କେରଳରୁ ୮ ପଳାତକଙ୍କ ପଳାୟନ, ଇଣ୍ଟରପୋଲ ରେଡ କର୍ନର ନୋଟିସ ଜାରି ସତ୍ତ୍ୱେ ଯାଞ୍ଚ ଏଜେନ୍ସି ବିଫଳ…
ନୂଆଦିଲ୍ଲୀ,୮।୨ : ତିନି ଜଣ ଆତଙ୍କବାଦୀ ଏବଂ ଜଣେ ମହିଳାଙ୍କ ସମେତ ଆଠ ଜଣ ପଳାତକ କେରଳରୁ ପଳାୟନ କରିଛନ୍ତି। ଇଣ୍ଟରପୋଲ ସେମାନଙ୍କୁ ଧରିବା ରେଡ କର୍ନର ନୋଟିସ ଜାରି କରିବା ପରେ ମଧ୍ୟ ସେମାନେ ମୁକ୍ତ ଭାବରେ ବୁଲୁଛନ୍ତି। ଏହି…
ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ସୁପ୍ରମକୋର୍ଟଙ୍କ ନୋଟିସ: ମେୟର ନିର୍ବାଚନ ନେଇ ଜବାବ ତଲବ…
ନୂଆଦିଲ୍ଲୀ,୮।୨ : ସୁପ୍ରିମକୋର୍ଟ ଦିଲ୍ଲୀର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ନୋଟିସ ଜାରି କରଛନ୍ତି। ନୋଟିସରେ ମେୟର ନିର୍ବାଚନ ସମ୍ପର୍କରେ ଜବାବ ତଲବ କରାଯାଇଛି। ଆମ ଆଦମୀ ପାର୍ଟିର ମେୟର ପ୍ରାର୍ଥୀ ଶୈଲି ଓବରୋଇଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି ସମୟରେ…
ଗଛରେ ବାନ୍ଧି ପିଟିଲେ, ପରିସ୍ରା ପିଆଇଲେ: ଯୁବତୀଙ୍କୁ ଦେଖା କରିବାକୁ ଯାଇ ଧରାପଡ଼ିଥିଲେ ଯୁବକ
ଯୋଧପୁର, ୮।୨: ରାଜସ୍ଥାନ ଜାଲୋର ଜିଲାରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ପିଟିବା ସହ ତାଙ୍କୁ ଜବରଦସ୍ତ ପରିସ୍ରା ପିଆଯାଇଥିବା ଘଟଣା ସାମ୍ନାକୁ ଆସିଛି। ଯୁବକ ଜଣକ ରବିବାର ରାତିରେ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଦେଖା କରିବାକୁ ଆସିଥିଲେ। ଯୁବତୀଙ୍କ…
ମହଙ୍ଗା ହେଲା ଇଏମଆଇ: ରେପୋ ରେଟ ୦.୨୫ ପ୍ରତିଶତ ବୃଦ୍ଧି କଲା ରିଜର୍ଭବ୍ୟାଙ୍କ…
ନୂଆଦିଲ୍ଲୀ,୮।୨ : ସାଧାରଣ ଲୋକ ପୁଣି ଥରେ ମହଙ୍ଗା ମାଡ଼ର ସମ୍ମୁଖୀନ ହେଉଛନ୍ତି। ଏବେ ଘର କିମ୍ବା କାର୍ ଋଣ କରି ଏହାର କିସ୍ତି ଦେବା ମହଙ୍ଗା ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ଏକ ବଡ ପଦକ୍ଷେପ ନେଇଛି। ଆରବିଆଇ…
୪୦ରୁ ଅଧିକ ଦେଶକୁ ଚାଇନା ପଠାଇଛି ଗୁପ୍ତଚର ବେଲୁନ, ଭାରତରେ ହୋଇଛି ଗୁପ୍ତଚରୀ…
ନୂଆଦିଲ୍ଲୀ,୮।୨ : ଚାଇନା ଗୁପ୍ତଚର ବେଲୁନ ବିଷୟରେ ଏକ ବଡ଼ ପର୍ଦ୍ଦାଫାଶ ହୋଇଛି। ଆମେରିକାର ଅଧିକାରୀମାନେ ଦାବି କରିଛନ୍ତି ଯେ ଚାଇନା କେବଳ ଆମେରିକା ଏବଂ ଭାରତରେ ନୁହେଁ ବରଂ ଅନ୍ୟାନ୍ୟ ଦେଶକୁ ମଧ୍ୟ ଗୁପ୍ତଚର ବେଲୁନ ପଠାଇଛି। ଆମେରିକାର ଡେପୁଟି…
ରାହୁଲଙ୍କ ବିରୋଧରେ ବିଶେଷ ଅଧିକାର ହନନ ନୋଟିସ, ବାଚସ୍ପତିଙ୍କୁ ଚିଠି ଲେଖିଲେ ଭାଜପା ଏମ୍ପି…
ନୂଆଦିଲ୍ଲୀ,୮।୨ : ସଂସଦର ଉଭୟ ଗୃହରେ ଆଦାନୀ-ହିଣ୍ଡନବର୍ଗ ପ୍ରସଙ୍ଗରେ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି। ଭାଜପା ଏମ୍ପି ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତି ଓମ ର୍ବିଲାଙ୍କୁ ଏକ ଚିଠି ଲେଖିଛନ୍ତି। କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷ ଅଧିକାର ହନନ…
ମହିଳା ସଂରକ୍ଷଣ ବିଲ୍ ଉପରେ ରାଷ୍ଟ୍ରପତି କହିଲେ ନାହିଁ
ନୂଆଦିଲ୍ଲୀ, ୮।୨: ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍ରେ ଜାନୁୟାରୀ ୩୧ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହ ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା। ରାଷ୍ଟ୍ରପତି ଲୋକ ସଭା ଓ ରାଜ୍ୟ ସଭା ସଦସ୍ୟମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ସରକାରଙ୍କ ଅନେକ ସଫଳତାର ଗୁଣଗାନ…
ଆଦିତ୍ୟ ଠାକରେଙ୍କ ସଭାରେ ପଥରମାଡ଼ ଅଭିଯୋଗ…
ମୁମ୍ବାଇ,୮।୨ : ମହାରାଷ୍ଟ୍ରର ଔରଙ୍ଗାବାଦରେ ଶିବସେନା ନେତା ଆଦିତ୍ୟ ଠାକରେଙ୍କ ସଭାରେ ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଶିବ ସମ୍ବାଦ ଯାତ୍ରା ସମୟରେ ବୈଜାପୁରର ମହଲଗାଓଁରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାକୁ ଆଦିତ୍ୟ ଠାକୁର ପହଞ୍ଚିଥିଲେ। ଏହି ସମୟରେ…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ, ୮।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍…
ଡବଲ ଇଞ୍ଜିନ୍ ସରକାରକୁ ହଟାଇପାରିବ ଟିଏମ୍ସି: ମମତା
ଅଗରତାଲା,୮।୨(ପି.ଟି.): ତୃଣମୂଳ କଂଗ୍ରେସ (ଟିଏମ୍ସି) ଏକମାତ୍ର ଦଳ ଯିଏ ଭାଜପାର ଡବଲ ଇଞ୍ଜିନ୍ ସରକାରକୁ ହଟାଇପାରିବ ଏବଂ ଦେଶବାସୀଙ୍କୁ ଭାଜପାର ବିକଳ୍ପ ଦେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି। ଅଗରତାଲାରେ ଏକ ଜନସଭାକୁ ସମ୍ବୋଧିତ…
ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଲା ପରେ ଜରୁରୀ ଅବତରଣ କଲା ଇଣ୍ଡିଗୋ
ନୂଆଦିଲ୍ଲୀ,୮।୨: ଇଣ୍ଡିଗୋର ଜେଡ୍ଡା-ଦିଲ୍ଲୀ ବିମାନ ମଙ୍ଗଳବାର ଯୋଧପୁରରେ ଜରୁରୀକାଳୀନ ଅବତରଣ କରିଛି। ଜଣେ ଯାତ୍ରୀଙ୍କ ଅସୁସ୍ଥତା ହେତୁ ଜରୁରୀକାଳୀନ ଅବତରଣ କରିଥିଲା। ଏହାପରେ ଯୋଧପୁରର ଗୋୟଲ ହସ୍ପିଟାଲ ଏବଂ ଅନୁସନ୍ଧାନ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ…
କଶ୍ମୀରରେ ଉଚ୍ଛେଦ ଅଭିଯାନକୁ ବିରୋଧ
ଶ୍ରୀନଗର,୮।୨: ଜମ୍ମୁ-କଶ୍ମୀରରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଥିବାବେଳେ ଏହାକୁ ନେଇ ବିବାଦ ଦେଖାଦେଇଛି। ରାଜନୈତିକ ବିରୋଧୀ ଏବଂ ଗରିବଙ୍କୁ ପ୍ରଶାସନ ଟାର୍ଗେଟ କରୁଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି। ବୁଲ୍ଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ ମୁଣ୍ଡ…
Archives


