ଜାତୀୟ

ତେଲେଙ୍ଗାନାକୁ ମିଳିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ, କାର୍ଯ୍ୟକ୍ରମରୁ ଦୂରେଇ ରହିଲେ କେସିଆର

ହାଇଦ୍ରାବାଦ,୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ହାଇଦ୍ରାବାଦରେ ପହଞ୍ଚିଛନ୍ତି। ରାଜ୍ୟପାଳ ଡା.ତମିଲିସାଇ ସୁନ୍ଦରରାଜନ ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କୁ ସ୍ବାଗତ କରିଛନ୍ତି। ପିଏମଓ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। ମୋଦି ସେଠାରେ ୧୧,୩୬୦ କୋଟି ଟଙ୍କାର ପରିଯୋଜନାକୁ…

ହିମନ୍ତ ଶର୍ମାଙ୍କ କଂଗ୍ରେସ ଛାଡ଼ିବା ପଛର ଗୁମର ଖୋଲିଲେ ଗୁଲାମ ନବୀ…

ନୂଆଦିଲ୍ଲୀ,୮।୪ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଏକ ସାକ୍ଷାତକାରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ଛାଡିବା ବିଷୟରେ ଏକ ମଜାଦାର କାହାଣୀ କହିଛନ୍ତି। ଏହି ସମୟରେ ଗୁଲାମ ନବୀ ଆଜାଦ ମଧ୍ୟ ରାହୁଲ ଗାନ୍ଧୀଙ୍କ…

‘ପାକିସ୍ତାନରୁ ମୁମ୍ବାଇ ଆସିଲେ ୩ ଆତଙ୍କବାଦୀ’, ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ଦେଲେ ମୋବାଇଲ, ଗାଡି ନମ୍ବର

ମୁମ୍ବାଇ,୮।୪: ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଜଣେ ଅଜ୍ଞାତ ବ୍ୟକ୍ତି ଫୋନ କରି ଦାବି କରିଛନ୍ତି କି ଶୁକ୍ରବାର (୭ ଏପ୍ରିଲ) ଦିନ ୩ ଜଣ ଆତଙ୍କବାଦୀ ଦୁବଇରୁ ମୁମ୍ବାଇ ଆସିଛନ୍ତି। ଏମାନଙ୍କ କନେକସନ ପାକିସ୍ତାନ ସହ ରହିଛି। କେବଳ ସେତିକି…

କରୋନା ଆତଙ୍କ: ୩୧ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୮।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…

ଜେଡିଏସ୍‌କୁ ବଡ଼ ଝଟକା: ଇସ୍ତଫା ଦେଲେ ଅବ୍‌ଦୁଲ

ବେଙ୍ଗାଲୁରୁ,୮ା୪: ୨୦୨୩ କର୍ନାଟକ ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ପରିବର୍ତ୍ତନ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷିରେ ଜେଡିଏସ୍‌କୁ ଏକ ବଡ଼ ଝଟକା ଲାଗିଛି। ଜେଡିଏସ୍‌ ନେତା ଅବ୍‌ଦୁଲ ଅଜିଜ୍‌ ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ନରସିଂହରାଜ ବିଧାନସଭା ନିର୍ବାଚନମଣ୍ଡଳୀରୁ ଟିକେଟ…

ମହଙ୍ଗା ହେବ କ୍ଷୀର

ନୂଆଦିଲ୍ଲୀ,୮ା୪: ଆବଶ୍ୟକ ଚାହିଦା ପୂରଣ ଲାଗି ଭାରତକୁ ବିଦେଶରୁ ଘିଅ, ଲହୁଣୀ ଆଦି ଦୁଗ୍ଧଜାତ ଦ୍ରବ୍ୟ ଆମଦାନି କରିବାକୁ ପଡ଼ିପାରେ। ଅନ୍ୟପକ୍ଷେ ବର୍ଷେ ହେଲା ଦୁଗ୍ଧ ଉତ୍ପାଦନ ତୁଳନାରେ ଚାହିଦା ବୃଦ୍ଧି ପାଉଥିତ୍ବାରୁ ଖରାଦିନେ ପୁଣି କ୍ଷୀର ଦର ବଢ଼ିପାରେ ବୋଲି…

ତେଲଙ୍ଗାନାରେ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ,୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୨ ଦିନିଆ ଦକ୍ଷିଣ ଭାରତ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ତେଲଙ୍ଗାନାରେ ସିକନ୍ଦରାବାଦ ରେଳ ଷ୍ଟେଶନରେ ପହଞ୍ଚି ସିକନ୍ଦରାବାଦ-ତିରୁପତିର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ…

