ଜାତୀୟ

ଧର୍ମର ମାର୍କେଟିଙ୍ଗ କରି କଂଗ୍ରେସକୁ ବଦନାମ କରିବାକୁ ଚାହୁଁଛି ଭାଜପା: ଗେହଲୋଟ…

ଜୟପୁର,୧୭।୬ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି ଭାଜପା ଧର୍ମ ନାମରେ ରାଜନୀତି କରୁଛି। ଜାତି ଓ ଧର୍ମକୁ ବ୍ୟବହାର କରି ମାର୍କେଟିଂ ଦ୍ୱାରା କଂଗ୍ରେସକୁ ବଦନାମ କରିବାକୁ ଚେଷ୍ଟା କରାଯାଇଛି, କିନ୍ତୁ ବର୍ତ୍ତମାନ ଲୋକମାନେ ସେମାନଙ୍କ ମନଗଢ଼ା କାହାଣୀକୁ…

‘ଅଖିଳେଶଙ୍କ ସମାଜବାଦୀ ପାର୍ଟି ୨୦୨୪ରେ ସମାପ୍ତବାଦୀ ହେବାକୁ ଯାଉଛି’

ଲକ୍ଷ୍ନୌ,୧୭।୬: ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୟରେ ଉତ୍ତରପ୍ରଦେଶ କ୍ରମାଗତ ଭାବେ ଆଗକୁ ବଢୁଛି। ଗରିବ, ଯୁବକ, କୃଷକ ଏବଂ ମହିଳାଙ୍କ ପାଇଁ ଭଲ କାମ କରାଯାଉଛି।…

‘ନେତାଜୀ ବଞ୍ଚିଥିଲେ ଭାରତ କେବେ ବିଭାଜିତ ହୋଇ ନ ଥାଆନ୍ତା’,ଏନଏସଏ ଅଜିତ ଡୋଭାଲ କହିଲେ ଜିନ୍ନା ବି…

ନୂଆଦିଲ୍ଲୀ,୧୭।୬: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ)ଅଜିତ ଡୋଭାଲ ଶନିବାର ଦିଲ୍ଲୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମେମୋରିଆଲରେ ପ୍ରଥମ ସ୍ପିଚ ଦେଇଛନ୍ତି। ଏହି ସମୟରେ ସେ ଦେଶର ବିଭାଜନ ଓ ନେତାଜୀଙ୍କ ବ୍ୟକ୍ତିତ୍ୱକୁ ନେଇ ବଡ କଥା କହିଛନ୍ତି। ଏନଏଏସ କହିଛନ୍ତି, ‘ଯଦି…

ସକ୍ରିୟ ମାମଲା ୨ ହଜାର ତଳେ…

ନୂଆଦିଲ୍ଲୀ, ୧୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…

ଗୁଜରାଟରେ ଶାହା, କ୍ଷୟକ୍ଷତି କଲେ ସମୀକ୍ଷା…

ଅହମଦାବାଦ,୧୭।୬ : ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଗୁଜରାଟର କଚ୍ଛରେ ସାଇକ୍ଲୋନ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଅଞ୍ଚଳ ଉପରେ ବିମାନ ସର୍ଭେ କରିଛନ୍ତି। ଅମିତ ଶାହା ସିଏମ ପଟେଲ ଏବଂ ଅନ୍ୟ ବରିଷ୍ଠ…

କ୍ରିକେଟ ପରେ ଏବେ ରାଜନୀତିରେ ପ୍ରବେଶ କରିବେ ଅମ୍ବାତି! ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କୁ କଲେ ସାକ୍ଷାତ

ଅମରାବତୀ,୧୭।୬: ଆଇପିଏଲ ୨୦୨୩ ସିଜନ ପରେ ଅମ୍ବାତି ରାୟୁଡୁ କ୍ରିକେଟକୁ ଅଲବିଦା କହିଛନ୍ତି। ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ଟିମରେ ଥିଲେ। କିନ୍ତୁ ବର୍ତ୍ତମାନ ସେ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ ଅମ୍ବାତି ଆନ୍ଧ୍ରପ୍ରଦେଶର କୃଷ୍ଣ କିମ୍ବା…

