ଜାତୀୟ

ପୁଣି ଭୁଶୁଡିଲା ଏକ ନିର୍ମାଣାଧୀନ ପୋଲ, ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ଉଠିଲା ପ୍ରଶ୍ନ…

ପାଟନା,୨୪।୬ : ବିହାରରେ ଭାଗଲପୁରର ଗଙ୍ଗା ନଦୀ ଉପରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ଘଟଣା ନେଇ ରାଜନିତି ଥଣ୍ଡା ହୋଇ ନ ଥିବାବେଳେ ପୁଣି ଥରେ ଏଭଳି ମାମଲା ସାମ୍ନାକୁ ଆସିଛି। କିଶନଗଞ୍ଜ ଜିଲାର ମୈଚି ନଦୀ ଉପରେ ଏକ…

ହିନ୍ଦୁ-ଶିଖଙ୍କ ବିଭାଜନ ପାଇଁ ଖଲିସ୍ତାନ ପ୍ରସଙ୍ଗ ଆଣିଥିଲା କଂଗ୍ରେସ: ପୂର୍ବତନ ‘ର’ ଅଧିକାରୀ…

ନୂଆଦିଲ୍ଲୀ,୨୪।୬ : ଭାରତର ଗୁପ୍ତଚର ଏଜେନ୍ସି ‘ର’(ରିସର୍ଚ୍ଚ ଆଣ୍ଡ ଆନାଲିସିସ ଓ୍ବିଙ୍ଗ)ର ପୂର୍ବତନ ସ୍ବତନ୍ତ୍ର ସଚିବ ଜିବିଏସ ସିଦ୍ଧୁ ଖାଲିସ୍ତାନ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିବାବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ସେ ଦାବି କରିଛନ୍ତି ଜ୍ଞାନୀ ଜୈଲ ସିଂ, ସଞ୍ଜୟ…

ମୋଦିଙ୍କୁ ପରାଜିତ କରିବା ଯୋଜନାରେ ୧୦ ବଡ ରାଜ୍ୟର ୩୦୯ ଲୋକସଭା ଆସନ କଂଗ୍ରେସ ହାତରୁ ଯିବ…

ନୂଆଦିଲ୍ଲୀ,୨୪।୬ : ଦେଶର ସ୍ବାଧୀନତା ପରେ ପ୍ରଥମ ଥର ପାଇଁ କଂଗ୍ରେସ ୯ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ନାହିଁ। କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ବିରୋଧୀ ଏକତାର ଅଂଶ ହେବା ପାଇଁ ସମସ୍ତ ପ୍ରକାର ରାଜନୈତିକ ଆପୋଷ ବୁଝାମଣା…

ମୋଦିଙ୍କୁ ନୁହେଁ ଭାରତକୁ ମିଳୁଛି ସମ୍ମାନ, ଦେଶକୁ ଫେରି ପୁଣି କୁହନ୍ତି ହିନ୍ଦୁ-ମୁସଲମାନ: ମେହବୁବା…

ଶ୍ରୀନଗର,୨୪।୬ : ବିହାରର ପାଟନାରେ ବିରୋଧୀ ଦଳର ସାଧାରଣ ସଭା ପରେ ପିଡିପର ମୁଖ୍ୟ ମେହବୁବା ମୁଫତି ଏକତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ନୀତୀଶ କୁମାରଙ୍କ ପ୍ରତି ମୁଁ ବହୁତ କୃତଜ୍ଞ। ଯଦି ବିରୋଧୀ ଆଜି ଏକଜୁଟ ନ ହେବେ,…

ଗୋ ଫାଷ୍ଟର ଉଡ଼ାଣ ପାଇଁ ଆବଶ୍ୟକ ୪୨୫ କୋଟି…

ନୂଆଦିଲ୍ଲୀ,୨୪।୬ : ଗୋ ଫାଷ୍ଟର ସମାଧାନ ପ୍ରଫେସନାଲ ଶୈଲେନ୍ଦ୍ର ଅଜମେରା ଏକ ପୁନଃଉଦ୍ଧାର ଯୋଜନାକୁ କାର୍ଯ୍ୟକାରୀ କରିବା ଏବଂ ବିମାନ ଚଳାଚଳ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଏୟାରଲାଇନ୍ସ ଫାଇନାନ୍ସରଙ୍କ ଠାରୁ ୪୨୫ କୋଟି ଟଙ୍କା ମାଗିଛନ୍ତି। ଗୋଏଲଷ୍ଟର ଦେବାଳିଆ ମାମଲାରେ…