ମହିଳାଙ୍କ ପୋଷାକକୁ ନେଇ ଭାଜପା ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୮।୪: ଭାଜପା ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟଭର୍ଗିୟ ପ୍ରାୟତଃ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ହେଲେ ଏଥର ମହିଳାମାନଙ୍କ ପୋଷାକକୁ ନେଇ ଭାଜପା ନେତାଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ଇନ୍ଦୋରର ବିମାନବନ୍ଦର ରୋଡସ୍ଥିତ ମହାବୀର ବାଗରେ ଏକ କାର୍ଯ୍ୟକ୍ରମକୁ…

ପାଇଲଟ ଡ୍ରେସରେ ସୁଖୋଇରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରତିଭା ପାଟିଲଙ୍କ ପରେ ଦ୍ୱିତୀୟ ମହିଳା ରାଷ୍ଟ୍ରପତି…

ଗୁଆହାଟି,୮।୪: ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ପାଇଲଟ ବେଶରେ ନଜର ଆସିଛନ୍ତି। ରାଷ୍ଟ୍ରପତି ମୁର୍ମୁ ତାଙ୍କର ପାରମ୍ପରିକ ପୋଷାକ ଶାଢି ସ୍ଥାନରେ ଏୟାରଫୋର୍ସ ପାଇଲଟଙ୍କ ପୋଷାକ ପିନ୍ଧିଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଆସାମର ତେଜ ଏୟାରଫୋର୍ସ ଷ୍ଟେଶନରେ। ଏଠାରେ…

ଏପ୍ରିଲ ୨୫ରେ କେରଳ ଯିବେ ମୋଦି, ଯୁବ ଅଭିଯାନରେ ହେବେ ସାମିଲ

ନୂଆଦିଲ୍ଲୀ,୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୫ରେ କେରଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ସେ କେରଳର କୋଚିରେ ଯୁବ ଅଭିଯାନରେ ଅଂଶଗ୍ରହଣ କରିବେ। ନିକଟରେ କଂଗ୍ରେସରୁ ଭାଜପାରେ ଯୋଗ ଦେଇଥିବା ଅନିଲ ଆଣ୍ଟୋନି ମଧ୍ୟ ଏହି ଅଭିଯାନରେ…

ଶରଦ ପାଓ୍ବାରଙ୍କ ବୟାନ ପରେ କଂଗ୍ରେସକୁ ଟାର୍ଗେଟ୍‌ କଲା ଭାଜପା

ନୂଆଦିଲ୍ଲୀ,୮।୪: ଏନ୍‌ସିପି ମୁଖ୍ୟ ଶରଦ ପାୱାର ଆଦାନୀ ଗ୍ରୁପ ବିବାଦ ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି। ବିରୋଧୀ ଦାବି କରୁଥିବା ଯୁଗ୍ମ ସଂସଦୀୟ କମିଟି(ଜେପିସି) ତଦନ୍ତ ଦାବିକୁ ଏନସିପି ମୁଖ୍ୟ ଶରଦ ପାୱାର ଗ୍ରହଣ କରି ନାହାନ୍ତି। ପାୱାରଙ୍କ ଏପରି…

‘ଦେଶର ପ୍ରଥମ ଆତଙ୍କବାଦୀ ନାଥୁରାମ ଗଡସେ…’: ରାମନବମୀ ଶୋଭାଯାତ୍ରାରେ ଗଡସେଙ୍କ ଫଟୋକୁ ନେଇ କହିଲେ ଓଓ୍ବାଇସି

ନୂଆଦିଲ୍ଲୀ,୮।୪: ରାମ ନବମୀରେ ଗୋଟିଏ ପଟେ ବିହାର ଓ ପଶ୍ଚିମବଙ୍ଗରେ ହିଂସା ହୋଇଥିବା ବେଳେ ହାଇଦ୍ରାବାଦରେ ରାମନବମୀ ଶୋଭାଯାତ୍ରାରେ ଲୋକେ ନାଥୁରାମ ଗଡସେଙ୍କ ଫଟୋ ଧରି ନାଚୁଥିବା ଦେଖାଯାଇଥିଲା। ଏହି ଘଟଣାକୁ ନେଇ ଏବେ ଏମପି ତଥା ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?