ଜ୍ୱାଇଁଙ୍କୁ ସ୍ବାଗତ କରିବାକୁ ପରିବାର ପକ୍ଷରୁ ପରଷାଗଲା ୧୭୩ ପ୍ରକାର ଖାଦ୍ୟ: ପ୍ରସ୍ତୁତି ପାଇଁ ଲାଗିଲା ୪ଦିନ
ହାଇଦ୍ରାବାଦ,୧୭।୧: ଝିଅର ସ୍ବାମୀ ଅର୍ଥାତ୍ ଜ୍ୱାଇଙ୍କର ଆତିଥ୍ୟ ଏବଂ ସମ୍ମାନ ଭାରତୀୟ ପରିବାରରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଉତ୍ତର ହେଉ କି ଦକ୍ଷିଣ କିମ୍ବା ପୂର୍ବ କି ପଶ୍ଚିମ, ଦେଶର ପ୍ରତ୍ୟେକ ସ୍ଥାନରେ ଶ୍ୱଶୁରଘରର ଲୋକମାନେ ସେମାନଙ୍କର ସାମର୍ଥ୍ୟଠାରୁ ଅଧିକ…
ମାତ୍ର ୩୫ ମିନିଟ୍ରେ ୨ଥର ସୁରକ୍ଷାରେ ତ୍ରୁଟି: ରାହୁଲ ଗାନ୍ଧୀଙ୍କୁ ମିଳିପାରୁନି କଡ଼ା ସିକ୍ୟୁରିଟି
ନୂଆଦିଲ୍ଲୀ,୧୭।୧: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ପଞ୍ଜାବରେ ଜାରି ରହିଛି। ଏଠାକୁ ପହଞ୍ଚିବା ପୂର୍ବରୁ ରାହୁଲଙ୍କୁ ୨ଥର ଯାତ୍ରା ବନ୍ଦ କରିବାକୁ ଧମକ ମଧ୍ୟ ମିଳିସାରିଛି। ଏଭଳି ପରିସ୍ଥିତିରେ ତାଙ୍କ ସୁରକ୍ଷା ଅନ୍ୟ ରାଜ୍ୟ ଅପେକ୍ଷାଠାରୁ ଅଧିକ କଡ଼ାକଡ଼ି…
ନଡ୍ଡାଙ୍କ ପାଇଁ ଅଗ୍ନି ପରୀକ୍ଷା: ୫ ରାଜ୍ୟରେ ସରକାରଙ୍କୁ ସୁରକ୍ଷା-୪ ରାଜ୍ୟରେ ବିଜୟ ଚିନ୍ତା…
ନୂଆଦିଲ୍ଲୀ,୧୭।୧ : ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ପୁଣି ବଢ଼ିଛି। ତେବେ ୨୦୨୩ ତାଙ୍କ ପାଇଁ ଅଗ୍ନିପରୀକ୍ଷା ସମୟ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଚଳିତ ବର୍ଷ ୯ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନରେ…
ମୁଁ ନିର୍ବାଚିତ ମୁଖ୍ୟମନ୍ତ୍ରୀ, କିନ୍ତୁ ଆପଣ କିଏ ? ଉପରାଜ୍ୟପାଳଙ୍କୁ କେଜରିଓ୍ବାଲଙ୍କ ପ୍ରଶ୍ନ…
ନୂଆଦିଲ୍ଲୀ,୧୭।୧ : ଦିଲ୍ଲୀର ଶିକ୍ଷକଙ୍କୁ ତାଲିମ ପାଇଁ ଫିନଲାଣ୍ଡ ପଠାଇବାକୁ ରୋକିବା ନେଇ ବିଧାନସଭାରେ ବାକ୍ ଯୁଦ୍ଧ ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଉପରାଜ୍ୟପାଳ ଭି.କେ.ସାକ୍ସସେନାକୁ କଡ଼ା ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଉପରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି ଆମେ ନିର୍ବାଚିତ…
ଯେତିକି ଅଧିକ ପିଲା, ସେତିକି ଅଧିକ ବେତନ
ଗ୍ୟାଙ୍ଗଟକ୍,୧୭।୧: ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତୋମାଙ୍ଗ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁସୂଚିତ ଜାତିର ଲୋକଙ୍କ ପାଇଁ ବିଭିନ୍ନ ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଦକ୍ଷିଣ ସିକ୍କିମର ଜୋରଥାଙ୍ଗ ସହରରେ ରବିବାର ମାଘ ସଂକ୍ରାନ୍ତିରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ…
ମଧ୍ୟପ୍ରଦେଶରେ ନାବାଳିକାଙ୍କୁ ଗଣବଳାତ୍କାର
ଜବଲପୁର,୧୭।୧: ମଧ୍ୟପ୍ରଦେଶ ଜବଲପୁରରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପଞ୍ଚମ ଠାକୁର, ବ୍ରିଜେଶ ଠାକୁର ଓ ବାଲି ଠାକୁର। ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ପଞ୍ଚମ…
ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ ନେଇ ରିପୋର୍ଟ ଦାଖଲରେ ବିଳମ୍ବ: ସୁପ୍ରିମ୍କୋର୍ଟ ଅସନ୍ତୁଷ୍ଟ…
ନୂଆଦିଲ୍ଲୀ,୧୭।୧ : ଦେଶର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ ନେଇ ସରକାରଙ୍କ ପକ୍ଷରୁ ରିପୋର୍ଟ ଦାଖଲରେ ବିଳମ୍ବ ହେବାରୁ ସୁପ୍ରିମ୍କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୀର୍ଷ କୋର୍ଟ କହିଛନ୍ତି ଯଦି ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ର…
ସୁରକ୍ଷାରେ ତ୍ରୁଟି ପରେ ପ୍ରତିକ୍ରିୟା ରଖିଲେ ରାହୁଲ ଗାନ୍ଧୀ
ଚଣ୍ଡିଗଡ,୧୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ପଞ୍ଜାବରେ ଜାରି ରହିଛି। ଏହି ସମୟରେ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ତ୍ରୁଟି ଦେଖିବାକୁ ମିଳିଥିଲା। ଯାହାକୁ ନେଇ ରାହୁଲ ଗାନ୍ଧୀ ଏବେ ନିଜର ପ୍ରତିକ୍ରିୟା…
ଗୁଲାମ ନବୀଙ୍କୁ ଝଟ୍କା: କଂଗ୍ରେସରେ ସାମିଲ ହେଲେ ଦଳର ୩୦ସଦସ୍ୟ
ଶ୍ରୀନଗର,୧୭।୧: ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱାଧୀନ ଡେମୋକ୍ରାଟିକ୍ ଆଜାଦ ପାର୍ଟି (ଡିଏପି)କୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ଦଳର ମହାସଚିବ ନିଜାମୁଦ୍ଦିନ ଖତାନା ଏବଂ ଏହାର ୩୦ଜଣିଆ ସ୍ଥାୟୀ ସଦସ୍ୟ ମଙ୍ଗଳବାର ଡିଏପିକୁ ଛାଡ଼ି କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି।…
୨୦୨୦ ମାର୍ଚ୍ଚ ପରେ ଆଜି ଦେଶରେ ସର୍ବନିମ୍ନ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୧୭।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୨୦୨୦ ମାର୍ଚ୍ଚ ୨୭ ପରେ ଏହା ଦେଶରେ ସର୍ବନିମ୍ନ…
ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ: ଅପରାହ୍ନ ୩ଟାରେ ମୋଦି କରିବେ ସମ୍ବୋଧନ
ନୂଆଦିଲ୍ଲୀ,୧୭।୧: ଭାଜପାର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ମଙ୍ଗଳବାର ହେଉଛି ଶେଷ ଦିନ। ଏହି ବୈଠକରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚି ସାରିଛନ୍ତି। ଏହାପରେ ଉକ୍ତ ବୈଠକରେ ଆଲୋଚନା ଆରମ୍ଭ ହୋଇଛି। ଏହି ଅବସରରେ ଜେ.ପି…
ବଡ଼ଗାମରେ ଏନ୍କାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୨ଆତଙ୍କବାଦୀ
ବଡ଼ଗାମ,୧୭।୧: ଜମ୍ମୁ-କଶ୍ମୀରର ବଡ଼ଗାମ ଜିଲାରେ ମଙ୍ଗଳବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଏନ୍କାଉଣ୍ଟର ବଡ଼ଗାମ ଏସ୍ଏସ୍ପି କାର୍ଯ୍ୟାଳୟରେ ନିକଟରେ ହୋଇଛି। ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳରେ ୨ଜଣ ଆତଙ୍କବାଦୀ ଲୁଚିରହିଥିବା ଖବର…
Archives


