ଜାତୀୟ

ରତନଲାଲ କଟାରିଆଙ୍କ ପରଲୋକ

ନୂଆଦିଲ୍ଲୀ,୧୯ା୫: ଭାରତୀୟ ଜନତା ପାର୍ଟି (ଭାଜପା)ର ଅମ୍ବାଲା ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରତନଲାଲ କଟାରିଆଙ୍କ ଗୁରୁବାର ପରଲୋକ ହୋଇଛି। ତାଙ୍କୁ ୭୨ ବର୍ଷ ବୟସ ହେଉଥିଲା। ୩ ଥର ଏମ୍‌ପି ରହିଥିବା କଟାରିଆ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପିଜିଆଇ…

ସିଦ୍ଦାରାମାୟା କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୯ା୫: କର୍ନାଟକ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ୫ ଦିନ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଚଳାବସ୍ଥା ଦୂର ହୋଇଛି। ବରିଷ୍ଠ କଂଗ୍ରେସ ନେତା ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀ ଏବଂ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଡି.କେ. ଶିବକୁମାର ଉପମୁଖ୍ୟମନ୍ତ୍ରୀ…

କାର୍‌ରେ ନାବାଳିକାଙ୍କୁ ଗଣବଳାତ୍କାର

କୋକ୍‌ରାଝର,୧୮।୫: ଆସାମ କୋକ୍‌ରାଝର ଜିଲାରେ ଚଳନ୍ତା କାର୍‌ରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ନାବାଳିକାଙ୍କୁ ଏକ କାରରେ…

ଜି-୨୦ ବୈଠକ ପୂର୍ବରୁ ଶ୍ରୀନଗରରେ ପହଞ୍ଚିଲେ ଏନ୍‌ଏସ୍‌ଜି କମାଣ୍ଡୋ

ଶ୍ରୀନଗର,୧୮।୫: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ହେବାକୁ ଥିବା ଜି-୨୦ ବୈଠକ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି। ଗୁରୁବାର ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି) ଏବଂ ସାମୁଦ୍ରିକ କମାଣ୍ଡୋ ଶ୍ରୀନଗରରେ ପହଞ୍ଚି ଫ୍ଲାଗ୍‌ ମାର୍ଚ୍ଚ କରିଛନ୍ତି। ଏପରିକି ସୁରକ୍ଷା କର୍ମୀ ଲାଲଚକ୍‌ କ୍ଲକ…

ଜି ପରମେଶ୍ୱର, ଏମ ବି ପାଟିଲଙ୍କ ସମେତ ସିଦ୍ଦାରାମାୟାଙ୍କ ସରକାରରେ ୧୧ ନେତା ହୋଇପାରନ୍ତି ମନ୍ତ୍ରୀ

ବେଙ୍ଗାଲୁରୁ,୧୮।୫: କର୍ନାଟକରେ ସରକାର ଗଠନ କରିବାକୁ ନେଇ କଂଗ୍ରେସ ପକ୍ଷରୁ ଗୁରୁବାର ଅଫିସିୟାଲି ଘୋଷଣା କରାଯାଇଛି। ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦାରାମାୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାରଙ୍କ ନାମ ଘୋଷଣା କରାଯାଇଛି। କର୍ନାଟକ କ୍ୟାବିନେଟର ସମ୍ଭାବିତ ମନ୍ତ୍ରୀଙ୍କ ସୂଚୀ…

୧୦ ହଜାର କୋଟି ସରକାରୀ ଟଙ୍କାର ହିସାବ ମିଳୁନି

ରାଞ୍ଚି,୧୮ା୫: ଝାଡ଼ଖଣ୍ଡରେ ସବୁବେଳେ ଯୋଜନା ନାମରେ ସରକାରୀ ପାଣ୍ଠି ଲୁଟ୍‌ ହେଉଥିବା ଖବର ଚର୍ଚ୍ଚାରେ ରହିଥାଏ। କିନ୍ତୁ ଏଥର ଯାହା ପ୍ରକାଶ ପାଇଛି ତାହା ଅଧିକ ଆଶ୍ଚର୍ଯ୍ୟଜନକ। ବିଭାଗ ପାଇଁ ସ୍ଥିର ହୋଇଥିବା ବଜେଟର ୧୦୦୦୦ କୋଟି ଟଙ୍କା କେଉଁଠାରେ ଖର୍ଚ୍ଚ…

‘ଜେଲରେ ୩୫ କିଲୋ ଓଜନ କମିଗଲାଣି, କଙ୍କାଳ ହୋଇଗଲେଣି…’, ଜାମିନ ପାଇଁ ସୁପ୍ରିମକୋର୍ଟଙ୍କୁ ଗୁହାରି କଲେ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୧୮।୫: ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗୁରୁବାର ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଜବାବ ମାଗିଛନ୍ତି। ସତ୍ୟେନ୍ଦ୍ର ଜୈନ ମନି ଲଣ୍ଡରିଂ ମାମଲାରେ ଗତ କିଛି ମାସ ହେବ ଦିଲ୍ଲୀର ତିହାର ଜେଲରେ…

ବିହାରରେ ହେବନାହିଁ ଜାତି ଜନଗଣନା, ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୫: ବିହାରରେ ଜାତି ଜନଗଣନାକୁ ନେଇ ଗୁରୁବାର ନୀତୀଶ ସରକାରଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଏକ ଝଟକା ଲାଗିଛି। ସୁପ୍ରିମକୋର୍ଟ ଜାତି ଆଧାରିତ ଜନଗଣନା ସମ୍ପନ୍ଧିତ ଆବେଦନ ଉପରେ ଶୁଣାଣି କରି ପାଟନା ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ଏବେ ଏହି ମାମଲାର…

ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ଆଉ ଏକ ପରିବର୍ତ୍ତନ, ବଦଳିଲା ଏସପି ସିଂ ବଘେଲଙ୍କ ବିଭାଗ

ନୂଆଦିଲ୍ଲୀ,୧୮।୫: କେନ୍ଦ୍ରୀୟ ମନ୍ତ୍ରିପରିଷଦରେ ଗୁରୁବାର ହଠାତ୍‌ ପରିବର୍ତ୍ତନ କରାଯାଇଛି। ପ୍ରଥମେ କିରେନ ରିଜିଜୁ ଓ ଏବେ ଆଇନ ରାଜ୍ୟମନ୍ତ୍ରୀ ଏସପି ସିଂ ବଘେଲଙ୍କ ମନ୍ତ୍ରଣାଳୟ ବଦଳାଇ ଦିଆଯାଇଛି।ଏବେ ତାଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ରାଜ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ଯେହେତୁ ଆଇନ ମନ୍ତ୍ରଣାଳୟରେ ଅର୍ଜୁନ…

କର୍ନାଟକରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାବୁ ଦାବି କଲା କଂଗ୍ରେସ

ବେଙ୍ଗାଲୁରୁ,୧୮।୫: କର୍ନାଟକରେ କଂଗ୍ରେସ ବିଧାୟକ ଜି ପରମେଶ୍ୱର ଗୁରୁବାର ଦଳର ପ୍ରତିନିଧି ଭାବେ ରାଜଭବନ ଯାଇ ରାଜ୍ୟପାଳ ଥାଭାରଚନ୍ଦ ଗହଲୋଟଙ୍କୁ ସାକ୍ଷାତ୍‌ କରିଛନ୍ତି। ବିଧାନସଭା ନିର୍ବାଚନରେ ବହୁମତ ପାଇବା ପରେ କଂଗ୍ରେସ ପକ୍ଷରୁ ସରକାର ଗଠନ କରିବାକୁ ଦାବି କରିଛନ୍ତି ପରମେଶ୍ୱର।…

ପଶ୍ଚିମବଙ୍ଗରେ ଏବେ ରିଲିଜ ହେବ ‘ଦ କେରଲା ଷ୍ଟୋରି’ , ବ୍ୟାନ ହଟାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୫: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଫିଲ୍ମ ‘ଦ କେରଲା ଷ୍ଟୋରି’ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଗୁରୁବାର ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ବର୍ତ୍ତମାନ ଏହି ଚଳଚ୍ଚିତ୍ର ପଶ୍ଚିମବଙ୍ଗରେ ମଧ୍ୟ ମୁକ୍ତିଲାଭ କରିବ। ଏହି ମାମଲାର ଶୁଣାଣି ବେଳେ ସିଜେଆଇ କହିଛନ୍ତି, ପଶ୍ଚିମବଙ୍ଗ ସରକାରଙ୍କ…

‘ଦ କେରଲା ଷ୍ଟୋରି’ ବ୍ୟାନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି

ନୂଆଦିଲ୍ଲୀ,୧୮।୫: ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ବ୍ୟାନ କରିବା ବିରୋଧରେ ଫିଲ୍ମ ନିର୍ମାତାଙ୍କ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏହି ଆବେଦନରେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଫିଲ୍ମ ଉପରେ ହୋଇଥିବା ରୋକ୍‌କୁ ହଟାଇବାକୁ ଦାବି କରାଯାଇଛି। ବରିଷ୍ଠ ଓକିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?