ଜାତୀୟ

ରାଜଧାନୀରେ ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ,୯।୭: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ଦିଲ୍ଲୀରେ ପ୍ରବଳ ବର୍ଷା ୨୦ ବର୍ଷର ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ୧୯୮୨ ପରଠାରୁ…

ନିଜ ପ୍ରତିଭା ଜରିଆରେ ପ୍ରଧାନମନ୍ତ୍ରୀଙ୍କ ମନ ଜିଣିଲେ ଭେଙ୍କଟ

ହାଇଦ୍ରାବାଦ୍‌,୯।୭: ଇଚ୍ଛା ଶକ୍ତି ପାଖରେ ହାର ମାନିଛି ଶାରୀରିକ ଅକ୍ଷମତା। ସାଧାରଣ ବ୍ୟକ୍ତିଙ୍କ ଠାରୁ ବି କୌଣସି ଗୁଣରେ କମ ନୁହଁନ୍ତି ତେଲେଙ୍ଗାନାର ଅଟିଷ୍ଟିକ ଗାୟକ କାମିସେଟ୍ଟି ଭେଙ୍କଟ। ନିଜ ପ୍ରତିଭା ଜରିଆରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ ଜିଣିଛନ୍ତି।…

ନୀତୀଶ ପୁଣି ଭାଜପା ସହିତ ହାତ ମିଳାଇବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ,୯।୭ : ସମ୍ପ୍ରତି ବିହାର ରାଜନୀତିରେ ନାନା କଳ୍ପନାଜଳ୍ପନା ଜାରି ରହିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ଦଳ ଜେଡିୟୁ ବିଷୟରେ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ଅନୁମାନ କରାଯାଉଛି ସେ ପୁଣିଥରେ ଭାରତୀୟ ଜନତା ପାର୍ଟି (ଭାଜପା) ସହିତ…

ଗୈରିକ ରଙ୍ଗରେ ନଜର ଆସିବ ବନ୍ଦେ ଭାରତ ଏକ୍ସପ୍ରେସ, ଫଟୋ ଶେୟାର କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ,୯।୭: ବନ୍ଦେ ଭାରତ ଏକ୍ସପ୍ରେସକୁ ବର୍ତ୍ତମାନ ଏକ ନୂଆ ରଙ୍ଗରେ ଦେଖିବାକୁ ମିଳିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ବିଟ୍‌ କରି ଏହାର ଝଲକ ଦେଖାଇଛନ୍ତି। ସେ ତାଙ୍କ ଟୱିଟର ହ୍ୟାଣ୍ଡେଲରେ ବନ୍ଦେ ଭାରତର ନୂଆ ଲୁକ୍‌କୁ ଶେୟାର କରିଛନ୍ତି। ଟ୍ବିଟ୍‌ କରି…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ଇନ୍ଦୋର,୯।୭: ଇନ୍ଦୋରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନର ଦ୍ୱିତୀୟ ସଂଘଚାଳକ ମାଧବ ସଦାସିବରାଓ ଗୋଲୱାଲକରଙ୍କ ବିଷୟରେ ଦିଗବିଜୟ ଏକ ଟୁଇଟ କରିଥିଲେ। ବିଚାରପତି ରାଜେଶ ଯୋଶୀ ଶନିବାର ବିଳମ୍ବିତ ରାତିରେ ଟୁକୁଗଞ୍ଜ…

ମିଶନ ୨୪: ହାଇଦ୍ରାବାଦରେ ୧୧ଟି ରାଜ୍ୟର ଭାଜପା ସଭାପତିଙ୍କ ସହ ବୈଠକ

ହାଇଦ୍ରାବାଦ,୯।୭:ଆଗାମୀ ୨୪ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି ଭାଜପା। ଘନଘନ ବୈଠକ ସହ ଚାଲିଛି ସମରସଜ୍ଜା। ରବିବାର ହାଇଦ୍ରାବାଦର ଭାଜପା ମୁଖ୍ୟାଳୟରେ ୧୧ ଟି ରାଜ୍ୟର ଭାଜପା ସଭାପତିଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ଭାଜପା ରାଷ୍ଟ୍ରୀୟ ସଭାପତି…

ପୋକ୍ସୋ ମାମଲାରେ ନିର୍ଦ୍ଧାରିତ ଦଣ୍ଡାଦେଶରୁ କମ ଦଣ୍ଡ ଶୁଣାଇ ପାରିବେନି କୋର୍ଟ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୯।୭ : ସୁପ୍ରିମକୋର୍ଟ କହିଛନ୍ତି ଯେ ବିଭିନ୍ନ ପ୍ରକାରର ଶିଶୁ ର୍ନିଯାତନା ପାଇଁ ସର୍ବନିମ୍ନ ଦଣ୍ଡଠାରୁ କମ ଦଣ୍ଡବିଧାନ କରିବାର କ୍ଷମତା କୋର୍ଟଙ୍କ ପାଖରେ ନାହିଁ। ଜଷ୍ଟିସ ଅଭୟ ଏସ ଓକା ଏବଂ ଜଷ୍ଟିସ ରାଜେଶ ବିନ୍ଦଲଙ୍କ ଏକ ବେଞ୍ଚ ଆହ୍ଲାବାଦ…

ବନ୍ୟାରେ ଭାସିଗଲେ ଦୁଇ ଯବାନ

ନୂଆଦିଲ୍ଲୀ,୯।୭: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲାର ଏକ ଉଫନାତିି ନଦୀରେ ଭାରତୀୟ ସେନାର ଦୁଇ ଯବାନ ଭାସି ଯାଇଛନ୍ତି। ସେମାନେ ମଧ୍ୟରୁ ଜଣେ ହେଲେ ନାଏବ ସୁବେଦାର କୁଲଦୀପ ସିଂ ବୋଲି ଜଣାପଡିଛି। ଅନ୍ୟଜଣଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି…

ସମ୍ବେଦନଶୀଳ ବୁଥ ସମ୍ପର୍କରେ ସୂଚନା ଦେଇ ନ ଥିଲେ ରାଜ୍ୟ ନିର୍ବାଚନ ଆୟୋଗ: ବିଏସଏଫ…

କୋଲକାତା,୯।୭ : ପଶ୍ଚିମବଙ୍ଗରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ହିଂସା ନେଇ ସୀମା ସୁରକ୍ଷା ବଳ (ବିଏସଏଫ) ର ଜଣେ ବରିଷ୍ଠ ଅଧିକାରୀ ଏକ ବଡ଼ ସୂଚନା ପ୍ରଦାନ କରିଛନ୍ତି। ସମ୍ବେଦନଶୀଳ ବୁଥ ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇ ନ…

ମହିଳାଙ୍କୁ ଲିଫ୍ଟ ଦେବା ଆଳରେ କାର୍‌ ଭିତରେ ବଳାତ୍କାର

ଲକ୍ଷ୍ନୌ,୯ା୭: ଉତ୍ତରପ୍ରଦେଶର କୌଶମ୍ବୀ ଜିଲାରେ ଜଣେ ମହିଳାଙ୍କୁ ଲିଫ୍ଟ ଦେବା ବାହାନା କରି କାର୍‌ ଭିତରେ ମୁଣ୍ଡରେ ବନ୍ଧୁକ ଲଗାଇ ବଳାତ୍କାର କରିଥିବା ମାମଲା ସାମ୍ନାକୁ ଆସିଛି। ବଳାତ୍କାର ଅଭିଯୋଗ ମଝାନପୁର ମ୍ୟୁନିସିପାଲିଟି ପରିଷଦର ବିଏସ୍‌ପି ପ୍ରାର୍ଥୀ ଥିବା ଦଶରଥ ସରୋଜଙ୍କ…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ବୁଥ୍‌ କ୍ୟାପଚରିଂ ଅଭିଯୋଗରେ ଭାଜପା-ଟିଏମସି ମୁହାଁମୁହିଁ

କୋଲକତା,୯।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସାକୁ ନେଇ ଭାଜପା ଏବଂ ଟିଏମସି ମୁହାଁମୁହିଁ ହୋଇଛନ୍ତି। ହିସଂସାକୁ ନେଇ ପରସ୍ପର ମଧ୍ୟରେ ବୟାନ ବାଜିରେ କାଦୁଅ ଫୋପଡିବା ଘଟଣା ଜାରି ରହିଛି। ଭାଜପା ନିର୍ବାଚନରେ ବୁଥ୍‌ କ୍ୟାପଚର ହୋଇଛି ବୋଲି ମିଥ୍ୟା ଖବର…

ସିଏପିଏଫ ଯବାନଙ୍କ ଓପିଏସ ସ୍ବପ୍ନ ଭାଙ୍ଗିଲା…

ନୂଆଦିଲ୍ଲୀ,୯।୭ : ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସ(ସିଏପିଏଫ)ର ଲକ୍ଷ ଲକ୍ଷ ଯବାନଙ୍କ ପୁରୁଣା ପେନସନ ପାଇବା ସ୍ବପ୍ନ ଭାଙ୍ଗି ଯାଇଛି। ଚଳିତ ବର୍ଷ ଜାନୁୟାରୀ ୧୧ରେ, ଦିଲ୍ଲୀ ହାଇକୋର୍ଟ ଦେଇଥିବା ସିଏପିଏଫରେ ପୁରୁଣା ପେନସନ ବ୍ୟବସ୍ଥାର କାର୍ଯ୍ୟକାରିତା ସମ୍ପର୍କରେ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?