ଜାତୀୟ

ହାତରେ ସିଗାରେଟ୍‌ ଧରି ଗାଇଲେ ଜାତୀୟ ସଙ୍ଗୀତ: ଭାଜପା ନେତା କହିଲେ, ତୁରନ୍ତ ଗିରଫ କରାଯାଉ…

ନୂଆଦିଲ୍ଲୀ,୧୧।୪: ସୋସିଆଲ ମିଡିଆରେ ନୂଆ ନୂଆ ଭିଡ଼ିଓ କରି ଶେୟାର କରିବା ପାଇଁ କିଶୋରଙ୍କଠାରୁ ଆରମ୍ଭ କରି ଛୋଟ ପିଲାମାନଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ଲାଇକ୍‌, କମେଣ୍ଟ ଦୌଡରେ ଲୋକମାନେ ଭଲ ଏବଂ ଭୁଲ ମଧ୍ୟରେ ପାର୍ଥକ୍ୟ ଭୁଲିଯାଉଛନ୍ତି। ଦେଶର ନୀତି…

ହାଇକମାଣ୍ଡଙ୍କ ଚେତାବନି ପରେ ବି ଉଡାଣ ଭରିଲେ ’ପାଇଲଟ’, ନିଜ ସରକାରଙ୍କ ବିରୋଧରେ ବସିଲେ ଅନଶନରେ

ଜୟପୁର,୧୧।୪: ରାଜସ୍ଥାନ କଂଗ୍ରେସର ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ନିଜ ସରକାରଙ୍କ ବିରୋଧରେ ଅନଶନରେ ବସିଛନ୍ତି। ଗତ ବସୁନ୍ଧରା ରାଜେଙ୍କ ନେତୃତ୍ୱରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କ ସମୟରେ ହୋଇଥିବା ଭ୍ରଷ୍ଟାଚାର ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ମଙ୍ଗଳବାର…

ଏମ୍‌ପି ପଦ ଯିବା ପରେ ୱାୟନାଡ ଯିବେ ରାହୁଲ ଗାନ୍ଧୀ, ଜନସଭାକୁ କରିବେ ସମ୍ବୋଧିତ

ନୂଆଦିଲ୍ଲୀ,୧୧।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର କେରଳର ୱାୟନାଡ ଗସ୍ତ କରିବେ। ଯେଉଁଠାରୁ ସେ ୨୦୧୯ରେ ସଂସଦକୁ ନିର୍ବାଚିତ ହୋଇଥିଲେ। ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ତାଙ୍କ ନିର୍ବାଚନମଣ୍ଡଳୀ…

ଜାତୀୟ ଦଳର ମାନ୍ୟତା ପାଇବା ପରେ ଆଜି ଉତ୍ସବ ମନାଇବ ଏଏପି

ନୂଆଦିଲ୍ଲୀ,୧୧।୪: ଆମ ଆଦମୀ ପାର୍ଟି (ଏଏପି)କୁ ଜାତୀୟ ଦଳର ମାନ୍ୟତା ମିଳିବା ପରେ ମଙ୍ଗଳବାର ଏଏପି କାର୍ଯ୍ୟାଳୟରେ ଏକ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଯୋଗ ଦେବା ସହ ମଧ୍ୟାହ୍ନ ୧୨ଟା ସମୟରେ ଦଳୀୟ…

ଏପ୍ରିଲ ୧୪ରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ଅମିତ ଶାହା

ନୂଆଦିଲ୍ଲୀ,୧୧।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏପ୍ରିଲ ୧୪ରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ରାମ ନବମୀ ହିଂସାକାଣ୍ଡ ପରେ ଏହା ଅମିତ ଶାହା ପ୍ରଥମ ଗସ୍ତ। ସୂଚନାନୁସାରେ, ଏହି ଗସ୍ତ ସମୟରେ ସେ…

ଦେଶରେ ମୁସଲମାନଙ୍କ ସ୍ଥିତିକୁ ନେଇ ବିଶ୍ୱକୁ ଆଇନା ଦେଖାଇଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୧।୪: ଆମେରିକାର ଓ୍ବାଶିଂଟନ ଡିସିରେ ସ୍ଥିତ ଆମେରିକି ଥିଙ୍କ ଟେକ ପିଟରସନ ଇନଷ୍ଟିଚ୍ୟୁଟ ଫର ଇଣ୍ଟରନ୍ୟାଶନାଲ ଇକୋନମିକ୍ସ(ପିଆଇଆଇଇ)ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତର ନକରାତ୍ମକ ପଶ୍ଚିମ ‘ଧାରଣ’ର କଡା ଜବାବ ଦେଇଛନ୍ତି। ସେଠାରେ ସେ ଭାରତୀୟ ଅର୍ଥବ୍ୟବସ୍ଥାର ସ୍ଥିରତା ଓ…

ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଆଉ ଏକ ଧମକ ମିଳିଛି। ଏଥର ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଜଣେ ବ୍ୟକ୍ତି କଲ କରି କହିଛନ୍ତି ଯେ, ସେ ୩୦ ତାରିଖରେ ସଲମାନଙ୍କୁ ହତ୍ୟା କରିବେ।କଲର ଜଣଙ୍କ ତାଙ୍କ ନାମ ରକି ଭାଇ…

ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ ହତ୍ୟା ଧମକ, ଯୁବକ ଗିରଫ

ମୁମ୍ବାଇ,୧୧।୪: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ ମିଳିଛି। ମହାରାଷ୍ଟ୍ର ପୋଲିସର କଣ୍ଟ୍ରୋଲ ନଂ ୧୧୨କୁ ସୋମବାର ରାତି ପ୍ରାୟ ୧୦ଟା ସମୟରେ କେହି ଜଣେ ଫୋନ କରି ଏକନାଥ ଶିନ୍ଦେଙ୍କୁ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ଏହାପରେ ଫୋନ…

କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଗି ଖାର୍ଗେଙ୍କ ନାଁ ଉଠାଇଲେ ଶିବକୁମାର

ବେଙ୍ଗାଲୁରୁ, ୧୧।୪: କର୍ନାଟକ ବିଧାନସଭା ନିର୍ବାଚନ ଜିତିବା ପାଇଁ କଂଗ୍ରେସ ଜୋର୍‌ଦାର ଉଦ୍ୟମ ଚଳାଇଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଏହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ରାଜ୍ୟର ସର୍ବୋଚ୍ଚ ପଦବୀ ଲାଗି ବରିଷ୍ଠ ନେତା ସିଦ୍ଦରମୈୟା ଏବଂ ପ୍ରଦେଶ କଂଗ୍ରେସ…

ନମାଜ ପାଠ ବେଳେ ମସ୍‌ଜିଦ୍‌ରେ ଭଙ୍ଗାରୁଜା

ଚଣ୍ଡିଗଡ଼, ୧୧।୪: ହରିୟାଣା ସୋନିପତ୍‌ର ସାନ୍ଦଲ କାଲନ ଗ୍ରାମରେ ଯୁବଗୋଷ୍ଠୀ ଏକ ସମ୍‌ଜିଦ୍‌ରେ ପଶି ଭଙ୍ଗାରୁଜା କରିଛନ୍ତି। ମସ୍‌ଜିଦ୍‌ରେ ନମାଜ ପାଠ ଚାଲିଥିବାବେଳେ ଉପସ୍ଥିତ ଲୋକଙ୍କୁ ଯୁବଗୋଷ୍ଠୀ ମାଡ଼ ମାରିଥିଲେ। ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। ଆକ୍ରମଣରେ ୬…

ଦଳିତଙ୍କୁ ମନ୍ଦିର ପ୍ରବେଶ ଅନୁମତି ନ ମିଳିବାରୁ ଭିଲ୍ଲୁପୁରମ୍‌ରେ ଉତ୍ତେଜନା

ଚେନ୍ନାଇ, ୧୧।୪: ତାମିଲନାଡୁର ଭିଲ୍ଲୁପୁରମ୍‌ରେ ଥିବା ଶ୍ରୀଧର୍ମରାଜ ଦ୍ରୌପତି ଅମ୍ମନ ମନ୍ଦିରରେ ଦଳିତଙ୍କୁ ପ୍ରବେଶ ଅନୁମତି ନ ମିଳିବାରୁ ସୋମବାର ଉତ୍ତେଜନା ପ୍ରକାଶ ପାଇଛି। ମେଲପାଠି ଗ୍ରାମରେ ଥିବା ଏହି ମନ୍ଦିର ରାଜ୍ୟ ସରକାରଙ୍କ ହିନ୍ଦୁ ଧର୍ମ ଓ ଦାତବ୍ୟ ଏଣ୍ଡାଓମେଣ୍ଟ…

ବିରୋଧୀଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ଆଣୁଛି ନୂଆ ସ୍ପାଏଓ୍ବେର

ନୂଆଦିଲ୍ଲୀ, ୧୧।୪: ବିରୋଧୀ ଦଳ ନେତାଙ୍କ ଉପରେ ଗୁପ୍ତଚରଗିରି ପାଇଁ କେନ୍ଦ୍ର ସରକାର ଇସ୍ରାଏଲ୍‌ ସ୍ପାଏଓ୍ବେର୍‌ ‘ପେଗାସସ୍‌’ ଭଳି ‘କଗ୍‌ନାଇଟ୍‌’ ନାମରେ ଏକ ସ୍ପାଏଓ୍ବେର କିଣିବାକୁ ଯୋଜନା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ସରକାର ୯୮୬ କୋଟି ଟଙ୍କାରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?