ଜାତୀୟ

ବ୍ରେଡ ପ୍ୟାକେଟରେ ମୂଷା…

କୋଲକାତା,୧୧।୨ : ଏବେ ଅନଲାଇନରେ ଶୀଘ୍ର ସାମଗ୍ରୀ ପହଞ୍ଚାଇବାର ପ୍ରତିଦ୍ୱନ୍ଦ୍ୱିତା ଜାରି ରହିଛି। ଫଳରେ ବହୁ ସମୟରେ ଖରାପ ସାମଗ୍ରୀ ଗ୍ରାହକଙ୍କ ପାଖରେ ପହଞ୍ଚୁଛି। ସମ୍ପ୍ରତି ଅର୍ଡର କରାଯାଇଥିବା ବ୍ରେଡ ପ୍ୟାକେଟରେ ମୂଷା ଥିବା ନେଇ ଜଣେ ଉପଭୋକ୍ତାଙ୍କ ଅଭିଯୋଗ କରିବା…

ବିପର୍ଯ୍ୟୟ ପରିଚାଳନାରେ ଭାରତ ଆଗୁଆ ହେଲେ ବି ରହିଛି ବିପଦ: ଆଇୟୁସିଏନର ଚେତାବନୀ…

ନୂଆଦିଲ୍ଲୀ/ଗ୍ଲାଣ୍ଡ,୧୧।୨ : ସ୍ବିଜରଲାଣ୍ଡର ଗ୍ଲାଣ୍ଡରେ ଥିବା ଇଣ୍ଟରନ୍ୟାଶନାଲ ୟୁନିଅନ ଫର କଞ୍ଜରଭେଶନ ଅଫ ନେଚର (ଆଇୟୁସିଏନ) ର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ବିପର୍ଯ୍ୟୟର ମୁକାବିଲା ପାଇଁ ଭାରତର ପ୍ରସ୍ତୁତି ପୂର୍ବ ଅପେକ୍ଷା ବହୁତ ଭଲ ହୋଇଛି, କିନ୍ତୁ ଅନେକ କାରଣ…

ତ୍ରିପୁରା ଲୋକଙ୍କୁ ଚାନ୍ଦାରୁ ମିଳିଲା ମୁକ୍ତି: ମୋଦି

ନୂଆଦିଲ୍ଲୀ,୧୧ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତ୍ରିପୁରା ଗସ୍ତ କରିଛନ୍ତି । ତ୍ରିପୁରା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ମୋଦିଙ୍କ ରାଲି ରାଜନୈତିକ ବାତାବରଣକୁ ଉଷ୍ମ କରି ଦେଇଛି । ମୋଦି ଧଲାଇର ଅଂବାସା ପହଞ୍ଚି ସେଠାରେ ବିଜୟ…

୫୦୦ ବିମାନ କିଣିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୧।୨: ଟାଟା ସନ୍ସ ମାଲିକାନାରେ ଥିବା ଏୟାର ଇଣ୍ଡିଆ ୫୦୦ ବିମାନ କିଣିବ। ଏୟାରଲାଇନ୍ସର ଏହି ସର୍ବବୃହତ୍‌ ଅର୍ଡର ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ଅର୍ଡର ମଧ୍ୟରେ ୪୩୦ଟି ସଂକୀର୍ଣ୍ଣ ବଡ଼ି ଏବଂ ୭୦ଟି ବିସ୍ତୀର୍ଣ୍ଣ ବଡ଼ି ବିମାନ। ଆଗାମୀ ୭ରୁ ୮…

କିଡ଼ନୀ ପ୍ରତିରୋପଣ ପରେ ଆଜି ଭାରତ ଫେରିବେ ଲାଲୁ ଯାଦବ

ନୂଆଦିଲ୍ଲୀ,୧୧।୨: ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସିଙ୍ଗାପୁରରେ ସଫଳ କିଡ଼ନୀ ପ୍ରତିରୋପଣ ପରେ ଶନିବାର ଭାରତ ଫେରିବେ। ଏନେଇ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଟୁଇଟ୍‌ କରି…

ମଦ ଦୁର୍ନୀତି ମାମଲା: ଏମ୍‌ପିଙ୍କ ପୁଅ ଗିରଫ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ଓ୍ବାଇଏସ୍‌ଆର୍‌ସିପି ଏମ୍‌ପି ମାଗୁଣ୍ଟା ଶ୍ରୀନିବାସୁଲା ରେଡ୍ଡୀଙ୍କ ପୁଅ ମାଗୁଣ୍ଟା ରାଘବଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ମଦ କାରବାର ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମାଗୁଣ୍ଟା ଶ୍ରୀନିବାସାଲୁ ରେଡ୍ଡୀଙ୍କୁ…

୫ ଟଙ୍କାରେ ରନ୍ଧା ଖାଦ୍ୟ, ଛାତ୍ରୀଛାତ୍ରଙ୍କୁ ସ୍ମାର୍ଟଫୋନ୍‌, ସ୍କୁଟି ପ୍ରତିଶ୍ରୁତି

ଅଗରତାଲା,୧୧।୨: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦଳର ନିର୍ବାଚନୀ ଇସ୍ତାହାର ‘ଉନ୍ନତ ତ୍ରିପୁରା, ଶ୍ରେଷ୍ଠ ତ୍ରିପୁରା’ ଉନ୍ମୋଚନ କରିଛନ୍ତି। ଏଥିରେ ଲୋକଙ୍କୁ ୫ ଟଙ୍କାରେ ରନ୍ଧା ଖାଦ୍ୟ, ଆର୍ଥିକ ଦୁର୍ବଳ ଶ୍ରେଣୀ ପରିବାରରେ କନ୍ୟାସନ୍ତାନ ଜନ୍ମ େoହଲେ ୫୦ ହଜାର…

ଗୁଜରାଟ ପରେ ବିବିସିର ଏହି ଡକ୍ୟୁମେଣ୍ଟାରିକୁ ନେଇ ବିବାଦ, ‘ଜିହାଦି କନ୍ୟା’ଙ୍କୁ ନେଇ ୟୁକେରେ ଲୋକଙ୍କ କ୍ରୋଧ

ନୂଆଦିଲ୍ଲୀ/ବ୍ରିଟେନ,୧୧ ।୨: ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଗୁଜରାଟ ଦଙ୍ଗାକୁ ନେଇ ବିବିସି ଦ୍ୱାରା ନିର୍ମତ ଡକ୍ୟୁମେଣ୍ଟାରି ବିବାଦ ଏବେ ପର୍ଯ୍ୟନ୍ତ ଥମି ନ ଥିବା ବେଳେ ଏବେ ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ବିବିସି ଏବେ ଏକ…

ମୋଦି କାର୍ଡ ବ୍ୟବହାର କଲେ ଆମେ ବାଜି ମାରିବୁ: ସଞ୍ଜୟ ରାଉତ

ମୁମ୍ବାଇ,୧୧ା୨: ଶିବସେନା ଏମ୍‌ପି ସଞ୍ଜୟ ରାଉତ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ଶୁକ୍ରବାର ମୁମ୍ବାଇରେ ପହଞ୍ଚତ୍ବା ପରେ କହିଛନ୍ତି ମୁମ୍ବାଇ ସହର ଲାଗି ମୋଦି ସେଭଳି କିଛି କରିନାହାନ୍ତି। ଆଗାମୀ ମହାନଗର ନିର୍ବାଚନରେ ଭାଜପା -ଶିନ୍ଦେ ଗ୍ରୁପ୍‌…

ଅର୍ଥ, ବାହୁବଳ ବ୍ୟବହାର କରୁଛି ଭାଜପା: ୟେଚୁରୀ

ଅଗରତାଲା,୧୧।୨: ଆସନ୍ତା ୧୬ ତାରିଖରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନ ଜିତିବାକୁ ଶାସକ ଭାଜପା ଅର୍ଥ ଓ ବାହୁବଳର ବ୍ୟବହାର କରୁଥିବା ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଶୁକ୍ରବାର କହିଛନ୍ତି। ଅଗରତାଲାରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଥିଲେ,…

ପଶ୍ଚିମବଙ୍ଗରେ ୧୭% ଗର୍ଭବତୀ ସ୍ବଳ୍ପବୟସ୍କା

କୋଲକାତା,୧୧।୨ : ପଶ୍ଚିମବଙ୍ଗରେ ପ୍ରତି ୬ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ଜଣେ (୧୭ ପ୍ରତିଶତ) ସ୍ବଳ୍ପବୟସ୍କା ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ବିବାହିତ ମହିଳାଙ୍କ ମଧ୍ୟରେ ସେମାନଙ୍କ ଅନୁପାତ ୪ ପ୍ରତିଶତ ବୋଲି ସରକାରଙ୍କ ମାଟ୍ରିମା ପ୍ରୋଗ୍ରାମ୍‌ରେ ସଂଗୃହୀତ ତଥ୍ୟରୁ…

ତ୍ରିପୁରାରେ ଦୁଇଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ମୋଦି, ୧୬ ଫେବୃୟାରୀରେ ଭୋଟିଂ

ନୂଆଦିଲ୍ଲୀ,୧୧ ।୨: ପାଖେଇ ଆସିଲାଣି ତ୍ରିପୁରା ବିଧାନସଭା ନିର୍ବାଚନ । ଏହାର ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତ୍ରିପୁରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ପ୍ରଧାନମନ୍ତ୍ରୀ ୨ଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?