ଜାତୀୟ

ଏହା ନୁହେଁ ମୋଦିଙ୍କ ପରାଜୟ: ବୋମ୍ମାଇ…

ବେଙ୍ଗାଲୁରୁ,୧୪।୫ : କର୍ନାଟକ ନିର୍ବାଚନ ଫଳାଫଳରେ ଯେଉଁଠାରେ କଂଗ୍ରେସ ରବିବାର ବେଙ୍ଗାଲୁରୁରେ ଦଳର ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଲୋଚନା କରିବାକୁ ଯାଉଛି। ଅପରପକ୍ଷରେ ପରାଜୟ ପରେ ଭାଜପା ନେତା ତଥା କର୍ନାଟକର ବିଦାୟୀ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଦଳ…

କର୍ନାଟକ ନିର୍ବାଚନ ପରେ ଦିଲ୍ଲୀରେ ହଲଚଲ, କେଜରିଓ୍ବାଲଙ୍କୁ ଭେଟିଲେ ଆଦିତ୍ୟ ଠାକରେ

ନୂଆଦିଲ୍ଲୀ,୧୪।୫: ରାଜଧାନୀ ଦିଲ୍ଲୀରେ ରବିବାର ସକାଳେ ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାର ପରେ ରାଜନୈତିକ ବାତାବରଣ ସାମାନ୍ୟ ଉଷ୍ମ ହୋଇଯାଇଛି। ଆଦିତ୍ୟ ଠାକରେ କେଜରିଓ୍ବାଲଙ୍କ ଘରୁ ବାହାରୁଥିବା ଦେଖାଯାଇଥିଲା। ଏହି ସାକ୍ଷାତକାର ପରେ ଆଲୋଚନା ହେଉଛି…

ଟସ ଜିତିଲା ଆରସିବି, ପ୍ରଥମେ ବ୍ୟାଟିଂ…

ଜୟପୁର,୧୪।୫ : ଆଇପିଏଲ ୨୦୨୩ର ୬୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର) ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ମ୍ୟାଚ ହେଉଛି। ଏହି ମ୍ୟାଚ ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଆରସିବି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…

କର୍ନାଟକ ପୋଲିସ ମୁଖ୍ୟ ହେବେ ସିବିଆଇର ପରବର୍ତ୍ତି ନର୍ଦ୍ଦେଶକ

ନୂଆଦିଲ୍ଲୀ,୧୪।୫: କର୍ନାଟକରେ ଏବେ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଥିବା ପ୍ରବୀଣ ସୁଦଙ୍କୁ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ)ର ପରବର୍ତ୍ତି ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ମେ ୨୫ରେ ବର୍ତ୍ତମାନର ସିବିଆଇ ମୁଖ୍ୟ ଥିବା ସୁବୋଧ କୁମାର ଜାୟସଓ୍ବାଲଙ୍କ କାର୍ଯ୍ୟକାଳ ପୂରଣ ହେବା ପରେ ସୁଦ…

ମୋଦି ଲହର ଏବେ ଶେଷ: ସଞ୍ଜୟ ରାଉତ…

ମୁମ୍ବାଇ,୧୪।୫ : କର୍ନାଟକ ନିର୍ବାଚନ ଫଳାଫଳ ପ୍ରକାଶ ପରେ ଶିବସେନା (ଉଦ୍ଧବ ଠାକରେ) ନେତା ସଞ୍ଜୟ ରାଉତ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲହର ଶେଷ ହୋଇଛି ଏବଂ ବର୍ତ୍ତମାନ ତାଙ୍କର ଲହର ଆସିବାକୁ ଯାଉଛି। ବଜରଙ୍ଗ ବାଲି ଭାଜପାକୁ ନୁହେଁ…

ଆଇସିଏସଇ ଦ୍ୱାଦଶ-ଦଶମ ପରୀକ୍ଷା ଫଳ ପ୍ରକାଶ…

ନୂଆଦିଲ୍ଲୀ,୧୪।୫ : କାଉନସିଲ ଫର ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ(ଆଇସିଏସଇ)ର ଦ୍ୱାଦଶ ଏବଂ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି। ବୋର୍ଡ ଦ୍ୱାରା ପ୍ରକାଶିତ ଅପଡେଟ ଅନୁଯାୟୀ, ଆଇସିଏସଇ, ଆଇଏସସି ଫଳାଫଳ ୨୦୨୩ ରବିବାର ଅପରାହ୍ନ ୩ଟାରେ ପ୍ରକାଶ ପାଇଛି। ଛାତ୍ରୀଛାତ୍ରମାନେ ଅଫିସିଆଲ…

ଅଫିସରେ ମିଳିବ ମଦ!

ଚଣ୍ଡୀଗଡ,୧୪।୫:ଚିଲ୍ଡ ଆଉଟ୍‌ ହେଉ କିମ୍ବା ସୁଖଦୁଖରେ ଲୋକେ ମଦ ପିଇଥାନ୍ତି। ତେବେ ଆପଣ କେବେ ଅଫିସରେ ମଦ ପିଇବା କଥା ଭାବି ପାରୁଛନ୍ତି। ଏପରି କଲେ ବସ୍‌ ଚାକିରୀରୁ ବିଦା କରିବା କଥା ଆପଣ ଭାବିଥାଇ ପାରନ୍ତି। କିନ୍ତୁ ଆପଣ ଜାଣନ୍ତି,…

ସକ୍ରିୟ ମାମଲା ୧୬ ହଜାର ତଳେ…

ନୂଆଦିଲ୍ଲୀ, ୧୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…

ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ସଂଘର୍ଷ: ୮ଆହତ, ୧୪୪ଧାରା ଲାଗୁ

ମୁମ୍ବାଇ,୧୪।୫:ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ମହାରାଷ୍ଟ୍ରର ଅକୋଲା ଜିଲାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ଓ ପଥର ମାଡ ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ୮ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଶନିବାର ରାତିରେ ଅକୋଲାର ପୁରୁଣା ସିଟି…

୮ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୧୪ା୫: ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଦ୍ୱିତୀୟ ଇୟୁ ଇଣ୍ଡୋ-ପାସିଫିକ୍‌ ମିନିଷ୍ଟ୍ରିଆଲ ଫୋରମ୍‌ (EIPMF)ରେ ଅଂଶଗ୍ରହଣ କରିବାକୁ ସ୍ବିଡେନରେ ପହଞ୍ଚିଛନ୍ତି। ସେ ଫ୍ରାନ୍ସ, ଅଷ୍ଟ୍ରିଆ, ବେଲ୍‌ଜିୟମ, ବୁଲ୍‌ଗେରିଆ, ସାଇପ୍ରସ୍‌, ଲାଟଭିଆ, ଲିଥୁଆ ଏବଂ ରୋମାନିଆର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ସମୟରେ…

ଲ୍ୟାଣ୍ଡ୍‌ଫଲ୍‌ କଲା ବାତ୍ୟା ‘ମୋଚା’, ୨୦୦ କିଲୋମିଟର ବେଗରେ ବହୁଛି ପବନ

ନୂଆଦିଲ୍ଲୀ/ଢାକା,୧୪ା୫: ରବିବାର ଅପରାହ୍ନରେ ସାମୁଦ୍ରିକ ବାତ୍ୟା ‘ମୋଚା’ କକ୍ସ ବଜାର ନିକଟ ବାଂଲାଦେଶ ଏବଂ ଉତ୍ତର ମ୍ୟାନ୍‌ମାର ଉପକୂଳରେ ଲ୍ୟାଣ୍ଡଫଲ୍‌ କରିଛି। ଏହାର ପ୍ରଭାବରେ ବାଂଲାଦେଶ ଓ ମ୍ୟାନ୍‌ମାର ଉପକୂଳରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ…

ଷ୍ଟାଲିନଙ୍କୁ ଟାର୍ଗେଟ କଲେ ଆନ୍ନାମଲାଇ, ଆଉ ଏକ ମାମଲା ରୁଜୁ କର

ଚେନ୍ନାଇ,୧୪।୫: ଚର୍ଚ୍ଚିତ ‘ଡିଏମକେ ଫାଇଲ୍ସ’ରେ ପିଟିଆର୍‌ଙ୍କ ଅଡିଓ ଟେପ ଭାଇରାଲକୁ ନେଇ ତାମିଲନାଡୁର ରାଜନୀତି ସରଗରମ ରହିଛି। ତେବେ ଏ ନେଇ ତାମିଲନାଡୁ ସରକାର ତାମିଲନାଡୁର ଭାଜପା ମୁଖ୍ୟ କେ ଆନ୍ନାମଲାଇଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ। ହେଲେ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?