ଜାତୀୟ

ବିମାନରେ ହଙ୍ଗାମା: ନିଶାରେ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ମୁମ୍ବାଇ,୨୩।୩: ଦୁବାଇରୁ ମୁମ୍ବାଇ ଅଭିମୁଖେ ଆସୁଥିବା ଏକ ଇଣ୍ଡିଗୋ ବିମାନରେ ୨ ଜଣ ଯାତ୍ରୀ ହଙ୍ଗାମା କରିଛନ୍ତି। ନିଶାରେ ସେମାନେ କ୍ୟାବିନ କ୍ରୁ ଏବଂ ସହଯାତ୍ରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଉଭୟ…

ମୋଦିଙ୍କ ପରେ କେଜ୍‌ରିଓ୍ବାଲଙ୍କ ବିରୋଧରେ ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀର ଆମ ଆଦମୀ ପାର୍ଟି ଏବଂ ଭାଜପା ମଧ୍ୟରେ ‘ପୋଷ୍ଟର ଯୁଦ୍ଧ’ ଆରମ୍ଭ ହୋଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସହରରେ ପୋଷ୍ଟର ଲଗାଯାଇଥିବା ବେଳେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ବିରୋଧରେ ପୋଷ୍ଟର ଲଗାଯାଇଛି। ମଣ୍ଡି ହାଉସ…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ: ୨୪ ଘଣ୍ଟାରେ ୧,୩୦୦ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ, ୨୩।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ…

ହିଣ୍ଡେନବର୍ଗର ଚେତାବନୀ, ପୁଣି ଆସିବ ବଡ଼ ରିପୋର୍ଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୩ : ଏହାର ରିପୋର୍ଟ ଜରିଆରେ ଷ୍ଟକ ମାର୍କେଟରେ ହଇଚଇ ସୃଷ୍ଟି କରିଥିବା ଲୋକପ୍ରିୟ ହିଣ୍ଡେନବର୍ଗ ରିସର୍ଚ୍ଚ ବର୍ତ୍ତମାନ ଖୁବ ଶୀଘ୍ର ଆଉ ଏକ ବଡ ରିପୋର୍ଟ ଆଣିବ ବୋଲି ଚେତାବନୀ ଦେଇଛି। ଶର୍ଟ ସେଲିଂ ଫାର୍ମ ଏକ ଟୁଇଟରେ କହିଛି…

ସାରା ବିଶ୍ୱରେ ପ୍ରଚାରିତ ହେବ ‘ମନ କି ବାତ’ର ୧୦୦ ତମ ସଂସ୍କରଣ, ଭାଜପା କରୁଛି ସ୍ୱତନ୍ତ୍ର ପ୍ରସ୍ତୁତି

ନୂଆଦିଲ୍ଲୀ,୨୩ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ତମ ସଂସ୍କରଣକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ବଶେଷ ପ୍ରସ୍ତୁତି ଆରମ୍ଭ କରିଛି । ଭାଜପାର ଯୋଜନା ରହିଛି ସାରା ବିଶ୍ୱରେ ଏହାର ପ୍ରଚାର କରାଯିବ ।…

ନିର୍ଭିକ, ନିରପେକ୍ଷ ହୁଅନ୍ତୁ ଖବରଦାତା: ସିଜେଆଇ

ନୂଆଦିଲ୍ଲୀ,୨୩ା୩: ସାମ୍ବାଦିକତାରେ ଉତ୍କର୍ଷ ପାଇଁ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ବୁଧବାର ୪୩ ଜଣଙ୍କୁ ଷୋଡ଼ଶ ରାମନାଥ ଗୋଏଙ୍କା ପୁରସ୍କାର ପ୍ରଦାନ କରିଛନ୍ତି। ୨୦୧୯ ଓ ୨୦୨୦ରେ ଏହି ଖବରଦାତାମାନେ କରୋନା ମହାମାରୀ ଯୋଗୁ ପୁରସ୍କାର ଗ୍ରହଣ କରିପାରି ନ ଥିଲେ। ପ୍ରିଣ୍ଟରେ…

ସୁପାରିସ ସତ୍ତ୍ୱେ ବିଚାରପତି ନିଯୁକ୍ତ କରୁନି କେନ୍ଦ୍ର

ନୂଆଦିଲ୍ଲୀ,୨୩ା୩: ବିଚାରପତି ନିଯୁକ୍ତି ପାଇଁ ସୁପାରିସ ସତ୍ତ୍ୱେ ପ୍ରାର୍ଥୀମାନଙ୍କ ବରିଷ୍ଠତାକୁ କେନ୍ଦ୍ର ସରକାର ବିଚାରକୁ ନେଉନାହାନ୍ତି। ଏଥିଯୋଗୁ ସେମାନଙ୍କ କ୍ୟାରିୟର ପ୍ରଭାବିତ ହେଉଛି। ସୁପ୍ରିମକୋର୍ଟ କଲେଜିୟମ୍‌ ଏନେଇ ଚିନ୍ତା ବ୍ୟକ୍ତ କରିବା ସହ ପ୍ରାର୍ଥୀମାନଙ୍କ ବରିଷ୍ଠତାକୁ ଅଣଦେଖା ନ କରି ପଦୋନ୍ନତି…

ବିରୋଧୀ ନେତାଙ୍କ ବୈଠକ ଡାକିଲେ ପାଓ୍ବାର

ନୂଆଦିଲ୍ଲୀ,୨୩ା୩: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଏକତା ଉପରେ ଜୋର୍‌ ଦିଆଯାଉଥିବାବେଳେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଦିଲ୍ଲୀରେ ଗୁରୁବାର ଅପରାହ୍ନ ୬ଟାରେ ବିରୋଧୀ ଦଳଗୁଡ଼ିକର ନେତାମାନେ ଏଥିରେ ଯୋଗଦେବେ।…

ବାବା ରାମଦେବଙ୍କ ବଡ ନିଷ୍ପତ୍ତି, ରାମ ନବମୀରେ ୧୦୦ ଯୁବତୀ-ଯୁବକଙ୍କୁ କରିବେ ସନ୍ୟାସୀ

ଲକ୍ଷ୍ନୌ,୨୩ ।୩: ଯୋଗ ଗୁରୁ ବାବା ରାମଦେବ ରାମ ନବମୀ ଦିନ ୧୦୦ ଜଣଙ୍କୁ ସନ୍ୟାସ ଦିକ୍ଷା ଦେବେ । ସେଥିପାଇଁ ପତଞ୍ଜଳି ଯୋଗ ପୀଠରେ ବୁଧବାର ନବ ସମ୍ବତ୍ସର ଚୈତ୍ର ନବରାତ୍ରୀ ପର୍ବରେ ଭବ୍ୟ ସନ୍ୟାସ ଦିକ୍ଷା ଆରମ୍ଭ କରାଯାଇଛି…

ଜାକିର ନାଏକଙ୍କୁ ପ୍ରତ୍ୟର୍ପଣ କରିବ ଓମାନ

ନୂଆଦିଲ୍ଲୀ ୨୩। ୩: କଠୋରପନ୍ଥୀ ଇସ୍‌ଲାମିୟ ବିଦ୍ୱାନ ଜାକିର ନାଏକଙ୍କୁ ଓମାନ ପ୍ରତ୍ୟର୍ପଣ କରିବ ବୋଲି ଭାରତୀୟ ଗୋଇନ୍ଦା ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଏଜେନ୍ସି ଏ ନେଇ ଓମାନ ଅଥରିଟିଙ୍କ ସହ ଯୋଗାଯୋଗରେ ରହିଛି। ଆସନ୍ତା ୨୩ରେ ଭାରତୀୟ ଗୋଇନ୍ଦା…

ଅମ୍ରିତ୍‌ପାଲଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା

ଚଣ୍ଡିଗଡ, ୨୩।୩: ପଳାତକ ଖଲିସ୍ତାନୀ ସମର୍ଥକ ତଥା ଓ୍ବାରିସ୍‌ ପଞ୍ଜାବ ଡେ’ ମୁଖ୍ୟ ଅମ୍ରିତ୍‌ପାଲ ସିଂଙ୍କ ବିରୋଧରେ ପଞ୍ଜାବ ପୋଲିସ ବୁଧବାର ଲକୁ୍‌ଆଉଟ୍‌ ସର୍କୁଲାର (ଏଲ୍‌ଓସି) ଏବଂ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରିଛି। ଅଦ୍ୟାବଧି ଅମ୍ରିତପାଲ୍‌ଙ୍କୁ ଗିରଫ କରାଯାଇ ନ…

ଗ୍ୱାଲିୟର ଏକ୍ସପ୍ରେସରେ ବୋମା

ପାଟନା,୨୩ ।୩: ଗ୍ୱାଲିୟରରୁ ବିହାର ଆସୁଥିବା ଟ୍ରେନର ଏକ ବଗିରେ ମଦ ଯାଞ୍ଚ ସମୟରେ ବ୍ୟାଗ ଭର୍ତ୍ତି ବିସ୍ଫୋରକ ଜବତ କରାଯାଇଛି । ସିୱାନ ଷ୍ଟେଶନରେ ଟ୍ରେନ ଭିତରେ ମଦର ଯାଞ୍ଚ କରୁଥିବା ଯବାନଙ୍କୁ ଏକ ଅଜଣା ବ୍ୟାଗରେ ବିସ୍ଫୋରକ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?