷ୍ନୌ,୩୦।୧: ଉତ୍ତରପ୍ରଦେଶ ଲକ୍ଷ୍ନୌର ପିଜିଆଇ ପୋଲିସ ରାମଚରିତମାନସର ପୃଷ୍ଠା ଚିରି ପୋଡ଼ି ଦେବା ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ପିଜି ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ସତ୍ୟେନ୍ଦ୍ର କୁଶୱା, ଯଶପାଲ ସିଂ, ଦେବେନ୍ଦ୍ର ପ୍ରତାପ ଯାଦବ, ସୁରେଶ…
ଭାଜପାରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା
ଅହମ୍ମଦାବାଦ,୩୦।୧: ଭାଜପାରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ଗୁଜରାଟ ଆନନ୍ଦ ଜିଲାର ପୂର୍ବତନ ବିଧାୟକ କାନ୍ତି ସୋଧା ପରମାର। ସୋମବାର ଗୁଜୁରାଟ ଗାନ୍ଧୀନଗରର କମଲମ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ଗୁଜୁରାଟ ବିଧାନସଭା ନିର୍ବାଚନରେ…
ଭାରତରେ ପ୍ରତି ୪ରୁ ୩ଜଣଙ୍କଠାରେ ରହିଛି ଭିଟାମିନ୍-ଡି’ର ଅଭାବ: ବଡୋଦରାରେ ସର୍ବାଧିକ
ନୂଆଦିଲ୍ଲୀ,୩୦।୧: ଭିଟାମିନ୍-ଡି’ର ଅଭାବ ନେଇ ଭାରତରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଭାରତର ୭୬ପ୍ରତିଶତ ଲୋକଙ୍କଠାରେ ଭିଟାମିନ-ଡି’ର ଅଭାବ ରହିଥିବା ଏକ ବିସ୍ତୁତ ଗବେଷଣାରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଭାରତର ପ୍ରାୟ ୨୭ଟି ସହରରେ ବାସ କରୁଥିବା ୨.୨ ଲକ୍ଷରୁ ଊର୍ଦ୍ଧ୍ୱ…

