ଜାତୀୟ

‘ଦେଶର ପ୍ରଥମ ଆତଙ୍କବାଦୀ ନାଥୁରାମ ଗଡସେ…’: ରାମନବମୀ ଶୋଭାଯାତ୍ରାରେ ଗଡସେଙ୍କ ଫଟୋକୁ ନେଇ କହିଲେ ଓଓ୍ବାଇସି

ନୂଆଦିଲ୍ଲୀ,୮।୪: ରାମ ନବମୀରେ ଗୋଟିଏ ପଟେ ବିହାର ଓ ପଶ୍ଚିମବଙ୍ଗରେ ହିଂସା ହୋଇଥିବା ବେଳେ ହାଇଦ୍ରାବାଦରେ ରାମନବମୀ ଶୋଭାଯାତ୍ରାରେ ଲୋକେ ନାଥୁରାମ ଗଡସେଙ୍କ ଫଟୋ ଧରି ନାଚୁଥିବା ଦେଖାଯାଇଥିଲା। ଏହି ଘଟଣାକୁ ନେଇ ଏବେ ଏମପି ତଥା ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ…

ଭାରତ ଗସ୍ତରେ ଦକ୍ଷିଣ କୋରିଆ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୮।୪: ଦକ୍ଷିଣ କୋରିଆ ବୈଦେଶିକ ମନ୍ତ୍ରୀ ପାର୍କ ଜିନ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ଶନିବାର ଜିନ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ ପାର୍କ ଜିନ ଗଣତନ୍ତ୍ରର ମଜବୁତ ପାଇଁ ମହାତ୍ମା ଗାନ୍ଧୀଙ୍କ…

କମଲ ନାଥଙ୍କୁ ଆପତ୍ତିଜନକ ମନ୍ତବ୍ୟ: ଶିବରାଜ ସିଂଙ୍କ ବିରୋଧରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଭୋପାଳ,୮।୩: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ କଂଗ୍ରେସ କର୍ମୀମାନେ ଶୁକ୍ରବାର ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଏପରିକି ଶିବରାଜ ସିଂଙ୍କୁ ମୁଖ୍ୟମନ୍ତ୍ରୀ…

ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ଶୁଣାଇଥିବା ବିଚାରପତିଙ୍କୁ ଧମକ ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୮।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିବା ବିଚାରପତିଙ୍କୁ କଂଗ୍ରେସ ନେତା ଧମକ ଦେଇଛନ୍ତି। ତାମିଲନାଡୁର ଜଣେ କଂଗ୍ରେସ ନେତା କହିଛନ୍ତି ଯେ, ଯଦି କଂଗ୍ରେସ ସରକାର କ୍ଷମତାକୁ ଆସନ୍ତି ତେବେ ରାହୁଲ…

ଆଜି ତେଲଙ୍ଗାନା-ତାମିଲନାଡୁ ଗସ୍ତ କରିବେ ମୋଦି, ୨ଟି ବନ୍ଦେ ଭାରତ ଏକ୍ସପ୍ରେସର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ,୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୨ଦିନିଆ ଦକ୍ଷିଣ ଭାରତର ତିନୋଟି ରାଜ୍ୟ ଗସ୍ତ କରିବେ। ଏହି ଦୁଇ ଦିନରେ ପ୍ରଧାନମନ୍ତ୍ରୀ ମୋଦି ତେଲଙ୍ଗାନା ଏବଂ ତାମିଲନାଡୁ ଯିବେ ଏବଂ ଏହି ସମୟ ମଧ୍ୟରେ ସେ ରାଜ୍ୟମାନଙ୍କୁ ଅନେକ ଉପହାର ଦେବେ।…

‘ସପ୍ତ ମୋକ୍ଷ ପୁରୀ’ ମଧ୍ୟରେ ଓଡ଼ିଶାର ପୁରୀ

ନୂଆଦିଲ୍ଲୀ,୮ା୪: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ପ୍ରଚାର ପ୍ରସାର କରାଯାଉଥିବା ଦେଶର ୭ ମୋକ୍ଷ କ୍ଷେତ୍ର (ସପ୍ତ ମୋକ୍ଷ ପୁରୀ) ମଧ୍ୟରେ ଓଡ଼ିଶାର ପୁରୀ ସ୍ଥାନ ପାଇଛି। ଅନ୍ୟ କ୍ଷେତ୍ରଗୁଡ଼ିକ ହେଲା ଅଯୋଧ୍ୟା, ମଥୁରା, ହରିଦ୍ୱାର, ବାରାଣସୀ, ଉଜ୍ଜୟିନୀ ଏବଂ ଦ୍ୱାରକା।…

ସରକାରୀ କର୍ମଚାରୀଙ୍କ ପେନ୍‌ସନ ସୁବିଧାରେ ଉନ୍ନତି ଲାଗି କମିଟି ଗଠିତ

ନୂଆଦିଲ୍ଲୀ,୮ା୪: ଜାତୀୟ ପେନ୍‌ସନ ଯୋଜନା(ଏନ୍‌ପିଏସ୍‌)ରେ ସରକାରୀ କର୍ମଚାରୀମାନଙ୍କୁ ମିଳୁଥିବା ପେନ୍‌ସନ ସୁବିଧାରେ ଉନ୍ନତି ଲାଗି କେନ୍ଦ୍ର ସରକାର ଅର୍ଥ ସଚିବ ଟି.ଭି. ସୋମନାଥନ୍‌ଙ୍କ ନେତୃତ୍ୱରେ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି। ସରକାରୀ କର୍ମଚାରୀଙ୍କୁ ପେନ୍‌ସନ ବ୍ୟବସ୍ଥାର ସମୀକ୍ଷା ପାଇଁ…

ଜର୍ଜିଆରେ ସର୍ଜରି କରିଥିଲେ ଅମ୍ରିତ୍‌ପାଲ

ନୂଆଦିଲ୍ଲୀ, ୮ା୪: ପଳାତକ ଖଲିସ୍ତାନୀ ଅମ୍ରିତ୍‌ପାଲ୍‌ ସିଂ ୨୦୨୨ରେ ଭାରତ ଫେରିବା ପୂର୍ବରୁ ଜର୍ନେଲ ସିଂ ଭିନ୍ଦ୍ରନଓ୍ବାଲେଙ୍କ ଭଳି ଦେଖାଯିବା ଲାଗି ଜର୍ଜିଆରେ କସ୍ମେଟିକ୍‌ ସର୍ଜରି କରାଇଥିଲେ। ଆସାମର ଦିବ୍ରୁଗଡ଼ ଜେଲ୍‌ରେ ଥିବା ଅମ୍ରିତ୍‌ପାଲଙ୍କ ସହଯୋଗୀ ଏହି ସୂଚନା ଦେଇଛନ୍ତି। ପଞ୍ଜାବରେ…

ରୟାଲ କଲେଜ ଗ୍ଲାସ୍‌ଗୋର ଉପଦେଷ୍ଟା ହେଲେ ପି. ରଘୁରାମ

ହାଇଦ୍ରାବାଦ, ୮ା୪: ଜଣାଶୁଣା ଭାରତୀୟ ସର୍ଜନ ଡା. ପି. ରଘୁରାମ ଗ୍ଲାସ୍‌ଗୋର ରୟାଲ କଲେଜ ଅଫ୍‌ ଫିଜିସିଆନ୍ସ ଆଣ୍ଡ ସର୍ଜନ୍‌ସ (ଆର୍‌ସିପିଏସ୍‌ଜି)ର ଅନ୍ତର୍ଜାତୀୟ ଉପଦେଷ୍ଟା ନିଯୁକ୍ତ ହୋଇଛନ୍ତି। ଏହା ବିଶ୍ୱର ସର୍ବପୁରାତନ ରୟାଲ କଲେଜ। ରଘୁରାମ ଏବେ ହାଇଦ୍ରାବାଦସ୍ଥିତ କେଆଇଏମ୍‌ଏସ୍‌- ଉଷାଲକ୍ଷ୍ମୀ…

ନିଶାସକ୍ତ ଅବସ୍ଥାରେ ବିମାନରେ କଲେ ଏଭଳି କାମ, ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ,୮।୪: ଦିଲ୍ଲୀ-ବାଙ୍ଗାଲୋର ଅଭିମୁଖେ ଯାଉଥିବା ୬ଇ ୩୦୮ ଇଣ୍ଡିଗୋ ବିମାନରେ ୪୦ ବର୍ଷିୟ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଜଣେ ଅଧିକାରୀଙ୍କ କହିବାନୁଯାୟୀ, ବ୍ୟକ୍ତି ଜଣଙ୍କ ନିଶାସକ୍ତ ଅବସ୍ଥାରେ ବିମାନର ଜରୁରୀକାଳୀନ କବାଟ ଫ୍ଲପ ଖୋଲିବାକୁ ଚେଷ୍ଟା କରୁଥିଲେ। ଏହି ଉଲ୍ଲଂଘନକୁ ଲକ୍ଷ୍ୟ…

ମୁଣ୍ଡ ଟେକିଲା ମହାମାରୀ

ନୂଆଦିଲ୍ଲୀ,୮ା୪: ଉତ୍ତର ପ୍ରଦେଶର ଗଙ୍ଗାନଦୀ ବାଲିରେ କୁଢ଼ କୁଢ଼ ମୃତଦେହ, ଦିଲ୍ଲୀ ଶ୍ମଶାନରେ ଲିଭୁ ନ ଥିବା ଚିତା, ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ସମେତ ଡାକ୍ତରୀ ଉପକରଣର ଅଭାବ ଯୋଗୁ ରାସ୍ତାକଡ଼ ଆମ୍ବୁଲାନ୍ସରେ ଚିକିତ୍ସା ନାମରେ ହୀନସ୍ତା। ୨୦୨୧ ମେ’ର ମହାମାରୀଜନିତ ଏହି…

ସତର୍କ ରହିବାକୁ ରାଜ୍ୟକୁ ପରାମର୍ଶ

ନୂଆଦିଲ୍ଲୀ,୮ା୪: ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନ୍‌ସୁଖ ମାଣ୍ଡବ୍ୟ ହସ୍ପିଟାଲଗୁଡ଼ିକରେ ଆସନ୍ତା ସପ୍ତାହରେ ମକ୍‌ଡ୍ରିଲ୍‌ କରାଇବା ପାଇଁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏପ୍ରିଲ ୧୦ ଓ ୧୧ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?