ଦୈନିକ ସଂକ୍ରମଣ ୭ ଶହ ତଳେ…
ନୂଆଦିଲ୍ଲୀ, ୧୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…
ଲିଭ୍ଇନ୍ ରିଲେଶନସିପ୍ରେ ରହୁଥିବା ୫୦୧ ଯୋଡିଙ୍କ କନ୍ୟାଦାନ କଲେ କେନ୍ଦ୍ର ମନ୍ତ୍ରୀ
ରାଞ୍ଚି,୧୬।୫: ଝାଡଖଣ୍ଡର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ବର୍ଷ ବର୍ଷ ଧରି ଲିଭ୍ଇନ୍ ରିଲେଶନସିପ୍ରେ ରହିଆସୁଥିବା ୫୦୧ ଯୋଡିଙ୍କ ବିବାହ କରାଯାଇଛି। ଏହି ଆୟୋଜନ ରାଜ୍ୟର ଖୁଣ୍ଟି ଜିଲାର କରା ବ୍ଲକ ଅନ୍ତର୍ଗତ ଚୌଲା ପତରା ଗ୍ରାମରେ ହୋଇଛି। ବିଶେଷ କଥା ହେଉଛି…
‘ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ମେରି ଲାଇଫ୍’ ଆପ୍ ଉତ୍ସାହିତ କରିବ’
ନୂଆଦିଲ୍ଲୀ, ୧୫ା୫: ଜଳବାୟୀ ପରିବର୍ତ୍ତନର ମୁକାବିଲା ପାଇଁ ଯୁବବର୍ଗଙ୍କୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସରକାର ‘ମେରି ଲାଇଫ୍’ ନାମରେ ଏକ ମୋବାଇଲ ଆପ୍ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିଶନ ଲାଇଫ ଦ୍ୱାରା ଅନୁପ୍ରାଣିତ ଏହି ଆପ୍ର ମାଧ୍ୟମରେ ଅପବ୍ୟୟୀ…
ଖାର୍ଗେଙ୍କ ବାସଭବନରେ ପହଞ୍ଚିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୬।୫: କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନରେ ମନ୍ଥନ ଚାଲିଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଖାର୍ଗେଙ୍କ ବାସଭବନରେ ପହଞ୍ଚିଥିବା ସୂଚନା ମିଳିଛି। ତେବେ ମଲ୍ଲିକାର୍ଜୁନ ଖାର୍ଗେ ଏବଂ କଂଗ୍ରେସ…
ମେ’ ୩୦ ପର୍ଯ୍ୟନ୍ତ ନଓ୍ବାବ ମଲିକଙ୍କ ନ୍ୟାୟିକ ହେପାଜତ ବୃଦ୍ଧି
ନୂଆଦିଲ୍ଲୀ,୧୬।୫: ଏନସିପିର ବରିଷ୍ଠ ନେତା ନଓ୍ବାବ ମଲିକଙ୍କ ଅଡୁଆ କମିବାର ନାଁ ନେଉନାହିଁ। ତାଙ୍କର ନ୍ୟାୟିକ ହେପାଜତକୁ ୧୪ ଦିନ ପାଇଁ ବୃଦ୍ଧି କରାଯାଇଛି, ଏବେ ତାଙ୍କୁ ମେ’ ୩୦ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିବ। ଗତ ବର୍ଷ ୨୩ ଫେବୃୟାରୀ…
ଆମେ ଫିଲ୍ମ ଉପରେ କୌଣସି ପ୍ରତିବନ୍ଧକ ଲଗାଇନାହୁଁ: ସୁପ୍ରିମକୋର୍ଟଙ୍କୁ କହିଲେ ତାମିଲନାଡୁ ସରକାର
ନୂଆଦିଲ୍ଲୀ,୧୬।୫: ଫିଲ୍ମ ‘ ଦ କେରଲା ଷ୍ଟୋରି’ ରିଲିଜ ହେବା ପରଠୁ ବିବାଦରେ ରହିଛି। କେତେକ ଏହି ଫିଲ୍ମକୁ ସମର୍ଥନ କରୁଥିବା ବେଳେ ଅନ୍ୟକେତେକ ଫିଲ୍ମ ସମର୍ଥନରେ ନାହାନ୍ତି। ତେବେ ପଶ୍ଚିମବଙ୍ଗ ସରକାର ଏହି ଫିଲ୍ମକୁ ବ୍ୟାନ କରିଥିବା ବେଳେ ତାମିଲନାଡୁରେ…
ନୀତି ଆୟୋଗ ବୈଠକରେ ସାମିଲ ହେବେ ମମତା, ରାଜ୍ୟର ସମସ୍ୟା ଉପରେ କରିବେ ଚର୍ଚ୍ଚା
