ଜାତୀୟ

କୋଷ୍ଟଗାର୍ଡ ପାଇଁ କିଣାଯିବ ଡୋର୍ନିଅର ବିମାନ

ନୂଆଦିଲ୍ଲୀ, ୮ା୭: ଭାରତୀୟ ତଟ ସୁରକ୍ଷା ବାହିନୀ (ଆଇସିଜି) ପାଇଁ ଦୁଇଟି ଡୋର୍ନିଅର ବିମାନ ସମେତ ଅନ୍ୟାନ୍ୟ ଇଞ୍ଜିନିୟରିଂ ସପୋର୍ଟ ପ୍ୟାକେଜ୍‌ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌) ସହ ୪୫୮.୮୭ କୋଟି ଟଙ୍କାର ଚୁକ୍ତିନାମା ସ୍ବାକ୍ଷର…

୨ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଶୁଭାରମ୍ଭ

ବାରାଣସୀ , ୮ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନିଜ ନିର୍ବାଚନ ମଣ୍ଡଳୀ ଉତ୍ତରପ୍ରଦେଶର ବାରାଣସୀରେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, ପୂର୍ବ ସରକାରଗୁଡ଼ିକ ବାସ୍ତବତାକୁ ନ ଦେଖି ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରେ ବସି ଯୋଜନା ପ୍ରସ୍ତୁତ କରୁଥିଲେ। ଆଜିର…

ମୋଦିଙ୍କ ରାଲିକୁ ଯାଉଥିବା ବସ୍‌ ଦୁର୍ଘଟଣାରେ ୩ ମୃତ

ବିଳାସପୁର, ୮ା୭: ଛତିଶଗଡ଼ର ରାୟପୁରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିକୁ ଯାଉଥିବା ଏକ ବସ୍‌ ବିଳାସପୁର ଜିଲାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୬ ଜଣ ଆହତ ହୋଇଛନ୍ତି।…

ଆଜି ରାଜସ୍ଥାନ, ତେଲଙ୍ଗାନା ଗସ୍ତରେ ପ୍ରଧାନମନ୍ତ୍ରୀ: ଅନେକ ପ୍ରକଳ୍ପର କରିବେ ଶୁଭାରମ୍ଭ

ଜୟପୁର,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନ ଏବଂ ତେଲଙ୍ଗାନା ଗସ୍ତ କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଉଭୟ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ଏଥିସହ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ରାଜସ୍ଥାନରେ ୨୫୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର…

ଏନ୍‌ଇପି ବଦଳରେ ନୂଆ ଶିକ୍ଷାନୀତି ଆଣିବ କର୍ନାଟକ

ବେଙ୍ଗାଲୁରୁ , ୮।୭ (ପି.ଟି.): କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଶୁକ୍ରବାର ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)କୁ ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ଜାତୀୟ ଶିକ୍ଷାନୀତି ସଂଘୀୟ ବ୍ୟବସ୍ଥା ସହ ଅସଂଗତ ଏବଂ ଏଥିରେ ଏକାଧିକ ତ୍ରୁଟି ରହିଥିବା ସିଦ୍ଦାରାମାୟା…

ଆଜି ପଶ୍ଚିମବଙ୍ଗ ପଞ୍ଚାୟତ ଭୋଟ

କୋଲକାତା, ୮।୭: ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ଏବଂ ହତ୍ୟାକାଣ୍ଡ ମଧ୍ୟରେ ଶନିବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ହେବାକୁ ଯାଉଛି। ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏହା ଅଗ୍ନିପରୀକ୍ଷା ହେବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ସମ୍ମାନର…

ଆଜି ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ: ଭୟ ମଧ୍ୟରେ ପୋଲିଙ୍ଗ ବୁଥ୍‌ରେ ପହଞ୍ଚିବେ ଭୋଟ ଦେବେ ଭୋଟର

କୋଲକାତା,୮।୭: ପଶ୍ଚିମବଙ୍ଗରେ ହିଂସା ମଧ୍ୟରେ ଆଜି ୭୩,୦୦୦ରୁ ଅଧିକ ଆସନରେ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ରାଜ୍ୟ ନିର୍ବାଚନ ଆୟୋଗ ଏହାର ପ୍ରସ୍ତୁତି ଶେଷ କରିଛନ୍ତି। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପଞ୍ଚାୟତ ନିର୍ବାଚନ ସମୟରେ…

ପଶ୍ଚିମବଙ୍ଗରେ ଭୋଟିଂ ପୂର୍ବରୁ ଟିଏମସି ଉପରେ ବୁଥ କ୍ୟାପଚରିଂ ଅଭିଯୋଗ, କୁଚବିହାର-ବେଲଡାଂଗା ହିଂସାରେ ଦୁଇ ମୃତ

କୋଲକାତା,୮।୭: ପଶ୍ଚିମବଙ୍ଗରେ ଶନିବାର ଅର୍ଥାତ୍‌ ୮ ଜୁଲାଇରେ ପଞ୍ଚାୟତ ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବ। କିଛି ସମୟ ପରେ ଏହି ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ, ହେଲେ ଏହାର ଠିକ ପୂର୍ବରୁ ପୁଣିଥରେ ଏଠାରେ ନିର୍ବାଚନ ହିଂସା ହୋଇଛି।…

ପ୍ରେମିକ ସହ ସ୍ତ୍ରୀଙ୍କୁ ବାହା କଲେ ସ୍ବାମୀ

ପାଟନା: ପ୍ରେମ ଅନ୍ଧ। କିନ୍ତୁ ବିବାହିତ ହୋଇ ଅନ୍ୟ ଜଣଙ୍କ ସହ ପ୍ରେମ ସମ୍ପର୍କରେ ରହିବା ପାପ। ଅନୈତିକ ସମ୍ପର୍କକୁ ନେଇ ଅନେକ ସ୍ଥାନରେ ଝଗଡ଼ା ସାଙ୍ଗକୁ ହତ୍ୟାକାଣ୍ଡ ଘଟୁଥିବା ଦେଖିବାକୁ ମିଳିଛି। ଏ ପ୍ରକାର ଘଟଣାର ଅନ୍ତ ଖୁସପ୍ରଦ ହୋଇ…

ମିଶନ ୨୪: ନିର୍ବାଚନ ରଣନୀତି ନେଇ ଦଳର ମୁଖ୍ୟାଳୟରେ ମାନସ ମନ୍ଥନ

ନୂଆଦିଲ୍ଲୀ,୭।୭: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆଗୁଆ ରଣନୀତି ପ୍ରସ୍ତୁତ କରିଛି ଭାଜପା। ଶୁକ୍ରବାର ଦଳର ମୁଖ୍ୟାଳୟରେ ଏନେଇ ବୈଠକ ହୋଇଛି। ଭାଜପା ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଭାଜପାର ସମସ୍ତ ସାଧାରଣ ସଚିବ, ରାଷ୍ଟ୍ରୀୟ ସଭାପତି ଏବଂ ଉତ୍ତର ଏବଂ…

ବିରୋଧି ଦଳ ବୈଠକ ନେଇ ଏଏପିକୁ ନିମନ୍ତ୍ରଣ ପଠାଇଲା କଂଗ୍ରେସ; ଏଏପି କହିଲା, ଅଧ୍ୟାଦେଶ ଉପରେ ଆଭିମୁଖ୍ୟ ସ୍ପଷ୍ଟ କରୁ

ନୂଆଦିଲ୍ଲୀ,୭।୭: ଆଗାମୀ ବିଧାନସଭା ନିର୍ବାଚନରେ ଭାଜପାକୁ ଚିତପଟାଙ୍ଗ କରିବା ନେଇ ଏକଜୁଟ ହୋଇଛନ୍ତି ବିରୋଧୀ। ବିରୋଧୀ ଏକଜୁଟ ବୈଠକ ପୂର୍ବରୁ ବିହାରର ପାଟନାରେ ହୋଇଥିବାବେଳେ ଆଗାମୀ ବୈଠକ ବେଙ୍ଗାଲୁରୁର କର୍ନାଟକରେ ହେବାକୁ ଯାଉଛି। ଏନେଇ କଂଗ୍ରେସ ଅରବିନ୍ଦ କେଜରିଓ୍ବାଲଙ୍କୁ ବୈଠକ ପାଇଁ…

ରାଜସ୍ଥାନ, ଛତିଶଗଡ଼, ମଧ୍ୟ ପ୍ରଦେଶ, ତେଲେଙ୍ଗାନା ପାଇଁ ଭାଜପା ନିଯୁକ୍ତ କଲା ନିର୍ବାଚନ ପ୍ରଭାରି

ନୂଆଦିଲ୍ଲୀ,୭।୭: ଦେଶର ୫ ରାଜ୍ୟରେ ଚଳିତ ବର୍ଷ ଶେଷକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ପ୍ରସ୍ତୁତିରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଶୁକ୍ରବାର ଏଥିମଧ୍ୟରୁ ୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଥିବା ଘୋଷଣା କରିଛି। ରାଜସ୍ଥାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?