ଜାତୀୟ

ସାଢେ ପାଞ୍ଚଟାରେ ସିଏଲପି ମିଟିଂ, କଂଗ୍ରେସ ବିଧାୟକ ବାଛିବେ କର୍ନାଟକର ପରବର୍ତ୍ତି ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୪।୫: କର୍ନାଟକ ବିଧାନସଭା ନିର୍ବାଚନରେ ଏକାକି କଂଗ୍ରେସକୁ ସଂଖ୍ୟାଗରିଷ୍ଠତା ମିଳିବା ପରେ ରବିବାର ସନ୍ଧ୍ୟା ୫ଟା ୩୦ରେ କଂଗ୍ରେସ ବିଧାୟକ ଦଳ(ସିଏଲପି)ର ବୈଠକ ହେବାକୁ ଯାଉଛି। ଏଥିରେ ବିଧାୟକମାନେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ମୋହର ଲଗାଇବେ। ଏପଟେ ଦଳ…

ରାଘବ-ପରଣିତିଙ୍କୁ ଶୁଭେଚ୍ଛା ଜଣାଇଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୪।୫: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି) ନେତା ରାଘର ଚଢାଙ୍କର ଶନିବାର(ମେ ୧୩)ରେ ଏନଗେଜମେଣ୍ଟ ହୋଇଛି। ଏହି ଉତ୍ସବରେ ଯୋଗ ଦେଇଥିବା ଅତିଥିଙ୍କ ମଧ୍ୟରେ ଜଣେ ଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଏହି ଏନଗେଜମେଣ୍ଟ…

କର୍ନାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସର ପୋଷ୍ଟର ଓ୍ବାର

ବେଙ୍ଗାଲୁରୁ,୧୪।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସଂଖ୍ୟା ଗରିଷ୍ଠତା ମିଳିବା ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳ ଭିତରେ ଚାପା ଗୁଞ୍ଜରଣ ଆରମ୍ଭ ହୋଇଛି। ଦଳର କର୍ମୀମାନେ ବି ଦୁଇ ଭାଗ ହୋଇଯାଇଥିବା ଅନୁମାନ କରାଯାଉଛି। ଗୋଟିଏ ପଟେ ଡିକେ…

‘ଅପରେସନ ସମୁଦ୍ରଗୁପ୍ତ’: ୧୨ହଜାର କୋଟିର ଡ୍ରଗ୍ସ ଜବତ, ପାକିସ୍ଥାନ ଲିଙ୍କ୍‌!

ନୂଆଦିଲ୍ଲୀ,୧୪।୫:ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ମିଳିତ ଅପରେସନ ‘ସମୁଦ୍ରଗୁପ୍ତ’ରେ ବହୁ ପରିମାଣର ଡ୍ରଗ୍ସ ଜବତ କରାଯାଇଛି। କେରଳ ଉପକୂଳବର୍ତ୍ତୀ ଏକ ଜାହାଜରୁ ପ୍ରାୟ ୧୨,୦୦୦କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୫୦୦କି.ଗ୍ରା. ମିଥାମଫେଟାମାଇନ ଡ୍ରଗ୍ସ ଜବତ କରାଯାଇଛି। ଆଣ୍ଟି…

କେନ୍ଦ୍ରୀୟ ନେତାଙ୍କ ଉପରେ ଉଠିଲା ଅଙ୍ଗୁଳି, ଗୁଜରାଟ ମଡେଲ ଦାକ୍ଷିଣାତ୍ୟରେ ଚଳିବନି…

ବେଙ୍ଗାଲୁରୁ,୧୩।୫ : କର୍ନାଟକରେ ଭାଜପା ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟର ସମୀକ୍ଷା ପାଇଁ ଦଳ ଶୀଘ୍ର ଏକ କମିଟି ଗଠନ କରିବ। ଦଳର କେନ୍ଦ୍ରୀୟ ନେତାଙ୍କ ସହ କର୍ନାଟକର ଦୁଇ ପ୍ରମୁଖ ରାଜ୍ୟ ସ୍ତରୀୟ ନେତା ମଧ୍ୟ…

ବର୍ଷକରେ ୩ ରାଜ୍ୟରେ କ୍ଷମତା ହରାଇଲା ଭାଜପା , ଶାସିତ ରାଜ୍ୟ ସଂଖ୍ୟା ୧୫କୁ କମିଲା…

ନୂଆଦିଲ୍ଲୀ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନର ଫଳାଫଳରେ ଭାରତୀୟ ଜନତା ପାର୍ଟି ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ବିହାର, ହିମାଚଳ ପ୍ରଦେଶ ପରେ ଏବେ କର୍ନାଟକରେ ମଧ୍ୟ ଭାଜପା କ୍ଷମତାକୁ ହଟାଇ ଦିଆଯାଇଛି। କଂଗ୍ରେସ ଏଠାରେ ଏକ ବଡ଼ ବିଜୟ…

୧୨ ମନ୍ତ୍ରୀ ଧରାଶାୟୀ : ମଇଦାନରେ ଥିଲେ ୩୧…

ବେଙ୍ଗାଲୁରୁ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ର ଫଳାଫଳ ସ୍ପଷ୍ଟ ହୋଇଛି। ବହୁମତ ସହ ନିର୍ବାଚନରେ ବିଜୟୀ ହୋଇ କଂଗ୍ରେସ ଭାଜପା ହାତରୁ କ୍ଷମତା ଛଡ଼ାଇ ନେଇଛି। ଏଥର ଭାଜପା ଏହାର ୩୧ ମନ୍ତ୍ରୀଙ୍କ ମଧ୍ୟରୁ ୨୫ ଜଣଙ୍କୁ ସେମାନଙ୍କ ପାରମ୍ପାରିକ…

‘ୟେଦୁରପ୍ପା ଇଫେକ୍ଟ’ ଭାଜପା ପରାଜୟର ମୁଖ୍ୟ କାରଣ: ରୋଡ ଶୋରେ ସାମିଲ କରିଥିଲେ ଫଳାଫଳ ହୋଇଥାନ୍ତା ଅନ୍ୟ କିଛି…

ବେଙ୍ଗାଲୁରୁ,୧୩।୫ : ବଡ଼ ଧରଣର ପ୍ରଚାର ଏବଂ ବଡ ପ୍ରସଙ୍ଗରେ ରଣନୀତି କରିବା ପରେ ମଧ୍ୟ କର୍ନାଟକ ଭାଜପା ହାତରୁ ଖସି ଯାଇଛି। ଦଳ ପାଇଁ ସବୁଠୁ ବଡ ଝଟକା ସେହି ଲିଙ୍ଗାୟତ ଆସନରେ ହୋଇଛି ଯାହା ରାଜ୍ୟର ସବୁଠାରୁ ବଡ…

ରାଜସ୍ଥାନରେ ଆଲି ବାବା ଚାଳିଶ ଚୋରଙ୍କ ସରକାର: ବସୁନ୍ଧରା ରାଜେ…

ଜୟପୁର,୧୩।୫ : ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଶନିବାର ପ୍ରତାପଗଡର ହୋରି ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଦୁଇଟି ସମାଜରେ ମୁଁ ବିଶ୍ୱାସ କରେ। ଗୋଟିଏ ହେଉଛି ମହିଳା ସମାଜ ଏବଂ ଅନ୍ୟଟି ହେଉଛି…

କର୍ନାଟକରେ ଭାଜପାକୁ ହରାଇବା ଆମର ପ୍ରଥମ ଲକ୍ଷ୍ୟ ଥିଲା: ଶରଦ ପାଓ୍ବାର…

ବେଙ୍ଗାଲୁରୁ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ଏନସିପି ମୁଖ୍ୟ ଶରଦ ପାୱାର ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଆମର ପ୍ରଥମ ଲକ୍ଷ୍ୟ କର୍ନାଟକରେ ଭାଜପାକୁ ପରାସ୍ତ କରିବା। ମୁଁ ଗତ ଆଠ-ଦଶ ଦିନ ଧରି ସାଧାରଣ ସଭାରେ…

ପରିବର୍ତ୍ତନ ସପକ୍ଷରେ ଭୋଟ ଦେଇଛନ୍ତି କର୍ନାଟକବାସୀ: ମମତା…

କୋଲକାତା,୧୩।୫ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷା ମମତା ବାନାର୍ଜୀ କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ପ୍ରଥମ ବିବୃତ୍ତି ଦେଇଛନ୍ତି। ମମତା ବାନାର୍ଜୀ କହିଛନ୍ତି, ପରିବର୍ତ୍ତନ ସପକ୍ଷରେ ନିର୍ଣ୍ଣାୟକ ଜନାଦେଶ ପାଇଁ କର୍ନାଟକବାସୀଙ୍କୁ ମୋର ନମସ୍କାର । ନିର୍ଦ୍ଦୟ…

ଏବେ କର୍ନାଟକ ପରି ହେବ ମହାରାଷ୍ଟ୍ର ସ୍ଥିତି: ଆଦିତ୍ୟ ଠାକରେ…

ମୁମ୍ବାଇ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଯାଉଛି। ଏପରିସ୍ଥଳେ ମହାରାଷ୍ଟ୍ରର ଶିବସେନା ଉଦ୍ଧବ ଠାକରେ ନେତା ଆଦିତ୍ୟ ଠାକରେଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାରେ ରହିଛି। ଆଦିତ୍ୟ କହିଛନ୍ତି କର୍ନାଟକରେ କଂଗ୍ରେସ ଫେରିବା ପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?