‘ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରିବ ନାହିଁ ଶିନ୍ଦେଙ୍କ ସରକାର’ ଫଡନ୍ବିସଙ୍କୁ ଜବାବ ଦେଲେ ସଞ୍ଜୟ ରାଉତ
ମୁମ୍ବାଇ, ୩୦।୬: ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନ୍ବିସଙ୍କ ଶରଦ ପାୱାରଙ୍କ ବିବୃତ୍ତି ପରେ ରାଜନୈତିକ ଚର୍ଚ୍ଚା ତୀବ୍ର ହୋଇଛି। ବର୍ତ୍ତମାନ ଶିବସେନା (ଉଦ୍ଧବ ଠାକରେ) ନେତା ସଞ୍ଜୟ ରାଉତ ଫଡନ୍ବିସଙ୍କୁ ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି ଯେ, ଏନସିପି ନେତା ଅଜିତ ପାୱାରଙ୍କ…
ସବୁ ପଞ୍ଚାୟତରେ ହେବ ଡିଜିଟାଲ ପେମେଣ୍ଟ
ନୁଆଦିଲ୍ଲୀ, ୩୦ା୬: ଆସନ୍ତା ସ୍ବାଧୀନତା ଦିବସଠାରୁ ଦେଶର ସବୁ ପଞ୍ଚାୟତ ୟୁପିଆଇକ୍ଷମ ହେବ ବୋଲି କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପଞ୍ଚାୟତଗୁଡ଼ିକରେ ହେଉଥିବା ସମସ୍ତ ଉନ୍ନୟନ କାର୍ଯ୍ୟ ଏବଂ ରାଜସ୍ବ ସଂଗ୍ରହ ପାଇଁ ଡିଜିଟାଲ ପେମେଣ୍ଟ ବ୍ୟବହାରକୁ ବାଧ୍ୟତାମୂଳକ କରାଯିବ।…
କେନ୍ଦ୍ର କ୍ୟାବିନେଟ୍ରେ ଅଦଳବଦଳ ଚର୍ଚ୍ଚା
ନୁଆଦିଲ୍ଲୀ, ୩୦ା୬: ଆସନ୍ତା ବର୍ଷ ଲୋକ ସଭା ନିର୍ବାଚନ ଓ ଚଳିତ ବର୍ଷ ଶେଷ ଭାଗରେ କେତେକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ବିଧାନସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ଭାଜପା ସଂଗଠନକୁ ଅଧିକ ସୁଦୃଢ଼ କରିବା ଉପରେ ଦଳ ଗୁରୁତ୍ୱ ଦେଉଛି। ସେଥିପାଇଁ…
୬ କର୍ମଚାରୀଙ୍କୁ ବରଖାସ୍ତ, ୬ ବ୍ୟବସାୟ ସହଯୋଗୀ ସଂସ୍ଥା ଉପରେ ବ୍ୟାନ ଲଗାଇଲା ଟିସିଏସ୍
ନୂଆଦିଲ୍ଲୀ,୨୯।୬: ଦେଶର ସର୍ବବୃହତ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ନିଯୁକ୍ତି ସ୍କାମରେ ହୋଇଥିବା ଘୋଟାଲାକୁ ନେଇ ବଡ଼ ପଦକ୍ଷେପ ନେଇଛି। ଟିସିଏସ୍ ୬ ଜଣ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଦେଇଛି। ଏହା ବ୍ୟତୀତ ୬ ଜଣ ବ୍ୟବସାୟ ସହଯୋଗୀ ସଂସ୍ଥା ଉପରେ…
ଷ୍ଟାଲିନ ସରକାରଙ୍କ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବରଖାସ୍ତ କଲେ ରାଜ୍ୟପାଳ
ଚେନ୍ନାଇ, ୨୯।୬: ତାମିଲନାଡୁ ରାଜ୍ୟପାଳ ଆର.ଏନ ରବି ତତ୍କାଳୀନ ପ୍ରଭାବ ପକାଇ ଗିରଫ ହୋଇ ଜେଲରେ ଥିବା ବି ସେନ୍ଥିଲ ବାଲାଜୀଙ୍କୁ ଗୁରୁବାର ମନ୍ତ୍ରୀ ପରିଷଦ ବରଖାସ୍ତ କରିଛନ୍ତି। ତାମିଲନାଡୁ ରାଜ ଭବନ ଏକ ବିବୃତ୍ତି ଜାରି କରି କହିଛି, ମନ୍ତ୍ରୀ…
କାନ୍ଥ ଭୁଷୁଡି ୪ ଶିଶୁ ମୃତ, ୫ ଆହତ
ହଲୋଲ,୨୯।୬: ଗୁଜରାଟର ହଲୋଲ ସ୍ଥିତ ଏକ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଗୁରୁବାର ଲଗାଣ ବର୍ଷା ଫଳରେ ଏକ ଫ୍ୟାକ୍ଟ୍ରିର ପାଚେରି ଅସ୍ଥାୟୀ ତମ୍ବୁ ଉପରେ ପଡିଯିବାରୁ ୪ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସମସ୍ତ ଶିଶୁଙ୍କ ବୟସ ୫ ବର୍ଷରୁ କମ। ଏହି…
