ଜଖାଉରେ ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’
ରାଜକୋଟ, ୧୪ା୬: ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର ଗୁଜରାଟର ଜଖାଉ ମାଛଧରା ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁବା ଆଶା କରାଯାଉଛି। ଏହାର ପ୍ରଭାବରେ ଉପକୂଳ ଅଞ୍ଚଳରେ ଲଗାଣ ବର୍ଷା ଓ ପବନ ଲାଗି ରହିଛି। ଭୁଜ୍ ସହରରେ କାନ୍ଥ ପଡ଼ି…
ଦୁର୍ନୀତି ପ୍ରମାଣ ନଷ୍ଟ ପାଇଁ ନିଆଁ
ଭୋପାଳ,୧୪ା୬: ମଧ୍ୟପ୍ରଦେଶ ସରକାରଙ୍କ ଅନେକ ବିଭାଗର ଅଫିସ ଥିବା ଭୋପାଳସ୍ଥିତ ସାତପୁରା ଭବନରେ ସୋମବାର ଅପରାହ୍ନ ୪ଟାରେ ହଠାତ୍ ନିଅଁା ଲାଗିଥିଲା। ତୃତୀୟ ମହଲାର ଆଦିବାସୀ କଲ୍ୟାଣ ବିଭାଗରେ ଲାଗିଥିବା ନିଅଁା ଚତୁର୍ଥ, ପଞ୍ଚମ ଓ ଷଷ୍ଠ ମହଲାକୁ ବ୍ୟାପିଥିଲା। ଅନେକ…
୪ ସପ୍ତାହ ଯାଏ ନିରାଶ କରିବ ମୌସୁମୀ
ଆଗାମୀ ୪ ସପ୍ତାହ ଯାଏ ଦେଶରେ ମୌସୁମୀ ପ୍ରବାହ ନୈରାଜଶ୍ୟଜନକ ରହିବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ଓ୍ବେଦର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫଳରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ବିସ୍ତାରିତ ରେଞ୍ଜ୍ ପୂର୍ବାନୁମାନ ବ୍ୟବସ୍ଥା (ଇଆର୍ପିଏସ୍)…
ଝଡ଼-ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବା ଆମ ହାତରେ ନାହିଁ: ବିଦ୍ୟୁତ କାଟ ନେଇ ଶକ୍ତିମନ୍ତ୍ରୀଙ୍କ ମନ୍ତବ୍ୟ…
କୋଲକାତା,୧୩।୬ : ପଶ୍ଚିମବଙ୍ଗ ଶକ୍ତି ମନ୍ତ୍ରୀ ଅରୁପ ବିଶ୍ୱାସ ମଙ୍ଗଳବାର କହିଛନ୍ତି ରାଜ୍ୟରେ ସମ୍ପ୍ରତି ବିଦ୍ୟୁତ କାଟ ଅଭାବ ଯୋଗୁ ନୁହେଁ ବରଂ ବଣ୍ଟନ ନେଟୱାର୍କରେ ସମସ୍ୟାକାରଣରୁ ହୋଇଛି। ଏହି ପ୍ରସଙ୍ଗରେ ସେ ବିରୋଧୀ ଦଳର ନେତା ସୁଭେନ୍ଦୁ ଅଧିକାରୀଙ୍କୁ କଡ଼ା…
ଲିଭ୍ ଇନ ସମ୍ପର୍କକୁ ବିବାହ ମାନେ ନାହିଁ ଆଇନ: ହାଇକୋର୍ଟ…
ଥିରୁଭାନନ୍ତପୁରମ,୧୩।୬ : ଲିଭ-ଇନ ସମ୍ପର୍କକୁ ନେଇ କେରଳ ହାଇକୋର୍ଟ କହିଛନ୍ତି ଏହାକୁ ବିବାହ ଭାବରେ ମାନ୍ୟତା ଦିଆଯାଇପାରିବ ନାହିଁ। କେରଳ ହାଇକୋର୍ଟ କହିଛନ୍ତି ଆଇନ ଏଭଳି ସମ୍ପର୍କକୁ ବିବାହ ବୋଲି ମାନେ ନାହିଁ। ଯେତେବେଳେ ଦୁଇଜଣ ବ୍ୟକ୍ତି କେବଳ ଚୁକ୍ତିନାମା ଆଧାରରେ…
ପ୍ରକାଶ ପାଇଲା ଏନଇଇଟି ପରୀକ୍ଷା ଫଳ: ପ୍ରଭଞ୍ଜନ ଜେ -ବୋରା ବରୁଣ ଚକ୍ରବର୍ତ୍ତୀ ଟପ୍ପର…
ନୂଆଦିଲ୍ଲୀ,୧୩।୬ : ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ସ୍ନାତକ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ଏନଇଇଟି ୟୁଜି ୨୦୨୩ର ପରୀକ୍ଷା ଫଳ ପ୍ରକାଶ କରିଛି। ସୂଚନାନୁସାରେ, ତାମିଲନାଡୁର ପ୍ରଭଞ୍ଜନ ଜେ ଏବଂ ଆନ୍ଧ୍ରପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ୯୯.୯୯ ପ୍ରତିଶତ ସହ…
ଜୁନ୍ ୧୮ରେ ମନ୍ କି ବାତ୍: ସୂଚନା ଦେଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୩।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଘୋଷଣା କରିଛନ୍ତି ଚଳିତ ମାସର ‘ମନ କି ବାତ’ ରେଡିଓ କାର୍ଯ୍ୟକ୍ରମ ଜୁନ ୧୮ ରବିବାରରେ ପ୍ରସାରିତ ହେବ। ସାଧାରଣତଃ ‘ମନ କି ବାତ’ କାର୍ଯ୍ୟକ୍ରମ ପ୍ରତ୍ୟେକ ମାସର ଶେଷ ରବିବାରରେ ଅନୁଷ୍ଠିତ…
ତେଜିଲା ଟ୍ବିଟର୍ ରାଜନୀତି: ଟ୍ବିଟର୍ ପୂର୍ବତନ ସିଇଓଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ,୧୩।୬: ଟ୍ବିଟର୍ ରାଜନୀତିକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଟ୍ବିଟର୍ ପୂର୍ବତନ ସିଇଓ ଜ୍ୟାକ୍ ଡୋରସେଙ୍କ ବୟାନ ପରେ ବିରୋଧୀ ଲଗାତାର ସରକାରଙ୍କୁ ବିରୋଧ କରୁଥିବାବେଳେ ଭାଜପା ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇଛି। କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ…
ଶିନ୍ଦେ ସମର୍ଥକ ୫ ମନ୍ତ୍ରୀ କ୍ୟାବିନେଟରୁ ହେବେ ବାହାର, ଚିନ୍ତାରେ ମୁଖ୍ୟମନ୍ତ୍ରୀ…
ମୁମ୍ବାଇ,୧୩।୬ : କ୍ୟାବିନେଟ ବିସ୍ତାରକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାଜନୈତିକ ସର୍କଲରେ ଏକ ଆଲୋଚନା ହେଉଛି, ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀର ପାଞ୍ଚଜଣ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଭାଜପା ହାଇକମାଣ୍ଡଙ୍କ ପକ୍ଷରୁ ପରାମର୍ଶ…
ମୋଦି ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା, କହିଲେ ଏହି କାରଣରୁ କରିଥିଲେ ରାହୁଲଙ୍କ ଟ୍ବିଟର୍ ଆକାଉଣ୍ଟକୁ ଡି-ଆକ୍ଟିଭ୍…
ନୂଆଦିଲ୍ଲୀ,୧୩।୬: ଟ୍ବିଟର୍ ପୂର୍ବତନ ସିଇଓ ଜ୍ୟାକ୍ ଡୋରସେ ଏକ ସାକ୍ଷତକାରର ବୟାନକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ କହିଛନ୍ତି, ଟ୍ବିଟର୍ର ପୂର୍ବତନ ସିଇଓଙ୍କ ବୟାନ ଚିନ୍ତାଜନକ ଏବଂ ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ନାମାଙ୍କନର ଶେଷ ତାରିଖକୁ ବଢାଇବା ପାଇଁ ମନାକଲେ ହାଇକୋର୍ଟ, ବିରୋଧୀଙ୍କୁ ଝଟ୍କା
କୋଲକତା,୧୩।୬: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଝଟକା ଲାଗିଛି। କୋଲକତା ହାଇକୋର୍ଟ ନିର୍ବାଚନର ନାମାଙ୍କନ ଦାଖଲର ଶେଷ ତାରିଖକୁ ଘୁଞ୍ଚାଇବାକୁ ମନା କରି ଦେଇଛନ୍ତି। ନିର୍ବାଚନ ଜୁଲାଇ ୮ତାରିଖରେ ହେବାକୁ ସ୍ଥିର କରାଯାଇଛି। ସୂଚନାଯୋଗ୍ୟ, ନିର୍ବାଚନ ତାରିଖ ଘୋଷଣା ହେବା…
କେରଳରେ ବିପଦରେ ଗଣମାଧ୍ୟମ: ଥରୁର…
ଥିରୁଭାନନ୍ତପୁରମ,୧୩।୬ : କଂଗ୍ରେସ ଏମପି ତଥା ପୂର୍ବତନ ମନ୍ତ୍ରୀ ଶଶି ଥରୁର କେରଳ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମଙ୍ଗଳବାର କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ଏମ) ସରକାର ବିରୋଧରେ ଥରୁର କହିଛନ୍ତି ରାଜ୍ୟରେ ଗଣମାଧ୍ୟମ ସ୍ବାଧୀନତା ବିପଦରେ ରହିଛି। ଯେଉଁ…

