ଜାତୀୟ

ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କଲା ଉଦ୍ଧବ ଠାକରେଙ୍କ ଶିବସେନା

ମୁମ୍ବାଇ,୩୦।୬: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦଳ ଶିବସେନା(ୟୁବିଟି) ୟୁନିଫର୍ମ ସିଭିଲ କୋର୍ଡ(ୟୁସିସି)ର ସମର୍ଥନ କରିପାରନ୍ତି। ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି। ଔପଚାରିକ ଭାବେ ଯଦିଓ ଉଦ୍ଧବ ଠାକରେଙ୍କ ଦଳର କେହି ନେତା ୟୁନିଫର୍ମ ସିଭିଲ କୋର୍ଡ ଉପରେ…

ଇସ୍ତଫା ଦେବେ ନାହିଁ ମଣିପୁର ମୁଖ୍ୟମନ୍ତ୍ରୀ, ଟୁଇଟ୍‌ କରି କଲେ ଘୋଷଣା

ଇମ୍ଫାଲ,୩୦।୬: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂ ବର୍ତ୍ତମାନ ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ। ସେ ଟୁଇଟ୍‌ କରି ଏହି ଘୋଷଣା କରିଛନ୍ତି। ଏହାପୂର୍ବରୁ ସେ ରାଜ୍ୟପାଳ ଅନୂସୁୟା ଉଇକେଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିବେ ବୋଲି…

ଏଏପିର ବଡ ଘୋଷଣା, ଜୁଲାଇ ୩ରେ ପାର୍ଟି ମୁଖ୍ୟାଳୟରେ ଅଧ୍ୟାଦେଶର କପି ଜାଳିବେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ

ନୂଆଦିଲ୍ଲୀ,୩୦।୬: ଅଧ୍ୟାଦେଶକୁ ନେଇ କେନ୍ଦ୍ର ସରକାରଙ୍କ ସହ ଲଢି ଚାଲିଥିବା ଆମ ଆଦମୀ ପାର୍ଟି (ଏଏପି) ଶୁକ୍ରବାର ଏକ ବଡ ଘୋଷଣା କରିଛି। ଏଏପିର ମୁଖ୍ୟ ପ୍ରବକ୍ତା ସୌରଭ ଭରଦ୍ୱାଜ ଏକ ପ୍ରେସ କନଫରେନ୍ସରେ କହିଛନ୍ତି କି ଜୁଲାଇ ୩ରେ ମୁଖ୍ୟମନ୍ତ୍ରୀ…

ଗେହଲଟ ସରକାର ଭ୍ରଷ୍ଟାଚାରରେ ନମ୍ବର ଓ୍ବାନ: ଶାହା

ଜୟପୁର,୩୦।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ରାଜସ୍ଥାନର ଉଦୟପୁର ଗସ୍ତରେ ଅଛନ୍ତି। ସହରର ଚେତକ ସର୍କଲରେ ଅବସ୍ଥିତ ଗାନ୍ଧୀ ଗ୍ରାଉଣ୍ଡରେ ଶାହା ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ ଏହି…

ହିଂସା ନୁହେଁ, କେବଳ ଶାନ୍ତି ହିଁ ସମାଧାନ ହେବ: ରାହୁଲ

ଇମ୍ଫାଲ,୩୦।୬: ମଣିପୁରରେ ଦୁଇ ଦିନିଆ ଗସ୍ତରେ ଥିବା ରାହୁଲ ଗାନ୍ଧୀ ପୀଡିତାଙ୍କୁ ଭେଟିବା ପରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ହିଂସାରୁ କୌଣସି ପ୍ରକାରର ସମାଧାନ ବାହାରିବ ନାହିଁ, କେବଳ ଶାନ୍ତି ହିଁ ସମାଧାନ। ଗଣମାଧ୍ୟମ ସହ କଥାବାର୍ତ୍ତା…

ଗ୍ୟାଙ୍ଗଷ୍ଟର ଅତିକଙ୍କଠାରୁ ଜବତ ହୋଇଥିବା ଜମି ଉପରେ ନିର୍ମିତ ୭୬ ଫ୍ଲାଟର ଚାବି ହସ୍ତାନ୍ତର କଲେ ଯୋଗୀ

ଲକ୍ଷ୍ନୌ,୩୦।୬: ପ୍ରୟାଗରାଜରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହିତାଧିକାରୀଙ୍କୁ ୭୬ ଫ୍ଲାଟର ଚାବି ହସ୍ତାନ୍ତର କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଶୁକ୍ରବାର ସକାଳେ ପ୍ରୟାଗରାଜରେ ପହଞ୍ଚିଥିଲେ। ପ୍ରଥମେ ସେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଙ୍କଠାରୁ ଜବତ ହୋଇଥିବା ଜମିରେ ନିର୍ମିତ ଫ୍ଲାଟକୁ ଯାଞ୍ଚ କରିଥିଲେ। ଏହା…

ଟୁଇଟର୍‌କୁ ବଡ଼ ଝଟ୍‌କା: ଲାଗିଲା ୫୦ ଲକ୍ଷ ଟଙ୍କାର ଜରିମାନା

ବେଙ୍ଗାଲୁରୁ,୩୦ା୬: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର କମ୍ପାନୀ ଦ୍ୱାରା ତଥ୍ୟ ହଟାଇବା ତଥା ଅବରୋଧ କରିବା ଆଦେଶକୁ ଚ୍ୟାଲେଞ୍ଜ କରି କର୍ନାଟକ ହାଇକୋର୍ଟ ଶୁକ୍ରବାର ଟୁଇଟର ଦାଖଲ କରିଥିବା ଏକ ଆବେଦନକୁ ଖାରଜ କରି ଦେଇଛନ୍ତି। ଏହା ସହିତ କମ୍ପାନୀର…

ଇସ୍ତଫା ଦେବେ ମଣିପୁର ମୁଖ୍ୟମନ୍ତ୍ରୀ!

ଇମ୍ଫାଲ,୩୦।୬: ମଣିପୁରରେ ପ୍ରାୟ ଦୁଇମାସ ଧରି ଜାତି ହିଂସା ଲାଗିରହିଛି। ଶାନ୍ତି ଫେରାଇ ଆଣିବା ପାଇଁ ସମସ୍ତ ଚେଷ୍ଟା ସତ୍ତ୍ୱେ ସ୍ଥିତିରେ ସୁଧାର ଆସୁନାହିଁ। ଏହି ସମୟରେ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂ ଶୁକ୍ରବାର…

ଏହି ସହରରେ ଶସ୍ତାରେ ପାଇବେ ଘର

ନୂଆଦିଲ୍ଲୀ,୩୦ା୬: ଦିଲ୍ଲୀ-ଏନ୍‌ସିଆରରେ ନିଜ ଘରର ସ୍ବପ୍ନ ଦେଖୁଥିବା ଲୋକଙ୍କ ପାଇଁ ଦୁଇଗୁଣ ଖୁସି ଖବର ଆସିଛି। ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ଆଜି ଅର୍ଥାତ୍‌ ଜୁନ ୩୦ରୁ ‘ପ୍ରଥମେ ଆଓ, ପ୍ରଥମେ ପାଓ’ ଗୃହ ଯୋଜନା ଅଧୀନରେ ୫, ୫୪୦ ଫ୍ଲାଟର…

ଶାହା ଆସିପାରୁଛନ୍ତି, ରାହୁଲ କାହିଁକି ନୁହଁ

ଇମ୍ଫାଲ,୩୦ା୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ୨ ଦିନିଆ ମଣିପୁର ଗସ୍ତ କରିଛନ୍ତି। ମେ’ ୩ରୁ ଜାତିଆଣ ସଂଘର୍ଷ ଲାଗି ରହିଥିବା ଏହି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ସର୍ବାଧିକ ହିଂସା ପ୍ରଭାବିତ ଚୂଡ଼ାଚାନ୍ଦପୁର ଜିଲାକୁ ରାହୁଲ କାର୍‌ରେ ଯାଉଥିବାବେଳେ ପୋଲିସ ଇମ୍ପାଲଠାରୁ…

୨୦୪୭ ସୁଦ୍ଧା ବିକଶିତ ଦେଶ କରିବା ଆମର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦।୬: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରୁଛନ୍ତି। ଏହି ସମୟରେ ପିଏମ ମୋଦି କହିଛନ୍ତି ଯେ, ଯେତେବେଳେ ମୁଁ ନିମନ୍ତ୍ରଣ ପାଇଥିଲି, ସେତେବେଳେ ମୁଁ ସ୍ଥିର କରିଥିଲି ଯେ ମୋତେ ଆସିବାକୁ ପଡିବ। ମୁଁ…

ନିମନ୍ତ୍ରଣ ପାଇଲି, ଆସିବାକୁ ନିଷ୍ପତ୍ତି ନେଲି

ନୂଆଦିଲ୍ଲୀ,୩୦ା୬: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏହି ଅବସରରେ ସେ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରିଛନ୍ତି। ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ସେଣ୍ଟର ଏବଂ ‘ଫ୍ୟାକଲ୍ଟି ଅଫ ଟେକ୍ନୋଲୋଜି’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?