ଜାତୀୟ

ମନ୍ଦିରରେ ଉଡିବ ହଳଦିଆ ପତାକା: ନିର୍ବାଚନ ପୂର୍ବରୁ ଗେହଲଟଙ୍କ ଘୋଷଣା

ଜୟପୁର,୨୫।୫: କର୍ନାଟକରେ ବିଜୟ ପରେ ଅନ୍ୟ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି। ବର୍ଷ ଶେଷରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବଡ଼ ଘୋଷଣା କରିଛନ୍ତି। ଗୁରୁ-ପୁଷ୍ପଙ୍କ…

କୁନୋ ଜାତୀୟ ଉଦ୍ୟାନରେ ଆଉ ୨ ଚିତା ଶାବକଙ୍କ ମୃତ୍ୟୁ

ଭୋପାଳ,୨୫।୫: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପ୍ରଥମ ଶାବକର ମୃତ୍ୟୁର କିଛି ଦିନ ପରେ ଗୁରୁବାର ଆଉ ଦୁଇ ଶାବକ ଚିତାଙ୍କର ମୃତ୍ୟୁ ଘଟିଛି। ଚିତା (ସିୟା) ଚଳିତ ବର୍ଷ ମାର୍ଚ୍ଚ ୨୪ରେ ଚାରିଟି ଛୁଆ ଜନ୍ମ କରିଥିଲା। ତିନି ଶାବକ…

ଅଳ୍ପକେ ବର୍ତ୍ତିଲା ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ୧୬୦ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ,୨୫।୫: ମାଙ୍ଗାଲୁରୁରୁ ଦୁବଇ ଯାଉଥିବା ଏକ ଇଣ୍ଡିାଗୋ ବିମାନରେ ପକ୍ଷୀ ମାଡ ହେବା ପରେ ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି। ମାଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦର(ଏମଆଇଏ)ର ରନଓ୍ବେରେ ଦୁବଇ ଯାଉଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନ ଯେତେବେଳେ…

ଭଗବନ୍ତ ମାନଙ୍କୁ ‘ଜେଡ୍‌ ପ୍ଲସ’ ସୁରକ୍ଷା

ଚଣ୍ଡିଗଡ,୨୫।୫: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସୁରକ୍ଷାକୁ କଡାକଡି କରାଯାଇଛି। ସୂଚନାନୁସାରେ, ଗୁରୁବାର ମୁଖ୍ୟମନ୍ତ୍ରୀ ମାନଙ୍କୁ ପୂରା ଭାରତରେ ସିଆରପିଏଫ୍‌ର ‘ଜେଡ୍‌ ପ୍ଲସ’ ସୁରକ୍ଷା ଯୋଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମାନଙ୍କ ପାଖରେ ପୂର୍ବରୁ ପଞ୍ଜାବ ପୋଲିସର ସୁରକ୍ଷା…

ନୂଆ ସଂସଦ ଭବନ ଉଦଘାଟନ ସମାରୋହରେ ଯୋଗଦେବେ ନାହିଁ ମାୟାବତି

ଲକ୍ଷ୍ନୌ,୨୫।୫: ନୂଆ ସଂସଦ ଭବନର ଉଦଘାଟନ ୨୮ ମେ’ ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବାକୁ ଯାଉଛନ୍ତି। ମୋଦିଙ୍କ ଦ୍ୱାରା ଏହା ଉଦଘାଟନ କରାଯାଉଥିବାରୁ ପ୍ରାୟ ସମସ୍ତ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି। ବିରୋଧୀ ବାଦି କରୁଛନ୍ତି କି ନୂଆ…

ସୁପ୍ରିମକୋର୍ଟରେ ପହଞ୍ଚିଲା ନୂଆ ସଂସଦ ଭବନର ଉଦ୍‌ଘାଟନୀ ମାମଲା

ନୂଆଦିଲ୍ଲୀ,୨୫।୫: ନୂତନ ସଂସଦ ଭବନର ଉଦ୍‌ଘାଟନ ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରାଯାଇଛି। ପିଟିସନରେ ଲୋକ ସଭା ସଚିବାଳୟ ଏବଂ ଭାରତ ସରକାରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଦ୍‌ଘାଟନ କରିବାକୁ ନିର୍ଦ୍ଦେଶ ଦେବାକୁ ଦାବି…

ଶରଦ ପାୱାରଙ୍କୁ ଭେଟିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ, ୨୫।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଗୁରୁବାର ମୁମ୍ବାଇରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ବରିଷ୍ଠ ଏନସିପି ନେତା ଓ୍ବାଇ.ବି ଚାବନ, ଅଜିତ ପାୱାର, ଛଗନ ଭୁଜବଲ, ସୁନୀଲ ତଟକେରେ କେଜ୍‌ରିଓ୍ବାଲଙ୍କୁ ସ୍ବାଗତ କରିଥିଲେ। ତେବେ ଏହି ସାକ୍ଷାତରେ…

ଖାର୍ଗେଙ୍କ ଉପରେ ୧୦୦ କୋଟିର ମାନହାନି ମାମଲା: ସମନ ଜାରି କଲା କୋର୍ଟ

ନୂଆଦିଲ୍ଲୀ,୨୫।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଡୁଆ ବଢିପାରେ। ପଞ୍ଜାବର ସାଙ୍ଗରୁର ଜିଲା କୋର୍ଟର ଜଜ ରମଣଦୀପ କୌର ଅଭିଯୋଗକାରୀ ହିତେଶ ଭରଦ୍ୱାଜଙ୍କ ଅଭିଯୋଗ ଉପରେ ମଲ୍ଲିକାର୍ଜୁନ ଖାଗେର୍ର୍ଙ୍କୁ ସମନ ଜାରି କରିଛନ୍ତି। କୋର୍ଟ ଜୁଲାଇ ୧୦ରେ ଖାଗେର୍ର୍ଙ୍କୁ କୋର୍ଟରେ ହାଜର…

ଲୋକ ସଭା ନିର୍ବାଚନ ପୂର୍ବରୁ ପିକେଙ୍କ ବଡ ଘୋଷଣା, କହିଲେ କାହାର ବିଜୟ ପାଇଁ ଲଗାଇବେ ଶକ୍ତି

ନୂଆଦିଲ୍ଲୀ,୨୫।୫: ନିର୍ବାଚନର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର (ପିକେ) ଜନ ସୁରଜ ପଦଯାତ୍ରାରେ ଏବେ ବିହାରରେ ଗାଁକୁ ଗାଁ ଯାଉଛନ୍ତି। ବିହାରର ଲୋକଙ୍କ ସହ ମିଶିବା ଓ ସେମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରାରେ ଯାଉଛନ୍ତି। ଏମିତି ଭାବେ…

ଦିନଦୟାଲରୁ ଏଲଏନଜେପି ହସ୍ପିଟାଲ ସ୍ଥାନାନ୍ତର ହେଲେ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୨୫।୫: ଆମ ଆଦମୀ ପାର୍ଟି(ଏଏପି)ର ନେତା ତଥା ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ତିହାର ଜେଲରେ ସ୍ବାସ୍ଥ୍ୟ ବିଗିଡିଯିବା କାରଣରୁ ଗୁରୁବାର ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଛି। ପ୍ରଥମେ ତାଙ୍କୁ ଦିଲ୍ଲୀର ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲ ନିଆଯାଇଥିଲା ହେଲେ…

ଯୋଗୀ ସରକାରଙ୍କ ଏନକାଉଣ୍ଟର: ୬ ବର୍ଷରେ ୧୮୬…

ଲକ୍ଷ୍ନୌ,୨୫।୫ : ଉତ୍ତରପ୍ରଦେଶରେ ଏନକାଉଣ୍ଟର ସଂସ୍କୃତିକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ୨୦୧୭ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ଗତ ୬ ବର୍ଶରେ ରାଜ୍ୟରେ ମୋଟ ୧୮୬…

ଜ୍ୟୋତିରାଦିତ୍ୟଙ୍କ ଉପରେ ବର୍ଷିଲେ ଭାଜପା ସାଂସଦ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୫।୫: ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଥିବାବେଳେ ଅନ୍ୟ ରାଜ୍ୟଗୁଡିକର ବିଧାନସଭା ନିର୍ବାଚନ ମଧ୍ୟ ଆସୁଛି। ତେବେ ଏହି ସମୟରେ ବିରୋଧୀ ଏକଜୁଟ ହେଉଥିବା ବେଳେ ମଧ୍ୟପ୍ରଦେଶ ଭାଜପାରେ ଅନ୍ତକନ୍ଦଳ ପଦାରେ ପଡିଛି। ମଧ୍ୟପ୍ରଦେଶ କଂଗ୍ରେସ ଟ୍ବିଟରରେ ଏକ ଭିଡିଓ ସେୟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri