ମନୀଷ ସିସୋଡିଆ ଗିରଫ ପରେ ଟୁଇଟର୍ ଡିପି ହଟାଇଲା ଏଏପି
ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଗିରଫ ହୋଇଛନ୍ତି। ସିସୋଡିଆଙ୍କୁ ଗିରଫ ପରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଟୁଇଟର୍ ଡିପି ହଟାଇଦିଆଯାଇଛି। ଏହାସହ ଏଏପି ଏକ ଖବରଦାତା ସମ୍ମିଳନୀ କରି ଭାଜପାକୁ ଘେରିଛି। ଏଏପି…
ରାସ୍ତା କଡରେ ଚା’ ପିଇଲେ ଜର୍ମାନ ଚାନ୍ସସେଲର
ବେଙ୍ଗାଲୁରୁ,୨୬।୨: ଭାରତ ଗସ୍ତରେ ଥିବା ଜର୍ମାନ ଚାନ୍ସସେଲର ଓଲାଫ ସ୍କୋଲଜ ରବିବାର ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ କ୍ରିକେଟ ଷ୍ଟାଡିୟମରେ ପହଞ୍ଚିଛନ୍ତି। ସ୍କୋଲଜ ଏଠାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ପୁରୁଷ ଏବଂ ମହିଳା ଖେଳାଳିଙ୍କ ସହ ପ୍ରାୟ ୧୫ ମିନିଟ କଥା…
୬ ମାଓବାଦୀ ଗିରଫ
ନୂଆଦିଲ୍ଲୀ, ୨୬ା୨:ଝାଡ଼ଖଣ୍ଡର ସିଂଘଭୂମ୍ ଜିଲାରୁ ଜଣେ ଆତ୍ମଘୋଷିତ କମାଣ୍ଡରଙ୍କ ସମେତ ୬ ମାଓବାଦୀଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। କେତେଜଣ ମାଓବାଦୀ ସେମାନଙ୍କ କମାଣ୍ଡରଙ୍କୁ ବିସ୍ଫୋରକ ଦେବାକୁ ଯାଉଥିବା ସୂଚନା ପାଇବା ପରେ ସେମାନଙ୍କୁ ଧରିବା…
ଜେଲ୍ରେ ସିଦ୍ଧୁ ମୁସେୱାଲା ହତ୍ୟାକାରୀଙ୍କ ମଧ୍ୟରେ ସଂଘର୍ଷ: ୨ ମୃତ
ଅମୃତସର,୨୬।୨:ପଞ୍ଜାବର ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ମନଦୀପ ସିଂ ତୋଫାନ, ମନମୋହନ ସିଂ ଏବଂ କେଶବ ଯାଦବଙ୍କ ମଧ୍ୟରେ ରବିବାର ତରନ ତାରନ ଜିଲାରେ ଥିବା ଗୋଇଣ୍ଡଓ୍ବାଲ ଜେଲରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ୨ ଗ୍ୟାଙ୍ଗଷ୍ଟରଙ୍କ…
ଅହମ୍ମଦାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ
ଅହମ୍ମଦାବାଦ,୨୬।୨: ସୁରଟରୁ ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନ ପକ୍ଷୀ ସହ ମାଡ଼ ହେବା କାରଣରୁ ଅହମ୍ମଦାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ରବିବାର ସକାଳ ୮ଟାରେ ସୁରଟ ବିମାନବନ୍ଦରରୁ ବିମାନ ୬ଇ୬୪୬ ବାହାରିଥିଲା। ହେଲେ ସ୍ଥିତିକୁ ଦେଖି ଏହାକୁ ଅହମ୍ମଦାବାଦ…
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଗିରଫ
ନୂଆଦିଲ୍ଲୀ,୨୬।୨: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଦୀର୍ଘ ୮ ଘଣ୍ଟାର ପଚରାଉଚରା ପରେ ସିବିଆଇ ମନୀଷ ସିସୋଡିଆଙ୍କୁ ଗିରଫ କରିଛି। ସିସୋଡିଆ ରବିବାର ଏକ୍ସାଇଜ ପଲିସି ସ୍କାମରେ ସିବିଆଇ ଯାଞ୍ଚରେ ଯୋଗ ଦେଇଥିଲେ। ସେ ସକାଳ ୧୧.୧୦ରେ ସିବିଆଇ ମୁଖ୍ୟାଳୟରେ ପହଞ୍ଚିଥିଲେ।…
‘ମୋ ବିରୋଧରେ ଗୋଟିଏ ଅଭିଯୋଗ ଆଣିଲେ, ମୁଁ ୧୦ ଭଲ କାମ କରିବି’
ମୁମ୍ବାଇ,୨୬।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ମୁମ୍ବାଇରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ସେ କହିଛନ୍ତି, ମୁମ୍ବାଇକୁ ସାଂଘାଇ ଭଳି ସ୍ବପ୍ନ ଦେଖିବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ମହାନଗରକୁ ଏକ ଅନ୍ତର୍ଜାତୀୟ ସ୍ତରର ସହର…
ଏମ୍ପିଙ୍କୁ ହତ୍ୟା ଧମକ
ଅମୃତସର,୨୬।୨: ଲୁଧିଆନାର କଂଗ୍ରେସ ଏମ୍ପି ରବନୀତ ସିଂ ବିଟୁଙ୍କୁ ହତ୍ୟା ଧମକ ଦିଆଯାଇଛି। ହ୍ବାଟସ୍ଆପ୍ରେ ଜଣେ ଅଜ୍ଞାତ ବିଦେଶୀ ନମ୍ବର ଦ୍ୱାରା ବିଟୁଙ୍କୁ ଧମକ ଦିଆଯାଇଛି। ଖୁବଶୀଘ୍ର ତାଙ୍କୁ ବୋମା ପକାଇ ଉଡାଇ ଦିଆଯିବ। ଏନେଇ ବିଟୁ ପୋଲିସ ଅଧିକାରୀଙ୍କ ନିକଟରେ…
କଂଗ୍ରେସର ବିଜ୍ଞାପନ ବିବାଦ: ପୋଷ୍ଟରରେ ମୌଲାନା ଆଜାଦଙ୍କ ଫଟୋ ନାହିଁ…
ରାୟପୁର,୨୬।୨ : ରାୟପୁରରେ ୮୫ ତମ କଂଗ୍ରେସ ସମ୍ମିଳନୀର ଏକ ବିଜ୍ଞାପନ ନେଇ ବିବାଦ ସୃଷ୍ଟି ହୋଇଛି। ପାର୍ଟିର ଏହି ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାହା ଉପରେ ଅନେକ ଆଲୋଚନା ହେଉଛି। ଏହି ବିଜ୍ଞାପନରେ ଦେଶର ସ୍ବାଧୀନତା ସମୟରେ…
ଥରିଲା ଗୁଜରାଟ
ଗାନ୍ଧିନଗର,୨୬।୨: ଗୁଜରାଟରେ ରବିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ତୀବ୍ରତା ମାପ କରାଯାଇଛି। ରବିବାର ଅପରାହ୍ନ ୩.୨୧ରେ ଏହା ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଗୁଜରାଟର ରାଜକୋଟଠାରୁ ପ୍ରାୟ ୨୭୦ କିଲୋମିଟର ଉତ୍ତର ଉତ୍ତର…
ଉତ୍ତରପ୍ରଦେଶ ଆଇନ ବ୍ୟବସ୍ଥା ବିକାଶ ମୁହାଁ: ପ୍ରଧାନମନ୍ତ୍ରୀ…
ଲକ୍ଷ୍ନୌ,୨୬।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରଶଂସା କରି କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ଉତ୍ତରପ୍ରଦେଶରେ ମାଫିଆ ରାଜ ଥିଲା ତଥା ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଖରାପ ଥିଲା।…
ମୋଦି ସରକାରଙ୍କୁ ଧନ୍ୟବାଦ ଦେଲେ ରାହୁଲ: ସମ୍ବିତ ପାତ୍ର
ନୂଆଦିଲ୍ଲୀ,୨୬ ।୨: ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରବକ୍ତା ସମ୍ପିତ ପାତ୍ର ରବିବାର ଏକ ପ୍ରେସ କନଫରେନ୍ସ କରି କଂଗ୍ରେସ ଓ ଆମ ଆଦମୀ ପାର୍ଟି(ଏଏପି)କୁ ଟାର୍ଗେଟ କରିଛନ୍ତି । ଏହି ସମୟରେ ସେ କହିଛନ୍ତି ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଧନ୍ୟବାଦ…
Archives