ମୋଦିଙ୍କ ସହ ସାକ୍ଷାତ ପରେ ଆପଲ୍‌, ମାଇକ୍ରୋସଫ୍ଟ ଏବଂ ଆମାଜନ ପରି କମ୍ପାନୀ କଲେ ବଡ ଘୋଷଣା

ନୂଆଦିଲ୍ଲୀ,୨୪।୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପରେ ବିଶ୍ୱର ତିନୋଟି ଅଗ୍ରଣୀ ଆଇଟି କମ୍ପାନୀ ଭାରତରେ ବଡ ନିବେଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତୀୟ ଟେକ୍ନୋଲୋଜିର ବିକାଶ ପାଇଁ ଆମାଜନ, ଗୁଗୁଲ ଏବଂ ମାଇକ୍ରୋସଫ୍ଟ ପୁଞ୍ଜି ନିବେଶ ଏବଂ ବ ବୈଷୟିକ…

ମିଥ୍ୟାରୁ ଜନ୍ମ ହୋଇଥିବା ସରକାର ଆମ ବିରୋଧରେ କି ଯାଞ୍ଚ୍‌ କରିବେ ? ଉଦ୍ଧବଙ୍କ କଡ଼ା ଜବାବ…

ମୁମ୍ବାଇ,୨୪।୬ : ଶିବସେନା ୟୁବିଟି ନେତା ଉଦ୍ଧବ ଠାକରେ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ମୁମ୍ବାଇର ସମସ୍ତ ଶାଖା ମୁଖ୍ୟ ତଥା ପୂର୍ବତନ କର୍ପୋରେଟରଙ୍କ ଏକ ବୈଠକକୁ ସମ୍ବୋଧିତ କରି ଠାକରେ ବିଏମସିରେ କୋଭିଡର ସମୟ ଯାଞ୍ଚ କରିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ…

ବିରୋଧୀ ଏକତାରେ ଫାଟ, ମମତା ଚୋର ବୋଲି କହିଲା କଂଗ୍ରେସ…

କୋଲକାତା,୨୪।୬ : ପାଟନାରେ ହୋଇଥିବା ବିରୋଧୀ ବୈଠକର ୨୪ ଘଣ୍ଟା ନ ପୂରୁଣୁ ମେଣ୍ଟରେ ଫାଟ ଦେଖାଦେଇଛି। ପଶ୍ଚିମବଙ୍ଗ କଂଗ୍ରେସ ୟୁନିଟ ସଭାପତି ଅଧୀର ରଞ୍ଜନ ଚୌଧୁରୀ ଟିଏମସି ସୁପ୍ରିମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।…

ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା କରିବା ଉଚିତ୍‌: ଜୟରାମ ରମେଶ

ନୂଆଦିଲ୍ଲୀ,୨୪।୬: ମଣିପୁର ହିଂସାକୁ ନେଇ ସର୍ବଦଳୀୟ ବୈଠକ ପୂର୍ବରୁ କଂଗ୍ରେସ ଭାଜପାକୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଜୟରାମ ରମେଶ ଟ୍ବିଟ୍‌ କରି କହିଛନ୍ତି, ରାଜ୍ୟ ୫୨ଦିନ ଧରି ଜଳୁଛି। କିନ୍ତୁ ଗୃହମନ୍ତ୍ରୀ ଏବେ ସର୍ବଦଳୀୟ ବୈଠକ ଡାକୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

ଶିବରାଜଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ଭଗବାନ: କମଲନାଥ…

ଭୋପାଳ,୨୪।୬ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପାଟନାରେ ବିରୋଧୀ ଦଳର ବୈଠକକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ବନ୍ୟା ସମୟରେ ସାପ, ମାଙ୍କଡ ଏବଂ ବେଙ୍ଗ ଯେପରି ଗଛ ଉପରକୁ ଚଢ଼ି ଯାଆନ୍ତି, ବିରୋଧୀଙ୍କ ଅବସ୍ଥା ମଧ୍ୟ ସେହିପରି।…

ମଣିପୁର ହିଂସାକୁ ନେଇ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୨୪।୬: ଦୀର୍ଘ ଦେଢ ମାସ ଧରି ଚାଲିଥିବା ମଣିପୁର ହିଂସାକୁ ନେଇ ଶନିବାର ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ସଂସଦ ଭବନରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଭାଜପା ସଭାପତି ଜେପି ନ୍ନଡା, କେନ୍ଦ୍ର ଗୃହମନ୍ତ୍ରୀ…

ଲାଲୁ-ନୀତୀଶ ରାହୁଲଙ୍କ ଆଗରେ ମୁଣ୍ଡ ନୁଆଁଇଲେ, ଭୁଲିଗଲେ ଜରୁରୀକାଳୀନ ସମୟରେ ଜେଲରେ ଯିବା ଅନୁଭୁତି: ରବି ଶଙ୍କର ପ୍ରସାଦ…

ନୂଆଦିଲ୍ଲୀ,୨୪।୬ : ବିରୋଧୀ ଦଳର ଏକତାକୁ ନେଇ ଭାଜପା କ୍ରମାଗତ ଭାବରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛି। ପୁଣିଥରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପାର ଲୋକସଭା ଏମପି ରବି ଶଙ୍କର ପ୍ରସାଦ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?