ପାର୍ଲାମେଣ୍ଟରେ ପିଟିଶନ ପାଇଁ ନାଗରିକଙ୍କୁ କ୍ଷମତା ମିଳିବା ନେଇ ସୁପ୍ରିମକୋର୍ଟରେ ଆବେଦନ
ନୂଆଦିଲ୍ଲୀ,୨୮।୧: ପାର୍ଲାମେଣ୍ଟରେ ପିଟିଶନ ଦାୟର ଲାଗି ନାଗରିକମାନଙ୍କୁ କ୍ଷମତା ମିଳିବା ନେଇ କେନ୍ଦ୍ର ସରକାର ଓ ଅନ୍ୟ ପକ୍ଷମାନଙ୍କୁ ନିର୍ଦ୍ଦେଶ ଦେବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଶୁକ୍ରବାର ଜଷ୍ଟିସ କେ.ଏମ୍ ଜୋସେଫ ଏବଂ ବି.ଭି. ନାଗରତ୍ନାଙ୍କ ଖଣ୍ଡପୀଠରେ ଏହାର ଶୁଣାଣି…
ଜାଣନ୍ତୁ କାହିଁକି ସ୍ବତନ୍ତ୍ର ଏହି ମୋଗଲ ଗାର୍ଡେନ
ମୋଗଲ ଗାର୍ଡେନର ନାମ ଅମୃତ ଉଦ୍ୟାନକୁ ପରିବର୍ତ୍ତନ କରାଯାଇଛି। ତେବେ ଏହି ମୋଗଲ ଗାର୍ଡେନ ଦିଲ୍ଲୀର ରାଷ୍ଟ୍ରପତି ଭବନ ପରିସରରେ ରହିଛି। ଏହି ଉଦ୍ୟାନ ସ୍ବଦେଶୀ ଏବଂ ବିଦେଶୀ ଫୁଲର ଏକ ଅଦ୍ଭୁତ ଉଦ୍ୟାନ। ଟ୍ୟୁଲିପ୍, ଗୋଲାପ ସହିତ ବିଭିନ୍ନ ପ୍ରକାରର…
୨୦ ଦିନ ବନ୍ଦ ରହିବ ଆମିଷ ଦୋକାନ
ବେଙ୍ଗାଲୁରୁ,୨୮ା୧: କର୍ନାଟକର ବେଙ୍ଗାଲୁରୁରେ ଆମିଷ ଦୋକାନ ବନ୍ଦ ରହିବ। ଏରୋ ଇଣ୍ଡିଆ ଶୋ’କୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ନଗର ନିଗମ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଜାନୁୟାରୀ ୩୦ରୁ ଫେବୃୟାରୀ ୨୦ ପର୍ଯ୍ୟନ୍ତ ମାଂସ ଦୋକାନ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ବନ୍ଦ…
୬ କୋଟି ବର୍ଷ ପୁରୁଣା ଶାଳଗ୍ରାମ ଶିଳାରେ ନିର୍ମାଣ ହେବ ରାମ-ସୀତାଙ୍କ ପ୍ରତିମୂର୍ତ୍ତି…
ଅଯୋଧ୍ୟା,୨୮।୧ : ନେପାଳରୁ ଅଯୋଧ୍ୟାକୁ ଦୁଇଟି ବିରାଟ ଶାଳଗ୍ରାମ ଶିଳା ଅଣାଯାଉଛି। ଏଥିରୁ ଶ୍ରୀ ରାମ ଏବଂ ମାତା ସୀତାଙ୍କ ପ୍ରତିମା ତିଆରି ହେବ। ଏହି ପଥରଗୁଡିକ ପ୍ରାୟ ୬ କୋଟି ବର୍ଷ ପୁରୁଣା ବୋଲି କୁହାଯାଇଛି। ତେବେ ଏଗୁଡ଼ିକରେ ନିର୍ମିତ…
୨୦୨୪ ନିର୍ବାଚନରେ ଭାଜପା କରିବ ଐତିହାସିକ ପ୍ରଦର୍ଶନ ସର୍ଭେ ରିପୋର୍ଟ ନେଇ ବିରୋଧୀଙ୍କ ମନରେ ଛନକା…
ନୂଆଦିଲ୍ଲୀ,୨୮।୧ : ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ଶେଷ ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରଠାରୁ ଭାଜପା ଲୋକସଭା ନିର୍ବାଚନ ପାଇଁ ମିଶନ ମୋଡକୁ ଆସିଥିବାବେଳେ କଂଗ୍ରେସ ସମେତ ବାକି ଦଳ ମଧ୍ୟ ଏଥିପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି।…
ମୋଗଲ ଗାର୍ଡେନର ନାମ ହେଲା ଅମୃତ ଉଦ୍ୟାନ…
ନୂଆଦିଲ୍ଲୀ,୨୮।୧ : ରାଷ୍ଟ୍ରପତି ଭବନରେ ଅବସ୍ଥିତ ମୋଗଲ ଗାର୍ଡେନ ଏକ ନୂତନ ନାମ ପାଇଛି। ବର୍ତ୍ତମାନ ଏହା ଅମୃତ ଉଦ୍ୟାନଭାବେ ନାମିତ ହୋଇଛି। ଅମୃତ ମହୋତ୍ସବ ଅବସରରେ ଏହାର ନାମ ପରିବର୍ତ୍ତନ କରାଯାଇଛି। ଅମୃତ ଉଦ୍ୟାନରେ ୧୨ ଟି ବିଭିନ୍ନ ପ୍ରକାରର…
କୋର୍ଟକୁ ଜିନ୍ସ ପିନ୍ଧି ଆସିଲେ ଆଇନଜୀବୀ, ପୋଲିସ ଡାକି କୋର୍ଟ ପରିସରରୁ ବାହାର କଲେ ବିଚାରପତି…
ଗୁଆହାଟୀ,୨୮।୧ : ଆବେଦନକାରୀଙ୍କ ଆଇନଜୀବୀ କୋର୍ଟ ପରିସରରେ ଜିନ୍ସ ପିନ୍ଧିଥିବାରୁ ଗୁଆହାଟୀ ହାଇକୋର୍ଟ ଶନିବାର ଏକ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ ଆବେଦନକାରୀଙ୍କ ଆଇନଜୀବୀ ବି.କେ ମହାଜନ ଜିନ୍ସ ପିନ୍ଧିଥିଲେ। ତେଣୁ ତାଙ୍କୁ ହାଇକୋର୍ଟ ପରିସରରୁ…
ମହିଳା ୨୨ରୁ ୩୦ ବର୍ଷ ମଧ୍ୟରେ ମା’ ହେବା ଆବଶ୍ୟକ: ହିମନ୍ତ ଶର୍ମା…
ଗୁଆହାଟୀ,୨୮।୧ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶନିବାର ଏକ ବିବୃତ୍ତିରେ କହିଛନ୍ତି ଯେ ମହିଳାମାନେ ଠିକ ସମୟରେ ମା’ ହେବା ଉଚିତ। ନଚେତ ସେମାନେ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏକ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ…
ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩: କଂଗ୍ରେସ ୧୭ ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା…
ଅଗରତାଲା,୨୮।୧ : ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ପାଇଁ ୧୭ ଜଣ ପ୍ରାର୍ଥୀଙ୍କ ତାଲିକା କଂଗ୍ରେସ ଘୋଷଣା କରିଛି। ସୁଦୀପ ରୟ ବର୍ମନ ଅଗରତାଲାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅନ୍ୟପକ୍ଷରେ ଟାଉନ ବାର୍ଦୋୱାଲି ଆସନରୁ ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କ ସହିତ ଆଶିଷ କୁମାର…
ତ୍ରିପୁରା ବିଧାନସଭା ନିର୍ବାଚନ: ୪୮ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ଟାଉନ ବାର୍ଦୋୱାଲି ଆସନରୁ ଲଢ଼ିବେ ମାଣିକ ସାହା…
ଅଗରତାଲା,୨୮।୧ : ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଭାଜପା ପକ୍ଷରୁ ୪୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମାଣିକ ସାହା ଟାଉନ ବାର୍ଦୋୱାଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଧନପତ ଆସନରୁ କେନ୍ଦ୍ର ମନ୍ତ୍ରୀ ପ୍ରତୀମା ଭୌମିକ ପ୍ରତିଦ୍ୱନ୍ଦ୍ୱିତା କରିବେ।…
ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ମେହବୁବା ମୁଫତି
ଶ୍ରୀନଗର,୨୮।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଥିବା ଭାରତ ଯୋଡୋ ଯାତ୍ରା ସୁରକ୍ଷା ମଧ୍ୟରେ ଅବନ୍ତିପୋରାର ଚେରସୁ ଗ୍ରାମରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରାରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି ତାଙ୍କ ଝିଅଙ୍କ…
ଦୈନିକ ସଂକ୍ରମଣ ଶହେ ତଳେ, ସକ୍ରିୟ ମାମଲା ୨୦୦୦ରୁ କମ୍…
ନୂଆଦିଲ୍ଲୀ, ୨୮।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଗତ ୨୪…
Archives


