ଜାତୀୟ

ଓଓ୍ବାଇସିଙ୍କ ରାଲିରେ ‘ଔରଙ୍ଗଜେବ ଅମର ରହେ’ ସ୍ଲୋଗାନକୁ ନେଇ ବିବାଦ

ମୁମ୍ବାଇ,୨୫।୬: ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଲ ଇଣ୍ଡିଆ ମଜଲିସ-ଏ-ଇନ୍ତେହାଦୁଲ ମୁସଲିମ(ଏଆଇଏମଆଇଏମ)ର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସିଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ମହାରାଷ୍ଟ୍ରର ବୁଲଡାନାରେ ଓଓ୍ବାଇସିଙ୍କ ରାଲିରେ ‘ଔରଙ୍ଗଜେବ ଅମର ରହେ’ ସ୍ଲୋଗାନ ଦିଆଯାଇଥିଲା, ଯାହାକୁ ନେଇ ଏବେ…

‘ଡାର୍କ ପେଜ ଅଫ ଡେମୋକ୍ରେସିି’,ଏମରଜେନ୍ସିକୁ ନେଇ ମୋଦିଙ୍କ ଟୁଇଟ

ନୂଆଦିଲଲ୍ଲୀ,୨୫।୬: ଇତିହାସରେ ଲିପିବଦ୍ଧ ୨୫ ଜୁନ ୧୯୭୫ର ସେହି ଦିନ, ଯେତେବେଳେ ଦେଶରେ ଏମରଜେନ୍ସି ଲାଗୁ କରାଯାଇଥିଲା। ରବିବାର ଅର୍ଥାତ୍‌ ୨୫ ଜୁନକୁ ଏମରଜେନ୍ସିକୁ ୪୮ ବର୍ଷ ବିତିଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମରଜେନ୍ସିର ବର୍ଷ ପୂର୍ତ୍ତି ଅବସରରେ…

ଇନ୍ଦିରା ଗାନ୍ଧୀଙ୍କୁ ହିଟଲରଙ୍କ ସହ ତୁଳନା କଲା‘ପଞ୍ଚଜନ୍ୟ’

ନୂଆଦିଲ୍ଲୀ,୨୫।୬: ଆରଏସଏସର ବିଚାରଧାରାରେ ପ୍ରେରିତ ପତ୍ରିକା ‘ପଞ୍ଚଜନ୍ୟ’ ଦେଶରେ ଲାଗୁ କରାଯାଇଥିବା ଏମରଜେନ୍ସିର ବାର୍ଷିକୀ ଅବସରରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲରଙ୍କ ସହ କରିଛି। ଏହାର କଭର ପେଜରରେ ଇନ୍ଦିରା ଗାନ୍ଧୀ ଓ ହିଟଲରଙ୍କ…

ବିରୋଧୀ ଏକତାକୁ ଏଏପିର ନୂଆ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୫।୬: ଦିଲ୍ଲୀରେ କେନ୍ଦ୍ରର ଅଧ୍ୟାଦେଶ ବିରୁଦ୍ଧରେ ବିରୋଧୀ ଦଳର ସମର୍ଥନ ଲୋଡିଥିବା ଆମ ଆଦମୀ ପାର୍ଟି(ଏଏପି) କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି। ଦଳ କହିଛି ଯେ ରାହୁଲ ଗାନ୍ଧୀଙ୍କୁ ତୃତୀୟ ଥର ପାଇଁ ନେତା ଭାବରେ ପ୍ରୋଜେକ୍ଟ…

ଆସାମ ବନ୍ୟାରେ ୩ ମୃତ

ଗୁଆହାଟୀ, ୨୫।୬: ଆସାମରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଜଳ କମୁନାହିଁ। ୧୫ ଜିଲାର ୫ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବାବେଳେ ଏବେ ମଧ୍ୟ ପାଖାପଖି ୪ ଲକ୍ଷ ପାଣି ଘେରରେ ରହିଛନ୍ତି। ଅଦ୍ୟାବଧି ୩ ଜଣଙ୍କ ମୃତ୍ୟୁ…

ଚପଲ ଖୋଲିବାକୁ କହିବାରୁ ଆଟେଣ୍ଡାଣ୍ଟଙ୍କୁ ଅର୍ଦ୍ଧନଗ୍ନ କଲେ

ରାଞ୍ଚି,୨୫।୬: ଡିଭିଜନାଲ ରେଲ୍‌ଓ୍ବେ ମ୍ୟାନେଜର (ଡିଆର୍‌ଏମ୍‌)ଙ୍କ ସ୍ତ୍ରୀଙ୍କୁ ଚପଲ ଖୋଲିବାକୁ କହି ଝାଡଖଣ୍ଡ ଧନବାଦ ମଣ୍ଡଳ ରେଳ ହସ୍ପିଟାଲ ଆଟେଣ୍ଡାଣ୍ଟ ବସନ୍ତ ଉପାଧ୍ୟାୟଙ୍କୁ ହଟହଟା ହେବାକୁ ପଡ଼ିଛି। ଗୁରୁବାର ଡିଆର୍‌ଏମ୍‌ ଆଶିଷ ଝା’ଙ୍କ ସ୍ତ୍ରୀ ଚେକ୍‌ଅପ୍‌ ପାଇଁ ଡାକ୍ତରଙ୍କ ନିକଟକୁ ଯାଇଥିଲେ…

