ଜାତୀୟ

ସମନ ଜାରି ପରେ ସିବିଆଇ, ଇଡିକୁ ସମାଲୋଚନା କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୫ା୪: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ସିବିଆଇ ସମନ ଜାରି ପରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ(ଇଡି)କୁ ସେ ସମାଲୋଚନା କରିଛନ୍ତି। କେଜ୍‌ରିଓ୍ବାଲ କହିଛନ୍ତି, ଅନୁସନ୍ଧାନକାରୀ ସଂସ୍ଥା ଆଫିଡାଭିଟ୍‌ରେ ମିଥ୍ୟା କହିଛି। ଏପରିକି…

‘ସମସ୍ତ ବିରୋଧିଙ୍କୁ ଗ୍ୟାସ ଚାମ୍ବରରେ ବନ୍ଦ କରି ଶେଷ କରିଦିଅ…’, କେଜରିଓ୍ବାଲଙ୍କୁ ସିବିଆଇର ସମନ ପରେ ଆରଜେଡିର ବୟାନ

ପାଟନା,୧୫।୪: ଦିଲ୍ଲୀର ନୂଆ ଅବକାରୀ ନୀତି ଘୋଟାଲା ମାମଲା ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ସମସ୍ୟା ବଢାଇ ଦେଇଛି। କେନ୍ଦ୍ରୀୟ, ଯାଞ୍ଚ ବ୍ୟୁରୋ(ସିବିଆଇ)ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ରବିqାର ପଚରା ଉଚରା ପାଇଁ ସମନ ଜାରି କରିଛି। ସିବିଆଇର ଏହ ସମନକୁ ନେଇ…

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହେଲା ଅସଦଙ୍କ ଅନ୍ତିମ ସଂସ୍କାର

ପ୍ରୟାଗରାଜ,୧୫।୪: ଏନକାଉଣ୍ଟରେ ମୃତ୍ୟୁ ହୋଇଥିବା ମାଫିଆ ଡନ ଅତିକ ଅହମଦଙ୍କ ପୁଅ ଅସଦ ଅହମଦଙ୍କର ପ୍ରୟାଗରାଜରେ ଅନ୍ତିମ ସଂସ୍କାର କରାଯାଇଛି। ଅସଦଙ୍କୁ ପ୍ରୟାଗରାଜର କସାରି-ମସାରି କବରସ୍ଥାନରେ ସୁପୁର୍ଦ-ଏ-ଖାକ କରାଯାଇଛି। ଅନ୍ତିମ ସଂସ୍କାରରେ ୨୫-୩୦ ଜଣ ସାମିଲ ହୋଇଥିଲେ। ଏହି ସମୟରେ ତାଙ୍କ…

କରୋନ: ଗୋଟିଏ ଦିନରେ ୨୭ ମୃତ, ୧୦ ହଜାରରୁ ଅଧିକ ସଂକ୍ରମିତ, ଆକ୍ଟିଭ କେଶ ୫୩ ହଜାର ଟପିଲା

ନୂଆଦିଲ୍ଲୀ,୧୫।୪: କରୋନା ସଂକ୍ରମଣ ଏବେ ବଢିବାରେ ଲାଗିଛି। ଏହାକୁ ନେଇ ଏବେ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତାରେ ପଡି ଗଲେଣି। ଗତ ୨୪ ଘଣ୍ଟାରେ ୧୦ ହଜାର ୭୫୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାପରେ ଦେଶରେ ଆକ୍ଟିଭ ମାମଲା…

ଭିଜିଲାନ୍ସ ବ୍ୟୁରୋରେ ହାଜର ହେଲେ ଚନ୍ନି

ଚଣ୍ଡିଗଡ଼, ୧୫ା୪: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ଶୁକ୍ରବାର ଭିଜିଲାନ୍ସ ବ୍ୟୁରୋରେ ହାଜର ହୋଇଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲେ। ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ରଖି…

ପ୍ରାଣୀ-ମଣିଷ ସଂଘର୍ଷ କରାଇବ ଜଳବାୟୁ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୫।୪: ଜଳବାୟୁ ପରିବର୍ତ୍ତନ ଫଳରେ ଜଙ୍ଗଲରେ ନିଆଁ ଲାଗିବା ସାଙ୍ଗକୁ ବନସ୍ପତି ମାତ୍ରା କମିବାରେ ଲାଗିଛି। ଏହାର ନକାରାତ୍ମକ ପ୍ରଭାବ ଜଙ୍ଗଲରେ ବାସ କରୁଥିବା ଜୀବଙ୍କ ଉପରେ ପଡ଼ିଛି। ଜଙ୍ଗଲ କ୍ଷୟ ଯୋଗୁ ପଶୁ ଖାଦ୍ୟ ଓ ବାସ ଅନ୍ବେଷଣରେ…

ବିଦେଶରେ ଚାଳୁଥିବା ଭାରତ ନିର୍ମିତ ଟ୍ରେନ୍‌ ବସିଲେ ଜୟଶଙ୍କର

ନୂଆଦିଲ୍ଲୀ,୧୪ା୪: ମୋଜାମ୍ବିକ୍‌ ଗସ୍ତରେ ଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସେଠାରେ ଭାରତ ନିର୍ମିତ ଟ୍ରେନ୍‌ରେ ଯାତ୍ରା କରିଛନ୍ତି। ତାଙ୍କ ସହ ମୋଜାମ୍ବିକ୍‌ର ପରିବହନ ମନ୍ତ୍ରୀ ମାଟେଅସ୍‌ ମାଗାଲା ଏବଂ ଆଇଆଇଟିଇଏସ୍‌ର ସିଏମ୍‌ଡି ରାହୁଲ ମିତ୍ତଲ ମାପୁଟୋରୁ ଟ୍ରେନ୍‌ରେ ଯାତ୍ରା…

ନାଗାଲାଣ୍ଡରେ ସେନା ଯବାନଙ୍କ ବେପରୁଆ ଗୁଳିଚାଳନା ମାମଲା ମକଦ୍ଦମା ପାଇଁ ଅନୁମତି ଦେଲାନି କେନ୍ଦ୍ର

ଗୁଆହାଟୀ, ୧୪ା୪: ୨୦୨୧ ଡିସେମ୍ବରରେ ନାଗାଲାଣ୍ଡରେ ସେନା ଯବାନଙ୍କ ବେପରୁଆ ଉଗ୍ରପନ୍ଥୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ଯୋଗୁ ୧୪ ଜଣ ନିରୀହ ଯୁବକଙ୍କ ଜୀବନ ଯାଇଥିଲା। ଏହି ଅପରେଶନରେ ସମ୍ପୃକ୍ତ ୩୦ ଯବାନଙ୍କ ବିରୋଧରେ ମକଦ୍ଦମା ଚଳାଇବା ଲାଗି ଅନୁମତି ଦେବାକୁ କେନ୍ଦ୍ର…

କେଜରିଓ୍ବାଲଙ୍କୁ ସିବିଆଇ ସମନ

ନୂଆଦିଲ୍ଲୀ,୧୪।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ପଚରା ଉଚରା ପାଇଁ ସିବିଆଇ ନୋଟିସ ଜାରି କରିଛି। କେନ୍ଦ୍ରୀୟ ଏଜେନ୍ସି ତାଙ୍କୁ ରବିବାର ୧୬ ଏପ୍ରିଲ ସକାଳ ୧୧ଟାରେ ଡାକିଛନ୍ତି। ସିବିଆଇ ନୂଆ ମଦ ନୀତି ମାମଲାରେ କେଜରିଓ୍ବାଲଙ୍କୁ ପଚରା ଉଚରା କରିବାକୁ…

ସରକାରୀ ଘର ଖାଲି କଲେ ରାହୁଲ

ନୂଆଦିଲ୍ଲୀ,୧୪।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ତାଙ୍କର ସରକାରୀ ବାସଭବନକୁ ଖାଲି କରିବା ଆରମ୍ଭ କରିଛନ୍ତି। ତାଙ୍କ ଘର ସାମ୍ନାରୁ ଟ୍ରକ ଜିନିଷ ନେଇ ଯାଉଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ମୋଦି ସରନେମ ଟିପ୍ପଣି ମାମଲାରେ…

ବୋମା ବିସ୍ଫୋରଣର ସେଣ୍ଟର ପାଲଟି ଯାଇଛି ପଶ୍ଚିମବଙ୍ଗ, ୨୦୨୫ରେ ପ୍ରଥମ ଭାଙ୍ଗିଯିବ ମମତା ସରକାର: ଶାହା

କୋଲକାତା,୧୪।୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ପଶ୍ଚିମବଙ୍ଗର ବୀରଭୁମି ଜିଲାର ସିଉଡିରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ମମତା ବାନାର୍ଜୀଙ୍କ ସରକାର ଓ ତ୍ରୁଣମୂଳ କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ୨୦୨୫ରେ ପ୍ରଥମେ…

ଜମ୍ମୁ-କଶ୍ମୀର: ଉଧମପୁରରେ ଭାଙ୍ଗିଲା ଫୁଟ ଓଭରବ୍ରିଜ, ୨୦ରୁ ଅଧିକ ଆହତ, ଉଦ୍ଧାର କାର୍ଯ୍ୟ ଜାରି

ଜମ୍ମୁ,୧୪।୪: ଜମ୍ମୁ-କଶ୍ମୀରରେ ଶୁକ୍ରବାର ଏକ ବଡ ଅଘଟଣ ଘଟିଛି। ଉଧମପୁରର ଚେନାନି ବ୍ଲକର ବେନ ଗାଁର ବେନି ସଙ୍ଗମରେ ବୈଶାଖି ଉତ୍ସବ ସମୟରେ ଫୁଟ ଓଭରବ୍ରିଜ ଭାଙ୍ଗି ଯାଇଛି। ଏହି ଘଟଣାରେ ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ମିଳିଛି। ରେସକ୍ୟୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri