ମୁକ୍ତ ବାଣିଜ୍ୟ ଆଲୋଚନା ଆଗେଇବ: ମୋଦି-ସୁନକ ଦେବେ ଚୂଡ଼ାନ୍ତ ରୂପ…
ନୂଆଦିଲ୍ଲୀ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ବ୍ରିଟିଶ ପ୍ରତିପକ୍ଷ ଋଷି ସୁନକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ଆଲୋଚନାକୁ ସମୀକ୍ଷା କରିଛନ୍ତି। ଏହି ଆଲୋଚନାକୁ ତ୍ୱରାନୱିତ କରିବାକୁ ଏବଂ ଜାପାନରେ ଆଲୋଚନା ସମୟରେ ଏକ ଉଚ୍ଚାଭିଳାଷୀ ଏବଂ ପାରସ୍ପରିକ…
୨ ହଜାର ଟଙ୍କିଆ ଯିବାର ଅନ୍ତରାଳେ
ନୂଆଦିଲ୍ଲୀ,୨୨ା୫: ୧୯ ମେ’ ୨୦୨୩ରେ କେନ୍ଦ୍ର ସରକାର ୨ ହଜାର ଟଙ୍କିଆ ନୋଟ୍ର ପ୍ରଚଳନକୁ ବନ୍ଦ କରିଦେଇଛନ୍ତି। ୨୩ ମେ’ରୁ ୩୦ ସେପ୍ଟେମ୍ବର ମଧ୍ୟରେ ୨ ହଜାର ଟଙ୍କିଆ ନୋଟ୍କୁ ବ୍ୟାଙ୍କରେ ଜମା ଦେଇ ଅନ୍ୟ ନୋଟ୍ଗୁଡ଼ିକୁ ନିଆଯାଇପାରିବ। କିନ୍ତୁ ଏହି…
ମୁଁ ନଡ୍ଡାଙ୍କ ପିଏ, ଟଙ୍କା ଦେଲେ ତୁମକୁ ମନ୍ତ୍ରୀ କରାଇଦେବି
ନାଗପୁର,୨୨ା୫: ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମ୍ଓ)ର ଅତିରିକ୍ତ ନିର୍ଦ୍ଦେଶକ ପରିଚୟ ଦେଇ ଲୋକଙ୍କୁ ଠକିବା ଅଭିଯୋଗରେ କିଛି ଦିନ ତଳେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଗୁଜରାଟର ମହାଠକ କିରନ୍ ପଟେଲ ଧରାପଡ଼ିଥିବାବେଳେ ତାଙ୍କ ଭଳି ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗୁଜରାଟର ଅହମଦାବାଦ ଜିଲା…
କଶ୍ମୀରରେ ୨୬/୧୧ ଭଳି ଆକ୍ରମଣ ଯୋଜନା
ଶ୍ରୀନଗର, ୨୨ା୫: ଜମ୍ମୁ-କଶ୍ମୀରରେ ସୋମବାର ଜି୨୦ ପର୍ଯ୍ୟଟନ କାର୍ଯ୍ୟକାରୀ ଗ୍ରୁପ୍ ସମ୍ମିଳନୀ ଅନୁଷ୍ଠିିତ ହେବାକୁ ଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ଜି୨୦ ପ୍ରତିନିଧିମାନେ ରହିବାକୁ ଥିବା ହୋଟେଲରେ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ଲାଗି ଯୋଜନା ହେଉଥିବାର ସୂଚନା ମିଳିବା…
ପିଏଲ୍ଏଫ୍ଆଇ ମୁଖ୍ୟ ଗିରଫ
ରାଞ୍ଚି,୨୧ା୫: ପିପୁଲ୍ସ ଲିବରେଶନ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଲ୍ଏଫ୍ଆଇ) ସଂଗଠନର ମୁଖ୍ୟ ଦିନେଶ ଗୋପଙ୍କୁ ନେପାଳରୁ ଗିରଫ କରାଯାଇଛି। ତାଙ୍କୁ ଧରିବା ପାଇଁ ଏନ୍ଆଇଏ ଏବଂ ଝାଡ଼ଖଣ୍ଡ ପୋଲିସ ପକ୍ଷରୁ ମିଳିତ ଅଭିଯାନ ଆରମ୍ଭ ହୋଇଥିଲା। ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ…
୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଦେବାକୁ ପଡିବନି ପରିଚୟ ପତ୍ର
ନୂଆଦିଲ୍ଲୀ, ୨୧ା୫ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ୨ ହଜାର ଟଙ୍କିଆ ନୋଟ୍କୁ ପ୍ରତ୍ୟାହାର କରିନେବା ଲାଗି ଘୋଷଣା କରାଯାଇଛି। ଏନେଇ ୨ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ବଦଳାଇବା କିମ୍ବା ଟଙ୍କା ଜମା କରିବା ପାଇଁ ଲୋକଙ୍କ ମଧ୍ୟରେ ତତ୍ପରତା…
ବେଙ୍ଗାଲୁରୁରେ ପ୍ରବଳ ବର୍ଷା: ଜଣେ ମହିଳାଙ୍କ ମୃତ୍ୟୁ…
ବେଙ୍ଗାଲୁରୁ,୨୧।୫ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଯୋଗୁ ଜଣେ ଛୋଟ ଶିଶୁ ନିଖୋଜ ଥିବାବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସହରରେ ରବିବାର ପ୍ରାୟ ୨ ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଛି, ଯେଉଁଥିପାଇଁ ଅଣ୍ଡରପାସ ପାଣିରେ ବୁଡି…
ଜୁଆ ଖେଳରେ ସ୍ତ୍ରୀଙ୍କୁ ବାଜି ରଖି ହାରିଲେ ସ୍ବାମୀ…
ମିରଟ,୨୧।୫ : ମଣିଷ ହୁଏତ ଆଜି ଚନ୍ଦ୍ରରେ ପହଞ୍ଚିସାରିଛି, କିନ୍ତୁ ଏବେ ବି ମହିଳା ନିର୍ଯାତନା କମି ନାହିଁ। ଏହାର ଏକ ସଦ୍ୟତମ ମାମଲା ଉତ୍ତରପ୍ରଦେଶର ମିରଟ ଜିଲାରେ ଘଟିଛି। ଜଣେ ନିଶାସକ୍ତ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଜୁଆ ଖେଳରେ ବାଜି…
ଗଙ୍ଗାକୂଳରେ ୨୪୦୦ ଡ୍ରେନର ଜିଓ ଟ୍ୟାଗିଂ କରିବେ ସରକାର: ଜଣାପଡ଼ିବ ପ୍ରଦୂଷଣସ୍ତର…
ବାରାଣସୀ,୨୧।୫ : ଗଙ୍ଗା ନଦୀ କୂଳରେ ଆବର୍ଜନା ପକାଇବା କାରଣରୁ ପ୍ରଦୂଷଣ ସ୍ତରର ବୃଦ୍ଧି ବିଷୟରେ ଜାଣି ସରକାର ନଦୀ କୂଳରେ ଅବସ୍ଥିତ ୪ ହଜାର ଗାଁର ପ୍ରାୟ ୨୪୦୦ ଡ୍ରେନ ମରାମତି କରିବାକୁ ଯାଉଛନ୍ତି। ଏଥିରେ ’ଜିଓ ଟ୍ୟାଗିଂ’ କରାଯାଇ…
ଏନସିସିଏସଏ ଅର୍ଡିନାନ୍ସ ରାଜନୈତିକ ଯୁଦ୍ଧ, ୨୦୨୪ର ସେମିଫାଇନାଲ: କେଜରିଓ୍ବାଲ…
ନୂଆଦିଲ୍ଲୀ,୨୧।୫ : ଦିଲ୍ଲୀର ସେବା ଉପରେ ନିୟନ୍ତ୍ରଣ ପାଇଁ ଦାବି ବର୍ତ୍ତମାନ ସୁପ୍ରିମକୋର୍ଟ ଛାଡିବା ପରେ ଏବେ ସଂସଦରେ ପହଞ୍ଚିବାକୁ ଯାଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବର୍ତ୍ତମାନ ଏହି ରାଜନୈତିକ ଯୁଦ୍ଧକୁ ୨୦୨୪ର ସେମିଫାଇନାଲ ବୋଲି କହୁଛନ୍ତି ଏବଂ ସମସ୍ତ…
ଗିରଫ ହେଲେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ, ଭାରତରେ ବଡ ଆକ୍ରମଣର ଥିଲା ଯୋଜନା
ନୂଆଦିଲ୍ଲୀ,୨୧।୫: ସୁରକ୍ଷା ଏଜେନ୍ସି ଏକ ବଡ ଧରଣର ଆତଙ୍କବାଦୀ ଯୋଜନାକୁ ପଣ୍ଡ କରି ଦେଇଛନ୍ତି। ରବିବାର ଏନଆଇଏ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ହୋଇଥିବା ଆତଙ୍କବାଦୀଙ୍କ ନାମ ମହମ୍ମଦ ଉବୈଦ ମଲିକ। ସେ କୁପଓ୍ବାଡାର ବାସିନ୍ଦା।…
ଜମ୍ମୁ-କଶ୍ମୀର ଏକ ଖୋଲା ଜେଲ୍, ଅନୁଚ୍ଛେଦ ୩୭୦ ପୁନଃସ୍ଥାପିତ ନ ହେବା ପର୍ଯ୍ୟନ୍ତ ଲଢ଼ିବିନି ନିର୍ବାଚନ: ମେହବୁବା…
ବେଙ୍ଗାଲୁରୁ,୨୧।୫ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ରବିବାର କହିଛନ୍ତି ସମ୍ବିଧାନର ଧାରା ୩୬୦ ପୁନଃସ୍ଥାପିତ ନ ହେବା ପର୍ଯ୍ୟନ୍ତ ସେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ତେବେ ତାଙ୍କ ଦଳ ନିଶ୍ଚିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା…
Archives