ମଣିପୁରକୁ କଶ୍ମୀର କରିବାକୁ ଚାହୁଁଛି କେନ୍ଦ୍ର

ନୂଆଦିଲ୍ଲୀ, ୨୫।୬: ମଣିପୁର ସ୍ଥିତିକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ଦ୍ୱାରା ମଣିପୁରରେ ଶାନ୍ତି ସ୍ଥାପନ ସମ୍ଭବ ନୁହେଁ। ପ୍ରଧାନମନ୍ତ୍ରୀ ତୁରନ୍ତ ତାଙ୍କୁ ବହିଷ୍କାର କରନ୍ତୁ…

ବିରୋଧୀ ଏକତାରେ ୨୦୨୪ରେ ବହୁମତ ଆସିଲେ ରାହୁଲ ହେବେ ପ୍ରଧାନମନ୍ତ୍ରୀ: ଭୂପେଶ ବଘେଲ…

ରାୟପୁର,୨୪।୬ : ଦେଶରେ ଭାଜପା ବିରୋଧରେ ବିରୋଧୀ ଏକତା ନେଇ ଉଦ୍ୟମ ଜାରି ରହିଛି। ଏପରିସ୍ଥଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଶନିବାର ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଭୂପେଶ କହିଛନ୍ତି ବିରୋଧୀ ଏକତାରେ ୨୦୨୪ ବହୁମତ ଆସିଲେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ…

ହେମନ୍ତ ସୋରେନ ଜଣେ ‘ମିଥ୍ୟା ମକଦମା ମନ୍ତ୍ରୀ’: ବାବୁଲାଲ ମରାଣ୍ଡି…

ରାଞ୍ଚି,୨୪।୬ : ବିରୋଧୀ ଦଳର ବୈଠକରେ ଯୋଗ ଦେଇଥିବାରୁ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ହେମନ୍ତ ସୋରେନଙ୍କୁ ‘ମିଥ୍ୟା ମକଦମା ମନ୍ତ୍ରୀ’ ବୋଲି କହିଛନ୍ତି। ବାବୁଲାଲ ମାରାଣ୍ଡି ଟୁଇଟ କରି…

ହୃଦୟ ନ ମିଶୁ କିନ୍ତୁ ହାତ ମିଳାଇଛନ୍ତି ବିରୋଧୀ: ସୁଶୀଲ ମୋଦି…

ପାଟନା,୨୪।୬ : ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ରାଜ୍ୟସଭା ଏମପି ସୁଶୀଲ କୁମାର ମୋଦି କହିଛନ୍ତି ବିହାରରେ ମହାମେଣ୍ଟ ଗଠନ ପରେ ରାଜ୍ୟରେ ୩ ଟି ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗୋପାଳଗଞ୍ଜ ଏବଂ କୁଦାନୀରେ ଭାଜପା ଜିତିଛି ଏବଂ ମୋକାମାରେ…

ବିରୋଧୀ ମିଳିତ ନ ହେଲେ ୨୦୨୪ ଲୋକସଭା ନିର୍ବାଚନ ହେବ ଶେଷ ନିର୍ବାଚନ: ସଞ୍ଜୟ ରାଉତ…

ମୁମ୍ବାଇ,୨୪।୬ : ବିହାରର ରାଜଧାନୀ ପାଟନାରେ ଶୁକ୍ରବାର ପ୍ରାୟ ଚାରି ଘଣ୍ଟା ଧରି ବିରୋଧୀ ଦଳର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୧୭ ଟି ବିରୋଧୀ ଦଳର ଭେଟେରାନ ନେତାମାନେ ଅଂଶଗ୍ରହଣ କରିଥିଲେ। ଲୋକସଭା ନିର୍ବାଚନରେ ଭାଜପା ବିରୋଧରେ…

ମୋଦି-ମୋଦି ସ୍ଲୋଗାନରେ କମ୍ପିଲା ଇଜିପ୍ଟ, ବଲିଉଡ୍‌ ଗୀତ ଗାଇ ଜଣାଇଲେ ସ୍ବାଗତ

କାଇରୋ/ନୂଆଦିଲ୍ଲୀ,୨୪ା୬: ଦୁଇଦିନିଆ ବିଦେଶ ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଜିପ୍ଟର ରାଜଧାନୀ କାଇରୋରେ ପହଞ୍ଚିଛନ୍ତି। ଇଜିପ୍ଟର ପ୍ରଧାନମନ୍ତ୍ରୀ ମୁସ୍ତାଫା ମାଡବୋଲି ବିମାନବନ୍ଦରରେ ମୋଦିଙ୍କୁ ସ୍ବାଗତ ଜଣାଇଥିଲେ। ଏହି ସମୟରେ ମୋଦିଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?