ଜାତୀୟ

ଜଉମୁଦ ଲଫାପା ରିପୋର୍ଟକୁ ସିଜେଆଇଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ, ୨୧ା୩(ପି.ଟି.): ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କ ଓ୍ବାନ୍‌ ର଼୍ୟାଙ୍କ୍‌ ଓ୍ବାନ୍‌ ପେନ୍‌ସନ(ଓଆର୍‌ଓପି)ର ବକେୟା ପ୍ରାପ୍ୟ ପୈଠ କରିବା ଲାଗି ସର୍ବୋଚ୍ଚ ଅଦାଲତ ପୂର୍ବରୁ ଦେଇଥିବା ରାୟକୁ ଅନୁପାଳନ କରିବା ଲାଗି କେନ୍ଦ୍ର ସରକାର ବାଧ୍ୟ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ…

ଭାରତରେ ୫ ଟ୍ରିଲିୟନ୍‌ ୟେନ୍‌ ନିବେଶ କରିବ ଜାପାନ

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କୁ ଭେଟିଛନ୍ତି। ଏ ନେଇ ସୋମବାର ସକାଳେ ଫୁମିଓ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଭିତରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଏହି ଅବସରରେ ଖବରଦାତା ସମ୍ମିଳନୀକୁ…

ଅମ୍ରିତ୍‌ପାଲଙ୍କୁ ମିଳୁଥିଲା ବିଦେଶୀ ପାଣ୍ଠି

ଚଣ୍ଡିଗଡ଼/ନୂଆଦିଲ୍ଲୀ, ୨୧ା୩: ଖଲିସ୍ତାନୀ ନେତା ଅମ୍ରିତ୍‌ପାଲ ସିଂଙ୍କୁ ଧରିବା ପାଇଁ ପଞ୍ଜାବ ପୋଲିସର ରାଜ୍ୟବ୍ୟାପୀ ଚଢ଼ାଉ ସୋମବାର ତୃତୀୟ ଦିନରେ ପହଞ୍ଚତ୍ଛି। ଭାରତରେ ଖଲିସ୍ତାନୀ ଆନ୍ଦୋଳନ ତେଜିବା ଉଦ୍ୟମ ପଛରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ଥିବା ପୋଲିସ ସନ୍ଦେହ…

ଶିକ୍ଷକ ନିଯୁକ୍ତି ଦୁର୍ନୀତିକୁ ମହାଭାରତ ଯୁଦ୍ଧ ସହ ତୁଳନା କଲା ଇଡି

କୋଲକାତା,୨୧।୩: ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ଦୁର୍ନୀତିକୁ କୁରୁକ୍ଷେତ୍ର ଅର୍ଥାତ୍‌ ମହାଭାରତ ଯୁଦ୍ଧ ସହିତ ତୁଳନା କରିଛି। ଇଡି ପକ୍ଷରୁ କୁହାଯାଇଛି ଯେ, କେବଳ ଭଗବାନ କୃଷ୍ଣ ପଶ୍ଚିମବଙ୍ଗକୁ ରକ୍ଷା କରିପାରିବେ। ଦୁର୍ନୀତିର ୱେବ ସାରା ରାଜ୍ୟରେ ବ୍ୟାପିଛି।…

ତେଜୁଛି ଭାରତ ବିରୋଧୀ ଖଲିସ୍ତାନୀ ବିକ୍ଷୋଭ

ଓ୍ବାଶିଂଟନ/ଲଣ୍ଡନ/ନୂଆଦିଲ୍ଲୀ, ୨୧ା୩ : ଅଷ୍ଟ୍ରେଲିଆ ପରେ ଏବେ ଲଣ୍ଡନ ଏବଂ ସାନ୍‌ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ମିଶନକୁ ଖଲିସ୍ତାନୀ ବିକ୍ଷୋଭକାରୀମାନେ ଟାର୍ଗେଟ କରିଛନ୍ତି। ରବିବାର ଖଲିସ୍ତାନୀ ସମର୍ଥକମାନେ ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ବିଲ୍ଡିଂରୁ ଜାତୀୟ ପତାକା ଓହ୍ଲାଇଦେଇଥିଲେ। ଏହା ପରେ…

କବିତାଙ୍କୁ ମଙ୍ଗଳବାର ପୁଣି ଇଡି କରିବ ପ୍ରଶ୍ନ

ନୂଆଦିଲ୍ଲୀ,୨୧ ।୩: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ ଓ ବିଆରଏସ ନେତା କବିତାଙ୍କୁ ପୁଣିଥରେ ପଚରା ଉଚରା ପାଇଁ ନୋଟିସ ଦେଇଛି । କେ କବିତାଙ୍କୁ ମଙ୍ଗଳବାର ସକାଳ ୧୧ଟାରେ ପଚରା ଉଚରା ପାଇଁ ଡକାଯାଇଛି । ଭାରତ ରାଷ୍ଟ୍ର…

ଆମେଜନରେ ପୁଣି ଛଟେଇ, ଏଥର ୯ହଜର କର୍ମଚାରୀଙ୍କୁ ଦେଖାଇଲେ ବାହାରର ରାସ୍ତା

ନୂଆଦିଲ୍ଲୀ,୨୧ ।୩: ଆମେଜନ ପକ୍ଷରୁ ପୁଣିଥରେ ଛଟେଇ ଖବର ସାମ୍ନାକୁ ଆସିଛି । ଆମେଜନ ତା’ର ଭିନ୍ନ ଭିନ୍ନ ଡିପାର୍ଟମେଣ୍ଟରୁ ପ୍ରାୟ ୯୦୦୦ ଲୋକଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହୋଇଛି । ଅଧିକାଂଶ କର୍ମଚାରୀଙ୍କ ଛଟେଇ ୱେବ ସର୍ଭିସେସ, ପିପୁଲ, ଏକ୍ସପିରିୟନ୍ସ,…

କରୋନା ସମୟରେ ଦେଶରେ ଗରିବ ବୃଦ୍ଧି ଦାବି ମିଛ, ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ରଖିଲେ ତଥ୍ୟ

ନୂଆଦିଲ୍ଲୀ,୨୧ ।୩: କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ପ୍ରଫେସର ତଥା ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପନଗରିଆ କହିଛନ୍ତି କୋଭିଡ-୧୯ ମହାମାରୀ ସମୟରେ ଦେଶରେ ଗରିବ ଓ ଅସମାନତା ବୃଦ୍ଧି ଦାବି କରାଯାଇଥିବା ବେଳେ ଏହା ସମ୍ପୂର୍ଣ୍ଣ ଭୁଲ ବୋଲି ସେ କହିଛନ୍ତି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ପଞ୍ଜାବ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଚଣ୍ଡିଗଡ଼,୨୧ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ପଞ୍ଜାବ ସରକାର ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସରକାର ତତ୍କାଳିନ ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟ, ଫିରୋଜପୁରର ତତ୍କାଳିନ ଡିଆଇଜି ଇନ୍ଦ୍ରବୀର ସିଂ, ତତ୍କାଳିନ ଏସଏସପି ହରମନଦୀପ ହଂସଙ୍କ ବିରୋଧରେ ବିଭାଗୀୟ…

ରେଳଷ୍ଟେଶନ୍‌ରେ ଅଶ୍ଳୀଳ ଭିଡିଓ ପ୍ରସାରଣ

ପାଟନା, ୨୦। ୩: ବିହାର ପାଟନା ରେଳଷ୍ଟେଶନ୍‌ ଡିସ୍‌ପ୍ଲେ ସ୍କ୍ରିନ୍‌ରେ ୩ ମିନିଟ୍‌ର ଅଶ୍ଳୀଳ ଭିଡିଓ ପ୍ରସାରଣ ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରବିବାର ସକାଳ ପ୍ରାୟ ୧୦ଟାବେଳେ ପାଟନା ଜଙ୍ଗଶନ୍‌ ରେଳ ଷ୍ଟେଶନ୍‌ରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନ୍‌ରେ…

ମୋଦିଙ୍କ ସହ ଗୁପ୍‌ଚୁପ୍‌ ଖାଇଲେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୩: ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ବତ୍ତର୍ମାନ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁୁତ କରିବ। ଏହି ବର୍ଷ ଉଭୟ ଭାରତ ଏବଂ ଜାପାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଜି-୨୦ର…

ମଙ୍ଗଳବାର ଉପସ୍ଥାପନ ହେବନି ଦିଲ୍ଲୀ ବଜେଟ: କେଜ୍‌ରିଓ୍ବାଲଙ୍କ ଅଭିଯୋଗ, କେନ୍ଦ୍ର ଦେଲାନି ଅନୁମତି

ନୂଆଦିଲ୍ଲୀ,୨୦।୩: ଦିଲ୍ଲୀ ବିଧାନସଭାରେ ମଙ୍ଗଳବାର ଉପସ୍ଥାପନ ହେବନି ବଜେଟ। ଦିଲ୍ଲୀ ସରକାରଙ୍କ ବଜେଟ ଉପରେ କେନ୍ଦ୍ର ସରକାର ରୋକୋ ଲଗାଇ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଦାବି କରିଛନ୍ତି। ଦିଲ୍ଲୀ ସରକାରଙ୍କ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri