ଜାତୀୟ

ଚାରି ବୋହୂଙ୍କ ସହ ପରୀକ୍ଷା ଦେଲେ ଶାଶୁ

ନାଳନ୍ଦା,୬ ।୩: ପଢିବା ଲେଖିବା ଅବା କିଛି ଶିଖିବାର କୌଣସି ବୟସ ନ ଥାଏ । ଯଦି ମନେରେ ଇଚ୍ଛା ଶକ୍ତି ରହିଛି ତେବେ ମଣିଷ କେତେବେଳେ କିଛି ବି କରିପାରେ । ବିହାରର ନାଳନ୍ଦାରେ ଶାଶୁ ଓ ୪ ବୋହୂ…

ଏଜୁକେଶନ ସିଷ୍ଟମର କଥା ଉଠାଇ ଇଂରେଜଙ୍କୁ ଟାର୍ଗେଟ କଲେ ଆରଏସଏସ ମୁଖ୍ୟ ଭାଗବତ

ଚଣ୍ଡିଗଡ଼,୬ ।୩: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା ଆରଏସଏସର ମୁଖ୍ୟ ମୋହନ ଭାଗବତ ରବିବାର ହରିୟାଣାର କରନାଲ ଗସ୍ତ କରିଥିଲେ । ସେ ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଭାରତରେ ଇଂରେଜଙ୍କ ଶାସନ ହେବା ପୂର୍ବରୁ ଆମ ଦେଶର…

ମୁଣ୍ଡପିଛା ଆୟ ୯ ବର୍ଷରେ ଦୁଇଗୁଣା

ନୂଆଦିଲ୍ଲୀ, ୬ା୩ : ଭାରତରେ ମୁଣ୍ଡପିଛା ଆୟ ୨୦୧୪-୧୫ ବର୍ଷ ତୁଳନାରେ ୨୦୨୨-୨୩ ବର୍ଷରେ ଦୁଇଗୁଣ ବଢ଼ି ୧,୭୨,୦୦୦ରେ ପହଞ୍ଚତ୍ଛି। ତେବେ ଆୟରେ ଅସମାନତା ଏକ ଚ୍ୟାଲେଞ୍ଜ ହୋଇ ରହିଛି। ୨୦୧୪-୧୫ ଆର୍ଥତ୍କ ବର୍ଷରେ ଭାରତୀୟଙ୍କ ବାର୍ଷିକ ମୁଣ୍ଡପିଛା ଆୟ ୮୬,୬୪୭…

ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା

ନୂଆଦିଲ୍ଲୀ, ୬ା୩ : ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ଆମେରିକାନ୍‌ ଏୟାରଲାଇନ୍ସର ଏକ ବିମାନରେ ଜଣେ ଭାରତୀୟ ଛାତ୍ର ନିଶାଗ୍ରସ୍ତ ଅବସ୍ଥାରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଛନ୍ତି। ଘଟଣା ଜଣାପଡ଼ିବା ପରେ ଉକ୍ତ ଏୟାରଲାଇନ୍ସ ଆମେରିକା ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଆର୍ଯ୍ୟ ବୋହ୍‌ରା(୨୧)ଙ୍କୁ ବ୍ୟାନ୍‌…

ଆତ୍ମହତ୍ୟା ଅନୁମତି ମାଗିଲେ ୩ ପୁଲ୍‌ଓ୍ବାମା ଶହୀଦଙ୍କ ସ୍ତ୍ରୀ

ଜୟପୁର, ୬ା୩: ୨୦୧୯ ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍‌ ଯବାନମାନଙ୍କ ପରିବାରକୁ ସେହି ସମୟରେ ବିଭିନ୍ନ ସହାୟତାର ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ରାଜସ୍ଥାନ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନ ଥିବା ୩ ଶହୀଦଙ୍କ ବିଧବା ସ୍ତ୍ରୀମାନେ…

ଭିନ୍ନ ଜାତିରେ ବିବାହ: ଦମ୍ପତିଙ୍କୁ ୬ ଲକ୍ଷ ଜରିମାନା, ବାସନ୍ଦ

ଚାମରାଜନଗର, ୬ା୩ : କର୍ନାଟକର ଚାମରାଜନଗର ଜିଲାରେ ଭିନ୍ନ ଜାତିରେ ବିବାହ କରିଥିବା ଦମ୍ପତିଙ୍କ ଉପରେ ୬ ଲକ୍ଷ ଟଙ୍କା ଜରିମାନା ଲଗାଯିବା ସହ ସେମାନଙ୍କୁ ଗ୍ରାମରୁ ବାସନ୍ଦ କରାଯାଇଛି। ଜିଲାର କୋଲେଗାଲ ତାଲୁକ୍‌ ଅନ୍ତର୍ଗତ କୁନାଗାଲ୍ଲି ଗ୍ରାମରେ ଏହି ଘଟଣା…

