ଜାତୀୟ

‘ନିର୍ବାଚନ ଲଢିବିନି, କେବଳ ଭାଜପା ପାଇଁ ପ୍ରଚାର କରିବି’

ବେଙ୍ଗାଲୁରୁ,୫।୪: କନ୍ନଡ ସୁପରଷ୍ଟାର କିଚା ସୁଦୀପ ଆସନ୍ତା କର୍ନାଟକ ବିଧାନସଭା ନିର୍ବାଚନରେ ଭାଜପା ପାଇଁ ପ୍ରଚାର କରିବେ। ତେବେ ଏହା ପୂର୍ବରୁ କୁହାଯାଇଥିଲା ଯେ, ଅଭିନେତା ଭାଜପାରେ ଯୋଗ ଦେଇପାରନ୍ତି। ତେବେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଅଭିନେତା…

ହନୁମାନ ଜୟନ୍ତୀରେ ପ୍ରସ୍ତୁତ ରହିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୫।୪: ହନୁମାନ ଜୟନ୍ତୀ ପ୍ରସ୍ତୁତିକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ସମସ୍ତ ରାଜ୍ୟ ସରକାରଙ୍କୁ ଆଇନ ଶୃଙ୍ଖଳା, ପର୍ବର ଶାନ୍ତିପୂର୍ଣ୍ଣ ପାଳନ କରିବା ସହ ସମାଜରେ ସାମ୍ପ୍ରଦାୟିକ ସଦ୍‌ଭାବନାକୁ ଯେପରି କ୍ଷୁର୍ଣ୍ଣ ନ କରାଯାଏ ତାହା ଉପରେ…

ମୋଦି-ଯୋଗୀଙ୍କୁ ଜୀବନରେ ମାରିବାକୁ ଧମକ…

ନୋଏଡା ,୫।୪ : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରେ ମାରିବାକୁ ଧମକ ଦେବା ପ୍ରସଙ୍ଗ ସାମ୍ନାକୁ ଆସିଛି। ନୋଏଡା ପୋଲିସ ଏହି ମାମଲାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।…

ତେଲଙ୍ଗାନା ଭାଜପା ମୁଖ୍ୟ ଗିରଫ: ଦଳ କହିଲା, କେସିଆରଙ୍କୁ ଭୋଗିବାକୁ ପଡ଼ିବ ପରିଣାମ

ହାଇଦ୍ରାବାଦ,୫।୪: ଏସ୍‌ଏସ୍‌ସି (ମାଧ୍ୟମିକ ବିଦ୍ୟାଳୟ ସାର୍ଟିଫିକେଟ) ପେପର୍‌ ଲିକ୍‌ ମାମଲାରେ ତେଲଙ୍ଗାନା ଭାଜପା ସଭାପତି ବନ୍ଦି ସଞ୍ଚୟ କୁମାରଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏନେଇ ବୁଧବାର ଭାଜପା ପକ୍ଷରୁ ଦାବି କରିଛି। ଏହା ପୂର୍ବରୁ ମଧ୍ୟରାତ୍ରିରେ ତେଲଙ୍ଗାନା ପୋଲିସ କରିମନଗରରେ…

ମମତା ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ: ହନୁମାନ ଜୟନ୍ତୀ ପାଇଁ ସୁରକ୍ଷା ବ୍ୟବସ୍ଥା ରହିଛି କିଭଳି…

କୋଲକାତା,୫।୪ : ରିସଡା ଏବଂ ଶିବପୁରରେ ଘଟିଥିବା ହିଂସା ସମ୍ପର୍କରେ ପଶ୍ଚିମବଙ୍ଗ ସରକାର କଲିକତା ହାଇକୋର୍ଟରେ ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଆଗାମୀ ହନୁମାନ ଜୟନ୍ତୀଙ୍କୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି ସୁନିଶ୍ଚିତ କରିବା ପାଇଁ କେଉଁ ପଦକ୍ଷେପ ନିଆଯାଉଛି ତାହା…

ଓ୍ବାନ ମିଡ଼ିଆ ପ୍ରସାରଣ ଉପରୁ ହଟିଲା ପ୍ରତିବନ୍ଧକ: ସମାଜ ପାଇଁ ଏକ ସ୍ବତନ୍ତ୍ର ପ୍ରେସ୍‌ ଜରୁରୀ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୫।୪ : ମାଲାୟାଲମ ନ୍ୟୁଜ ଚ୍ୟାନେଲ ଓ୍ବାନମିଡିଆ ଉପରେ କେନ୍ଦ୍ର ସରକାର ଲଗାଇଥିବା ପ୍ରସାରଣ ନିଷେଧ ବିରୋଧରେ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଛନ୍ତି। ସୁରକ୍ଷା ମଞ୍ଜୁର ଅଭାବରୁ ମିଡିଆ ଓ ଚ୍ୟାନେଲର ପ୍ରସାରଣ ଲାଇସେନ୍ସ ନବୀକରଣ କରିବାକୁ ମନା କରି ଦେଇଥିବା…

