ଜାତୀୟ

ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ମୋଦି ସବୁଠାରୁ ବଡ ଦାବିଦାର

ସ୍ବିଡେନ୍‌/ନୂଆଦିଲ୍ଲୀ,୧୬।୩: ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ବଡ ଦାବିଦାର ବୋଲି ନୋବେଲ ପୁରସ୍କାର କମିଟିର ଉପନେତା ଆସଲେ ଟୋଜେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନକୁ ପ୍ରଶଂସା କରି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶେଷ ନୀତି…

ରାହୁଲ-ଆଦାନୀ ପ୍ରସଙ୍ଗ ନେଇ ସଂସଦରେ ପ୍ରବଳ ହଟ୍ଟଗୋଳ: ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ…

ନୂଆଦିଲ୍ଲୀ,୧୬।୩ : ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ କ୍ରମାଗତ ଚତୁର୍ଥ ଦିନ ପାଇଁ ପ୍ରକ୍ରିୟା ସ୍ଥଗିତ ରଖାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଣ୍ଡନରେ ଦେଇଥିବା ବିବୃତ୍ତି ପାଇଁ କ୍ଷମା ମାଗିବା ଉପରେ କେନ୍ଦ୍ର ସରକାର ଜିଦ ଧରିଥିବାବେଳେ…

ପାକିସ୍ତାନ-ବାଂଲାଦେଶ ଚାଇନାରୁ କିଣୁଛନ୍ତି ତିନିି ଚତୁର୍ଥାଂଶ ଅସ୍ତ୍ରଶସ୍ତ୍ର: ଭାରତର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୧୬।୩ : ଷ୍ଟକହୋମ ଅନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନର ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ, ଅସ୍ତ୍ରଶସ୍ତ୍ର, ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଏବଂ ନିରସ୍ତ୍ରୀକରଣ ଉପରେ ଗବେଷଣା ପାଇଁ କାର୍ଯ୍ୟ କରେ। ଏହାର ରିପୋର୍ଟ ଅନୁଯାୟୀ, ପାକିସ୍ତାନ-ବାଂଲାଦେଶ ଚାଇନାରୁ ସେମାନଙ୍କର ତିନିି ଚତୁର୍ଥାଂଶ…

ଦେଶକୁ ବଦନାମ୍‌ କଲେ ଆମେ ଚୁପ୍‌ ବସିବୁ ନାହିଁ: ଆଇନମନ୍ତ୍ରୀ…

ନୂଆଦିଲ୍ଲୀ,୧୬।୩ : କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ତାଙ୍କୁ କ୍ଷମା ମାଗିବାକୁ କହିଛନ୍ତି। ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ପାଇଁ ଭାଜପା ତାଙ୍କୁ କ୍ଷମା ମାଗିବାକୁ କହୁଛି। ଏହି ପ୍ରସଙ୍ଗରେ ଗୃହରେ ଅନେକ ଆଲୋଡ଼ନ…

ମୋ ମନ୍ତବ୍ୟ ପାଇଁ ମୁଁ ଜେଲ ଯିବାକୁ ପ୍ରସ୍ତୁତ: ମହୁଆ ମୋଇତ୍ର…

ନୂଆଦିଲ୍ଲୀ,୧୬।୩ : ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ଝଡ଼ତୋଫାନ ବୋଲି ପ୍ରମାଣିତ ହେଉଛି। ଲଗାତାର ତିନି ଦିନ ଧରି ସଂସଦର ଉଭୟ ଗୃହ, ଲୋକସଭା ଏବଂ ରାଜ୍ୟସଭାରେ କାର୍ଯ୍ୟ ହୋଇପାରି ନାହିଁ। ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି, ଆଦାନୀ…

ହଜାରେ ମୁହାଁ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୭୫୪ ଆକ୍ରାନ୍ତ…

ନୂଆଦିଲ୍ଲୀ, ୧୬।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ…

ସମୁଦ୍ରର ‘ଅର୍ଜୁନ’ଙ୍କୁ ତାଲିମ ପ୍ରଦାନ କରୁଛି ଆଇଏନଏସ ଦ୍ରୋଣାଚାର୍ଯ୍ୟ…

ନୂଆଦିଲ୍ଲୀ,୧୬।୩ : ଗୁଳିଗୋଳା ବର୍ଷଣ ଶକ୍ତି ସହିତ କ୍ଷେପଣାସ୍ତ୍ର ଯୁଦ୍ଧର ସମସ୍ତ ଦିଗ ଉପରେ ନୌସେନା, ତଟରକ୍ଷୀ ବାହିନୀ ଏବଂ ବନ୍ଧୁତ୍ୱପୂର୍ଣ୍ଣ ବିଦେଶୀ ସାମୁଦ୍ରିକ ବାହିନୀର ପ୍ରଶିକ୍ଷଣ ଅଧିକାରୀ ତଥା ନାବିକମାନଙ୍କୁ ତାଲିମ ପ୍ରଦାନର ଦାୟିତ୍ୱ ଆଇଏନଏସ ଦ୍ରୋଣାଚାର୍ଯ୍ୟପୁ ପ୍ରଦାନ କରାଯାଇଛି।…

ଭଗବାନ୍‌ ‘ଶିବ’ଙ୍କ ଶରଣରେ ମେହବୁବା ମୁଫ୍‌ତି

ଶ୍ରୀନଗର,୧୬।୩: ପିଡିପି ସଭାପତି ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପୁଞ୍ଚର ଏକ ଶିବ ମନ୍ଦିର ଦର୍ଶନ କରିଛନ୍ତି। ସେ ଶିବଲିଙ୍ଗ ଉପରେ ଜଲାଭିଶେକ କରିଛନ୍ତି। ଏହାର ଭିଡିଓ ଭାଇରାଲ ହୋଇଛି। ସର୍ବଦା ପାକିସ୍ତାନ ସହ ଆଲୋଚନା ତଥା…

ଇଡ଼ିର ରିପୋର୍ଟ କାର୍ଡ: ଦୋଷୀଙ୍କୁ ଦଣ୍ଡାଦେଶ ହାର ୯୬ ପ୍ରତିଶତ…

ନୂଆଦିଲ୍ଲୀ,୧୬।୩ : ରାଜନୈତିକ କାରଣରୁ ତଦନ୍ତ ଆରମ୍ଭ କରି ଦୀର୍ଘ ଦିନ ଧରି ପଚରାଉଚରା ପରେ କୋର୍ଟରେ ବିଫଳ ହୋଇଥିବା ବିରୋଧୀ ଦଳର ଅଭିଯୋଗର ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବର୍ତ୍ତମାନ ଦାବି କରିଛି ଯେ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ…

ଆସାମ ମୁଖ୍ୟମନ୍ତ୍ରୀ ଖର୍ଚ୍ଚ କରିଛନ୍ତି ୧୩୦ କୋଟିରୁ ଅଧିକ

ଗୁଆହାଟି,୧୬ ।୩: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ନେତୃତ୍ୱର ଆସାମ ସରକାର ଗତ ୨ ବର୍ଷରେ ବିଜ୍ଞାପନରେ ୧୩୦.୫୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ପୂର୍ବ ସରକାରଙ୍କ ତୁଳନା କଲେ ସର୍ବାନନ୍ଦ ସୋନୋୱାଲଙ୍କ ସରକାର ତାଙ୍କର ସମ୍ପୂର୍ଣ୍ଣ ୫…

ଧୁମଧାମରେ ପାଳନ ହେବ ଯୋଗୀ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉତ୍ସବ

ଲକ୍ଷ୍ନୌ,୧୬ ।୩: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ୧ବର୍ଷ ପୂର୍ତ୍ତି ୨୫ ମାର୍ଚ୍ଚରେ ପାଳନ ହେବାକୁ ଯାଉଛି । ଯୋଗୀ ସରକାର ଏକ ବର୍ଷ ପୂରଣ କରିଥିବା ଖୁସିରେ ଭାରତୀୟ ଜନତା ପାର୍ଟି(ଭାଜପା) ସଙ୍ଗଠନର ପ୍ରସ୍ତୁତି ଖୁବ…

ପୁରୁଷ କମିଶନ ଗଠନ ପାଇଁ ପିଟିଶନ

ନୂଆଦିଲ୍ଲୀ, ୧୬। ୩: ବିବାହିତ ପୁରୁଷ କରୁଥିବା ଆତ୍ମହତ୍ୟା ଘରୋଇ ହିଂସା। ଏ ନେଇ ଜାଇଡ୍‌ଲାଇନ୍‌ ଓ ଜାତୀୟ ପୁରୁଷ କମିଶନ୍‌ ଗଠନ କରାଯିବା ନେଇ ବୁଧବାର ସୁପ୍ରିମକୋର୍ଟରେ ପିଟିଶନ୍‌ ଦାଖଲ କରାଯାଇଛି। ପିଟିଶନ୍‌ରେ ଆଇନଜୀବୀ ମହେଶ କୁମାର ତିଓ୍ବାରି ନ୍ୟାଶନାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?