କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର,ଆମେ ଗଣତନ୍ତ୍ରରୁ ଏକଛତ୍ରବାଦୀ ଶାସନକୁ ଆଡକୁ ଯାଉଛେ: ୯ ବିରୋଧୀ ଦଳ ନେତାଙ୍କ ମୋଦିଙ୍କୁ ଚିଠି…
ନୂଆଦିଲ୍ଲୀ,୫।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ନଅ ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ୍ସାଇଜ ପଲିସି ପ୍ରସଙ୍ଗରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରିବା ନେଇ ଏକ ଚିଠି ଲେଖିଛନ୍ତି। ଚିଠିରେ କୁହାଯାଇଛି…
ପ୍ରଥମ ଥର ପାଇଁ ସମୁଦ୍ର ମଝିରେ ହେବ ଆଇଏନଏସ ବିକ୍ରାନ୍ତ ନୌସେନା କମାଣ୍ଡରଙ୍କ ବୈଠକ…
ନୂଆଦିଲ୍ଲୀ,୫।୩ : ନୌସେନାର କମାଣ୍ଡର ସମ୍ମିଳନୀ ମାର୍ଚ୍ଚ ୬ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ପ୍ରଥମ ଥର ପାଇଁ ସମୁଦ୍ର ମଝିରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପାଞ୍ଚ ଦିନିଆ ସମ୍ମିଳନୀର ପ୍ରଥମ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…
ସମୁଦ୍ର ପତ୍ତନ ବୃଦ୍ଧି : ଚେନ୍ନାଇ, କୋଲକାତାକୁ ବିପଦ
ନୂଆଦିଲ୍ଲୀ, ୫।୩: ଜଳବାୟୁ ପରିବର୍ତ୍ତନ ଏବଂ ତାପମାତ୍ରା ବୃଦ୍ଧି ଯୋଗୁ ବଢ଼ୁଥିବା ସମୁଦ୍ର ପତ୍ତନ ଦ୍ୱାରା ଏସିଆର ଅନେକ ବଡ଼ ସହର ପାଇଁ ବିପଦ ସୃଷ୍ଟି ଆଶଙ୍କା ଥିତ୍ବା ବିଶେଷଜ୍ଞଙ୍କ ପକ୍ଷରୁ ହୋଇଥିବା ଅଧ୍ୟୟନରେ କୁହାଯାଇଛି। ଭାରତରେ ୨୧୦୦ ବେଳକୁ ଚେନ୍ନାଇ,…
ମୋଦି ହିଁ କରୁଛନ୍ତି ଭାରତର ଅପମାନ: ରାହୁଲ
ନୂଆଦିଳ୍ଲୀ,୫ ।୩: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପୁଣିଥରେ ବିଦେଶ ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ସେ ଭାରତକୁ ଅପମାନ କରିଥିବା ଭାରତୀୟ ଜନତା ପାର୍ଟି(ଭାଜପା)ର ବୟାନର ଜବାବ ଦେଇଛନ୍ତି । ରାହୁଲ କହିଛନ୍ତି ମୋଦି…
ଦିଲ୍ଲୀର ସରକାରୀ ସ୍କୁଲ ଗେଟରେ ଲାଗିଲା ‘ଆଇ ଲଭ ମନିଷ ସିସୋଡିଆ’ ବ୍ୟାନର
ନୂଆଦିଲ୍ଲୀ,୫ ।୩: ଦିଲ୍ଲୀର ଏକ ସରକାରୀ ସ୍କୁଲ ଗେଟରେ ‘ଆଇ ଲଭ ମନିଷ ସିସୋଡିଆ’ ଲେଖାଥିବା ବ୍ୟାନର ଲାଗିବା ଘଟଣାରେ ଦିଲ୍ଲୀ ପୋଲିସ ମାମଲା ଦାୟର କରିଛି । ଶନିବାର ପୂର୍ବୋତ୍ତର ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ସ୍ଥାନୀୟ ଲୋକେ ବ୍ୟାନର…
ଉତ୍ତରକାଶୀରେ ୪ଥର ଭୂକମ୍ପର ଝଟ୍କା
ଉତ୍ତରକାଶୀ,୫ ।୩: ଉରାଖଣ୍ଡର ଜନପଦ ଉତ୍ତରକାଶୀରେ ଅନୁଭୁତ ହୋଇଛି ଭୂକମ୍ପର ଝଟକା । ଏଠାରେ ଗୋଟିଏ ପରେ ଗୋଟିଏ ୪ଟି ଭୂକମ୍ପ ଆସିଥିବା କୁହାଯାଉଛି । ଭୂକମ୍ପର ଝଟକା ଶନିବାର ରାତିରେ ଅନୁଭୂତ ହୋଇଛି । ହେଲେ ଏଠାର ପ୍ରଭାବରେ କୌଣସି…
ଆମେରିକା ଏୟାରଲାଇନ୍ସ: ନିଶାରେ ଥାଇ ସହ ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଅନ୍ୟ ଜଣେ ଯାତ୍ରୀ
ନୂଆଦିଲ୍ଲୀ,୫ ।୩: ନ୍ୟୁୟର୍କ-ନୂଆଦିଲ୍ଲୀ ଆମେରିକା ଏୟାର ଲାଇନ୍ସର ଏକ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ତାଙ୍କ ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିବା ଜଣାପଡିଛି । ରବିବାର ଏହି ସୂଚନା ମିଳିଛି । ରିପୋର୍ଟ ଅନୁଯାୟୀ, ଏହି…
ଉତ୍ତର ପ୍ରଦେଶରେ ଇଲେକ୍ଟ୍ରିକ ଗାଡ଼ି ଉପରେ ୩ ବର୍ଷ ପର୍ଯ୍ୟନ୍ତ ଲାଗିବ ନାହିଁ କୌଣସି ଟ୍ୟାକ୍ସ
ଲକ୍ଷ୍ନୌ,୫ ।୩: ଇଲେକ୍ଟ୍ରିକ ଗାଡ଼ି କ୍ରୟକୁ ପ୍ରୋତ୍ସାହନ ଦେବାକୁ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ୩ ବର୍ଷ ପର୍ଯ୍ୟନ୍ତ ଇଲେକ୍ଟ୍ରିକ ଗାଡ଼ି କ୍ରୟ ଉପରେ ରୋଡ ଟ୍ୟାକ୍ସ ଓ ରେଜିଷ୍ଟ୍ରେଶନ…
ରାହୁଲଙ୍କ ଅଭିଯୋଗ, ସରକାରଙ୍କୁ ପ୍ରଶ୍ନ କରୁଥିବା ଲୋକଙ୍କୁ କରାଯାଉଛି ଆକ୍ରମଣ, ବିବିସିର ଦେଲେ ଉଦାହରଣ
ଲଣ୍ଡନ/ନୂଆଦିଲ୍ଲୀ,୫ ।୩: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଶନିବାର ଲଣ୍ଡନରେ ମିଡିଆକୁ ସମ୍ବୋଧନ କରିବା ସମୟରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାର ଉପରେ ଖୁବ୍ ବର୍ଷିଛନ୍ତି । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି, ଯଦି କେହି…
ଏଟାରେ ଏଡସ୍ ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟକର୍ମୀ!
ଲକ୍ଷ୍ନୌ,୫ ।୩: ଉତ୍ତର ପ୍ରଦେଶର ଏଟା ମେଡିକାଲ କଲେଜରେ ଏଚଆଇଭିରେ ସଂକ୍ରମିତ ପିଲାମାନଙ୍କୁ ଯେଉଁ ସିରିଞ୍ଜରେ ଇଞ୍ଜେକଶନ ଦିଆଯାଉଛି, ପରେ ସେହି ସିରିଞ୍ଜରେ ସୁସ୍ଥ ପିଲାଙ୍କୁ ଇଞ୍ଜେକଶନ ଦିଆଯାଉଥିବା ଭଳି ଗରୁତର ଅଭିଯୋଗ ସାମ୍ନାକୁ ଆସିଛି । ଏଟାର ଜିଲା ଅଧିକାରୀ…
ବାଘ ମୃତ୍ୟୁ: କେନ୍ଦ୍ରର ଜବାବ ଲୋଡିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୪।୩ : ଦେଶରେ ବାଘଙ୍କ ମୃତ୍ୟୁ ଘଟଣାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡିଛନ୍ତି। ଜଷ୍ଟିସ କେ.ଏମ ଜୋସେଫ ଏବଂ ବି.ଭି ନାଗରତ୍ନାଙ୍କ ଏକ ବେଞ୍ଚ ବାଘଙ୍କ ମୃତ୍ୟୁର ଖବରକାଗଜ ରିପୋର୍ଟ ଉପରେ ଧ୍ୟାନ ଦେବା ପରେ ଏନେଇ ଆବଶ୍ୟକ ସୂଚନା…
ଦିଦିଙ୍କ ଏକଲା ଚଲୋ ନୀତି: ମାଷ୍ଟର ଷ୍ଟ୍ରୋକ୍ ନା ବାଧ୍ୟବାଧକତା ?…
କୋଲକାତା,୪।୩ : ଉତ୍ତର-ପୂର୍ବରେ ନିର୍ବାଚନ ଫଳାଫଳ ଏବଂ ପଶ୍ଚିମବଙ୍ଗରେ ଉପ-ନିର୍ବାଚନ ଫଳ ଆସିବା ମାତ୍ରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ବିରୋଧୀ ଏକତାକୁ ଏକ ବଡ଼ ଝଟକା ଦେଇଛନ୍ତି। ଶୁକ୍ରବାର ଦିନ ଗଣମାଧ୍ୟମ ସହ କଥାବାର୍ତ୍ତା କରି ମମତା ଦିଦି କହିଛନ୍ତି…

