ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସଓ୍ବେରେ ବସରେ ଲାଗିଲା ନିଆଁ: ଜଳିଯାଇ ୨୫ ମୃତ
ମୁମ୍ବାଇ,୧।୭: ମହାରାଷ୍ଟ୍ରରେ ଶୁକ୍ରବାର ରାତିରେ ଏକ ବଡ ଦୁର୍ଘଟଣା ଘଟିଛି। ବୁଲଦାଣାରେ ୟମତମାଲରୁ ପୁଣେ ଯାଉଥିବା ଏକ ବସରେ ନିଆଁ ଲାଗିଯିବାରୁ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ, ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସଓ୍ବେରେ ବୁଲଦାଣା ନିକଟରେ ପ୍ରଥମେ ବସଟି…
ସୀମିତ ଖାଦ୍ୟ, ୧୨ ଘଣ୍ଟା ଡ୍ୟୁଟି
ନୂଆଦିଲ୍ଲୀ,୧।୭,(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୧୬୯ ବର୍ଷର ଯାତ୍ରା ଇତିହାସ, ବିଶ୍ୱର ଚତୁର୍ଥ ବୃହତ୍ ରେଳ ନେଟ୍ଓ୍ବର୍କ। ଭାରତର ମୋଟ ଟ୍ରେନ୍ ସଂଖ୍ୟା ୨୨,୫୯୩ (ଯାତ୍ରୀବାହୀ ୧୩,୪୫୨ ଏବଂ ମାଲବାହୀ ୯,୧୪୧)। ଭାରତୀୟ ରେଳପଥରେ ଏହି ଇଞ୍ଜିନ୍ଗୁଡ଼ିକୁ ଗତିଶୀଳ କରିବା ପାଇଁ ଟ୍ରେନ୍…
ବୀରେନ୍ ସିଂଙ୍କ ଇସ୍ତଫା ଦ୍ୱନ୍ଦ୍ୱ
ଇମ୍ଫାଲ, ୧।୭, (ପ୍ରସ୍ତୁତି: ଅରୂପାନନ୍ଦ ଦେଠୀ): ମଣିପୁରରେ ପ୍ରାୟ ଦୁଇ ମାସ ହେଲା ଜାତିଗତ ହିଂସା ଲାଗି ରହିଥିବାବେଳେ ଶତାଧିକ ଲୋକଙ୍କ ଜୀବନ ଗଲାଣି। ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂ ତୁରନ୍ତ ଇସ୍ତଫା ଦିଅନ୍ତୁ…
ମଣିପୁରରେ ସାନି ଗୁଳିକାଣ୍ଡ: ୩ ମୃତ
ଇମ୍ଫାଲ, ୩୦ା୬: ମଣିପୁରର କାଙ୍ଗପୋକ୍ପି ଜିଲାରେ ଗୁରୁବାର ସୁରକ୍ଷା ବଳ ଓ ସନ୍ଦିଗ୍ଧ ଦଙ୍ଗାକାରୀମାନଙ୍କ ମଧ୍ୟରେ ପୁଣି ଗୁଳିବିନିମୟ ହୋଇଥିଲା। ଗୁଳିକାଣ୍ଡ ଜନିତ ମୃତ୍ୟୁସଂଖ୍ୟା ଶୁକ୍ରବାର ୩କୁ ବୃଦ୍ଧି ପାଇଥିବାବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ହାରାଓଥେଲ ଗ୍ରାମ ନିକଟରେ…
ଗୁଜରାଟରେ ବର୍ଷାବିତ୍ପାତ: ୪୮ ଘଣ୍ଟାରେ ୯ ମୃତ
ଅହମଦାବାଦ, ୩୦।୬: ଗୁଜରାଟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। କେତେକ ଅଞ୍ଚଳରେ ଗତ ୩୦ ଘଣ୍ଟା ମଧ୍ୟରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ରାଜ୍ୟରେ ଦୁଇଦିନରେ ବର୍ଷାବିତ୍ପାତରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ଆଗାମୀ ୩ ଦିନ ଯାଏ…
ସଲିସେଟର ଜେନରାଲ ତୁଷାର ମେହେଟ୍ଟାଙ୍କ କାର୍ଯ୍ୟକାଳ ବଢିଲା
ନୂଆଦିଲ୍ଲୀ,୩୦।୬:କେନ୍ଦ୍ର ସରକାର ପୁଣି ଥରେ ସଲିସିଟର ଜେନେରାଲ ଭାବେ ତୁଷାର ମେହେଟ୍ଟାଙ୍କୁ ଦାୟିତ୍ୱ ଭାର ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଦାୟିତ୍ୱ ତୁଲାଉଥିଲେ। ତାଙ୍କର ଆଗାମୀ କାର୍ଯ୍ୟକାଳ ଜୁଲାଇ ୧ ଠାରୁ ଆରମ୍ଭ ହେବ। ନିଯୁକ୍ତି କମିଟି ଅନୁଯାୟୀ ବିକ୍ରମଜିତ ବାନାର୍ଜୀ…
ୟୁନିଫର୍ମ ସିଭିଲ କୋର୍ଡକୁ ବିରୋଧ କଲେ କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ
ଥିରୁଭାନନ୍ତପୁରମ୍,୩୦।୬:ୟୁନିଫର୍ମ ସିଭିଲ କୋଡ(ୟୁସିସି)କୁ ରାଜନୀତି ସରଗରମ ରହିଛି। ବିରୋଧୀ ୟୁସିସିକୁ ଦୃଢ ବିରୋଧ କରିବା ସହ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ୟୁସିସିକୁ ଭାଜପା ନିର୍ବାଚନ ଏଜେଣ୍ଡା ଭାବେ ବ୍ୟବହାର କରୁଛି ବୋଲି କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି। ଏ…
କର୍ନାଟକରେ ଦଳ ବିରୋଧୀ କାର୍ଯ୍ୟାଳାପ ଯୋଗୁ ୧୧ଜଣଙ୍କୁ ନୋଟିସ୍ ଜାରି କଲା ଭାଜପା
ବେଙ୍ଗାଲୁରୁ,୩୦।୬:କର୍ନାଟକ ଭାଜପା ଏହାର କର୍ମକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଧାନସଭା ନିର୍ବାଚନ ସମୟରେ ଦଳ ବିରୋଧୀ କାର୍ଯ୍ୟକଳାପ କରିଥିବାରୁ ନଳର ୧୧ଜଣ କର୍ମୀଙ୍କୁ ନୋଟିସ ଜାରି କରିଛି। ଏହି କର୍ମୀମାନେ ଦଳ ବିରୋଧରେ ସର୍ବସାଧାରଣରେ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।…
ଫୋନ ଯୋଗେ ମୋଦିଙ୍କ ସହ କଥା ହେଲେ ପୁଟିନ
ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଓ୍ବାଗନର ବିଦ୍ରୋହ ଓ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଚର୍ଚ୍ଚା ହୋଇଛି। ରୁଷିଆ ରାଷ୍ଟ୍ରପତି ଭବନ…
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜରିଓ୍ବାଲ ସରକାର
ନୂଆଦିଲ୍ଲୀ,୩୦।୬: ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ସରକାର ଅଫିସରଙ୍କର ଟ୍ରାନ୍ସଫର ପୋଷ୍ଟିଂକୁ ନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ଚ୍ୟାଲେଞ୍ଚ କରି ସୁପ୍ରିମକୋର୍ଟ ପହଞ୍ଚିଛନ୍ତି। ଦିଲ୍ଲୀ ସରକାର ଶୁକ୍ରବାର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ନିୟମ ଅସମ୍ବିଧାନିକ। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା…
ମହାକାଶରୁ ଶୁଣାଯାଉଥିବା ‘ହମମମ’ ଶଦ୍ଦର ରହସ୍ୟ ଉନ୍ମୋଚନ କଲା ଭାରତ
ନୂଆଦିଲ୍ଲୀ,୩୦।୬:ମହାକାଶରୁ ସବୁବେଳେ ‘ହମମମ’ ନାମକ ଧ୍ୱନୀ ଶୁଣାଯାଉଛି। କିନ୍ତୁ ଏହାକୁ ବହୁ ଲୋକ ଖଣ୍ଡନ କରି ଆସୁଥିଲେ। ବ୍ରହ୍ମାଣ୍ଡରୁ କୌଣସି ଧ୍ୱନୀ ଶୁଣାଯାଉନାହିଁ ବୋଲି ଅନେକେ ଯୁକ୍ତି ମଧ୍ୟ ବାଢିଥିଲେ। ତେବେ ଏନେଇ ସବୁ ଦେଶର ବୈଜ୍ଞାନିକ ଗବେଷଣା କରୁଥିଲେ। ବର୍ତ୍ତମାନ…
ଭାଜପାକୁ ଟାର୍ଗେଟ କଲେ ସୁପ୍ରିୟା ସୁଲେ
ମୁମ୍ବାଇ,୩୦।୬: ଏନସିପି କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ ଶୁକ୍ରବାର କହିଛନ୍ତି ଯେ ତାଙ୍କ ପିତା ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ସହ ଭାଜପା ବ୍ୟସ୍ତ ଅଛି। ୨୦୧୯ରେ ଏକ ସ୍ବଳ୍ପ ମିଆଦି ସରକାର ଗଠନକୁ ନେଇ ଦୁଇ ଦଳ ମଧ୍ୟରେ…

