ଇସ୍ତଫା ଦେଲେ ମଣିପୁରର ଆଉ ଜଣେ ଭାଜପା ବିଧାୟକ
ଇମ୍ଫାଲ,୨୦।୪: ମଣିପୁରର ଭାଜପା ବିଧାୟକ ପାଓନାମ ବ୍ରୋଜେନ ଗୁରୁବାର ମଣିପୁର ବିକାଶ ସୋସାଇଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଇସ୍ତଫା ଦେଇଛନ୍ତି। ଉତ୍ତର-ପୂର୍ବ ରାଜ୍ୟରୁ ବ୍ରୋଜେନ ହେଉଛନ୍ତି ଦଳର ତୃତୀୟ ବିଧାୟକ, ଯିଏ…
ଶରଦ ପାଓ୍ବାରଙ୍କୁ ଭେଟିଲେ ଗୌତମ ଆଦାନୀ
ମୁମ୍ବାଇ,୨୦ା୪: ଆଦାନୀ-ହିଣ୍ଡେନ୍ବର୍ଗ ପ୍ରସଙ୍ଗର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରାଇବା ପାଇଁ ବିରୋଧୀ ଦଳଗୁଡ଼ିକ ଅଡ଼ିବସିଛନ୍ତି। ଇତିମଧ୍ୟରେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ଗୁରୁବାର ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି।…
ଏସିଡ୍ ଆକ୍ରମଣରେ ବରକନ୍ୟାଙ୍କ ସମେତ ୧୨ ଆହତ
ଜଗଦଲପୁର,୨୦ା୪: ଛତିଶଗଡ଼ର ବସ୍ତର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ବିବାହ ଉତ୍ସବ ଚାଲିଥିବା ବେଳେ କେହି ଦୁର୍ବୃତ୍ତ ଏସିଡ୍ ଭଳି ସାମଗ୍ରୀ ଫିଙ୍ଗିବାରୁ ବରକନ୍ୟାଙ୍କ ସମେତ ସେମାନଙ୍କର ୧୦ ଜଣ ସମ୍ପର୍କୀୟ ପୋଡ଼ିହୋଇ ଆହତ ହୋଇଛନ୍ତି। ଭାନପୁର ଥାନା ଅନ୍ତର୍ଗତ ଛୋଟେ…
ପୁଞ୍ଛ-ଜମ୍ମୁରେ ସେନା ଗାଡ଼ିରେ ନିଆଁ ଲାଗିବା ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି
ଶ୍ରୀନଗର,୨୦।୪: ଜମ୍ମୁ-କଶ୍ମୀରର ପୁଞ୍ଛରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ପୁଞ୍ଛ-ଜମ୍ମୁ ନ୍ୟାସନାଲ ହାଇଓ୍ବେରେ ସେନା ଟ୍ରକରେ ଭୟଙ୍କର ନିଆଁ ଲାଗିବା ଘଟଣାରେ ୫ଜଣ ଯବାନ ଶହୀଦ ହୋଇଛନ୍ତି। ଆହତଙ୍କୁ ରାଜୌରୀର ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଭାଟାଦୁଡ଼ିଆ…
ନରୋଡା ହିଂସା ମାମଲାରେ ମାୟା କୋଡନାନୀ, ବାବୁ ବଜରଙ୍ଗି ସମେତ ସମସ୍ତ ୬୯ ଅଭିଯୁକ୍ତ ମୁକ୍ତ, ୧୧ ଜଣଙ୍କର ହୋଇଥିଲା ମୃତ୍ୟୁ
ଗାନ୍ଧିନଗର,୨୦।୪: ନରୋଡା ହିଂସା ମାମଲାରେ ପୂର୍ବତନ ମନ୍ତ୍ରୀ ମାୟା କୋଡନାନୀ, ବାବୁ ବଜରଙ୍ଗି, ଜୟଦୀପ ପଟେଲ ସମେତ ୬୯ ଅଭିଯୁକ୍ତ ମୁକ୍ତ ହୋଇଛନ୍ତି। ଏହି ହତ୍ୟାକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୭ ଫେବୃୟାରୀ ୨୦୦୨ରେ ଅଯୋଧ୍ୟାରୁ ଫେରୁଥିବା ସାବରମତି ଏକ୍ସପ୍ରେସର…
ଜନସଂଖ୍ୟାରେ ଚାଇନା ଠାରୁ ଟପିଲେ ମଧ୍ୟ ବେରୋଜଗାରୀରେ ପଛରେ ଅଛି: କପିଲ ସିବଲ
ନୂଆଦିଲ୍ଲୀ, ୨୦।୪: ଭାରତ ଚାଇନାକୁ ପଛରେ ପକାଇ ଏବେ ବିଶ୍ୱର ଜନବହୁଳ ଦେଶ ଭାବେ ପରିଗଣିତ ହୋଇଛି। ତେବେ ଏ ନେଇ ବରିଷ୍ଠ ଆଇନଜୀବୀ କପିଲ ସିବଲ ଜାତିସଂଘର ଏହି ତଥ୍ୟକୁ ଭାରତର ଜିଡିପି ଚାଇନା ସହିତ ତୁଳନା କରିଛନ୍ତି। ସେ…
ଅକ୍ଟୋବରରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି-ରାଘବ
ନୂଆଦିଲ୍ଲୀ/ମୁମ୍ବାଇ,୨୦।୪: ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଘରେ ଖୁବ୍ଶୀଘ୍ର ଶେହନାଇ ବାଜିବାକୁ ଯାଉଛି। ମିଳିଥିବା ରିପୋର୍ଟ ଅନୁସାରେ ଏଏପି ଏମ୍ପି ରାଘବ ଚଡ୍ଡା ଏବଂ ପରିଣୀତି ଚୋପ୍ରା ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବହୁ ଦିନରୁ ଦୁହେଁ ଦୁହିଁଙ୍କୁ…
ପୁଣିଥରେ ’ଅତିକ-ଅଶରଫ’ଙ୍କୁ ହେଲା ଗୁଳି
ପ୍ରୟାଗରାଜ,୨୦।୪: ମାଫିଆ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫ ଅହମଦଙ୍କ ହତ୍ୟା ଘଟଣାରେ ଯାଞ୍ଚ କମିଟି ପ୍ରତିଟି ଦିଗରୁ ଯାଞ୍ଚ କରୁଛି। ଏବେ ୧୫ ଏପ୍ରିଲ ରାତିର ସତ୍ୟ ଜାଣିବାକୁ ହସ୍ପିଟାଲର ସେହି ସ୍ଥାନରେ ସିନ୍ ରିକ୍ରିଏଟ କରାଯାଇଛି। ଯେଉଁଠାରେ…
ସେନା ଗାଡ଼ିରେ ନିଆଁ ଲାଗିବା ଘଟଣାରେ ୪ଯବାନ ଶହୀଦ
ଶ୍ରୀନଗର,୨୦।୪: ଜମ୍ମୁ-କଶ୍ମୀର ପୁଞ୍ଛରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ପୁଞ୍ଛ-ଜମ୍ମୁ ନ୍ୟାସନାଲ ହାଇଓ୍ବେରେ ସେନା ଟ୍ରକରେ ଭୟଙ୍କର ନିଆଁ ଲାଗିଛି। ଏହି ଦୁର୍ଘଟଣାରେ ୪ଜଣ ଯବାନ ଶହୀଦ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।…
ଯୋଗୀ ଆଦିଦ୍ୟନାଥ ପରିବାର ସଦସ୍ୟଙ୍କ ସୁରକ୍ଷା ବଢ଼ିଲା
ଡେରାଡୁନ,୨୦ା୪: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ୍ଙ୍କ ହତ୍ୟା ପରେ ପୋଲିସ ଉତ୍ତରାଖଣ୍ଡରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷାକୁ ନେଇ ସତର୍କତା ଅବଲମ୍ବନ କରିଛି। ସିଏମ୍ ଯୋଗୀଙ୍କ ସମ୍ପର୍କୀୟମାନେ ପୌରୀ ଜିଲାର…
ପୁଞ୍ଛ-ଜମ୍ମୁ ହାଇଓ୍ବେରେ ସେନା ଗାଡିରେ ଲାଗିଲା ନିଆଁ, ଅନେକେ ଯବାନ ଫସି ରହିଥିବା ଆଶଙ୍କା
ଜମ୍ମୁ,୨୦।୪: ଜମ୍ମୁ-କଶ୍ମୀରର ପୁଞ୍ଛ ଜିଲାରେ ଗୁରୁବାର ଏକ ସେନା ଟ୍ରକରେ ନିଆଁ ଲାଗି ଯାଇଛି। ଏହି ଗାଡିରେ କେତେଜଣ ଯବାନ ଫସି ରହିଥିବା ଅନୁମାନ କରାଯାଉଛି। ଏଥିରେ ୩-୪ ଜଣ ଯବାନ ଶହୀଦ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ସେନା ଅଧିକାରୀଙ୍କ…
କର୍ନାଟକ ନିର୍ବାଚନ: ୧୦ଟି ଗାଁ କରିବେ ଭୋଟ ବର୍ଜନ ନଚେତ ଦବାଇବେ ନୋଟା ବଟନ
ବେଙ୍ଗାଲୁରୁ,୨୦।୪: ଗତ ୧୦ ବର୍ଷ ହେବ ଅର୍କାବତି ନଦୀ ଘାଟିର ହ୍ରଦରେ ପ୍ରଦୂଷଣର ଗମ୍ଭିର ସମସ୍ୟାରେ ପେସି ହେଉଥିବା ଡୋଡ୍ଡାବଲ୍ଲାପୁର ବିଧାନସଭା ଅଞ୍ଚଳରେ ୧୦ରୁ ଅଧିକ ଗାଁର ଗ୍ରାମବାସୀ ସେମାନଙ୍କ ଦାବି ସ୍ପଷ୍ଟ କରି ପ୍ରାର୍ଥୀଙ୍କୁ ଚେତାବନୀ ଦେଇଛନ୍ତି। ୧୦ ମେ’ରେ…

