ଜାତୀୟ

‘୨୦୨୫ ସୁଦ୍ଧା ଟିବି ମୁକ୍ତ ହେବ ଭାରତ’ ‘ମନ କି ବାତ’ରେ ମୋଦି କହିଲେ ଲକ୍ଷ୍ୟ ବଡ ନିଶ୍ଚିତ ହେଲେ…

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଏଥର ଥିଲା ମନ କି ବାତ କାର୍ଯ୍ୟକ୍ରମର ୧୦୨ତମ ଅଧ୍ୟାୟ। ମନ କି ବାତ କାର୍ଯ୍ୟକ୍ରମ ମାସର ଶେଷ ରବିବାରରେ ଅନୁଷ୍ଠିତ…

ମରାଠଓ୍ବାଡାରେ ୫ ମାସରେ ୩୯୧ କୃଷକ କଲେଣି ଆତ୍ମହତ୍ୟା

ମୁମ୍ବାଇ,୧୮।୬: ମହାରାଷ୍ଟ୍ରର ମରାଠୱାଡା ଠାରେ କୃଷକ ଆତ୍ମହତ୍ୟା ଥମିବାର ନାଁ ନେଉନାହିଁ। ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଆକଳନ ସାମ୍ନାକୁ ଆସିଛି , ଯେ ହାରାହାରି ତିନିଜଣ କୃଷକ ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି।ଗତ ପାଞ୍ଚ ମାସ ମଧ୍ୟରେ ମରାଠୱାଡାରେ ୩୯୧କୃଷକ ଆତ୍ମହତ୍ୟା କରିଛନ୍ତି।…

ଧର୍ମର ମାର୍କେଟିଂ କରି କଂଗ୍ରେସକୁ ବଦନାମ କରିବାକୁ ଚାହୁଁଛି ଭାଜପା: ଗେହଲଟ

ଜୟପୁର,୧୮।୬ : ଧର୍ମ ନାମରେ ଭାଜପା ରାଜନୀତି କରୁଛି ବୋଲି କହି ଟାର୍ଗେଟ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେ କହିଛନ୍ତି, ଭାଜପା ଜାତି ଓ ଧର୍ମକୁ ବ୍ୟବହାର କରି ମାର୍କେଟିଂ ଦ୍ୱାରା କଂଗ୍ରେସକୁ ବଦନାମ କରିବାକୁ ଚେଷ୍ଟା…

ଆଜି ପ୍ରଚାରିତ ହେବ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ, ବିଶେଷ କାରଣ ପାଇଁ ଗୋଟିଏ ସପ୍ତାହ ପୂର୍ବରୁ ହେବ ପ୍ରଚାରିତ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ୧୮ ଜୁନରେ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ଜୁନ ୧୮ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ମୋଦିଙ୍କ ଏହି କାର୍ଯ୍ୟକ୍ରମର ଏହା ହେଉଛି ୧୦୨ ତମ ଅଧ୍ୟାୟ। ପ୍ରତିଥର…

ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଲେ ୧୦ ବିରୋଧୀ ଦଳ

ନୂଆଦିଲ୍ଲୀ, ୧୮।୬: ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦୀର୍ଘଦିନ ହେଲା ହିଂସାକାଣ୍ଡ ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ ଆଦୌ ମୁହଁ ଖୋଲୁନାହାନ୍ତି। ମୋଦିଙ୍କ ନୀରବତାକୁ ନେଇ କଂଗ୍ରେସ ସମେତ ମଣିପୁରର ୧୦ ସମଭାବାପନ୍ନ ବିରୋଧୀ ଦଳ ଶନିବାର ପ୍ରଶ୍ନ…

ସୁପ୍ରିମକୋର୍ଟ ଗଲେ ମମତା

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏବଂ ଭାଜପା ମଧ୍ୟରେ କ୍ଷମତା ପାଇଁ ଲଢ଼େଇ ଜାରି ରହିଥିବାବେଳେ ଜୁଲାଇ ୮ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ବ୍ୟାପକ ହିଂସାକୁ ଦୃଷ୍ଟିରେ ରଖି ନିର୍ବାଚନ ବେଳେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ…

ଯୋଗ ଦିବସରେ ସାମିଲ ହେବେ ୧୮୦ରୁ ଅଧିକ ଦେଶ, ମୋଦି ନେବେ ନେତୃତ୍ୱ…

ନୂଆଦିଲ୍ଲୀ,୧୭।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜୁନ ୨୧ରେ ଆୟୋଜିତ ହେବାକୁ ଥିବା ଯୋଗ ଦିବସରେ ପୃଥିବପୀର ୧୮୦ରୁ ଅଧିକ ଦେଶ ଅଂଶଗ୍ରହଣ କରିବେ। ବିଭିନ୍ନ ଦେଶର ରାଜନେତା, ଶିକ୍ଷାବିତ୍‌, କଳାକାର, ଶିଳ୍ପପତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର…

ବିରୋଧୀ ଏକଜୁଟ କହି ଦୁର୍ନୀତିଗ୍ରସ୍ତ,ବଂଶବାଦୀ ଦଳଙ୍କୁ ମିଳିତ କରୁଛନ୍ତି ନୀତୀଶ: ସୁଶୀଲ ମୋଦି…

ପାଟନା,୧୭।୬ : ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଭାଜପାର ରାଜ୍ୟସଭା ଏମପି ସୁଶୀଲ ମୋଦି ପୁଣି ଥରେ ବିରୋଧୀ ଏକତା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସୁଶୀଲ ମୋଦି କହିଛନ୍ତି ବିରୋଧୀ ଏକତା ନାମରେ ଦୁର୍ନୀତିଗ୍ରସ୍ତ ବଂଶବାଦୀ…

ମାସେ ପରେ ଚୋରି କରିଥିବା ସାଇକେଲ ଫେରାଇଲେ ଶିଶୁ, ଚିଠିରେ ଲେଖିରେ ‘ଆ ଆମ ସରି’…

ଭାଗଲପୁର,୧୭।୬ : କୁହାଯାଏ ଛୋଟ ପିଲାମାନଙ୍କ ନୀରିହ ମନରେ ମିଥ୍ୟା ପ୍ରବେଶ କରି ନ ଥାଏ। ସେମାନେ ସତ୍ୟ ହିଁ କହିଥାନ୍ତି। ସେମାନଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ନ ଥାଏ। ସମସ୍ତେ ପିଲାମାନଙ୍କର ସଚ୍ଚୋଟତା ଏବଂ ସତ୍ୟତା ଉପରେ ବିଶ୍ୱାସ କରନ୍ତି।…

ଶିବସେନା ବନାମ ଶିବସେନା: ମୁମ୍ବାଇର ଦୁଇଟି ସ୍ଥାନରେ ପ୍ରତିଷ୍ଠା ଦିବସ ଆୟୋଜନ ପାଇଁ କରାଯାଉଛି ପ୍ରସ୍ତୁତି

ମୁମ୍ବାଇ,୧୭।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉଦ୍ଧବ ଠାକୁରଙ୍କ ଦଳ ଜୁନ ୧୯ରେ ମୁମ୍ବାଇର ଦୁଇଟି ଭିନ୍ନ ସ୍ଥାନରେ ଶିବସେନାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ, ପ୍ରତିଷ୍ଠାତା ସ୍ବର୍ଗତ ବାଲ ଠାକରେଙ୍କ ରାଜନୀତି (ଆଦର୍ଶ)ର…

ଯୁବତୀଙ୍କୁ ହାତଗୋଡ଼ ବାନ୍ଧି ହତ୍ୟା

ପାଟନା,୧୭ା୬: ବିହାରର ଗୋପାଳଗଞ୍ଜରେ ଅପରାଧୀମାନେ ଜଣେ ଯୁବତୀଙ୍କୁ ହାତଗୋଡ଼ ବାନ୍ଧି ହତ୍ୟା କରିଛନ୍ତି। ଏହି ଘଟଣା ପରେ ଯୁବତୀଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଅପରାଧୀମାନେ ତାଙ୍କ ମୁହଁକୁ ଏସିଡ୍‌ରେ ପୋଡ଼ି ଦେଇଛନ୍ତି। ମହମ୍ମଦପୁର ଥାନା ଅନ୍ତର୍ଗତ ପାକଡ଼ି ଏବଂ ସୁପୌଲି ଗ୍ରାମ…

ବିବାଦରେ ନୂଆ ମୋଡ଼: ଆମ୍ବେଡକରଙ୍କ ନାତି ଔରେଙ୍ଗଜେବଙ୍କ ସମାଧିସ୍ଥଳରେ ପହଞ୍ଚିଲେ, ଦେଲେ ଶ୍ରଦ୍ଧାଞ୍ଜଳି…

ମୁମ୍ବାଇ,୧୭।୬ : ସମ୍ବିଧାନ ନିର୍ମାତା ବାବାସାହେବ ଆମ୍ବେଡକରଙ୍କ ନାତି, ବଞ୍ଚିତ ବହୁଜନ ଆଘାଡିର ସଭାପତି ତଥା ଉଦ୍ଧବ ଠାକରେଙ୍କ ଶିବସେନାର ସହଯୋଗୀ ପ୍ରକାଶ ଆମ୍ବେଡକର ଶନିବାର ନିଷ୍ଠୁର ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମାଧିସ୍ଥଳରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ପରେ ଔରଙ୍ଗଜେବଙ୍କ କବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?