କେଲକାତା,୧୬।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ମେ’୨୭ରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ସେ ରାଜ୍ୟର ସମସ୍ୟା ସମସ୍ତଙ୍କ ସାମ୍ନାରେ ରଖିବେ। ମମତା ଦାବି କରିଛନ୍ତି, ପୂର୍ବ ଯୋଜନା…
ବିହାରର ଆରଜେଡି ବିଧାୟକ କିରଣ ଦେବୀଙ୍କ ଘରେ ସିବିଆଉ ଚଢାଉ
ପାଟନା,୧୬।୫: ବିହାରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ବିହାରର ଜଣେ ବିଧାୟକଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଉଛି। ବିଧାୟକ କିରଣ ଦେବୀଙ୍କ ସ୍ବାମୀ ଅରୁଣ ଯାଦବ ଜଣେ ବଡ ବ୍ୟବସାୟୀ। କିରଣ ଦେବୀ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ…
୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୧ ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଦେଶର ୪୫ଟି ସ୍ଥାନରେ ଆୟୋଜିତ ନିଯୁକ୍ତି ମେଳାରେ ଏହି ପତ୍ର ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ…
‘ମୁଁ ବ୍ଲାକମେଲ କରିବି ନାହିଁ’, ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପୂର୍ବରୁ ଶିବକୁମାର କହିଲେ ସୋନିଆ ଗାନ୍ଧୀ ମୋର ରୋଲ ମଡେଲ
ନୂଆଦିଲ୍ଲୀ,୧୬।୫: କର୍ନାଟକ ନିର୍ବାଚନ ଜିତିବା ପରେ କଂଗ୍ରେସ ନେତା ଡି.କେ. ଶିବକୁମାର ମଙ୍ଗଳବାର ଦିଲ୍ଲୀ ଯାତ୍ରା କରିବେ। ଏହା ପୂର୍ବରୁ ସେ ମିଡିଆ ସହ କଥା ହୋଇ କହିଛନ୍ତି, ଏବେ ସେ ସୁସ୍ଥ ହୋଇଯାଇଛନ୍ତି, ତାଙ୍କର ବିପି କଣ୍ଟ୍ରୋଲରେ ରହିଛି ସେଥିପାଇଁ…
ସ୍କୁଲରେ ବୋମା ଥିବା ମିଳିଲା ଧମକ, ପୋଲିସର ତଦନ୍ତ ଆରମ୍ଭ
ନୂଆଦିଲ୍ଲୀ,୧୬।୫: ଦକ୍ଷିଣ ଦିଲ୍ଲୀର ପୁଷ୍ପ ବିହାରରେ ଅବସ୍ଥିତ ଏକ ସ୍କୁଲରେ ବୋମା ଥିବା ନେଇ ସୂଚନା ପାଇବା ପରେ ଉତ୍ତେଜନା ଦେଖାଦେଇଛି। ପୋଲିସ ସ୍କୁଲକୁ ସିଲ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ…
ଅତିକ୍-ଅଶ୍ରଫ୍ଙ୍କ ହତ୍ୟା ମାମଲାରେ ଯାଞ୍ଚ ପାଇଁ ଆଜି ପ୍ରୟାଗରାଜରେ ପହଞ୍ଚିବେ ନ୍ୟାୟିକ ଆୟୋଗ
ପ୍ରୟାଗରାଜ,୧୬।୫: ମାଫିଆ ଅତିକ୍ ଅହମ୍ମଦ ଏବଂ ଅଶ୍ରଫ୍ ଅହମ୍ମଦଙ୍କ ହତ୍ୟାକାଣ୍ଡ ମାମଲାର ଯାଞ୍ଚ କରୁଥିବା ଏଜେନ୍ସିଗୁଡିକ ଏକ ମାସ ପରେ ମଧ୍ୟ କୌଣସି ଠୋସ ପ୍ରମାଣୂ ହାସଲ କରିପାରିନାହାଁନ୍ତି। ଏଭଳି ପରିସ୍ଥିତିରେ ନ୍ୟାୟିକ କମିଶନ ମଙ୍ଗଳବାର ପୁଣିଥରେ ପ୍ରୟାଗରାଜ ଆସିବେ ବୋଲି…
Archives


