ଜାତୀୟ

ଚାରିଧାମ ତୀର୍ଥଯାତ୍ରୀଙ୍କ ପାଇଁ ୭ଟି ଭାଷାରେ ନିର୍ଦ୍ଦେଶାବଳୀ ଜାରି କଲେ ସରକାର

ଡେରାଡୁନ,୨୮।୪: ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରା କରୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଅନ୍ୟ ସାତୋଟି ଭାରତୀୟ ଭାଷାରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସ୍ବାସ୍ଥ୍ୟ ସଚିବ ଆର।ରାଜେଶ କୁମାର କହିଛନ୍ତି, ଆମେ ହିନ୍ଦୀ ଏବଂ ଇଂରାଜୀରେ…

ମାନହାନି ମାମଲା: ୨୯ରେ ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଶୁଣାଣି କରିବେ ହାଇକୋର୍ଟ

ନୂଆଦିଲ୍ଲୀ,୨୮।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଗୁଜରାଟ ହାଇକୋର୍ଟ ଏପ୍ରିଲ ୨୯ରେ ଶୁଣାଣି କରିବେ। ‘ମୋଦି ସରନେମ’ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ନିମ୍ନ ଅଦାଲତର ଆଦେଶକୁ ଚ୍ୟାଲେଞ୍ଚ…

ଶାହାଙ୍କ ବିରୋଧରେ ଏତଲା ଦାବିକଲା କଂଗ୍ରେସ

ବେଙ୍ଗାଲୁରୁ,୨୮ା୪ (ପି.ଟି.): କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହେଲେ ଦଙ୍ଗା ପ୍ରପୀଡ଼ିତ ହେବ ଏବଂ ରାଜ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବ ବାଧାପ୍ରାପ୍ତ ହେବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଥିଲେ। କଂଗ୍ରେସ ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିବା ସହ…

ବିବାହ ପ୍ରତିଶ୍ରୁତି ଦେଇ ସହମତିରେ ସମ୍ବନ୍ଧ ବଳାତ୍କାର ନୁହେଁ: ହାଇକୋର୍ଟ

କୋଲକାତା,୨୮ା୪: ବିବାହ ପ୍ରତିଶ୍ରୁତି ଦେଇ ୨ ପ୍ରାପ୍ତବୟସ୍କ ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ କଲେ ତାହା ବଳାତ୍କାର ଭାବେ ପରିଗଣିତ ହେବ ନାହିଁ ବୋଲି କାଲକାଟା ହାଇକୋର୍ଟ ଏକ ୧୪ ବର୍ଷ ପୁରୁଣା ମାମଲାରେ ରାୟ ଦେଇଛନ୍ତି। ୨୦୦୯ରେ ପଶ୍ଚିମବଙ୍ଗର ହୁଗୁଳି…

ସମଲିଙ୍ଗୀ ଯୋଡ଼ି କିପରି ପାଇବେ ସାମାଜିକ ସୁବିଧା

ନୂଆଦିଲ୍ଲୀ,୨୮ା୪: ଯୁଗ୍ମ ବ୍ୟାଙ୍କ ଆକାଉଣ୍ଟ ଖୋଲିବା କିମ୍ବା ବୀମା ପଲିସିରେ ପାର୍ଟନରଙ୍କୁ ନୋମିନୀ ରଖିବା ଆଦି ମୌଳିକ ସାମାଜିକ ଅଧିକାର ସମଲିଙ୍ଗୀ ଯୋଡ଼ି କିପରି ପାଇବେ, ସରକାର ତାହା ଖୋଜି ବାହାର କରିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି। ଯାହା…

କୋଣାର୍କରେ ହେବ ପ୍ରୋଜେକ୍ସନ ମ୍ୟାପିଂ ଶୋ’

ନୂଆଦିଲ୍ଲୀ,୨୮ା୪: ଜନସାଧାରଣଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟକ୍ଷ ଆଲୋଚନା କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ର ୧୦୦ତମ ଅଧ୍ୟାୟ ପୂର୍ତ୍ତି ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିରଠାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଅତ୍ୟାଧୁନିକ ପ୍ରୋଜେକ୍ସନ ମ୍ୟାପିଂ ଶୋ’ ଆୟୋଜିତ ହେବ। ଆସନ୍ତା ୨୯…

ସମ୍ପର୍କ ବୃଦ୍ଧି ପାଇଁ ସୀମାରେ ଶାନ୍ତି ଜରୁରୀ

ନୂଆଦିଲ୍ଲୀ,୨୮ା୪: ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଆସିଥିବା ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗ୍‌ଫୁଙ୍କ ସହ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଆଲୋଚନାରେ ସାମିଲ ହୋଇଛନ୍ତି। ଭାରତ-ଚାଇନା ସମ୍ପର୍କ ବୃଦ୍ଧି ପାଇଁ ସୀମାରେ…

କ୍ଷମତା ପାଇଁ ଆଇନକୁ ବଳି

  ପାଟନା/ନୂଆଦିଲ୍ଲୀ,୨୮ା୪: ଗ୍ୟାଙ୍ଗ୍‌ଷ୍ଟରରୁ ରାଜନେତା ସାଜିଥିବା ଆନନ୍ଦ ମୋହନ ସିଂଙ୍କୁ ବିହାରର ସହର୍ଷ ଜେଲରୁ ଗୁରୁବାର ଭୋର ୩ଟାରେ ମୁକ୍ତ କରାଯାଇଛି। ୨୯ ବର୍ଷ ପୂର୍ବେ ଜଣେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ…

ଦ୍ୱିତୀୟ ପର୍ଯ୍ୟାୟରେ ମୁମ୍ବାଇ ଫେରିଲେ ୨୪୬ ଭାରତୀୟ

ମୁମ୍ବାଇ,୨୭ା୪ : ସୁଦାନରେ ସେନା ସଂଘର୍ଷ ଲାଗିରହିଥିବା ବେଳେ ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଅପରେଶନ କାବେରୀ ସୋମବାର ଆରମ୍ଭ ହୋଇଛି। ବୁଧବାର ପ୍ରଥମ ପର୍ଯ୍ୟାୟରେ ୩୬୭ ଭାରତୀୟ ନୂଆଦିଲ୍ଲୀରେ ପହଞ୍ଚି ଥିବା ବେଳେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟରେ ୨୪୬…

କର୍ନାଟକରେ ପ୍ରଧାନମନ୍ତ୍ରୀଙ୍କ ହେବ ୨୨ ରାଲି

ବେଙ୍ଗାଲୁରୁ,୨୭ା୪: କର୍ନାଟକ ବିଧାନସଭା ନିର୍ବାଚନ ମେ’ ୧୦ରେ ଅନୁଷ୍ଠିତ ହେବା। ଏନେଇ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରଚାରକୁ ଜୋର୍‌ଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୯ତାରିଖରୁ କର୍ନାଟକ ପ୍ରଚାରର ମଙ୍ଗ ଧରିବେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ଦିନରେ…

ଦାନ୍ତଓ୍ବୋଡା ମାଓବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଏହି ସଙ୍ଗଠନ

ଦାନ୍ତଓ୍ବୋଡା,୨୭।୪: ଛତିଶଗଡ଼ର ଦାନ୍ତଓ୍ବୋଡାରେ ହୋଇଥିବା ମାଓବାଦୀ ଆକ୍ରମଣକୁ ନେଇ ମାଓବାଦୀ ସଙ୍ଗଠନର ଦରଭା ଡିଭିଜନ କମିଟି ଏଥିପାଇଁ ନିଜକୁ ଦାୟୀ କରିଛି। ଘଟଣାକୁ ନେଇ ଦରଭା ଡିଭିଜନର ସଚିବ ସାଇନାଥ ପ୍ରେସ ନୋଟ ଜାରି କରିଛନ୍ତି। ଏଥିରେ ଦାବି କରାଯାଇଛି କି…

ସଫେଇ ଦେଲେ ଖାର୍ଗେ

ନୂଆଦିଲ୍ଲୀ,୨୭।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ‘ବିଷଧର ସାପ’ ବୟାନକୁ ନେଇ ସଫେଇ ଦେଇଛନ୍ତି। ସେ ଗୁରୁବାର କର୍ନାଟକର କାଲାବୁରାଗିରେ ଏକ ରାଲି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଷଧର ସାପ ଭଳି ବୋଲି କହିଥିଲେ। ଖାର୍ଗେ କହିଥିଲେ, ଆପଣ ଭାବୁଥିବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?