ମଣିପୁରର ଆଉ ଏକ ଅଞ୍ଚଳରେ ଗୁଳିକାଣ୍ଡ: ଜଣେ ମୃତ, ଅଞ୍ଚଳରେ ଉତ୍ତେଜନା
ଇମ୍ଫାଲ,୨୯।୬: ମଣିପୁରରେ ହିଂସା ବନ୍ଦ ହେବାର ନାଁ ନେଉନାହିଁ। ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଉଗ୍ରବାଦୀମାନେ କ୍ରମାଗତ ଭାବରେ ଘଟଣା ଘଟାଉଛନ୍ତି। ଅନ୍ୟପକ୍ଷରେ ମଣିପୁରର ଆଉ ଏକ ଜିଲା କାଙ୍ଗପୋକପିର ହରୋଥେଲ ଗ୍ରାମରେ ଅଜ୍ଞାତ ଉଗ୍ରବାଦୀମାନେ ଗୁଳକାଣ୍ଡ ଘଟାଇଛନ୍ତି। ତେବେ କିଛି…
ଏଏପିରେ ସାମିଲ ହେଲେ ଟେଲି ଅଭିନେତ୍ରୀ ଚାହତ ପାଣ୍ଡେ
ନୂଆଦିଲ୍ଲୀ,୨୯।୬: ମଧ୍ୟପ୍ରଦେଶର ଦାମୋହରୁ ଆସିଥିବା ଟେଲି ଅଭିନେତ୍ରୀ ଚାହତ ପାଣ୍ଡେ ମଙ୍ଗଳବାର ଦିଲ୍ଲୀର ଏଏପି ମୁଖ୍ୟାଳୟରେ ଆମ ଆଦମୀ ପାର୍ଟି(ଏଏପି)ରେ ସାମିଲ ହୋଇଛନ୍ତି। ଦଳର ଜାତୀୟ ସାଧାରଣ ସମ୍ପାଦକ ସନ୍ଦୀପ ପାଠକଙ୍କ ଉପସ୍ଥିତିରେ ଅଭିନେତ୍ରୀ ସାମିଲ ହୋଇଥିବା ସୂଚନା ମିଳିଛି।
ଶିମଲାରେ ନୁହେଁ ବେଙ୍ଗାଲୁରୁ ହେବ ବିରୋଧୀ ଦଳ ବୈଠକ
ମୁମ୍ବାଇ,୨୯।୬: ଲୋକ ସଭା ନିର୍ବାଚନ -୨୦୨୪ରେ ଭାଜପା ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା କରୁଥିବା ବିରୋଧୀ ଦଳର ପରବର୍ତ୍ତୀ ବୈଠକ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶିମଲାରେ ଅନୁଷ୍ଠିତ ହେବ ବୋଲି କୁହାଯାଉଥିଲା। ବିରୋଧୀଙ୍କ ପରବର୍ତ୍ତୀ ବୈଠକ ୧୩ ଏବଂ…
ଜୁଲାଇ ୩ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ମନ୍ତ୍ରୀ ପରିଷଦ ବୈଠକ
ନୂଆଦିଲ୍ଲୀ,୨୯।୬: ଆସନ୍ତା ଜୁଲାଇ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ଏକ ବୈଠକ ବସିବ। ପ୍ରଗତି ମଇଦାନରେ ନବନିର୍ମିତ ସମ୍ମିଳନୀ କେନ୍ଦ୍ରରେ ଏହି ବୈଠକ ଅନୁଷ୍ଠିତ ହୋଇପାରେ। ଏନେଇ ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ଏଥି…
କେଜ୍ରିଓ୍ବାଲଙ୍କ କ୍ୟାବିନେଟ ପୁନର୍ଗଠନକୁ ଏଲ୍ଜିଙ୍କ ମଞ୍ଜୁରୀ: ଅର୍ଥ ଓ ରାଜସ୍ବ ବିଭାଗର ଦାୟିତ୍ୱ ନେବେ ଆତିଶୀ
ନୂଆଦିଲ୍ଲୀ,୨୯।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତାଙ୍କ ମନ୍ତ୍ରୀ ପରିଷଦରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମନ୍ତ୍ରୀ ଆତିଶୀଙ୍କୁ ଅର୍ଥ ଓ ରାଜସ୍ବ ବିଭାଗର ଦାୟିତ୍ୱ ଦେଇଛନ୍ତି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଜେଲ ଯିବା ପରେ କୈଳାଶ ଗେହଲୋଟଙ୍କୁ…
‘ଶରଦ ପାଓ୍ବାରଙ୍କ ନାଁରେ ଫ୍ରି ପବ୍ଲିସିଟି ଚାହୁଁଛନ୍ତି ଫଡନବିଶ’, ଏନସିପି
ମୁମ୍ବାଇ,୨୯।୬: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଦେବେନ୍ଦ୍ର ଫଡନବିଶ ଶରଦ ପାଓ୍ବାରଙ୍କ ଉପରେ ବଡ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ତାଙ୍କ ଇସାରାରେ ହିଁ ୨୦୧୯ରେ ଭାଜପା-ଏନସିପିର ସରକାର ଗଠନ କରିବାକୁ ଚେଷ୍ଟା କରାଯାଇଥିଲା। ଏବେ…

