ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହିଂସା: ୧୨ମୃତ
କୋଲକାତା,୮।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହିଂସା ମଧ୍ୟରେ ମତଦାନ ଜାରି ରହିଛି। ଶନିବାର ସକାଳ ୭ଟାରୁ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଥିଲା। ହିଂସା ଯୋଗୁ ଏ ପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପାଞ୍ଚ ଟିଏମସି ଏବଂ ଭାଜପା…
ଆଦାନୀ କମ୍ପାନୀର ୬୦୦୦କିଲୋ ଲୁହା ପୋଲ ଚୋରି, ଚୋରିରେ କମ୍ପାନୀର କର୍ମୀ ସଂପୃକ୍ତ
ନୂଆଦିଲ୍ଲୀ,୮।୭: ମୁମ୍ବାଇ ସହରର ପଶ୍ଚିମ ଉପନଗରରେ ଥିବା ଡ୍ରେନ ଉପରେ ଥିବା ପୋଲର ୬୦୦୦କିଲୋଗ୍ରାମ ଲୁହା ଚୋରି ହେବା ଅଭିଯୋଗରେ ମୁମ୍ବାଇ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ବଙ୍ଗୁର ନାଗର ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ, ମାଲାଡ…
ହରିୟାଣାରେ ଭୟଙ୍କର ସଡକ ଦୁର୍ଘଟଣା: ୮ମୃତ, ଅନେକେ ଆହତ
ଚଣ୍ଡିଗଡ,୮।୭: ଶନିବାର ହରିୟାଣାର ଜିନ୍ଦରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ…
ହରିୟାଣା ସରକାରଙ୍କ ନୂଆ ନିୟମ, ଏବେ ମହିଳାଙ୍କ ଛାତି ମାପିବେ ସରକାର: କଂଗ୍ରେସ
ଚଣ୍ଡିଗଡ଼,୮।୭: ରାଜ୍ୟ ସଭା ଏମପି ତଥା କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜଓ୍ବୋଲା ପୁଣିଥରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଟାର୍ଗେଟ କରିଛନ୍ତି। ଫରେଷ୍ଟ ରେଞ୍ଜର ଓ ଡେପୁଟି ଫରେଷ୍ଟ ରେଞ୍ଜର ପୋଷ୍ଟ ପାଇଁ ମହିଳା/ଯୁବତୀଙ୍କ ଛାତି ମାପିବାକୁ ନେଇ ସୁରଜଓ୍ବୋଲା…
ଖରାପ ପାଗଯୋଗୁ ଫସିଗଲା ହେଲିକପ୍ଟର, କରିବାକୁ ପଡିଲା ଓ୍ବାନ ସ୍କିଡ ଲ୍ୟାଣ୍ଡିଂ
ଇଟାନଗର,୮।୭: ଅରୁଣାଚଳ ପ୍ରଦେଶରେ ଖରାପ ପାଗଯୋଗୁ ଭାରତୀୟ ସେନାର ଏକ ହେଲିକପ୍ଟର ଫସି ଯାଇଥିଲା। ହେଲିକପ୍ଟରକୁ ଚିକିତ୍ସା କାମ ଦିଆଯାଇଥିଲା ଓ ଶୁକ୍ରବାର ଏହାକୁ ପଠାଯାଇଥିଲା। ଖରାପ ପାଗ ଯୋଗୁ ହେଲିକପ୍ଟରଟି ଅଡୁଆରେ ପଡିଯାଇଥିଲା ଫଳରେ ଏହାର ଓ୍ବାନ ସ୍କିଡ ଲ୍ୟାଣ୍ଡିଂ…
ଜୟପୁରର ଏହି ମନ୍ଦିରରେ ଲାଗୁ ହେଲା ଡ୍ରେସ୍ କୋଡ୍, ଫଟା ଜିନ୍ସ କିମ୍ବା ମିନି ସ୍କର୍ଟରେ କରିପାରିବେନି ଏଣ୍ଟ୍ରି
ଜୟପୁର,୮।୭: ମନ୍ଦିରକୁ ଯିବାବେଳେ ଡ୍ରେସ୍କୋଡ୍ ଲାଗୁ ହେବା ନେଇ ବହୁ ମନ୍ଦିରରେ ଦାବି କରାଯାଉଛି। ବିଶେଷ କରି ଚାରିଧାମରେ ଏହି ନିୟମ ଲାଗୁ ହେବା ନେଇ ଦାବି କରାଯାଉଛି। କେତେକେ ମନ୍ଦିରରେ ଏହି ନିୟମ ଲାଗୁ ହୋଇଥିବାବେଳେ ଆଉ କେତେକେ ମନ୍ଦିରରେ…
ଦେଶରେ ସଡ଼କ ସୁରକ୍ଷା ପ୍ରସଙ୍ଗରେ ଦାଖଲ ହୋଇଥିବା ଆବେଦନ ଉପରେ ବିଚାର କରିବାକୁ ମନା କଲେ ଏସ୍ସି
ନୂଆଦିଲ୍ଲୀ,୮।୭: ଦେଶରେ ସଡ଼କ ସୁରକ୍ଷା ପ୍ରସଙ୍ଗରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଏହା ଏତେ ବ୍ୟାପକ ଯେ ଏହାକୁ ନ୍ୟାୟିକ ଭାବେ ଗୋଟିଏ ଆବେଦନରେ ସାମିଲ…
ଶିନ୍ଦେଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି, ତାଙ୍କ ଦଳର ୨୦ ବିଧାୟକ ଆମ ଯୋଗଯୋଗରେ ଅଛନ୍ତି: ଆଦିତ୍ୟ ଠାକରେ
ମୁମ୍ବାଇ,୮।୭: ମହାରାଷ୍ଟ୍ର କ୍ୟାବିନେଟ ବିସ୍ତାରର କିଛି ଦିନ ପୂର୍ବରୁ ଉଦ୍ଧବ ଠାକରେଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମ୍ପର୍କରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଶିନ୍ଦେଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି।…
ଇସାଇ ଓ ଆଦିବାସୀ ଜନଜାତିଙ୍କ ଉପରେ ୟୁସିସି ଲାଗୁ ନ କରିବା ପାଇଁ କେନ୍ଦ୍ର ଦେଲା ଆଶ୍ୱସନା
ନୂଆଦିଲ୍ଲୀ,୮।୭: ୟୁନିଫର୍ମ ସିଭିଲ କୋଡ୍(ୟୁସିସି) ଲାଗୁ ହେବା ନେଇ ଜାତୀୟ ରାଜନୀତି ସରଗରମ ରହିଛି। ମୋଦି ସରକାର ଆସନ୍ତା ମୌସୁମୀ ଅଧିବେଶନରେ ଏହି ବିଲ୍କୁ ସଂସଦରେ ପାରିତ କରିବା ନେଇ ଚର୍ଚ୍ଚା ଚାଲିଛି। ନାଗା ପ୍ରତିନିଧିମଣ୍ଡଳ ୟୁସିସି ଲାଗୁ ନ କରିବା…
ଶିନ୍ଦେ ନେତୃତ୍ୱାଧୀନ ଶିବସେନାର ୪୦ ବିଧାୟକ, ଠାକରେଙ୍କ ଦଳର ୧୪ ବିଧାୟକଙ୍କୁ ନୋଟିସ
ମୁମ୍ବାଇ,୮।୭: ଗତ କିଛି ଦିନ ହେବ ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଶିନ୍ଦେ ଏବଂ ଉଦ୍ଧବ ଠାକରେ ଦଳର ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି। ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର କହିଛନ୍ତି ଯେ, ଶିନ୍ଦେ ନେତୃତ୍ୱାଧୀନ…
ତେଲଙ୍ଗାନାର ଭଦ୍ରକାଳୀ ମନ୍ଦିରରେ ପ୍ରଧାନମନ୍ତ୍ରୀ
ହାଇଦ୍ରାବାଦ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାରି ରାଜ୍ୟ ଗସ୍ତର ଆଜି ଦ୍ୱିତୀୟ ଦିନ। ବର୍ତ୍ତମାନ ସେ ତେଲଙ୍ଗାନାରେ ଅଛନ୍ତି ଏବଂ ଏହା ପରେ ସେ ରାଜସ୍ଥାନ ଯିବେ। ପ୍ରଧାନମନ୍ତ୍ରୀ ମୋଦି ତେଲଙ୍ଗାନାରେ ପହଞ୍ଚିବା ମାତ୍ରେ ସେ ସକାଳେ ବାରଙ୍ଗଲସ୍ଥିତ ଭଦ୍ରକାଳୀ ମନ୍ଦିରରେ…
ନିଲମ ଗୋରେଙ୍କୁ ନେତା କଲେ ଏକନାଥ ଶିନ୍ଦେ, ପାର୍ଟି ଅଧ୍ୟକ୍ଷ ପରେ ସବୁଠାରୁ ବଡ ପଦ
ମୁମ୍ବାଇ,୮।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନିଲମ ଗୋରେଙ୍କୁ ଶିବସେନାର ନେତା ନିଯୁକ୍ତ କରିଛନ୍ତି। ଦଳ ଅଧ୍ୟକ୍ଷ ପରେ ସବୁଠାରୁ ବରିଷ୍ଠ ନେତାଙ୍କୁ ଏହି ପଦ ଦିଆଯାଇଥାଏ। ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ତଥା ଉଦ୍ଧବ ଠାକରେ ଦଳର ନେତା ନୀଲମ…