ଶାହା-ମଦାନି ଭେଟ: ୧୪ ପ୍ରସଙ୍ଗ ଉପରେ ଆଲୋଚନା…

ନୂଆଦିଲ୍ଲୀ,୫।୪ : ମୁସଲମାନ ସମାଜ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର କରିବାକୁ ଏକ ବଡ ପଦକ୍ଷେପ ନିଆଯାଇଛି। ଏହି ଅନ୍ତର୍ଗତ ମୁସଲିମ ସମ୍ପ୍ରଦାୟର ୧୬ ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ…

ଅଣାୟତ୍ତ ମୁହାଁ କରୋନା ସ୍ଥିତି: ଦୈନିକ ସଂକ୍ରମଣ ୪ ହଜାର ଟପିଲା, ୨୩ ହଜାର ଉପରେ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୫।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…

ପ୍ରଥମ ଶ୍ରେଣୀ ନାଗରିକ ବନାମ ତୃତୀୟ ଶ୍ରେଣୀ ନାଗରିକ: କଂଗ୍ରେସରେ ଆଉ ଆଦର୍ଶ ନାହିଁ, ରାହୁଲଙ୍କ ଉଦ୍ଦେଶ୍ୟରେ କହିଲେ ସିନ୍ଧିଆ…

ନୂଆଦିଲ୍ଲୀ,୫।୪ : କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରାହୁଲ ଏବଂ କଂଗ୍ରେସ ଦଳ ସେମାନଙ୍କର ବ୍ୟକ୍ତିଗତ ସଂଗ୍ରାମକୁ ଗଣତନ୍ତ୍ର ପାଇଁ ଲଢ଼େଇରେ ପରିଣତ କରିଛନ୍ତି। ରାଜନୈତିକ ଦୃଷ୍ଟିରୁ ପ୍ରାସଙ୍ଗିକ…

କଂଗ୍ରେସ ସହିତ ମିଶି ଲଢ଼ିବୁନି ନିର୍ବାଚନ: ଦେବ ଗୌଡା…

ବେଙ୍ଗାଲୁରୁ,୫।୪ : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ (ଧର୍ମନିରପେକ୍ଷ) ସୁପ୍ରିମୋ ଏଚଡି ଦେବ ଗୌଡା କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ସହ ମେଣ୍ଟ ହେବାର ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି। ସେ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି…

ଆଇଏନଏସ ବିକ୍ରମାଦିତ୍ୟରେ ପ୍ରଥମ ବ୍ୟାଚ ମହିଳା ଅଗ୍ନିବୀର…

ବେଙ୍ଗାଲୁରୁ,୫।୪ : ମହିଳା ଅଗ୍ନିବୀରଙ୍କର ପ୍ରଥମ ବ୍ୟାଚ ଆଇଏନଏସ ବିକ୍ରମାଦିତ୍ୟରେ ପହଞ୍ଚିଛନ୍ତି। ମଙ୍ଗଳବାର କର୍ନାଟକର କରୱାଡର ଆଇଏନଏସ ବିକ୍ରମାଦିତ୍ୟରେ ମହିଳା ଅଗ୍ନିବୀରଙ୍କର ପ୍ରଥମ ବ୍ୟାଚ ପହଞ୍ଚିଥିଲେ। ଆଇଏନଏସ ବିକ୍ରମୀଦିତ୍ୟର ଟୁଇଟର ହ୍ୟାଣ୍ଡେଲରେ କରୱାଡ ରେଳ ଷ୍ଟେଶନରେ ମହିଳା ଅଗ୍ନିଶମ ବାହିନୀଙ୍କର ଏକ…

କାୟୋଜେନିକ ଇଞ୍ଜିନର ପରୀକ୍ଷା କଲା ସ୍କାଏରୁଟ …

ହାଇଦ୍ରାବାଦ,୫।୪ : ଘରୋଇ ସ୍ପେସ ଟେକ ଷ୍ଟାର୍ଟଅପ ସ୍କଇରୁଟ ଏରୋସ୍ପେସ ସଫଳତାର ସହିତ ଏହାର ସମ୍ପୂର୍ଣ୍ଣ ଥ୍ରୀଡି- ମୁଦ୍ରିତ କ୍ରାୟୋଜେନିକ ଇଞ୍ଜିନ ‘ଧୱନ-୨’ କୁ ୨୦୦ ସେକେଣ୍ଡ ପାଇଁ ପରୀକ୍ଷଣ କରିଛି। ଏନେଇ କମ୍ପାନୀ ଏହି ସୂଚନା ଦେଇଛି। ହାଇଦ୍ରାବାଦ ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?