ଜାତୀୟ

ଟ୍ରାକ୍‌ରୁ ଓହ୍ଲାଇଲା ଅରାଭଲୀ ଏକ୍ସପ୍ରେସ୍‌: ଜାରି ହେଲା ହେଲ୍ପଲାଇନ୍‌ ନମ୍ବର

ଅଜମେର,୧୬।୩: ରାଜସ୍ଥାନର ଅଜମେରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗୁରୁବାର ବାନ୍ଦ୍ରା ଅରାଭଲୀ ଏକ୍ସପ୍ରେସ୍‌ ଅଜମେରର ନିକଟସ୍ଥ ଏକ ରେଲଓ୍ବେ ଟ୍ରାକ୍‌ରୁ ଓହ୍ଲାଇପଡ଼ିଛି। ଟ୍ରେନ୍‌ର ଡି-୪ କୋଚ୍‌ ଟ୍ରାକ୍‌ରୁ ତଳକୁ ଓହ୍ଲାଇଯାଇଥିଲା। ଏହାପରେ ଟ୍ରେନ୍‌ ଚଳାଚଳରେ ବିଳମ୍ବ ହେବାରୁ ଯାତ୍ରୀମାନେ…

ମାର୍ଚ୍ଚ ୨୦ରେ ପୁଣି ଇଡିରେ ହାଜର ହେବେ କବିତା

ନୂଆଦିଲ୍ଲୀ,୧୬।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ.କବିତା ପୁଣି ମାର୍ଚ୍ଚ ୨୦ରେ ହାଜର ହେବା ପାଇଁ ଇଡି ନୂଆ ସମନ ଜାରି କରିଛି। ସୂଚନା ମୁତାବକ, କବିତାଙ୍କୁ ଇଡିରେ ହାଜର ହେବା ପାଇଁ…

‘ମୁଁ ଏମ୍‌ପି, ସଂସଦରେ ଦେବି ଜବାବ’

ନୂଆଦିଲ୍ଲୀ,୧୬।୩: ଲଣ୍ଡନରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ସେ କ୍ଷମା ମାଗିବାକୁ ଭାଜପା ଜିଦ ଧରିଛି। ରାହୁଲଙ୍କ ବିବୃତ୍ତି ସମ୍ପର୍କରେ ସଂସଦର ଉଭୟ ଗୃହରେ ଉତ୍ତେଜନା ଦେଖାଦେଇଛି। ଗୁରୁବାର ରାହୁଲ ଗାନ୍ଧୀ…

ଏଫ୍‌ବିୟୁ ଦୁର୍ନୀତି ମାମଲା: ମନୀଷ ସିସୋଡିଆଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ,୧୬।୩: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ମନ୍ତ୍ରୀ ମନୀଷ ସିସୋଡିଆଙ୍କ ପାଇଁ ପୁଣି ଅଡୁଆ ବଢିଲା। ଦିଲ୍ଲୀ ସରକାରଙ୍କ ଫିଡ୍‌ବ୍ୟାକ୍‌ ୟୁନିଟ୍‌ (ଏଫ୍‌ବିୟୁ) ଦୁର୍ନୀତି ମାମଲାରେ ମନୀଷ ସିସୋଡିଆଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ…

ସଂସଦରେ ହଟ୍ଟଗୋଳ ମଧ୍ୟରେ ଭାରତ ଫେରିଲେ ରାହୁଲ ଗାନ୍ଧୀ: ଆଉ କିଛି ସମୟ ପରେ କରିବେ ଖବରଦାତା ସମ୍ମିଳନୀ

ନୂଆଦିଲ୍ଲୀ,୧୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନ୍‌ରେ ଦେଇଥିବା ବିବୃତ୍ତିକୁ ନେଇ ଏବେ ସଂସଦରେ ଝଡ଼ ସୃଷ୍ଟି ହୋଇଛି। ଇତିମଧ୍ୟରେ ରାହୁଲ ଗାନ୍ଧୀ ବ୍ରିଟେନ ଗସ୍ତରୁ ଭାରତ ଫେରିଛନ୍ତି। ଗୁରୁବାର ସେ ସଂସଦରେ ପହଛନ୍ତି। ଆଉ କିଛି ସମୟ ପରେ ସେ…

ଭାଜପା ଏମ୍‌ପି କିରଣ ଖେରଙ୍କ ବିବାଦୀୟ ମନ୍ତବ୍ୟ

ଚଣ୍ଡିଗଡ,୧୫।୩: ଚଣ୍ଡିଗଡର ଭାଜପା ଏମ୍‌ପି ତଥା ଅଭିନେତ୍ରୀ କିରନ ଖେର ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ମୋତେ ଭୋଟ ନ ଦେଉଥିବା ବ୍ୟକ୍ତି ନିଜକୁ ଲଜ୍ଜିତ ଅନୁଭବ କରିବା ଉଚିତ୍‌। ଏହାସହ ସେମାନଙ୍କୁ…

ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇଟାନଗର,୧୬ ।୩: ଭାରତୀୟ ସେନାର ଚିତା ହେଲିକପ୍ଟର ଅରୁଣାଚଳ ପ୍ରଦେଶର ମଂଡଲା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେଶନ ଜାରି ରହିଛି । ସେନା ସୂତ୍ରରୁ ଏହି ସୂଚନା ଦିଆଯାଇଛି । ହେଲିକପ୍ଟର ସେନ୍‌ଗେରୁ ମିସାମାରି…

ଗୃହରେ କହିବାକୁ ସୁଯୋଗ ମିଳିଲେ, ନିଜ ମତାମତ ରଖିବି: ରାହୁଲ

ନୂଆଦିଲ୍ଲୀ,୧୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ସଂସଦର ପ୍ରକ୍ରିୟାରେ ଭାଗ ନେବାକୁ ପହଞ୍ଚିଛନ୍ତି। ଲଣ୍ଡନରେ ସଂସଦ ଉପରେ ଦେଇଥିବା ବିବୃତ୍ତି ପାଇଁ କ୍ଷମା ମାଗିବା ପ୍ରସଙ୍ଗ ଉପରେ ରାହୁଲ କହିଛନ୍ତି, ଯଦି ତାଙ୍କୁ ଗୃହରେ କହିବାର ସୁଯୋଗ ଦିଆଯାଏ, ତେବେ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜାମିନ

ଚଣ୍ଡିଗଡ,୧୬।୩: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କୁ କୋଟକାପୁର ଗୁଳିକାଣ୍ଡ ମାମଲାରେ ଗୁରୁବାର ଜିଲା କୋର୍ଟ ପକ୍ଷରୁ ଆଗୁଆ ଜାମିନ ମିଳିଛି। ଏହି ଘଟଣାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏହା ବ୍ୟତୀତ…

ମାର୍ଚ୍ଚ ୨୫ରେ ସିବିଆଇରେ ହାଜର ହେବାକୁ ତେଜସ୍ବୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୬।୩: ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଆରଜେଡି ନେତା ତଥା ବିବାହର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମଧ୍ୟ କୌଣସି ଆଶ୍ୱସ୍ତି ମିଳିନାହିଁ। ମାର୍ଚ୍ଚ ୨୫ରେ ତେଜସ୍ବୀଙ୍କୁ ସିବିଆଇ ସମ୍ମୁଖରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ…

ଭଗଓ୍ବନ୍ତ ମାନଙ୍କ ସରକାରଙ୍କୁ ବର୍ଷେ…

ଚଣ୍ଡିଗଡ଼,୧୬।୩ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ସରକାର ଗୁରୁବାର ଗୋଟିଏ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ସେ ପଞ୍ଜାବର ଲୋକଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଦାୟିତ୍ୱ ବୋଝ ଆମ ଉପରେ…

ଫଡନାଭିସଙ୍କ ସ୍ତ୍ରୀଙ୍କୁ ଏକ କୋଟି ଲାଞ୍ଚ ଯାଚିଲେ ଡିଜାଇନର: ମାମଲା ରୁଜୁ…

ମୁମ୍ବାଇ,୧୬।୩ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସ୍ତ୍ରୀ ଅମୃତା ଫଡନାଭିସ ଜଣେ ଡିଜାଇନରଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି। ଅମୃତା ଅଭିଯୋଗ କରିଛନ୍ତି ଯେ ତାଙ୍କ ପିତାଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲା ରଫାଦଫା କରିବା ପାଇଁ ଡିଜାଇନର୍‌ ଅନୀଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?