୧୫ ଦିନିଆ ନ୍ୟାୟିକ ହେପାଜତରେ ତାମିଲନାଡୁ ଭାଜପା ସଚିବ, ବିବାଦୀୟ ପୋଷ୍ଟ କରି ହୋଇଥିଲେ ଗିରଫ

ଚେନ୍ନାଇ,୧୭।୬: ତାମିଲନାଡୁ ଭାଜପା ରାଜ୍ୟ ସଚିବ ଏସ. ଜି. ସୂର୍ଯ୍ୟଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଚେନ୍ନାଇରୁ ଗିରଫ କରାଯାଇଛି। ବର୍ତ୍ତମାନ ତାଙ୍କୁ ସ୍ଥାନୀୟ କୋର୍ଟ ୧୫ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ପୋଲିସର ସୂଚନାନୁସାରେ, ସୁର୍ଯ୍ୟ ନିକଟରେ ମଦୁରାଇ ଏମ୍‌ପି…

ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ବାହିନୀ ନିୟୋଜନ ପାଇଁ ହାଇକୋର୍ଟଙ୍କ ଆଦେଶକୁ ବିରୋଧ: ସୁପ୍ରିମକୋର୍ଟରେ ରାଜ୍ୟ ନିର୍ବାଚନ ଆୟୋଗ…

କୋଲକାତା,୧୭।୬ : ପଶ୍ଚିମବଙ୍ଗ ରାଜ୍ୟ ନିର୍ବାଚନ ଆୟୋଗ କୋଲକାତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋଲକାତା ହାଇକୋର୍ଟ ତାଙ୍କ ରାୟରେ ପଞ୍ଚାୟତ ନିର୍ବାଚନ ସମୟରେ କେତେକ ଜିଲାରେ କେନ୍ଦ୍ରୀୟ ବାହିନୀ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ…

ନେହେରୁ ସଂଗ୍ରହାଳୟର ନାମ ପରିବର୍ତ୍ତନକୁ ନେଇ ମୋଦିଙ୍କର ପ୍ରଶଂସା କଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ,୧୭।୬: ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ରାଜ୍ୟ ସଭା ଏମପି ନିରଜ ଶେଖର ନେହେରୁ ସଂଗ୍ରହାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଖୁବ ପ୍ରଶଂସା କରିଛନ୍ତି। ଅନ୍ୟପଟେ ସେ କଂଗ୍ରେସକୁ ବଂଶବାଦୀ…

ଅପରେଶନ ଗଙ୍ଗା ଦେଶର ଅଦମ୍ୟ ଭାବନାର ପ୍ରତୀକ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୭।୬ : ଅପରେଶନ ଗଙ୍ଗା ହେଉଛି ଦେଶର ଅଦମ୍ୟ ଭାବନାର ପ୍ରତୀକ। ଏନେଇ ଏକ ଡକ୍ୟୁମେଣ୍ଟାରୀ ଅବସରରେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ୟୁକ୍ରେନରୁ ଭାରତୀୟମାନଙ୍କୁ ସ୍ବଦେଶ ଆଣିବା ପାଇଁ ‘ଅପରେଶନ ଗଙ୍ଗା’ ଉପରେ ଏକ ନୂତନ…

ଜବଲପୁରରେ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ: ଉପରାଷ୍ଟ୍ରପତି ମୁଖ୍ୟ ଅତିଥି…

ନୂଆଦିଲ୍ଲୀ,୧୭।୬ : କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଏଥର ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ମଧ୍ୟପ୍ରଦେଶର ଜବଲପୁର ସହରରେ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହେବ। ଆୟୁଷ ମନ୍ତ୍ରଣାଳୟ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି…

ହୀନ ରାଜନୀତି ଯୋଗୁ ମା’ ସୀତା ଓ ରାମଙ୍କର ହେଲା ଅପମାନ’, ଆଦିପୁରୁଷ ଫିଲ୍ମକୁ ନେଇ ମତ ରଖିଲା ଏଏପି

ନୂଆଦିଲ୍ଲୀ,୧୭।୬: ବଲିଉଡ ମୁଭି ‘ଆଦିପୁରୁଷ’କୁ ନେଇ ଆମ ଆଦମୀ ପାର୍ଟି(ଏଏପି) ଅସନ୍ତୁଷ୍ଟ ବ୍ୟକ୍ତ କରିଛି। ଏଏପିର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ ଶନିବାର ଏକ ପ୍ରେସ କନଫରେନ୍ସରେ କହିଛନ୍ତି, ଆଜି ମୁଁ ଦୁଃଖର ସହ ଏହି ପିସି କରୁଛି। ଭାଜପା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri