ଜାତୀୟ

ନିର୍ବାଚନୀ ହିଂସା: ସର୍ବାଧିକ ଦଙ୍ଗାଗ୍ରସ୍ତ ୧୭୬୭ ଆସନରେ ଟିଏମସିର ନିର୍ବିରୋଧ ବିଜୟ…

କୋଲକାତା,୨୪।୬ : ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ବଢ଼ିବାରେ ଲାଗିଛି। ହିଂସା ମାଧ୍ୟମରେ କ୍ଷମତା ହାସଲ କରିବା ବଙ୍ଗଳାର ପରମ୍ପରା ପାଲଟିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଏହା ନୁହେଁ ଯେ ବର୍ତ୍ତମାନର ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ସମୟରେ ହିଂସା…

କେଦାରନାଥ ମନ୍ଦିରରୁ ୨୩କିଲୋ ସୁନା ଚୋରି ହୋଇଯାଇଥିବା ଅଭିଯୋଗ

ଡେରାଡୁନ,୨୪।୬:କେଦାରନାଥ ମନ୍ଦିରରୁ ସୁନା ଚୋରି ହୋଇଯିବା ଘଟଣା ସାମ୍ନାକୁ ଅରସିଛି। ମନ୍ଦିରକୁ ଦାନ କରାଯାଇଥିବା ୨୩.୭୮ କିଲୋଗ୍ରାମ ସୁନା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି କେଦାରନାଥ ଧାମର ପୁରୋହିତ ଏବଂ ଚାରିଧାମ ମହାପଞ୍ଚାୟତର ଉପାଧ୍ୟକ୍ଷ ସାନ୍ତୋଷ ତ୍ରିବେଦୀ। ଏହି ସୁନାକୁ ମୁମ୍ବାଇର…

ବାଲାସାହେବଙ୍କୁ କରାଯାଇଛି ଅପମାନିତ: ଫଡନାଭିସ…

ମୁମ୍ବାଇ,୨୪।୬ : ଭାରତୀୟ ଜନତା ପାର୍ଟି (ଭାଜପା)ଉଦ୍ଧବ ଠାକରେଙ୍କ ବିରୋଧରେ ସେ ବାଲାସାହେବ ଠାକରେଙ୍କୁ ଅପମାନିତ କରିଥିବା ଅଭିଯୋଗ କରାଯାଇଛି। ଭାଜପାକୁ ପରାସ୍ତ କରିବାକୁ ଉଦ୍ଧବ ଠାକରେ କେଉଁମାନଙ୍କ ପାଖରେ ବସିଛନ୍ତି ତାହା ଭୁଲି ଯାଇଛନ୍ତି ବୋଲି ଭାଜପା ଅକ୍ଷେପ କରିଛି।…

ପୂର୍ବ ଇମ୍ଫାଲ ନେତା ଏଲ ସୁନୀନ୍ଦ୍ରଙ୍କ ଗୋଦାମ ଜାଳିଦେଲେ ଦଙ୍ଗାକାରୀ

ଇମ୍ଫାଲ,୨୪।୬: ମଣିପୁର ହିଂସା ଦିନକୁ ଦିନ ବଢିବାରେ ଲାଗିଛି। ଏତେଦିନ ଧରି ରାଜ୍ୟ ଜଳୁଥିବାରୁ ଏହା କେନ୍ଦ୍ରର ଅପାରଗତାକୁ ସ୍ପଷ୍ଟ ଦର୍ଶାଇଛି। ହିଂସା ଯୋଗୁ ୧୦୦ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ବହୁ ଲୋକ କ୍ଷତିଗ୍ରସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟ ମହିଳା…

ୟୁନିସେଫ୍‌ ରିପୋର୍ଟ: ବିସ୍ଥାପନ ଯୋଗୁ ବିଶ୍ୱରେ ୪କୋଟି ଶିଶୁଙ୍କୁ ଛାଡିବାକୁ ପଡିଛି ଘର

ନୂଆଦିଲ୍ଲୀ,୨୪।୬: ୟୁନିସେଫ୍‌ ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ ୨୦୨୨ମସିହାରେ ୪୩.୩କୋଟି ଶିଶୁଙ୍କୁ ବାଧ୍ୟତାମୂଳକ ବିସ୍ଥାପନର ଶିକାର ହେବାକୁ ପଡିଥିଲା। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଜବରଦସ୍ତ ବିସ୍ଥାପିତ କରାଯାଇଥିବା ଶିଶୁଙ୍କ ସଂଖ୍ୟା ଗତ ଦଶନ୍ଧି ମଧ୍ୟରେ ଦ୍ୱିଗୁଣିତ ହୋଇଛି।…

ପରିବାରର ୫ ଜଣଙ୍କୁ ହତ୍ୟା କରିବା ପରେ ନିଜେ କଲେ ଆତ୍ମହତ୍ୟା

ଲକ୍ଷ୍ନୌ,୨୪।୬: ଉତ୍ତରପ୍ରଦେଶରେ ମେନପୁରୀ ଜିନପଦର ପୋଲିସ ଷ୍ଟେଶନ କିଶନି ଅଞ୍ଚଳରେ ପରିବାରର ୫ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ବଡ଼ ଭାଇ। ଏହି ଘଟଣା ଘଟାଇବା ପରେ ବ୍ୟକ୍ତି ଜଣଙ୍କ ମଧ୍ୟ ନିଜକୁ ଗୁଳି କରିଦେଇଥିବା ଜଣାପଡିଛି। ତେବେ…

ଶ୍ରୀନଗରରେ ‘ବଳିଦାନ ସ୍ତମ୍ଭ’ର ଶିଳାନ୍ୟାସ କଲେ ଶାହା

ଶ୍ରୀନଗର,୨୪।୬: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ଶ୍ରୀନଗରର ମଝିରେ ଥିବା ପ୍ରତାପ ପାର୍କରେ ‘ବଳିଦାନ ସ୍ତମ୍ଭ’(ଶହୀଦଙ୍କ ସ୍ମାରକ)ର ଶିଳାନ୍ୟାସ କରିଛନ୍ତି। ଅଧିକାରୀ କହିଛନ୍ତି, ଶାହା ଜମ୍ମୁ-କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ସହ ଶ୍ରୀନଗର ସହରର ବ୍ୟବସାୟିକ କେନ୍ଦ୍ର…

ଗୁଗୁଲର ଭାରତକୁ ଉପହାର: ଏହି ସହରରେ ଖୋଲିବ ଗ୍ଲୋବାଲ ଫିଣ୍ଟେକ ଅପରେଶନ ସେଣ୍ଟର

ନୂଆଦିଲ୍ଲୀ,୨୪।୬: ବହୁରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନୀ ଗୁଗୁଲ ଗୁଜରାଟର ଅନ୍ତର୍ଜାତୀୟ ଫାଇନାନ୍ସ ଟେକ(ଗିଫ୍ଟ) ସିଟିରେ ଏହାର ଗ୍ଲୋବାଲ ଫିଣ୍ଟେକ ଅପରେଶନ ସେଣ୍ଟର ପ୍ରତିଷ୍ଠା କରିବ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏହି ଘୋଷଣା କରିଛନ୍ତି।…

‘ଇଡି, ସିବିଆଇକୁ ନେଇ ଭୟଭୀତ ହେବାର ଆବଶ୍ୟକ ନାହିଁ, ୨୦୨୪ରେ ଭାଜପାର ପରାଜୟ ନିଶ୍ଚିତ’

ଶ୍ରୀନଗର ୨୪।୬: ୨୦୨୪ ଲୋକ ସଭା ନିର୍ବାଚନ ଏବଂ ବିରୋଧୀ ଏକତାକୁ ନେଇ ସାରା ଦେଶରେ ଚାଲିଥିବା ରାଜନୈତିକ ଉଷ୍ମତା ମଧ୍ୟରେ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ପୁଣି ଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍‌ କରିଛନ୍ତି,…

ତଲାକ ପରେ କ୍ଷତିପୂରଣ ମାଗିପାରିବେ ମୁସଲିମ ମହିଳା: ବମ୍ବେ ହାଇକୋର୍ଟ

ମୁମ୍ବାଇ,୨୪।୬:ଏଣିକି ମୁସଲମାନ ମହିଳା ତଲାକ ପରେ ସ୍ବାମୀଙ୍କୁ କ୍ଷତିପୂରଣ ମାଗିପାରିବେ। ଏନେଇ ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଜଷ୍ଟିସ ଜିଏ ସାନପଙ୍କ ବେଞ୍ଚ ଗୁଜୁରାଣ ମେଣ୍ଟାଇବା ପାଇଁ କ୍ଷତିପୂରଣ ବୃଦ୍ଧିକ କରିବାକୁ ସେସନ କୋର୍ଟରେ ମହିଳାଙ୍କ…

ଆମେରିକା ଗସ୍ତ ଶେଷ କରିବା ପରେ ଏକ ସ୍ବତନ୍ତ୍ର ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ଓ୍ବାଶିଟନ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଆମେରିକାର ରାଜକୀୟ ଗସ୍ତ ଶେଷ କରିବା ପରେ ଇଜିପ୍ଟ ଅଭିମୁଖେ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ଅନେକ କ୍ଷେତ୍ରରେଐତିହାସିକ ଥିଲା। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଯାତ୍ରା ଶେଷରେ ଏକ ସ୍ବତନ୍ତ୍ର ଟୁଇଟ ମଧ୍ୟ…

ଦୁର୍ଲଭ ପ୍ରଜାତିର ୬,୮୫୦ଜୀବନ୍ତ କଇଁଛ ଜବତ,୨ଗିରଫ

ଚେନ୍ନାଇ,୨୪।୬:ତାମିଲନାଡୁର ତିରୁଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଲଭ ପ୍ରଜାତିର କଇଁଛ ନେଇଯାଉଥିବାବେଳେ ଦୁଇ ଜଣଙ୍କୁ ଗିରଫ କରି ପୋଲିସ। କଷ୍ଟମ ଏୟାର ଇଣ୍ଟେଲିଜେନ୍ସ ୟୁନିଟର ଅଧିକାରୀମାନେ ୬,୮୫୦ ଜୀବନ୍ତ ରେଡ୍‌ ଇୟର ସ୍ଲାଇଡର୍‌ ନାମକ ପ୍ରଜାତିର କଇଁଛକୁ ଅଭିଯୁକ୍ତଙ୍କ ଠାରୁ ଜବତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?