ଜାତୀୟ

୧୫ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା…

ରାମେଶ୍ୱରମ,୯।୭ : ଶ୍ରୀଲଙ୍କା ନୌସେନା ପାକ ଷ୍ଟ୍ରେଟର ଡେଲଫ୍ଟ ଦ୍ୱୀପରୁ ଦୁଇଟି ଡଙ୍ଗା ସହିତ ୧୫ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଧୀବରମାନେ ରାମେଶ୍ୱରମର ବାସିନ୍ଦା ବୋଲି ଜଣାପଡ଼ିଛି। ପାକ ଷ୍ଟ୍ରେଟ ହେଉଛି ଭାରତୀୟ ତାମିଲନାଡୁ ଏବଂ…

ପ୍ରେମ ପାଇଁ ଭାରତ ଆସିଥିବା ସୀମା ଯୋଗୀଙ୍କ ପାଖରେ କଲେ ନିବେଦନ, ପାକିସ୍ତାନ ଫେରିଲେ ମରିଯିବି…

ନୂଆଦିଲ୍ଲୀ,୯।୭: ପ୍ରେମ କ’ଣ ନ କରିପାରେ। ପ୍ରେମ ପାଇଁ ମାଇଲି ମାଇଲି ବାଟ ବି ଛୋଟ ଲାଗିଥାଏ। ପବଜିରେ ଆରମ୍ଭ ହୋଇଥିବା ପ୍ରେମ ପାଇଁ ପାକିସ୍ତାନୀ ମହିଳା ସୀମା ସାତ ଦରିଆ ଡେଇଁ ଚାଲିଆସିଛନ୍ତି ତାଙ୍କ ଭାରତୀୟ ପ୍ରେମୀଙ୍କ ପାଖକୁ। ବର୍ତ୍ତମାନ…

ଭୋଟ ବେଳେ ହିଂସା:୧୮ ମୃତ

କୋଲକାତା,୯ା୭ (ପି.ଟି.): ପଶ୍ଚିମବଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଶନିବାର ମତଦାନ ବେଳେ ବୋମା ଫୁଟିବା ସହ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୧୦ ଜଣ ଶାସକ ଟିଏମ୍‌ସିର ହୋଇଥିବାବେଳେ ଭାଜପାରୁ ୩,…

ଗଙ୍ଗାନଦୀ ଜଳରେ କ୍ୟାନସର ପ୍ରତିରୋଧୀ ବ୍ୟାକ୍ଟେରିଆ…

ନୂଆଦିଲ୍ଲୀ,୮।୭ : ଗଙ୍ଗାରେ ମିଳୁଥିବା ସ୍ୟୁଡୋମୋନାସ ନାମକ ଏକ ବ୍ୟାକ୍ଟେରିଆ କର୍କଟ ରୋଗର ଚିକିତ୍ସା ପାଇଁ ଉପଯୋଗୀ ବୋଲି ବିବେଚନା କରାଯାଇଛି। ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ପରିବେଶ ଅଧ୍ୟୟନ କେନ୍ଦ୍ରର ଅନୁସନ୍ଧାନରେ ଏହା ଦାବି କରାଯାଇଛି। ଏହାକୁ ଏକ ଆଣ୍ଟିବାୟୋଟିକ ପ୍ରତିରୋଧ ବ୍ୟାକ୍ଟେରିଆ…

ୟୁସିସି ଲାଗୁ କରିବା ନୁହେଁ ସହଜ: ଗୁଲାମନବୀ…

ଶ୍ରୀନଗର,୮।୭ : ୫୦ ବର୍ଷ ଧରି କଂଗ୍ରେସରେ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମନବୀ ଆଜାଦ ଶନିବାର ୟୁନିଫର୍ମ ସିଭିଲ କୋଡ (ୟୁସିସି) ର କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହା ସମସ୍ତ ଧର୍ମ ଉପରେ ପ୍ରଭାବ ପକାଇବ…

ୟୁସିସି ନେଇ ଦୁଇ ଭାଗ ଶିଖ୍‌ ସମାଜ…

ନୂଆଦିଲ୍ଲୀ,୮।୭ : ୟୁନିଫର୍ମ ସିଭିଲ କୋଡ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦgଙ୍କ ବିବୃତ୍ତି ପରଠାରୁ ସାରା ଦେଶରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ଦଳ ସହିତ ଧାର୍ମିକ ସଂଗଠନ ମଧ୍ୟ ଏହି ପ୍ରସଙ୍ଗରେ କ୍ରମାଗତ ଭାବରେ ନିଜର ମତାମତ…

ଇଣ୍ଡୋ-ନେପାଳ ୬,୪୮୦ ମେଗାଓ୍ବାଟ ପଞ୍ଚେଶ୍ୱର ବିଦ୍ୟୁତ୍‌ ପରିଯୋଜନାକୁ ମିଳିବ ଚୂଡାନ୍ତ ରୂପ:ଉଭୟ ପକ୍ଷଙ୍କ ମଧ୍ୟରେ ସହମତି…

ନୂଆଦିଲ୍ଲୀ/କାଠମାଣ୍ଡୁ,୮।୭ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ ଦହଲ ପ୍ରଚଣ୍ଡ ନିକଟରେ ଭାରତ ଗସ୍ତ କରିଥିଲେ ଏବଂ ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ମିଳିଥିବା ସମର୍ଥନକୁ ପ୍ରଶଂସା କରିଥିଲେ। ପ୍ରଚଣ୍ଡଙ୍କ ଗସ୍ତ ପୂର୍ବରୁ ଭାରତ ଏବଂ ନେପାଳ ମଧ୍ୟରେ ଅନେକ ପ୍ରସଙ୍ଗରେ…

ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା: ମମତା ସରକାରଙ୍କଠାରୁ ରିପୋର୍ଟ ତଲବ କଲେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…

କୋଲକାତା,୮।୭ : ଶନିବାର ପଶ୍ଚିମବଙ୍ଗରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏହି ନିର୍ବାଚନ ସମ୍ପର୍କରେ ବହୁ ଅଞ୍ଚଳରେ ହିଂସା ଓ ସଂଘର୍ଷ ଘଯିଥିବା ଖବର ଆସିଛି। ଲୋକମାନେ ମତଦାନ ବୁଥରୁ ମତଦାନ ବୁଥରୁ ଦୌଡୁଥିବା ଦେଖିବାକୁ ମିଳିଥିଲା…

ଅଲ୍‌ଟ୍ରାସାଉଣ୍ଡରେ ଜଣାପଡ଼ିଥିଲା ଗର୍ଭରେ ଥିଲେ ଦୁଇ ପିଲା, ଅପରେଶନ ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୮ା୭: ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହା ଶୁଣି ଆଶ୍ଚର୍ଯ୍ୟ ହେବେ। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ପ୍ରସବ ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅପରେଶନ ପୂର୍ବରୁ ସମ୍ପର୍କୀୟମାନେ ଦୁଇଟି ଭିନ୍ନ ଡାକ୍ତରଖାନାରେ…

‘ଜନସାଧାରଣଙ୍କ ମୁଣ୍ଡ ଗରମ ହେଲେ ସରକାରଙ୍କ ସତ୍ତା ବଦଳିଯାଏ’

ଜୟପୁର,୮ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ବିକାନେରରେ ୨୪,୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସମୟରେ ସେ ଏକ ରାଲିରେ ମଧ୍ୟ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜସ୍ଥାନରେ ଶିଳ୍ପ ବିକାଶ ପାଇଁ ଅପାର…

ଫଟା ଜିନ୍ସ ପିନ୍ଧୁଥିଲେ ମନ୍ଦିର ମନା: ମୁକ୍ତେଶ୍ୱର ମନ୍ଦିରଲେ ଲାଗୁହେଲା ନିୟମ

ଉତ୍ତରପ୍ରଦେଶ: ନିକଟରେ ଆଗ୍ରା-ମଥୁରା ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ପାଇଁ ଡ୍ରେସ୍‌ କୋଡ ଲାଗୁ କରାଯିବା ପରେ ଅନେକ ଜିଲାର ମନ୍ଦିରରେ ଏଭଳି ନିୟମ ଲାଗୁ କରାଯାଉଛି। ଭକ୍ତମାନଙ୍କୁ ମନ୍ଦିରରେ ହିନ୍ଦୁ ସଂସ୍କୃତି ଅନୁସାରେ ଡ୍ରେସ ପିନ୍ଧିବାକୁ କୁହାଯାଇଛି। ଏହି ପର୍ଯ୍ୟାୟରେ, ବର୍ତ୍ତମାନ…

ଚାଇନା ସୀମାରେ ଭାରତୀୟ ସେନାର ସମରାଭ୍ୟାସ: ଟ୍ୟାଙ୍କର ଗର୍ଜନରେ ଥରିଲା ଲଦାଖ ଘାଟି…

ଲେହ,୮।୭ : ଶନିବାର ଲଦାଖର ଚାଇନା ସୀମା ନିକଟରେ ଭାରତୀୟ ସେନାର ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନ ମିଳିତ ଭାବେ ସମରାଭ୍ୟାସ କରିଥିଲେ। ଘାଟି ସେନା ଟ୍ୟାଙ୍କର ଗର୍ଜନରେ ଥରି ଉଠିଥିଲା। ଭାରତୀୟ ସେନାର ଏହି ସମରାଭ୍ୟାସ ଚାଇନା ଏବଂ ପାକିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?