ଗିରଫକୁ ଭୟ କରେନି: ଅମ୍ରିତପାଲ
ଚଣ୍ଡିଗଡ,୩୧।୩: ପଳାତକ ଅମ୍ରିତପାଲ ସିଂ ପଞ୍ଜାବ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ଆଉ ଏକ ଭିଡିଓ ଜାରି କରି କହିଛନ୍ତି, ମୁଁ ଲୋକଙ୍କ ମଧ୍ୟରେ ଆସିବି। ମୁଁ ଗିରଫକୁ ଭୟ କରେ ନାହିଁ, ମୁଁ ବିଦେଶକୁ ଯିବି…
୨ ଝିଅଙ୍କୁ ଜାଳିଦେଲେ ନୃଶଂସ ବାପା
ହୋସିଆରପୁର,୩୦।୩: ପଞ୍ଜାବର ହୋସିଆରପୁର ଜିଲା ପେରିଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବାପା ନିଜ ଦୁଇ ନାବାଳିକା ଝିଅଙ୍କୁ ପେଟ୍ରୋଲ ଢ଼ାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ନାବାଳିକା ଦ୍ୱୟ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷେ…
ଦିଲ୍ଲୀରେ ଭୀଷଣ ବର୍ଷା: ଖରାପ ପାଗ ଯୋଗୁ ୧୭ବିମାନ ଡାଇଭର୍ଟ
ନୂଆଦିଲ୍ଲୀ,୩୦।୩: ଦିଲ୍ଲୀ-ଏନ୍ସିଆର ଅଞ୍ଚଳରେ ଗୁରୁବାର ପୁଣି ଥରେ ବଜ୍ରପାତ ସହିତ ବର୍ଷା ହୋଇଛି। ବୁଧବାର ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଥିଲା। ବୁଧବାର ଦିଲ୍ଲୀରେ ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ପବନ ବୋହିଥିଲା। ଆସନ୍ତା ୩ରୁ…
ଅମ୍ରିତପାଲ୍ଙ୍କୁ ଖୋଜୁଛି ଡ୍ରୋନ୍
ହୋସିଆରପୁର,୩୦।୩: ଫେସ୍ବୁକ୍ରେ ଭିଡିଓ ଜାରି କରି ଫେରାର୍ ଥିବା ଦାବି କରିବା ପରେ ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ୍ଙ୍କୁ ଧରିବାରେ ପଞ୍ଜାବ ପୋଲିସ ଅଧିକ ତତ୍ପର ହୋଇଉଠିଛି। ଗୁରୁବାର ଅମ୍ରିତ୍ପାଲଙ୍କୁ ଧରିବା ପାଇଁ ପଞ୍ଜାବ ହୋସିଆରପୁର ଜିଲାର ବିଭିନ୍ନ ଗ୍ରାମରେ ପୋଲିସ ପକ୍ଷରୁ…
ଗୋଷ୍ଠୀ ସଂଘର୍ଷରେ ପୋଡ଼ିଦେଲେ ୯ ପୋଲିସ ଗାଡ଼ି: ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୩୦ା୩: ମହାରାଷ୍ଟ୍ରର ଛତ୍ରପତି ସାମ୍ଭାଜୀନଗର ଅନ୍ତର୍ଗତ କିରାଦପୁରା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ବାଇକ୍ରେ ଆସିଥିବା ଗୋଟିଏ ଗୋଷ୍ଠୀ ଆପତ୍ତିଜନକ ଓ ସାମ୍ପ୍ରଦାୟିକ ସ୍ଲୋଗାନ ଦେବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଆକ୍ରମଣ କରିଥିଲେ। ଉତ୍ତେଜନା ବୃଦ୍ଧି ପାଇବା ସହ…
ହରିଦ୍ୱାରରେ ପତଞ୍ଜଳି ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ
ଡେରାଡୁନ,୩୦।୩: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ହରିଦ୍ୱାରରେ ପତଞ୍ଜଳି ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ଯୋଗ ଗୁରୁ ରାମଦେବ ମଧ୍ୟ ଉପସ୍ଥିତ ଥିଲେ। ଉତ୍ତରାଖଣ୍ଡ ଗସ୍ତରେ ଆସିଥିବା ଅମିତ…
ରାମ ନବମୀରେ କନ୍ୟା ପୂଜା କଲେ ମୁଖ୍ୟମନ୍ତ୍ରୀ
ଭୋପାଳ,୩୦।୪: ସାରାଦେଶରେ ଗୁରୁବାର ରାମ ନବମୀ ବହୁ ଆଡ଼ମ୍ବରରେ ପାଳନ କରାଯାଇଛି। ଇତିମଧ୍ୟରେ ନବରାତ୍ରୀର ନବମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରୀତିନୀତିରେ କନ୍ୟା ପୂଜା ସମ୍ପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସକାଳୁ କନ୍ୟା ବା ଛୋଟ ଛୋଟ ଝିଅମାନଙ୍କୁ…
ଓସ୍କାର ବିଜେତାଙ୍କୁ ଭେଟିଲେ ମୋଦି
ନୂଆଦିଲ୍ଲୀ,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଓସ୍କାର ବିଜେତା ଚଳଚ୍ଚିତ୍ର ‘ଦି ଏଲିଫ୍ୟାଣ୍ଟ ହ୍ବିସ୍ପର୍’ର ନିର୍ମାତା-ନିର୍ଦ୍ଦେଶକ ଗୁନିତ ମୋଙ୍ଗା ଏବଂ କାର୍ତ୍ତିକି ଗୋନସାଲଭସଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ ଯୋଗେ ସାକ୍ଷାତ ସମୟର ଫଟୋ ମଧ୍ୟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ‘ଦି…
ଇନ୍ଦୋରରେ ଛାତ ଭୁଶୁଡିବା ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ
ଇନ୍ଦୋର,୩୦।୩: ମଧ୍ୟପ୍ରଦେଶର ଇନ୍ଦୋରରେ ପବିତ୍ର ରାମ ନବମୀରେ ଶ୍ରୀ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିରରେ ଥିବା କୂଅ ଛାତ ଭୁଶୁଡିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ…
ଇନ୍ଦୋର ମନ୍ଦିର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି: ଶୋକ ପ୍ରକାଶ କଲେ ସ୍ବରାଷ୍ଟ୍ରମନ୍ତ୍ରୀ
ଇନ୍ଦୋର,୩୦।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଗୁରୁବାର ରାମ ନବମୀ ଅବସରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀ ବେଲେଶ୍ୱର ଝୁଲେଲାଲ ମନ୍ଦିରରେ କୂଅ ଛାତ ଭୁଷୁଡ଼ିପଡ଼ିବାରୁ ୩୦ରୁ ଊର୍ଦ୍ଧ୍ୱ ଲୋକ ୪୦ଫୁଟ ଗଭୀର ତଳଖୁ ଖସି ପଡ଼ିଥିଲେ। ଏହି ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ…
ଉସକାଇବା ଭଳି ବୟାନ ଦେବା ବନ୍ଦ କରନ୍ତୁ ନେତା: ଫଡନବିଶ
ମୁମ୍ବାଇ,୩୦ ।୩: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ କହିଛନ୍ତି ସଂଭାଜି ନଗରରେ ଭିଡରେ ପୋଲିସ ଉପରେ ହୋଇଥିବା କଥିତ ଆକ୍ରମଣ ଦୁର୍ଭାଗ୍ୟପୂର୍ଣ୍ଣ । ଉପମୁଖ୍ୟମନ୍ତ୍ରୀ ନେତାମାନଙ୍କୁ ଅପିଲ କରିଛନ୍ତି କି ଏହାକୁ ନେଇ ଉସକାଇବା ଭଳି ବୟାନ ଦିଆ ନ ଯାଉ…
ବିଧାନସଭାରେ ଅଶ୍ଳୀଳ ଭିଡିଓ ଦେଖୁଥିଲେ ଭାଜପା ବିଧାୟକ
ଅଗରତାଲା,୩୦।୩: ତ୍ରିପୁରା ବିଧାନସଭା ଅଧିବେଶନ ସମୟରେ ଭାରତୀୟ ଜନତା ପାର୍ଟି (ଭାଜପା)ର ଜଣେ ବିଧାୟକ ଫୋନରେ ଅଶ୍ଳୀଳ ଭିଡିଓ ଦେଖୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ସେହି ବିଧାୟକ ଜଣଙ୍କ ହେଉଛନ୍ତି ଉତ୍ତର-ପୂର୍ବ ଭାରତୀୟ ରାଜ୍ୟର ବାଗବାସା…
Archives


