ଜାତୀୟ

ଭାରତ-ଇସ୍ରାଏଲ ସମ୍ପର୍କ ହେବ ଆହୁରି ମଜଭୁତ

ନୂଆଦିଲ୍ଲୀ/ଜେରୁଜେଲମ,୮।୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି। ଟୁଇଟ୍‌ ଯୋଗେ ସେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କକୁ ମଜଭୁତ କରିବାର ଉପାୟ ବିଷୟରେ ଆଲୋଚନା…

ଖୁବ୍‌ଶୀଘ୍ର ଶିନ୍ଦେ ସରକାରଙ୍କ ହେବ ପତନ: ଆଦିତ୍ୟ ଠାକରେ

ମୁମ୍ବାଇ,୮।୨: ଶିବସେନା (ୟୁବିଟି) ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ବୁଧବାର ଶିନ୍ଦେ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ରାଜ୍ୟ ସରକାର…

ଡ୍ୟୁଟି ସମୟରେ ସୋସିଆଲ ମିଡିଆ ବ୍ୟବହାର କରିବା ପୋଲିସକର୍ମୀଙ୍କୁ ମନା

ଲକ୍ଷ୍ନୌ,୮।୨: ବିଭିନ୍ନ ଦେଶରୁ ଅଧ୍ୟୟନ କରିବା ପରେ ଉତ୍ତରପ୍ରଦେଶର ପୋଲିସ ବିଭାଗରେ ସୋସିଆଲ ମିଡିଆ ନୀତି କାର୍ଯ୍ୟକାରୀ କରାଯାଇଛି। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସରକାରୀ କାର୍ଯ୍ୟ କିମ୍ବା ଡ୍ୟୁଟି ସମୟରେ ସୋସିଆଲ ମିଡିଆର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ…

ତୁର୍କୀରେ ଫସିଛନ୍ତି ୧୦ ଭାରତୀୟ

ନୂଆଦିଲ୍ଲୀ,୮ା୨: ତୁର୍କୀରେ ହୋଇଥିବା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ବୁଧବାର ୧୧୦୦୦ ଟପିଥିବା ବେଳେ ବିପର୍ଯ୍ୟୟ ପ୍ରଭାବିତ ଦେଶକୁ ସାହାଯ୍ୟ କରିବା ପାଇଁ ଭାରତ ବିପୁଳ ପରିମାଣର ରିଲିଫ ସାମଗ୍ରୀ ପଠାଇଛି। ଏହି ସମୟରେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ…

ଫେବୃୟାରୀ ୧୪କୁ ‘କାଓ ହଗ୍‌ ଡେ’ ଭାବେ ପାଳନ କରିବାକୁ ଏଡବ୍ଲ୍ୟୁବିଆଇର ଅପିଲ୍‌

ନୂଆଦିଲ୍ଲୀ,୮।୨: ପ୍ରାଣୀ କଲ୍ୟାଣ ବୋର୍ଡ ଅଫ୍‌ ଇଣ୍ଡିଆ (ଏଡବ୍ଲ୍ୟୁବିଆଇ) ୧୪ ଫେବୃୟାରୀରେ ‘କାଓ ହଗ୍‌ ଡେ’ ପାଳନ କରିବାକୁ ଦେଶବାସୀଙ୍କୁ ଅପିଲ୍‌ କରିଛି। ଏହି ଦିନ ‘ଭାଲେଣ୍ଟାଇନ୍ସ ଡେ’ ସମଗ୍ର ବିଶ୍ୱରେ ପାଳନ କରାଯାଏ। ବୋର୍ଡ ମୁତାବକ, ‘କାଓ ହଗ୍‌ ଡେ’ର…

୨୦୦୪ ରୁ ୨୦୧୪ ଘୋଟାଲାର ଦଶନ୍ଧି ଥିଲା: ମୋଦି

ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲୋକ ସଭାରେ ବିରୋଧୀ ଦଳ ଉପରେ ବର୍ଷିଛନ୍ତି। ସେ କଂଗ୍ରେସ ନେତୃତ୍ୱାଧୀନ ପୁରୁଣା ୟୁପିଏ ସରକାରର ଦିନଗୁଡିକୁ ମନେ ପକାଇ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ୨୦୦୪ ରୁ ୨୦୧୪ ମଧ୍ୟରେ ଦେଶର…

ପ୍ରଧାନମନ୍ତ୍ରୀ ନିଜ ବନ୍ଧୁଙ୍କୁ କରୁଛନ୍ତି ରକ୍ଷା: ରାହୁଲ

ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲୋକ ସଭାରେ ବିରୋଧୀ ଦଳକୁ ଟାର୍ଗେଟ୍‌ କରିଛନ୍ତି। କିନ୍ତୁ ବ୍ୟବସାୟୀ ଗୌତମ ଆଦାନୀଙ୍କ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ କିଛି କହି ନାହାଁନ୍ତି। ଏ ସମ୍ପର୍କରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ…

ରାହୁଲ ଗାନ୍ଧୀଙ୍କ ନାଁ ନେଇ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୮।୨: ପାର୍ଲାମେଣ୍ଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବ ରଖିଛନ୍ତି। ଏହି ଅବସରରେ ବିରୋଧୀ ଦଳ ଉପରେ ଟାର୍ଗେଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କ୍ଷମତାର ସ୍ବପ୍ନ ଦେଖୁଥିବା…

କୋର୍ଟରେ ପଶିଲା ଚିତାବାଘ

ଗାଜିଆବାଦ,୮।୨: ଗାଜିଆବାଦ କୋର୍ଟରେ ହଠାତ୍‌ ଏକ ଚିତାବାଘ ପଶିଯାଇଛି। ଚିତାବାଘ କୋର୍ଟ ଭିତରେ ଉପସ୍ଥିତ ଥିବା ଅନେକ ଲୋକଙ୍କୁ ସାଂଘାତିକ ଆକ୍ରମଣ କରି ଆହତ କରିଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଓ ଜଙ୍ଗଲ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ…

ପାର୍ଲାମେଣ୍ଟରେ ସଫେଇ ଦେଲେ ମହୁଆ: ମୁଁ ସେଓକୁ ସେଓ କହିବି, କମଳା ନୁହେଁ

ନୂଆଦିଲ୍ଲୀ,୮।୨: ଲୋକ ସଭାରେ ଅପଶବ୍ଦ ବ୍ୟବହାର କରି ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ର ବିବାଦରେ ଅଛନ୍ତି। ତେବେ ମହୁଆ ତାଙ୍କ ବିବୃତ୍ତିରେ ଏବେ ମଧ୍ୟ କାଏମ ରହିଛନ୍ତି। ମହୁଆ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣେ ନାହିଁ ମୋ ଠାରୁ…

୧୫ ବର୍ଜ୍ୟ ପ୍ଲାଷ୍ଟିକ ବୋତଲରେ ତିଆରି ଜ୍ୟାକେଟ ପିନ୍ଧି ସଂସଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୮।୨ : ରାଷ୍ଟ୍ରପତିଙ୍କ ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସଂସଦରେ ପହଞ୍ଚିଥିଲେ। ଏବେ ପ୍ରଧାନମନ୍ତ୍ରୀ ପୋଷାକ ବିଷୟରେ ଅନେକ ଆଲୋଚନା ହେଉଛି। ପ୍ରଧାନମନ୍ତ୍ରୀ ଏହି ସମୟରେ ପିନ୍ଧିଥିବା ଜ୍ୟାକେଟ ବର୍ଜ୍ୟ ପ୍ଲାଷ୍ଟିକ…

ଆଦାନୀଙ୍କ ସମସ୍ତ ସମ୍ପତ୍ତିର ଜାତୀୟକରଣ କରନ୍ତୁ ସରକାର: ସୁବ୍ରମଣ୍ୟମ ସ୍ବାମୀ…

ନୂଆଦିଲ୍ଲୀ,୮।୨ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି ଯେ କେନ୍ଦ୍ର ସରକାର ଗୌତମ ଆଦାନୀଙ୍କ ସମ୍ପତ୍ତିକୁ ଜାତୀୟକରଣ କରିବା ଉଚିତ ଏବଂ ପରେ ଏହି ସମ୍ପତ୍ତି ନିଲାମ କରିବା ଆବଶ୍ୟକ। ଯେତେବେଳେ ଆଦାନୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri