ଅପମାନ କଲେ ହେବ କାର୍ଯ୍ୟାନୁଷ୍ଠାନ: ରାହୁଲ ଗାନ୍ଧୀଙ୍କୁ ନେଇ ଏଭଳି କହିଲେ ରବି ଶଙ୍କର
ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ କଂଗେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଅପମାନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାଜପା କହିଛି। ଦଳର ମୁଖପାତ୍ର ରବି…
ମହାରାଷ୍ଟ୍ର,ଦିଲ୍ଲୀ ସମେତ ୮ ରାଜ୍ୟରେ ବୃଦ୍ଧି ପାଉଛି କରୋନା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨୩।୩: ଦେଶରେ କରୋନା ସଂକ୍ରମଣ ମାମଲା ଚିନ୍ତା ବଢାଇଲାଣି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଇତି ମଧ୍ୟରେ ଗରୁବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, କରୋନା ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଗତ…
ଅମ୍ରିତ୍ପାଲଙ୍କ ଗନ୍ମ୍ୟାନ୍ ଗିରଫ
ଚଣ୍ଡିଗଡ,୨୩।୩: ଖଲିସ୍ତାନ ସମର୍ଥକ ଅମ୍ରିତ୍ପାଲ ସିଂଙ୍କ ଗନ୍ମ୍ୟାନ୍ ତେଜିନ୍ଦର ସିଂ ଛଦ୍ମନାମ ଗୋରଖା ବାବାଙ୍କୁ ଖାନ୍ନା ପୋଲିସ ଗିରଫ କରିଛି। ତାଙ୍କୁ ପାୟଲ ପୋଲିସ ଷ୍ଟେଶନ ମାଲାଉଟରୁ ଗିରଫ କରାଯାଇଥିଲା। ଗୋରଖା ବାବା ମଲାଉଡ ପୋଲିସ ଷ୍ଟେସନ ଅନ୍ତର୍ଗତ ଖାନ୍ନା ମଙ୍ଗୱାଲ…
ରୋଚକ ରାଜନୀତି: ଏକାଠି ନଜର ଆସିଲେ ଫଡନଭିସ୍, ଉଦ୍ଧବ ଠାକରେ
ପୁଣେ,୨୩।୩: ମହାରାଷ୍ଟ୍ରରେ ଗୁରୁବାର ଏକ ରୋଚକ ରାଜନୈତିକ ଚିତ୍ର ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଧାନ ଭବନରେ ଏକାଠି ନଜର ଆସିଥିଲେ। ଏହି ସାକ୍ଷାତ ପରେ ଉଦ୍ଧବ ଠାକରେ କହିଛନ୍ତି, ଆମେ…
୧୪ ଦିନିଆ ନ୍ୟାୟିକ ହେପାଜତରେ ଅଭିନେତା, ଧାର୍ମିକ ଭାବନା ବିରୋଧରେ କରିଥିଲେ ଟୁଇଟ୍
ନୂଆଦିଲ୍ଲୀ,୨୩।୩: ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ କନ୍ନଡ ଅଭିନେତା ତଥା ସମାଜସେବୀ ଚେତନ କୁମାରଙ୍କୁ ବେଙ୍ଗାଲୁରୁ କୋର୍ଟ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ହିନ୍ଦୁ ଧର୍ମ ବିରୋଧରେ ବିବାଦୀୟ ଟୁଇଟ୍ ପରେ ମାର୍ଚ୍ଚ ୨୧ରେ ଚେତନଙ୍କୁ ବେଙ୍ଗାଲୁରୁ…
୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଚେହେରା ହେବେ କି ଅଖିଳେଶ: ନିଜେ କଲେ ଖୁଲାସା
ଲକ୍ଷ୍ନୌ,୨୩।୩: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ୨୦୨୪ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମୋଦି ସରକାରଙ୍କୁ ରୋକିବା ପାଇଁ ସେ ଭାଜପା ବିରୋଧୀ ଦଳକୁ ଏକାଠି କରିବାରେ ଲାଗିଛନ୍ତି। ଏବେ ଚର୍ଚ୍ଚା ହେଉଛି ଅଖିଳେଶ ତୃତୀୟ ମୋର୍ଚ୍ଚାର…
୨ ବର୍ଷ ଜେଲ୍ ଦଣ୍ଡାଦେଶ ପରେ ରାହୁଲ କହିଲେ, ସତ୍ୟ ମୋର ଭଗବାନ
ନୂଆଦିଲ୍ଲୀ,୨୩।୩: ୨୦୧୯ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ରାହୁଲଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି। ଏହାପରେ ରାହୁଲଙ୍କୁ…
ବିହାର ସମେତ ୪ ରାଜ୍ୟରେ ଅଧ୍ୟକ୍ଷ ବଦଳାଇଲା ଭାଜପା, ଓଡ଼ିଶା ଅଧ୍ୟକ୍ଷ ମନମୋହନ ସାମଲ…
ନୂଆଦିଲ୍ଲୀ,୨୩।୩ : ଭାରତୀୟ ଜନତା ପାର୍ଟି ଗୁରୁବାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଭାଜପା ବିହାର, ଦିଲ୍ଲୀ, ରାଜସ୍ଥାନ ଏବଂ ଓଡିଶାରେ ଭାଜପାର ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କରିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମର ଚୌଧୁରୀଙ୍କୁ ବିହାର ଭାଜପାର ଅଧ୍ୟକ୍ଷ…
ଅମିତ ଶାହାଙ୍କ ମନ୍ତବ୍ୟ ନେଇ ସିବିଆଇକୁ ଚିଠି ଲେଖିଲେ ଜୟରାମ ରମେଶ…
ନୂଆଦିଲ୍ଲୀ,୨୩।୩ : କଂଗ୍ରେସର ମହାସଚିବ ଜୟରାମ ରମେଶ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ଚିଠି ଲେଖିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମେଘାଳୟର ପୂର୍ବତନ କୋନରାଡ ସାଙ୍ଗମା ସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିଥିବା ନେଇ ସେ ଅଭିଯୋଗ କରିଛନ୍ତି।…
ବସ୍କୁ ଅପେକ୍ଷା କରିଥିଲେ ଯାତ୍ରୀ, ମାଡିଗଲା ଗାଡି : ୫ ମୃତ, ଅନେକ ଆହତ
ଡେରାଡୁନ,୨୩।୩: ଉତ୍ତରାଖଣ୍ଡର ଟନକପୁରରେ ଅବସ୍ଥିତ ପୂର୍ଣ୍ଣଗିରି ଧାମରେ ବଡ଼ ଦୁର୍ଘଟଣା ଘଟିଛି। ଏକ ଗାଡି ଅନେକ ଲୋକଙ୍କ ଉପରେ ମାଡିଯିବାରୁ ଏପର୍ଯ୍ୟନ୍ତ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି। ଏଥିରେ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗୁରୁବାର ଥୁଲିଗଡ ନିକଟରେ…
ପ୍ରଧାନମନ୍ତ୍ରୀଙ୍କୁ ଚୋର କହିବା ମାମଲା: ରାହୁଲ ଦୋଷୀ ସାବ୍ୟସ୍ତ, ୨ ବର୍ଷ ଜେଲ ଦଣ୍ଡାଦେଶ…
ସୁରଟ,୨୩।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୋର କହିବା ଅଭିଯୋଗରେ ସୁରଟ କୋର୍ଟ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲା ୨୦୧୯ର ଅଟେ। ସାଧାରଣ ନିର୍ବାଚନ ପୂର୍ବରୁ କର୍ନାଟକର କୋଲାର ଠାରେ ଅନୁଷ୍ଠିତ ଏକ…
ପଦ୍ମଶ୍ରୀ ଗ୍ରହଣ କଲେ ମାଗୁଣି
ନୂଆଦିଲ୍ଲୀ,୨୩।୩:କଳା, ସମାଜ କଲ୍ୟାଣ, ବିଜ୍ଞାନ, ଡାକ୍ତରୀ, ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ପ୍ରଶାସନିକ ସେବା ଆଦି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୧୦୬ ଜଣ ବିଶିଷ୍ଟ ବ୍ୟକ୍ତି ଚଳିତବର୍ଷ ଦେଶର ସବୁଠାରୁ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ…

