ଜାତୀୟ

୬୯୭ ବୁଥରେ ସାନି ମତଦାନ,କେନ୍ଦ୍ରୀୟ ବାହିନୀ ମୁତୟନ…

କୋଲକାତା,୧୦।୭ : ସୋମବାର (ଜୁଲାଇ ୧୦) ପଶ୍ଚିମବଙ୍ଗର ୨୨ ଟି ଜିଲା ମଧ୍ୟରୁ ୧୯ ଟିର ମୋଟ ୬୯୭ ଟି ବୁଥରେ ପଞ୍ଚାୟତ ନିର୍ବାଚନ ପାଇଁ ସାନି ମତଦାନ ଆରମ୍ଭ ହୋଇଛି। ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ସୋମବାର ସକାଳ ୭ଟାରୁ…

ଦିଲ୍ଲୀରେ ସନ୍ଥ ପଶ୍ଚିମବଙ୍ଗ ଆସିଲେ ସୈତାନ ହୋଇଯାଉଛନ୍ତି ମମତା: ଅଧୀର ରଞ୍ଜନ…

କୋଲକାତା,୧୦।୭ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଶାସକ ଟିଏମସି କର୍ମୀଙ୍କ ଦ୍ୱାରା ହିଂସା ହୋଇଥିବାର ଖବର ପାଇବା ପରେ ଭେଟେରାନ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ବିରୋଧୀ ଏକତା…

ଭାରତୀୟ ନୌସେନାକୁ ମିଳିପାରେ ୨୬ ରାଫେଲ-ଏମ ଫାଇଟର ଜେଟ

ନୂଆଦିଲ୍ଲୀ,୧୦।୭: ଚାଇନା ଓ ପାକିସ୍ତାନର ଗତିବିଧିକୁ ଦେଖି ଭାରତ ନିଜକୁ ଲଗାତାର ଭାବେ ମଜଭୁତ କରି ଚାଲିଛି। ଗତ କିଛି ବର୍ଷରେ ଭାରତୀୟ ସେନାଙ୍କ ଶକ୍ତି କିଛି ଗୁଣା ବୃଦ୍ଧି ହୋଇଛି। ଇତିମଧ୍ୟରେ ଭାରତୀୟ ନୌସେନାର ଶକ୍ତି ବି କିଛି ଗୁଣା…

ଅଜିତ ପାଓ୍ବାରଙ୍କ ଏଣ୍ଟ୍ରି ପରେ ମହାରାଷ୍ଟ୍ରରେ ଆରମ୍ଭ ହେଲା ପାଓ୍ବାର ଗେମ

ମୁମ୍ବାଇ,୧୦।୭: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ଏବେ ପାଓ୍ବାର ପଲିଟିକ୍ସ ଆରମ୍ଭ ହୋଇଯାଇଛି। ଏନସିପିର ଅଜିତ ପାଓ୍ବାର ବି ସରକାରରେ ଯୋଗ ଦେଇ ସାରିଛନ୍ତି ଆଉ ଏବେ ପୁଣିଥରେ ବିଭାଗକୁ ନେଇ ଟଣାଭିଡା ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ଏକନାଥ ଶିନ୍ଦେଙ୍କୁ ନେଇ…

ଏନ୍‌ସିପି ଭାଙ୍ଗିବା ପଛରେ ମୋ ହାତ ନାହିଁ: ଭୁଜବଳ

ପୁନେ,୧୦।୭: ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ହାତ ଛାଡି ଏକନାଥ ଶିନ୍ଦେ ସରକାରରେ ଯୋଗ ଦେଇଥିବା ଛଗନ ଭୁଜବଲ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ମହାରାଷ୍ଟ୍ର ସରକାରଙ୍କ ନୂତନ ଭାବେ ନିଯୁକ୍ତ ମନ୍ତ୍ରୀ ଭୁଜବଳ କହିଛନ୍ତି, ବୋଧହୁଏ ଶରଦ ପାୱାର ଭାବୁଛନ୍ତି…