‘ଭାଜପା କେବଳ ମିଛ ବାଣ୍ଟିବା ଜାଣିଛି’

ବେଙ୍ଗାଲୁରୁ,୬।୩: କର୍ନାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ଉପରେ ବର୍ଷି ଭାଜପା ଲୋକମାନଙ୍କୁ କିପରି ମିଛ କହିବ ତାହା କେବଳ ଜାଣିଛି ବୋଲି ଶିବକୁମାର କହିଛନ୍ତି। କର୍ନାଟକ କଂଗ୍ରେସ…

ଥରିଲା ନିକୋବର

ନୂଆଦିଲ୍ଲୀ,୬।୩: ନିକୋବର ଦ୍ୱୀପପୁଞ୍ଜରେ ସୋମବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ, ପ୍ରାୟ ୫.୭ ସମୟରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ମାପ କରାଯାଇଛି। ଭୂକମ୍ପ ଯୋଗୁ କୌଣସି…

ବିବିସି ସରକାରଙ୍କ ବିରୋଧରେ ଲେଖିବା ବନ୍ଦ କରିଦେଲେ ସବୁକିଛି ସାମାନ୍ୟ ହୋଇଯିବ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ/ଲଣ୍ଡନ,୬ ।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଲଣ୍ଡନରେ ମିଡିଆ ସହ କଥା ହେବା ସମୟରେ କହିଛନ୍ତି ବିବିସିର ଘଟଣା ଭାରତରେ ସ୍ୱର ଦବାଇବାର ଏକ ଉଦାହରଣ ମାତ୍ର । ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଟିପ୍ପଣି କରିବାକୁ କହିବାରୁ ରାହୁଲ…

ଜମ୍ମୁ କଶ୍ମୀରରେ ଧାରା ୩୭୦ ରଦ୍ଦ କେବଳ କାଗଜରେ ସୀମିତ: ସଞ୍ଜୟ ରାଉତ

ପୁଣେ,୫।୩: ଶିବସେନା (ୟୁବିଟି) ରାଜ୍ୟ ସଭା ସଦସ୍ୟ ସଞ୍ଜୟ ରାଉତ କଶ୍ମୀରୀ ପଣ୍ଡିତ ହତ୍ୟା ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଜମ୍ମୁ କଶ୍ମୀରରେ ଧାରା ୩୭୦ ରଦ୍ଦ କେବଳ କାଗଜରେ ଥିଲା ଏବଂ ଭାରତୀୟ ଜନତା…

ଦ୍ୱିତୀୟଥର ମେଘାଳୟର ମୁଖ୍ୟମନ୍ତ୍ରୀ ହେବେ କନ୍‌ରାଡ ସାଙ୍ଗମା: ୭ରେ ଶପଥଗ୍ରହଣ

ଶିଲଂ, ୫ା୩ : ମେଘାଳୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି) ନେତା କନ୍‌ରାଡ ସାଙ୍ଗମା ମଙ୍ଗଳବାର ଶପଥ ଗ୍ରହଣ କରିବେ। ବିଧାନସଭା ନିର୍ବାଚନରେ ତାଙ୍କ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ସରକାର ଗଠନ ଲାଗି ଦାବି ଉପସ୍ଥାପନ…

ସ୍ବଦେଶୀ ବ୍ରହ୍ମୋସ ମିଶାଇଲ୍‌ର ସଫଳ ପରୀକ୍ଷଣ

କୋଲକାତା,୫।୩: ଆତ୍ମନିର୍ଭରଶୀଳ ଭାରତ କାର୍ଯ୍ୟକ୍ରମ ଅଧୀନରେ ଭାରତୀୟ ନୌସେନା ରବିବାର ସଫଳତାର ସହ ସ୍ବଦେଶୀ ବ୍ରହ୍ମୋସ ମିଶାଇଲ୍‌ ପରୀକ୍ଷା କରିଛି। ଏହାର ବୁଷ୍ଟର୍‌ ଡିଆରଡିଓ ଦ୍ୱାରା ଡିଜାଇନ କରାଯାଇଛି। ଏହି ମିଶାଇଲ୍‌ କୋଲକାତାର ଯୁଦ୍ଧ ଜାହାଜରୁ ପରୀକ୍ଷଣ କରାଯାଇଥିଲା। ଏହା ଆରବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?