ଆଣ୍ଟିବାୟୋଟିକ ନେଇ ସଂଶୋଧିତ ମାର୍ଗଦର୍ଶିକା ଜାରି କଲା ଆଇସିଏମଆର…
ନୂଆଦିଲ୍ଲୀ,୨୦।୩ : ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଗତ ଏକ ସପ୍ତାହ ମଧ୍ୟରେ ସାରା ଦେଶରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏକ ସଂଶୋଧିତ ମାର୍ଗଦର୍ଶିକା ଜାରି କରିଛି। ଆଇସିଏମଆର ହେଲଥ ଇନଫରମେଟିକ୍ସ ଅନୁସନ୍ଧାନକାରୀ ଡ.…
ଭାରତରେ ପହଞ୍ଚିଲେ ଜାପାନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୦।୩: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ୨ ଦିନିଆ ଭାରତ ଗସ୍ତରେ ଆସି ସୋମବାର ନୂଆଦିଲ୍ଳୀରେ ପହଞ୍ଚିଛନ୍ତି। କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦଶେଖର ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିଥିଲେ। ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ…
ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍, ୨୪ ଘଣ୍ଟାରେ ୯୧୭ ଆକ୍ରାନ୍ତ…
ନୂଆଦିଲ୍ଲୀ, ୨୦।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ…
ମୁଁ ଦେଶଦ୍ରୋହୀ ନୁହେଁ, ମୋର ସହିବାର ଏକ ସୀମା ଅଛି: ଉଦ୍ଧବଙ୍କୁ ଟାର୍ଗେଟ କଲେ ଶିନ୍ଦେ…
ମୁମ୍ବାଇ,୨୦।୩ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶିବସେନା (ଉଦ୍ଧବ) ନେତା ଉଦ୍ଧବ ଠାକରେଙ୍କୁ ନିଜ ଦଳର ନେତାଙ୍କର ରାଜନୈତିକ କ୍ୟାରିୟର ଶେଷ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ରତ୍ନାଗିରି ଜିଲାର ଖେଡରେ ଏକ ରାଲିରେ ସମ୍ବୋଧିତ କରିଥିଲେ। କିଛି…
୩୩ ପ୍ରତିଶତ ଭାରତୀୟ ମହିଳା ବ୍ୟବହାର କରୁଛନ୍ତି ଇଣ୍ଟରନେଟ: ୟୁଏନ ରିପୋର୍ଟ…
ନୂଆଦିଲ୍ଲୀ,୨୦।୩ : ମିଳିତ ଜାତିସଂଘ ମହିଳା ସଂଗଠନ ମହିଳା ସ୍ଥିତି (ୟୁଏନ-ସିଏସଡବ୍ଲ୍ୟୁ) ଆୟୋଗ ପକ୍ଷରୁ ଡିଜିଟାଲ ଦୁନିଆରେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବ ଦୂର କରିବାକୁ ଆହ୍ବାନ ଦିଆଯାଇଛି। ଏହାପୂର୍ବରୁ ଏକ ରିପୋର୍ଟରେ କୁହାଯାଇଥିଲା ଯେ ଭାରତରେ କେବଳ ୩୩ ପ୍ରତିଶତ…
ଅମୃତପାଲ ସିଂଙ୍କ ଚାଚା-ଡ୍ରାଇଭର କଲେ ସରେଣ୍ଡର, ମର୍ସିଡିଜ କାରରେ ବସି ପହଞ୍ଚିଲେ ପୋଲିସ ନିକଟରେ
ଚଣ୍ଡିଗଡ଼,୨୦ ।୩: ଖଲିସ୍ତାନ ସମର୍ଥକ ଅମୃତପାଲ ସିଂଙ୍କୁ ପୋଲିସ ଖୋଜୁଥିବା ବେଳେ ଏହାକୁ ନେଇ ପଞ୍ଜାବ ପୋଲିସର ସର୍ଚ୍ଚ ଅପରେଶନ ଜୋରସୋରରେ ଚାଲିଛି । ଇତିମଧ୍ୟରେ ଅମୃତପାଲଙ୍କ ଚାଚା ହରଜିତ ସିଂ ଓ ଡ୍ରାଇଭର ହରପ୍ରିତ ସିଂ ପୋଲିସ ନିକଟରେ ସରେଣ୍ଡର…
କାର୍ ଦୁର୍ଘଟଣାରେ ଟେକ୍ କମ୍ପାନୀ ସିଇଓଙ୍କ ମୃତ୍ୟୁ
ମୁମ୍ବାଇ, ୨୦। ୩: ମୁମ୍ବାଇର ଓ୍ବେରଲିରେ ରବିବାର ସକାଳେ କାର୍ ଧକ୍କାରେ ଟେକ୍ କମ୍ପାନୀ ସିଇଓ ରାଜଲକ୍ଷ୍ମୀ ରାମଙ୍କ ମୃତ୍ୟୁ ଘଟିଛି। ଦାଦର ମାଟୁଙ୍ଗା ଅଞ୍ଚଳରେ ରାଜଲକ୍ଷ୍ମୀଙ୍କ ଘର। ରବିବାର ସକାଳ ପ୍ରାୟ ସାଢ଼େ ୬ଟାବେଳେ ସେ ଶିବାଜୀ ପାର୍କ ନିକଟରେ…
ମିଲେଟ ମ୍ୟାନ୍ ପି.ଭି. ସତୀଶଙ୍କ ପରଲୋକ
ହାଇଦ୍ରାବାଦ, ୨୦ା୩: ମାଣ୍ଡିଆକୁ ଏକ ବିକଳ୍ପ, ପରିବେଶ ଅନୁକୂଳ କୃଷି ଉତ୍ପାଦ ଭାବେ ପ୍ରଦର୍ଶିତ କରିବାରେ ପ୍ରମୁଖ ଭୂମିକା ନେଇ ‘ମିଲେଟ୍ ମ୍ୟାନ୍’ର ପରିଚୟ ହାସଲ କରିଥିବା ପି.ଭି. ସତୀଶଙ୍କର ରବିବାର ସକାଳେ ହାଇଦ୍ରାବାଦରେ ପରଲୋକ ହୋଇଯାଇଛି। ତାଙ୍କୁ ୭୭ ବର୍ଷ…
ଅମ୍ରିତପାଲ୍ଙ୍କୁ ବଳ ଦେଇଛି ଆଇଏସ୍ଆଇ
ନୂଆଦିଲ୍ଲୀ, ୨୦ା୩(ପି.ଟି.) : ଦୁବାଇରେ ଏକଦା ଟ୍ରକ୍ ଚଳାଉଥିବା ଅମ୍ରିତପାଲ୍ ସିଂ ଏବେ ଖଲିସ୍ତାନୀ ନେତା ତଥା ଦ୍ୱିତୀୟ ଭିନ୍ଦ୍ରନ୍ଓ୍ବାଲେର ପରିଚୟ ହାସଲ କରିଛନ୍ତି। ଓ୍ବାରିସ୍ ପଞ୍ଜାବ ଡେ’ ସଂଗଠନର ନେତୃତ୍ୱ ନେଉଥିବା ଅମ୍ରିତ୍ପାଲ ଏବେ ପଞ୍ଜାବ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର…
ଫଶିଲେ ଆଇନମନ୍ତ୍ରୀ
ନୂଆଦିଲ୍ଲୀ,୨୦।୩: କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ନିଜ ମନ୍ତବ୍ୟ ପାଇଁ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ନିକଟରେ ରିଜିଜୁ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ କିଛି ଅବସରପ୍ରାପ୍ତ ବିଚାରପତି, କାର୍ଯ୍ୟକର୍ତ୍ତାମାନେ ଭାରତ ବିରୋଧୀ ଗ୍ୟାଙ୍ଗର ଅଂଶ ଏବଂ ସେମାନେ ଭାରତୀୟ…
ଅମୃତପାଲ ସିଂଙ୍କୁ ଖୋଜୁଛି ପୋଲିସ, ଏବେ ପର୍ଯ୍ୟନ୍ତ ୧୧୨ ଗିରଫ, ପଞ୍ଜାବରେ ହାଇ ଆଲର୍ଟ
ଚଣ୍ଡିଗଡ଼,୨୦ ।୩: ଖଲିସ୍ତାନ ସମର୍ଥକ ତଥା ୱାରିସ ପଞ୍ଜାବ ଦେର ମୁଖ୍ୟ ଅମୃତପାଲ ସିଂଙ୍କୁ ଏବେବି ପୋଲିସ ଖୋଜୁଛି । ପଞ୍ଜାବ ପୋଲିସ ଅମୃତପାଲଙ୍କୁ ଧରିବାକୁ ରବିବାର ଲଗାତାର ଦ୍ୱିତୀୟ ଦିନ ସର୍ଚ୍ଚ ଅପରେଶନ ଜାରି ରଖିଥିଲା । ଏହାରି ମଧ୍ୟରେ…
ଲଣ୍ଡନରେ ତ୍ରିରଙ୍ଗାର ଅପମାନ କଲେ ଖଲିସ୍ତାନୀ ସମର୍ଥକ
ନୂଆଦିଲ୍ଲୀ/ଲଣ୍ଡନ,୨୦ ।୩: ଭାରତରେ ‘ୱାରିସ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ବ୍ରିଟେନରେ ଭାରତୀୟ ହାଇକମିଶନଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ଆସିଛି । କୁହାଯାଉଛି କି ଲଣ୍ଡନ ସ୍ଥିତ ହାଇକମିଶନଙ୍କୁ ଖଲିସ୍ତାନ ସମର୍ଥକମାନେ ଟାର୍ଗେଟ କରିଛନ୍ତି…
Archives