ଅଜିତ ପାଓ୍ବାରଙ୍କ ହାତ ଛାଡ଼ିଲେ ଆଉ ଜଣେ ବିଧାୟକ

ନୂଆଦିଲ୍ଲୀ,୧୦।୭:ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନସିପି)ରେ ଚାଲିଥିବା ବିବାଦ ଥମିବାର ନାମ ନେଉନାହିଁ। ଅଜିତ ପାୱାର ଏବଂ ଶରଦ ପାୱାର ଗୋଷ୍ଠୀର ବିଧାୟକଙ୍କ ମଧ୍ୟରେ ଅଦଳବଦଳ ଚାଲିଛି। ବର୍ତ୍ତମାନ ଆଉ ଜଣେ ବିଧାୟକ ଅଜିତ ପାୱାର ଦଳରୁ ସିନିୟର ପାୱାରଙ୍କ ଦଳକୁ ଫେରିଛନ୍ତି। ମାର୍କଣ୍ଡ…

ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗିରଫ

ଚଣ୍ଡିଗଡ଼, ୧୦ା୭: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓ.ପି. ସୋନିଙ୍କୁ ରବିବାର ରାଜ୍ୟ ଭିଜିଲାନ୍ସ ବିଭାଗ ଗିରଫ କରିଛି। ୨୦୧୬ରୁ ୨୦୨୨ କଂଗ୍ରେସ କ୍ଷମତାରେ ଥିବାବେଳେ ସୋନିଙ୍କ ସମ୍ପତ୍ତି ଅତ୍ୟଧିକ…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା ପ୍ରତିବାଦରେ ବିକ୍ଷୋଭ

କୋଲକାତା, ୧୦ା୭ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ବେଳେ ଶନିବାର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୫ ଜଣଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପା ସମର୍ଥକମାନେ ରବିବାର ରାଜ୍ୟ ନିର୍ବାଚନ କମିଶନ (ଏସ୍‌ଇସି)ଙ୍କ…

ଜୈନ ସନ୍ଥଙ୍କୁ ହତ୍ୟା

ବେଲଗାଭି, ୧୦ା୭ : କର୍ନାଟକର ବେଲଗାଭି ଜିଲାରେ ଜଣେ ଜୈନ ସନ୍ଥଙ୍କୁ ହତ୍ୟା କରାଯାଇ ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ଏକ ବୋର୍‌ଓ୍ବେଲରେ ଫିଙ୍ଗିଦିଆଯାଇଥିଲା। ଚିକୋଡି ତାଲୁକ୍‌ର ଏକ ବୋର୍‌ଓ୍ବେଲରୁ ମୃତଦେହର ବିଭିନ୍ନ ଅଙ୍ଗ ମିଳିବା ପରେ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ…

ମୋତେ ଭାରତରେ ରହିବାକୁ ଦିଅ

ଲକ୍ଷ୍ନୌ,୧୦ା୭: ଅନ୍‌ଲାଇନ୍‌ ଗେମିଂ ଆପ୍‌ ପବ୍‌ଜିରେ ସାକ୍ଷାତ। କିଛିବର୍ଷର ଭାବ ବିନିମୟ ପରେ ପ୍ରେମ। ତା’ପରେ ସରହଦ ଡେଇଁ ଭାରତକୁ ଆସିଲେ ପାକିସ୍ତାନୀ ମହିଳା ସୀମା ହାଇଦର। ୪ ପିଲାଙ୍କ ମା’ ୩୦ ବର୍ଷୀୟା ସୀମା ଆଉ ପାକିସ୍ତାନ ଫେରିବାକୁ ଚାହୁଁନାହାନ୍ତି।…

ଉତ୍ତର ଭାରତରେ ବର୍ଷା ବିତ୍ପାତ: ୧୯ ମୃତ

ନୂଆଦିଲ୍ଲୀ, ୧୦ା୭: ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ପବନ ସାଙ୍ଗକୁ ଭୂସ୍ଖଳନ ଯୋଗୁ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି। ଦିଲ୍ଲୀର ଯମୁନା ନଦୀ ସମେତ ବିଭିନ୍ନ…

ସ୍କୁଲ ବନ୍ଦ ଘୋଷଣା କଲେ କେଜ୍‌ରିଓ୍ବାଲ

ଦିଲ୍ଲୀ,୯।୭: ଦୁଇଦିନ ହେଲା ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ରାସ୍ତା ଜଳମଗ୍ନ ହୋଇଯାଇଛି। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ଏନେଇ ସୋମବାର ଦିଲ୍ଲୀର ସମସ୍ତ ସ୍କୁଲ୍‌ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଘୋଷଣା କରିଛନ୍ତି। ପ୍ରବଳ ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?