ଜାତୀୟ

୨୦୨୩ରେ ୪ ସଂଗଠନକୁ ଆତଙ୍କବାଦୀ ତାଲିକାଭୁକ୍ତ କରାଯାଇଛି…

ନୂଆଦିଲ୍ଲୀ,୧୫।୩ : ରାଜ୍ୟସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ୁ ସୂଚନା ଦେଇଛନ୍ତି ଯେ ୨୦୨୩ ମସିହାରେ ଏପର୍ଯ୍ୟନ୍ତ ଚାରୋଟି ସଂଗଠନକୁ ୟୁଏପିଏ ଅଧୀନରେ ଆତଙ୍କବାଦୀ ସଂଗଠନ ଭାବରେ ସୂଚିତ କରାଯାଇଛି। ସେମାନଙ୍କ ନାମ ଅଧିନିୟମର ପ୍ରଥମ ସୂଚୀରେ ଯୋଡା…

ମିଠାଇ ବଣ୍ଟାଗଲା-ପୋଷାକ ଚିରିଲା: ଲାଲଙ୍କୁ ଜାମିନ ନେଇ ଭାଜପା-ଆରଜେଡି ମୁହାଁମୁହିଁ…

ପାଟନା,୧୫।୩ : ଜମି ପାଇଁ ଚାକିରି ସ୍କାମରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଜାମିନ ପାଇବାର ପ୍ରଭାବ ବିହାରରେ ଦୃଶ୍ୟମାନ ହୋଇଛି। ବିଧାନସଭା ତଥା ବାହାରେ ଶାସକ ତଥା ବିରୋଧୀ ବିଧାୟକମାନେ ପରସ୍ପର ସହ ମୁହାଁମୁହିଁ ହୋଇଥିବା ଦେଖାଯାଇଛି। ଲାଲୁ ଯାଦବଙ୍କୁ…

ଦଳ ଭିତରେ ମତଭେଦ ଶକ୍ତି ପରୀକ୍ଷାର ଆଧାର ହୋଇ ନ ପାରେ: ଶିବସେନା ବନାମ ଶିବସେନା ମାମଲାରେ ରାଜ୍ୟପାଳଙ୍କୁ କହିଲେ ସିଜେଆଇ…

ନୂଆଦିଲ୍ଲୀ,୧୫।୩ : ଶିବସେନା ବନାମ ଶିବସେନା ମାମଲାରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ କହିଛନ୍ତି ଦଳ ଭିତରେ ମତଭେଦ ଶକ୍ତି ପରୀକ୍ଷାର ଆଧାର ହୋଇ ନ ପାରେ। ଏଭଳି ସ୍ଥଳେ ଶକ୍ତି ପରୀକ୍ଷା ଡକାଯିବା ଉଚିତ…

ବିଜୟ ଚୌକରେ ଅଟକିଲା ୧୭ବିରୋଧୀ ଦଳର ପଦଯାତ୍ରା: ଖାର୍ଗେ କହିଲେ, ୨ଶହ ପାଇଁ ୨ହଜାର ପୋଲିସ

ନୂଆଦିଲ୍ଲୀ,୧୫।୩: ୧୭ ବିରୋଧୀ ଦଳର ଏମ୍‌ପିମାନେ ବୁଧବାର ସଂସଦରୁ ଇଡି କାର୍ଯ୍ୟାଳୟକୁ ଏକ ପଦଯାତ୍ରା ବାହାର କରିଥିଲେ। କିନ୍ତୁ ଧାରା ୧୪୪ ଦର୍ଶାଇ ଦିଲ୍ଲୀ ପୋଲିସ ସେମାନଙ୍କୁ ବିଜୟ ଚୌକଠାରେ ଅଟକାଇଦେଇଥିଲା। ଏହାପରେ ଏମ୍‌ପିମାନେ କ୍ରୋଧିତ ହୋଇ ସେଠାରେ ହିଁ ସ୍ଲୋଗାନ…

ମହାରାଷ୍ଟ୍ରରେ ଏଚ୍‌୩ଏନ୍‌୨ର ଭାଇରସ୍‌ର ପ୍ରକୋପ: ଜଣେ ଛାତ୍ରଙ୍କ ମୃତ୍ୟୁ ପରେ ଆଲର୍ଟରେ ସ୍ବାସ୍ଥ୍ୟବିଭାଗ

ମୁମ୍ବାଇ,୧୫।୩: ଅହମଦନଗରରେ ମାର୍ଚ୍ଚ ୧୪ରେ ଜଣେ ଏମ୍‌ବିବିଏସ୍‌ ଛାତ୍ରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ଏଚ୍‌୩ଏନ୍‌୨ ଭାଇରସ୍‌ ଯୋଗୁ ପ୍ରଥମ ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ସେ ଉଭୟ କୋଭିଡ ଏବଂ ଏଚ୍‌୩ଏନ୍‌୨ ପଜିଟିଭ୍‌ ହୋଇଥିଲେ। ବର୍ତ୍ତମାନ ରିପୋର୍ଟ ଆସିବା ପରେ…

ବିମାନ ସେବା ହେବ ସହଜ: ବାୟୁସେନାର ୩୯ ବନ୍ଦରକୁ କରାଯିବ ବ୍ୟବହାର…

ନୂଆଦିଲ୍ଲୀ,୧୫।୩ : ଏବେ ବେସାମରିକ ବିମାନ ସେବାକୁ ସହଜ କରିବା ପାଇଁ ୩୯ ଟି ନୂତନ ସାମରିକ ବିମାନବନ୍ଦର ଏବଂ ୯ ଟି ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଉପଲବ୍ଧ କରିବାକୁ ଭାରତୀୟ ବାୟୁସେନା ନିଷ୍ପତ୍ତି ନେଇଛି। ଏଥିରେ ସୀମା ଅଞ୍ଚଳରେ ଅବସ୍ଥିତ…

ବୋର୍‌ଓ୍ବେଲରୁ ଉଦ୍ଧାର ହୋଇ ଚିକିତ୍ସାଧୀନ ଅବସ୍ଥାରେ ୭ ବର୍ଷ ବାଳକର ମୃତ୍ୟୁ

ଭୋପାଳ, ୧୫।୩: ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ବୋର୍‌ଓ୍ବେଲରେ ଖସିପଡିଥିବା ୭ ବର୍ଷ ବାଳକ ଲୋକେଶଙ୍କୁ ବୋର୍‌ୱେଲରୁ ଉଦ୍ଧାର କରାଯାଇଛି। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ଲୋକୋଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମଙ୍ଗଳବାର ପୂର୍ବାହ୍ନ…

ଆଦାନୀ ମାମଲାରେ ଆମେ ଦେବୁ ପ୍ରମାଣ: ସଞ୍ଜୟ ରାଉତ…

ମୁମ୍ବାଇ,୧୫।୩ : ଆଦାନୀ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି। ବୁଧବାର ୧୮ ବିରୋଧୀ ଦଳର ନେତାମାନେ ଏହି ପ୍ରସଙ୍ଗରେ ଆଲୋଚନା କରିଆଗକୁ ରଣନୀତି ପ୍ରସ୍ତୁତ କରିବେ। ବିରୋଧୀ ଦଳର ସମସ୍ତ ଏମ୍‌ପିଙ୍କ ଦ୍ୱାରା ଏକ ପ୍ରସ୍ତାବ ପ୍ରସ୍ତୁତ…

୨୨ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ବହିଷ୍କାର ଆଦେଶ: ନିଯୁକ୍ତି ଆଇନଗତ ନୁହେଁ କହିଲେ ହାଇକୋର୍ଟ…

କୋଲକତା,୧୫।୩ : କୋଲକାତା ହାଇକୋର୍ଟ କହିଛନ୍ତି ଯେ ପଶ୍ଚିମବଙ୍ଗର ୨୨ ଟି ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନିଯୁକ୍ତି କିମ୍ବା ପୁନଃନିଯୁକ୍ତି ଆଇନ ଅନୁଯାୟୀ ସ୍ଥାୟୀ ନୁହେଁ ଏବଂ ସେମାନଙ୍କର ଏହି ପଦବୀରେ ରହିବାର ରଖିବାର କୌଣସି ଅଧିକାର ନାହିଁ। କୋର୍ଟ ଏହା…

ଲାଲୁ-ରାବ୍ରି-ମିସା ଭାରତୀଙ୍କୁ ଜାମିନ…

ନୂଆଦିଲ୍ଲୀ,୧୫।୩ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ସ୍ତ୍ରୀ ରାବ୍ରି ଦେବୀ ଏବଂ ସେମାନଙ୍କ ଝିଅ ଏବଂ ଆରଜେଡି ସାଂସଦ ମିସା ଭାରତୀ ଜମି ବଦଳରେ ଚାକିରି ମାମଲାରେ ଜାମିନ ପ୍ରଦାନ କରାଯାଇଛି। ଦିଲ୍ଲୀର ରାଉସ ଆଭେନ୍ୟୁ…

ସ୍ଥିତି ଅଣାୟତ୍ତ ମୁହାଁ, ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୬୧୮…

ନୂଆଦିଲ୍ଲୀ, ୧୫।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ…

ପ୍ରଧାନମନ୍ତ୍ରୀଙ୍କ ପ୍ରତି ଘୃଣା ଏବେ ଦେଶପ୍ରତି ଘୃଣା ପାଲଟିଛି: ସ୍ମୃତି ଇରାନୀ…

ନୂଆଦିଲ୍ଲୀ,୧୫।୩ : ପ୍ରଧାନମନ୍ତ୍ରୀଙ୍କ ପ୍ରତି ରାହୁଲ ଗାନ୍ଧୀଙ୍କ ଘୃଣା ଏବେ ଦେଶ ପ୍ରତି ଘୃଣାଭାବରେ ପରିଣତ ହୋଇଛି। ବିଦେଶ ମାଟିରେ ଦେଶ ବିରୋଧରେ ଦିଆଯାଇଥିବା ବିବୃତ୍ତି ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?