ମୋଦିଙ୍କ ଭଳି ବିଧାନସଭା ପାହାଚରେ ମୁଣ୍ଡିଆ ମାରିଲେ ଶିବକୁମାର…
ବେଙ୍ଗାଲୁରୁ,୨୦।୫ : କର୍ନାଟକରେ ଶପଥ ଗ୍ରହଣ ସମାରୋହ ସମାପ୍ତ ହେବା ପରେ ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ବିଧାନସଭାରେ ପହଞ୍ଚିଥିଲେ। ଏହି ସମୟରେ ଡି.କେ ଶିବକୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି କାର୍ଯ୍ୟ କରିଥିଲେ। ସିଦ୍ଧରମୈୟା…
ବଦଳାଇପାରିବେ ଫଟା ନୋଟ୍: ଆର୍ବିଆଇ
ନୂଆଦିଲ୍ଲୀ,୨୦।୫:କେନ୍ଦ୍ର ସରକାର ୨ହଜାର ଟଙ୍କିଆ ନୋଟ୍ ସର୍କ୍ୟୁଲେଶନକୁ ନେଇ ଶୁକ୍ରବାର ବଡ ଘୋଷଣା କରିଛନ୍ତି। ଏହି ନୋଟ୍ ଆଉ ଛପା ଯିବ ନାହିଁ କିମ୍ବା ବଜାରରେ ସର୍କ୍ୟୁଲେଶନ୍ କରାଯିବ ନାହିଁ ବୋଲି ଆର୍ବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଆର୍ବିଆଇ ଗ୍ରାହକଙ୍କୁ ୨ହଜାର…
କେଜରିଓ୍ବାଲ-ଖୁସବୁ ସୁନ୍ଦର ଆରୋପ ପ୍ରତ୍ୟାରୋପ…
ନୂଆଦିଲ୍ଲୀ,୨୦।୫ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଶିକ୍ଷିତ ବୋଲି କହିବା ପରେ ଭାଜପା ନେତା ଖୁସବୁ ସୁନ୍ଦର କେଜରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଖୁସବୁ କହିଛନ୍ତି, ଯେତେବେଳେ ଜଣେ ବ୍ୟକ୍ତି ହଠାତ ଉଚ୍ଚ ପଦବୀ ଏବଂ…
ପ୍ରଥମ ବିମୁଦ୍ରୀକରଣ ଭୁଲକୁ ଲୁଚାଇବା ପାଇଁ କରାଯାଇଛି ଦ୍ୱିତୀୟ ବିମୁଦ୍ରୀକରଣ, ଯାଞ୍ଚ୍ ଜରୁରୀ: ଖାର୍ଗେ…
ନୂଆଦିଲ୍ଲୀ,୨୦।୫ : ପ୍ରଥମ ବିମୁଦ୍ରୀକରଣ ଏକ ଭୁଲ ନିଷ୍ପତ୍ତି ଥିଲା। ଏହି ଭୁଲକୁ ଲୁଚାଇବା ପାଇ ଏବେ କେନ୍ଦ୍ର ସରକାର ’ଦ୍ୱିତୀୟ ବିମୁଦ୍ରୀକରଣ କରିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶନିବାର ଟୁଇଟ କରି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା…
ସକ୍ରିୟ ମାମଲା ୯ ହଜାର ତଳେ…
ନୂଆଦିଲ୍ଲୀ, ୨୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…
ଲୁ ପ୍ରଭାବ ହେବ ୩୦ ଗୁଣା ଅଧିକ, ଭାରତରେ ତାତି ୫୫ ଡିଗ୍ରୀ ଛୁଇଁବ !…
ନୂଆଦିଲ୍ଲୀ,୨୦।୫ : ଦେଶର ବହୁ ଅଞ୍ଚଳରେ ତାତି ବଢ଼ିବାରେ ଲାଗିଛି। ଫ୍ୟାନ, କୁଲର୍ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସହରରେ ଉତ୍ତାପରୁ ମୁକ୍ତି ଯୋଗାଇବାରେ ବିଫଳ ହେଉଛି। ଏସି ବିନା କିଛି ସମୟ ବିତାଇବା କଷ୍ଟକର ହୋଇପଡୁଛି। ବେଳେବେଳେ…
ସିବିଆଇ ସମନ ବିରୋଧରେ ସୁପ୍ରିମକୋର୍ଟ ଯିବେ ଅଭିଷେକ ବାନାର୍ଜୀ
କୋଲକାତା,୨୦।୫: ଟିଏମସି ରାଷ୍ଟ୍ରୀୟ ମହାସଚିବ ତଥା ଏମ୍ପି ଅଭିଷେକ ବାନାର୍ଜୀ ଶନିବାର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।ସେଠାରେ ସେ ଜେରାର ସମ୍ମୁଖୀନ ହୋଇଥିବା ଜଣାଯାଇଛି। ନିକଟରେ ଏହି ମାମଲାରେ କୋଲକାତା ହାଇକୋର୍ଟ ଇଡି ଏବଂ ସିବିଆଇ…
ସିଦ୍ଦାରାମାୟା ସରକାରଙ୍କ ମନ୍ତ୍ରୀ ଭାବରେ ଶପଥ ନେଲେ ୮ ବିଧାୟକ
ବେଙ୍ଗାଲୁରୁ,୨୦।୫: କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ଶନିବାର ସିଦ୍ଦାରାମାୟା ଶପଥ ନେଇଛନ୍ତି। ଏଥିସହ ଉପମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ଏବଂ ୮ କଂଗ୍ରେସ ବିଧାୟକ ମନ୍ତ୍ରୀ ଭାବରେ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ତେବେ ୮ ଜଣ ବିଧାୟକଙ୍କ ମଧ୍ୟରେ ଜି ପରମେଶ୍ୱର,…
ଖାର୍ଗେଙ୍କ ପୁଅଙ୍କୁ ମନ୍ତ୍ରୀ, ଶିବକୁମାରଙ୍କୁ ଦୁଇ ଦୁଇଟି ପଦ: କର୍ନାଟକରେ ଭାଙ୍ଗୁଛି କଂଗ୍ରେସର ସଂକଳ୍ପ
ବେଙ୍ଗାଲୁରୁ,୨୦।୪: କର୍ନାଟକରେ ଆରମ୍ଭ ହେଲା କଂଗ୍ରେସ ସରକାର। ସିଦ୍ଦାରାମାୟା ଏବଂ ଡି.କେ ଶିବକୁମାରଙ୍କ ବ୍ୟତୀତ ୮ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ତେବେ କଂଗ୍ରେସ ଦ୍ୱାରା ଜାରି କରାଯାଇଥିବା ମନ୍ତ୍ରୀ ପଦ ତାଲିକାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେଙ୍କ ପୁଅ…
ଶପଥ ନେଲେ ସିଦ୍ଦାରାମାୟା, ଦ୍ୱିତୀୟ ଥର ହେଲେ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ,୨୦।୫: ଦ୍ୱିତୀୟ ଥର ଲାଗି ସିଦ୍ଦାରାମାୟା କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ରାଜ୍ୟପାଳ ଥାଓ୍ବର ଚନ୍ଦ୍ର ଗହଲୋଟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହି ସମାରୋହରେ ଡିକେ ଶିବକୁମାର ଉପ ମୁଖ୍ୟମନ୍ତ୍ରୀ ଭାବେ…
ଦିଲ୍ଲୀରେ ଟ୍ରାନ୍ସଫର-ପୋଷ୍ଟିଂ ମାମଲା: ସୁପ୍ରିମକୋର୍ଟରେ ପହଞ୍ଚିଲା କେନ୍ଦ୍ର
ନୂଆଦିଲ୍ଲୀ,୨୦।୫: ଗତ ସପ୍ତାହରେ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଦିଲ୍ଲୀ ସରକାରଙ୍କୁ ରାଜଧାନୀ ଦିଲ୍ଲୀରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ଟ୍ରାନ୍ସଫର-ପୋଷ୍ଟିଂ କରିବାର ଅଧିକାର ଦେଇଥିଲେ। ବର୍ତ୍ତମାନ କେନ୍ଦ୍ର ସରକାର ପୁଣିଥରେ ଏସ୍ସିଙ୍କ ନିକଟକୁ ଯାଇ ସମ୍ବିଧାନ ବେଞ୍ଚର ନିଷ୍ପତ୍ତି…
ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ସିଦ୍ଦାରାମାୟା
ବେଙ୍ଗାଲୁରୁ,୨୦।୫: କର୍ନାଟକ ରାଜନୀତି ଏବେ ବେଶ ସରଗରମ। ଚଳିତ ବର୍ଷ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସଂଖ୍ୟା ଗରିଷ୍ଠତା ମିଳିବା ପରେ ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି କଂଗ୍ରେସର ବରିଷ୍ଠ ନେତା ସିଦ୍ଦାରାମାୟା। ଏହି ଶପଥ ଗ୍ରହଣ ସମାରୋହ ବେଙ୍ଗାଲୁରୁର…
Archives


