୨୦୧୪ରେ ଯେମିତି ଆସିଥିଲା ସେପରି ୨୦୨୪ରେ ବିଦାୟ ନେବ ଭାଜପା: ଅଖିଳେଶ…
ଲକ୍ଷ୍ନୌ,୧୮।୬ : ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି ୨୦୧୪ ରେ ଭାଜପା ସେପରି କ୍ଷମତାକୁ ଆସିଥିଲା ଏବେ ୨୦୨୪ରେ ସେଭଳି ବିଦାୟ ନେବ। ପିଡିଏର ଏକତା ଅର୍ଥାତ ପଛୁଆ, ଦଳିତ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକତା ଭାଜପା ମିଳିତ…
ରାଜସ୍ଥାନରେ ଏଏପିର ନିର୍ବାଚନୀ ଶଙ୍ଖନାଦ: ଦେଶରେ ଗଣତନ୍ତ୍ର ଶେଷ ହେବାରେ ଲାଗିଛି କହିଲେ କେଜରିଓ୍ବାଲ…
ଜୟପୁର,୧୮।୬ : ରବିବାର ରାଜସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପଞ୍ଜାବର ସିଏମ ଭଗଓ୍ବନ୍ତ ମନ ନିର୍ବାଚନୀ ଶଙ୍ଖନାଦ ଆରମ୍ଭ କରିଛନ୍ତି। ଏଏପିର ଉଭୟ ନେତା ରାଜ୍ୟର ଶ୍ରୀ ଗଙ୍ଗନଗରରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ବିଦ୍ୟୁତ, ପାନୀୟ ଜଳ,…
କଂଗ୍ରେସ ସହ ମେଣ୍ଟ ହେଲେ ବି ରାଜସ୍ଥାନ, ମଧ୍ୟ ପ୍ରଦେଶରେ ନିର୍ବାଚନ ଲଢିବ ଏଏପି!
ନୂଆଦିଲ୍ଲୀ,୧୮।୬: ତିନି ଦିନ ପୂର୍ବେ, ଜୁନ ୧୫ରେ, ଆମ ଆଦମୀ ପାର୍ଟିର ଜାତୀୟ ମୁଖପାତ୍ର ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ସୌରଭ ଭରଦ୍ୱାଜ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ ଯଦି ବିରୋଧୀ ଦଳ ଏକଜୁଟ ନ ହୁଅନ୍ତି, ତେବେ…
ଡିଏମକେ ନେତାଙ୍କ ବିବାଦୀୟ ମନ୍ତବ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିଲେ ଖୁସବୁ ସୁନ୍ଦର, କହିଲେ ଏହା ଆପଣଙ୍କ ଅପମାନ…
ଚେନ୍ନାଇ୧୮।୬ : ତାମିଲନାଡୁ ଭାଜପା ନେତା ଖୁସବୁ ସୁନ୍ଦର ଡିଏମକେକୁ ଟାର୍ଗେଟ କରିଛନ୍ତି। ବାସ୍ତବରେ ଜଣେ ଡିଏମକେ ନେତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଡିଏମକେ ନେତା ଖୁସବୁ ସୁନ୍ଦରଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହା…
ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନୀରବ, ଶାନ୍ତି ପାଇଁ ଅପିଲ କେବେ ହେବ: ଜୟରାମ ରମେଶ…
ନୂଆଦିଲ୍ଲୀ,୧୮।୬ : ମଣିପୁରରେ ଚାଲିଥିବା ହିଂସା ବିଷୟରେ ଉଲ୍ଲେଖ କରି ବିରୋଧୀଦଳ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରବିବାର କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସର ସାଧାରଣ ସଚିବ ଜୟରାମ ରମେଶ କହିଛନ୍ତି ବିପର୍ଯ୍ୟୟ ପରିଚାଳନାରେ ଭାରତର ମହାନ ସାମର୍ଥ୍ୟ ପାଇଁ ପ୍ରଧାନମନ୍ତ୍ରୀ…
ବହୁତ ହେଲା ମନ୍ କି ବାତ୍, ଏବେ ମଣିପୁର ପ୍ରସଙ୍ଗରେ କଥା ହେବାର ସମୟ: ଟିଏମସି…
କୋଲକାତା,୧୮।୬ : ରବିବାର ମଣିପୁରରେ ଚାଲିଥିବା ହିଂସା ବିଷୟରେ ଉଲ୍ଲେଖ କରି ବିରୋଧୀଦଳ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଟିଏମସି ଏମପି ମହୁଆ ମୋଇତ୍ର ଟୁଇଟ କରି କହିଛନ୍ତି, ମନ କି ବାତ ବହୁତ ହେଲା। ବର୍ତ୍ତମାନ…
ମଣିପୁର ହିଂସା: ଶାନ୍ତି ପାଇଁ ଏକ ମଶାଲ ନେଇ ଏକଜୁଟ ହେଲେ ମହିଳା…
ଇମ୍ଫାଲ,୧୮।୬ : ମଣିପୁରରେ ହିଂସା ଜାରି ରହିଛି। ସାଧାରଣ ନାଗରିକ ଏହି କାରଣରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟରେ ଶାନ୍ତି ଆଣିବା ପାଇଁ ମହିଳାମାନେ ଆଗେଇ ଆସିଛନ୍ତି। ରାଜ୍ୟରେ ହୋଇଥିବା ହିଂସାକୁ ନିନ୍ଦା କରିବା ପାଇଁ ଶନିବାର ରାତିରେ ବିଭିନ୍ନ ଜିଲାରେ…
ଦୈନିକ ସଂକ୍ରମଣ ୮୮…
ନୂଆଦିଲ୍ଲୀ, ୧୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…
ଉଦ୍ଧବ ଠାକରେଙ୍କୁ ବଡ ଝଟକା, ଶିନ୍ଦେ ଗ୍ରୁପରେ ସାମିଲ ହେବେ ମନିଷା କାୟଂଦେ
ମୁମ୍ବାଇ,୧୮।୬: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା(ୟୁବିଟି) ନେତା ଉଦ୍ଧବ ଠାକରେଙ୍କୁ ବଡ ଝଟକା ଲାଗିଛି। ଏହି ଝଟ୍କା ଏକନାଥ ଶିନ୍ଦେ ଗ୍ରୁପ ହିଁ ଦେଇଛନ୍ତି। ମହାରାଷ୍ଟ୍ର ବିଧାନପରିଷଦର ସଦସ୍ୟ(ଏମଏଲସି)ମନିଷା କାୟଂଦେ ଉଦ୍ଧବ ଠାକରେଙ୍କ ହାତ ଛାଡି ଦେଇଛନ୍ତି। ସେ ରବିବାର…
ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ
ନୂଆଦିଲ୍ଲୀ,୧୮ା୬: ରବିବାର ପୂର୍ବାହ୍ନରେ ଜେଇଇ ଆଡଭାନ୍ସ-୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉଭୟ ପ୍ରଥମ ଓ ଦ୍ବିତୀୟ ପେପରରେ ମୋଟ୍ ୧ ଲକ୍ଷ ୮୦ ହଜାର ୩୭୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୪୩ ହଜାର ୩୭୩ ଜଣ ପାସ୍ କରିଛନ୍ତି।…
କୁମ୍ଭ ମେଳା ପାଇଁ ଚାଲିବ ୮ଶହରୁ ଅଧିକ ସ୍ପେଶାଲ ଟ୍ରେନ
ନୂଆଦିଲ୍ଲୀ,୧୮।୬: କୁମ୍ଭମେଳା ପାଇଁ ରେଲଓ୍ବେର ପ୍ରସ୍ତୁତି ବର୍ତ୍ତମାନଠାରୁ ଆରମ୍ଭ ହୋଇଛି। ଯାତ୍ରୀ ଆଣିବା ଏବଂ ନେବା ପାଇଁ ରେଲଓ୍ବେ ମଧ୍ୟ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ଯୋଜନା କରିଛି। ଦେଶର କୋଣ ଅନୁକୋଣରୁ କୁମ୍ଭମେଳାକୁ ଯାତ୍ରୀଙ୍କୁ ନେବା ପାଇଁ ୮୦୦ରୁ ଅଧିକ ସ୍ବତନ୍ତ୍ର…
ଆଦିପୁରୁଷ ଫିଲ୍ମକୁ ବ୍ୟାନ କରିବାକୁ ୟୁପିରେ ଉଠିଲା ଦାବି, ଯୋଗୀଙ୍କୁ ଚିଠି ଲେଖିଲା ଆରଏଲଡି
ଲକ୍ଷ୍ନୌ,୧୮।୬: ଉତ୍ତରପ୍ରଦେଶରେ ବଲିଉଡ ମୁଭି ‘ଆଦିପୁରୁଷ’ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ଲେଖିଛନ୍ତି। ରାଷ୍ଟ୍ରୀୟ ଲୋକ ଦଳ ଅର୍ଥାତ୍ ଆରଏଲଡି ରାଜ୍ୟ ସଭାପତି ବ୍ୟବସାୟ ରୋହିତ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ଏକ…

