Posted inଜାତୀୟ

୨୬/୧୧ ଦୋଷୀଙ୍କ ପ୍ରତି କଠୋର ଦଣ୍ଡାଦେଶ ଜରୁରୀ: ଇସ୍ରାଏଲ ବାଚସ୍ପତି…

ନୂଆଦିଲ୍ଲୀ,୪।୪ : ତାଙ୍କର ଚାରି ଦିନିଆ ଗସ୍ତରେ ଇସ୍ରାଏଲର ବାଚସ୍ପତି କେନ୍ସେଟ ଆମୀର ଓହାନା ଭାରତରେ ଅଛନ୍ତି। ମଙ୍ଗଳବାର ଓହାନା କହିଛନ୍ତି ଯେ ଯେଉଁମାନେ ମୁମ୍ବାଇରେ ୧୬/୧୧ ଆତଙ୍କବାଦୀ ଆକ୍ରମଣ କରିଥିଲେ ସେମାନେ ଆତଙ୍କବାଦୀଙ୍କୁ ପଠାଇ ଏଭଳି କାଣ୍ଡ ଭିଆଇ ଥିଲେ। ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ଓହାନା କହିଛନ୍ତି ଯେ ଧର୍ମ ଏବଂ ଜାତି ମଧ୍ୟରେ ଆତଙ୍କବାଦୀ ଅନ୍ତର ପରିଲକ୍ଷିତ କରି ନଥାନ୍ତି। ତାଙ୍କ ପାଇଁ କେହି ଭିନ୍ନ ନୁହନ୍ତି। ସଭିଏଁ ସମାନ ନୁହେଁ। ସେମାନେ ମାନବ ସମାଜର ଶତ୍ରୁ।

ପାକିସ୍ତାନର ନାମ ନ ନେଇ ଓହାନା କହିଛନ୍ତି ଯେ ଆମେ ୨୦/୧୧ ଆତଙ୍କବାଦୀ ଆକ୍ରମଣକୁ ଏପର୍ଯ୍ୟନ୍ତ ଶେଷ କରିପାରି ନାହିଁ। ଆମେ ଏପର୍ଯ୍ୟନ୍ତ ଅପେକ୍ଷା କରିଛୁ, ଯେଉଁମାନେ ଆତଙ୍କବାଦୀଙ୍କୁ ପଠାଇଛନ୍ତି ସେମାନଙ୍କୁ କାଠଗଡ଼ା ଆଣିବା ଉଚିିତ। ଦକ୍ଷିଣ ମୁମ୍ବାଇର ନରିମାନ ହାଉସ ଉପରେ ହୋଇଥିବା ଆକ୍ରମଣରେ ପାକିସ୍ତାନୀ ଆତଙ୍କବାଦୀମାନେ ଚାରିଜଣ ପରିଦର୍ଶକଙ୍କ ବ୍ୟତୀତ ରେବୀ ଗାଭ୍ରିଏଲ ହୋଲଟବର୍ଗ ଏବଂ ତାଙ୍କ ପତ୍ନୀ ରିଭକା ହୋଲଟବର୍ଗଙ୍କୁ ହତ୍ୟା କରିଥିଲେ। ରିଭାକାଙ୍କର ଦୁଇ ବର୍ଷର ପୁଅ ମୋଶାଙ୍କୁ ଧାଈ ସାନ୍ଦ୍ରା ସାମୁଏଲ ଉଦ୍ଧାର କରିଥିଲେ।

ଓହାନା କହିଛନ୍ତି, ଯେଉଁମାନେ ଆତଙ୍କବାଦୀ ଆକ୍ରମଣରେ କରିଥିଲେ ସେମାନଙ୍କୁ ସମସ୍ତଙ୍କୁ ଗିରଫ କରାଯିବା ଉଚିତ। ସର୍ବପ୍ରଥମେ, ଆମକୁ ଆକ୍ରମଣ ବନ୍ଦ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ‘ନୋ UPI ଡେ’: QR କୋଡ୍‌ରେ କଳା କପଡ଼ା ବାନ୍ଧିଲେ ବ୍ୟବସାୟୀ; ପକେଟ୍‌ରେ ରଖନ୍ତୁ ନଗଦ

ନୂଆଦିଲ୍ଲୀ,୨୩।୯: UPI ପେମେଣ୍ଟକୁ ନେଇ ପ୍ରସ୍ତାବିତ ନୂଆ ନିୟମ ବିରୋଧରେ ମଧ୍ୟପ୍ରଦେଶର ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ରାଜ୍ୟର ବିଭିନ୍ନ ବଡ଼ ସହରରେ ‘ନୋ UPI ଡେ’…

ମାତ୍ର ଗୋଟିଏ ବଲ୍‌ ବଦଳାଇଦେଲା ଦେଲା ମ୍ୟାଚ୍‌ର ଫଳାଫଳ: ଭାରତ ସପକ୍ଷରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର T20 ମ୍ୟାଚ୍‌ର ଶେଷ ଓଭରରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ମ୍ୟାଚ୍‌ର ଫଳାଫଳ…

LPG ଦର ନେଇ ନୂଆ ଖବର: ୬୦୦ ଟଙ୍କା ଯାଏ କମିଲା ଗ୍ୟାସ ଦାମ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୩।୯: କମର୍ସିଆଲ LPG ସିଲିଣ୍ଡରକୁ ନେଇ ଏବେ ବଜାରରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। କିଛି ଅଞ୍ଚଳରେ ସରକାରୀ ଦରଠାରୁ ଯଥେଷ୍ଟ କମ ମୂଲ୍ୟରେ ୧୯…

ଇତିହାସ ରଚିଲା ଭାରତ: T20ରେ ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ ଦଳ

ନୂଆଦିଲ୍ଲୀ,୨୩।୯: ଜାପାନ ବିପକ୍ଷରେ ରୋମାଞ୍ଚକର ଭାବେ ୨ ରନ୍‌ର ବିଜୟ ହାସଲ କରିବା ସହ ଭାରତୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ T20 କ୍ରିକେଟ୍‌ରେ ଏକ ବଡ଼ ଇତିହାସ…

ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି।…

ଭାରତ ବିପକ୍ଷ T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ବାଦ୍‌ ପଡ଼ିଲେ ଷ୍ଟାର୍‌ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୯: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୨ ଅକ୍ଟୋବରରୁ ୫ ମ୍ୟାଚ ବିଶିଷ୍ଟ T20 ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ…

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?